ଚିନ୍ତା ବଢ଼ାଉଛି ଡିପ୍ଥେରିଆ; ଆଦିବାସୀ ଅଂଚଳରେ ଆଜିଠୁ ଦିଆଯିବ ବୁଷ୍ଟର ଡୋଜ୍
ରାୟଗଡ଼ା (କେନ୍ୟୁଜ); ରାଜ୍ୟରେ ସଂକ୍ରମଣର ରୂପ ନେଉଛି ଡିପଥେରିଆ । ଏନେଇ ସତର୍କ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ରାୟଗଡ଼ା ପରେ ଏବେ କଳାହାଣ୍ଡି ଜିଲ୍ଲାକୁ ମାଡୁଛି ଏହି ସଂକ୍ରମଣ । ଏନେଇ ରାୟଗଡ଼ା କାଶୀପୁରରେ ଆଜିଠୁ ଦିଆଯିବ ବୁଷ୍ଟର ଡୋଜ୍ । ସର୍ଭେଲାନ୍ସ…