Browsing Tag

Bomb Threat

ପୁଣି ଇଣ୍ଡିଗୋ ବିମାନରେ ବୋମା ଭୟ, ମିଳିଲା ଆଉ ଏକ ଧମକପୂର୍ଣ୍ଣ ନୋଟ୍

ନୂଆଦିଲ୍ଲୀ : ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନକୁ ପୁଣି ମିଳିଲା ଧମକପୂର୍ଣ୍ଣ ନୋଟ୍ । ବିମାନଟିକୁ ତୁରନ୍ତ ଖାଲି କରାଯାଇଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ପୁଣି ସମ୍ବଲପୁର କୋର୍ଟକୁ ବୋମା ଧମକ, କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସମ୍ବଲପୁର : ପୁଣି ସମ୍ବଲପୁର କୋର୍ଟକୁ ବୋମା ଧମକ । ଧମକ ପରେ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ଯାଞ୍ଚ କରିଛି । ସମ୍ବଲପୁର ସହରରେ ଥିବା କୋର୍ଟକୁ ବୋମା ବିସ୍ଫୋରଣ ଉଡ଼ାଇବାକୁ ଧମକପୂର୍ଣ୍ଣ ଇ-ମେଲ ମିଳିଥିଲା । ପରେ ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି…

ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !

ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଆଜି ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । କିନ୍ତୁ ଏହା ପୂର୍ବରୁ ବୋମା ଧମକ ମିଳିଛି । ଯାହା ହଇଚଇ ସୃଷ୍ଟି କରିଛି । ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ଏବଂ ବିଧାନସଭା ମେଟ୍ରୋ ଷ୍ଟେସନକୁ ଉଡାଇ ଦେବାକୁ ବୋମା ଧମକ ମିଳିଛି ।…

ଭୁବନେଶ୍ୱରରେ ପୁରୁଣା ପାସପୋର୍ଟ ଅଫିସ ଉଡ଼ାଇ ଦେବାକୁ ଧମକ, ଘଟଣାସ୍ଥଳରେ ଡଗ୍ ଓ ବମ୍ ସ୍କ୍ବାଡର ଯାଞ୍ଚ

ଭୁବନେଶ୍ବର: ଭୁବନେଶ୍ୱରରେ ପୁରୁଣା ପାସପୋର୍ଟ ଅଫିସ ଉଡ଼ାଇ ଦେବାକୁ ଧମକ । ମେଲ୍ ରେ ଦୁର୍ବୃତ୍ତ ଦେଇଛନ୍ତି ବୋମା ଧମକ । ପରୁଣା ପାସ୍ ପୋର୍ଟ ଅଫିସରେ ପହଞ୍ଚି ନୟାପଲ୍ଲୀ ପୋଲିସ ଯାଞ୍ଚ କରିଛି । ଅଫିସ ଭିତରେ ଓ ବାହାରେ ଯାଇ ସର୍ଚ୍ଚ ଅପରେସନ କରିଛନ୍ତି ଟିମ୍ । ବମ୍ ସ୍କ୍ୱାଡ ଓ ଡଗ ସ୍କ୍ୱାଡ…

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବମ୍ ସ୍କ୍ୱାଡ୍ ଓ ଡଗ ସ୍କ୍ୱାଡର ତଦନ୍ତ ଆରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱର କୋର୍ଟକୁ ବୋମା ଧମକ । ମେଲ୍ ଜରିଆରେ କୋର୍ଟକୁ ଉଡାଇ ଦେବାକୁ ଧମକ । ଅଜଣା ମେଲ୍ ନେଇ କୋର୍ଟ ପରିସରରେ ଆତଙ୍କ। ଖବର ପାଇ କମିସନରେଟ ପୋଲିସ ବମ୍ ସ୍କ୍ୱାଡ୍ ଓ ଡଗ ସ୍କ୍ୱାଡ ତଦନ୍ତ ଆରମ୍ଭ କରିଛନ୍ତି । କୋର୍ଟ ପରିସରରେ ପୋଲିସ ଟିମ୍ ପହଂଚିଛି। କୋର୍ଟ କର୍ମଚାରୀ,…

ବଜେଟ ଚାଲିଥିବା ବେଳେ ମୁମ୍ବାଇ ବିଧାନଭବନକୁ ବୋମା ଉଡ଼ାଇବାକୁ ଧମକ, ପୋଲିସ କରୁଛି ଯାଞ୍ଚ

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭାର ବଜେଟ୍ ଅଧିବେଶନ ଚାଲିଥିବା ସମୟରେ ବିଧାନ ଭବନକୁ ଉଡ଼ାଇବାକୁ ଧମକ । ଦକ୍ଷିଣ ମୁମ୍ବାଇ ସ୍ଥିତ ବିଧାନ ଭବନର ଇମେଲ ଆକାଉଣ୍ଟକୁ ଏକ ବୋମାରେ ଉଡ଼ାଇବାକୁ ଧମକପୂର୍ଣ୍ଣ ମେଲ୍ ଆସିଛି । ବୋମା ଧମକପୂର୍ଣ୍ଣ ମେଲ୍ ଆସିବା ପରେ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି…

ପୁରୀ ପରେ କେନ୍ଦୁଝର କୋର୍ଟକୁ ବୋମା ଧମକ, ଯାଞ୍ଚ ଆରମ୍ଭ

କେନ୍ଦୁଝର : ପୁରୀ ପରେ କେନ୍ଦୁଝର କୋର୍ଟକୁ ବୋମା ଧମକ । ଜିଲ୍ଲା ଦୌରା ଜର୍ଜଙ୍କ କୋର୍ଟକୁ ବୋମାରେ ଭଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ ।  ମେଲ ଆସିବା ପରେ ଖବର ପାଇ କୋର୍ଟରେ ପହଞ୍ଚିଥିଲା ପୋଲିସ। ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଦଳ ସହ ଏକ ପ୍ଲାଟୁନ ଫୋର୍ସ କୋର୍ଟରେ ପହଞ୍ଚି…

ଲାଲକିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ, ଖଲିସ୍ତାନୀ ଗ୍ରୁପ ନାମରେ ଆସିଲା ଧମକପୂର୍ଣ୍ଣ ଇମେଲ

ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି । ଲାଲକିଲ୍ଲା ଏବଂ ଦିଲ୍ଲୀ ସଚିବାଳୟ ପରିସର ଭିତରେ ସନ୍ଧାନ କରାଯାଉଛି । ଖଲିସ୍ତାନୀ ଗ୍ରୁପ ନାମରେ ଧମକପୂର୍ଣ୍ଣ ମେଲ୍ ଆସିଛି । ଧମକ ମିଳିବା ପରେ…

ସିବିଏସଇ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ୧୨ରୁ ଅଧିକ ସ୍କୁଲକୁ ବୋମା ଧମକ, ଭୟରେ ଅଭିଭାବକ

ନୋଏଡା : ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଜିଲ୍ଲାର ଅନେକ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଏଠାରେ ୧୨ରୁ ଅଧିକ ସ୍କୁଲକୁ ଇମେଲ ଜରିଆରେ ବୋମା ଥିବା ଧମକ ମିଳିଛି । ସ୍କୁଲରେ ସିବିଏସଇ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ଏତେ ସାରା ସ୍କୁଲକୁ ବୋମା ଧମକ ମିଳିଛି । ଏହାପରେ ସ୍କୁଲ…

ଅହମଦାବାଦ ଏବଂ ଭଦୋଦରାର ଅନେକ ସ୍କୁଲକୁ ବୋମା ଧମକ, ପିଲାମାନେ ଆତଙ୍କିତ

ଗୁଜରାଟ : ଗୁଜରାଟ ଅହମ୍ମଦାବାଦ ଏବଂ ଭଦୋଦରାର ଅନେକ ସ୍କୁଲକୁ ବୋମା ଧମକ । ବୋମା ଧମକ ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଅତିକମରେ ୨୮ ସ୍କୁଲକୁ ଇମେଲ୍ ମାଧ୍ୟମରେ ଧମକ ମିଳିଛି । ଭାରତକୁ ଖଲିସ୍ତାନରେ ପରିଣତ କରିବାକୁ ଉଲ୍ଲେଖ ରହିଛି । ଧମକପୂର୍ଣ୍ଣ ମେଲ୍ ମିଳିବା ପରେ…

ଦିଲ୍ଲୀର କେତେକ ସ୍କୁଲକୁ ବୋମା ଧମକ, ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ

ନୂଆଦିଲ୍ଲୀ : ଦିଲ୍ଲୀର କେତେକ ସ୍କୁଲକୁ ପୁଣି ବୋମା ଧମକ ଖବର ସାମ୍ନାକୁ ଆସିଛି । ସ୍କୁଲ ପ୍ରଶାସନ ପକ୍ଷରୁ ପୋଲିସକୁ ଏହି ଧମକ ସମ୍ପର୍କରେ ସୂଚନା ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡିକୁ ହାଇ ଆଲର୍ଟରେ ରଖାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ,…

ପାଟନା ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ, ପପୁ ଯାଦବଙ୍କର ହେବାକୁ ଥିଲା ଆଜି ଶୁଣାଣି

ପାଟନା : ବିହାର ପାଟନା ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ । ବୋମା ଧମକ ମିଳିବା ପରେ ଚାରିଆଡେ ଭୟର ବାତାବରଣ ଦେଖାଦେଇଥିଲା । ସୂଚନା ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରକୁ ଖାଲିକରିଦିଆଯାଇଥିଲା । କୋର୍ଟରେ ଥିବା ସୁରକ୍ଷାକର୍ମୀ କୋର୍ଟ ଗେଟ୍ ବନ୍ଦ କରିବା ସହିତ…