Browsing Tag

bus accident

୨୬ ନମ୍ବର ଜାତୀୟ ରାଜପଥରେ ସରକାରୀ ବସ ଦୁର୍ଘଟଣାଗ୍ରସ୍ତ, ୧୦ ଯାତ୍ରୀ ଆହତ

ବରଗଡ଼-ନବରଙ୍ଗପୁର ରାସ୍ତାରେ ଏକ ସରକାରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି | ଏଥିରେ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବାବେଳେ ତିନି ଗୁରୁତର ହୋଇଛନ୍ତି | ଗୁରୁତରଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ବସଟି ବରଗଡ଼ରୁ ନବରଙ୍ଗପୁର ଯାଉଥିବା ବେଳେ ୨୬ ନମ୍ବର…

ଭାଙ୍ଗିଗଲା ବସର ଷ୍ଟିୟରିଂ ରଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜଳେଶ୍ବର(କେନ୍ୟୁଜ୍): ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍ । ବସର ଷ୍ଟିୟରିଂ ରଡ ଭାଙ୍ଗିଯିବାରୁ ଭାରସାମ୍ଯ ହରାଇ ରାସ୍ତା କଡକୁ ଗଡ଼ିଲା । ଆଜି ସକାଳେ ଗୁଡଲି ନାମକ ଘରୋଇ ବସ୍ ବାଲିଆପାଳରୁ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବାଲେଶ୍ବର ଅଭିମୁଖେ ଯାଉଥିଲା । ଜଳେଶ୍ବରର…

ଛତିଶଗଡ଼: କେନ୍ଦା ଘାଟିରେ ଓଲଟିଲା ବସ୍‌, ୨ ଯାତ୍ରୀଙ୍କ ମୃତ୍ୟୁ; ୪୦ ଆହତ

ଛତିଶଗଡ଼ର ବିଳାସପୁରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଯାତ୍ରୀବାହୀ ବସ୍ କେନ୍ଦା ଘାଟିରେ ଓଲଟି ପଡ଼ିବାରୁ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବସଟି ବିଳାସପୁରରୁ ପ୍ରୟାଗରାଜ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣା…

ବାଲେଶ୍ବର: ରେମୁଣା ମାଦଳ ବାଜା ନିକଟରେ ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ, ପାସେଞ୍ଜର ଅଛନ୍ତି ସୁରକ୍ଷିତ

ବାଲେଶ୍ବର(କେନ୍ୟୁଜ୍): ବଡ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ । ବାଲେଶ୍ବର ରେମୁଣା ବ୍ଲକ ଗୁଡୁଦା ପଞ୍ଚାୟତ ମାଦଳ ବାଜା ନିକଟରେ ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଲେଶ୍ଵରରୁ ଯାତ୍ରୀଙ୍କୁ ନେଇ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ବସ୍ । ପୋଲ ଉପରେ ବଡ଼…

ଡ୍ରାଇଭରଙ୍କୁ ନିଦ; ଆଗ୍ରା ଏକ୍ସପ୍ରେସ-ୱେରେ ଓଲଟିଲା ସ୍ଲିପର ବସ୍‌, ଇସ୍ରାଏଲ୍‌ ମହିଳାଙ୍କ ସମେତ ୩୪ ଆହତ

ଆଗ୍ରା ଏକ୍ସପ୍ରେସ-ୱେରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଦିଲ୍ଲୀରୁ ବନାରସ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଡିଭାଇଡରକୁ ଧକ୍କା ଦେବା ପରେ ଓଲଟି ପଡ଼ିଥିଲା। ବସ୍‌ରେ ଥିବା ୩୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି।…

ନୈନିତାଲରେ ଖାଇକୁ ଖସିଲା ବସ୍‌, ୭ ମୃତ

ଉତ୍ତରାଖଣ୍ଡ ନୈନିତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୭ ଜଣଙ୍କର ପ୍ରାଣ ଚାଲିଯାଇଛି । ବସ୍‌ କାଲାଡୁଙ୍ଗି ରୋଡରେ ଘଟଗଡ ପାଖରେ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଘଟଣା ବିଷୟରେ ସୂଚନା ମିଳିବା ପରେ ଏସଡିଆରଏଫ ଟିମ୍‌, ଦମକଳ ବିଭାଗ, ନୈନିତାଲ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି…

ପୋଲ ତଳକୁ ଖସିଲା ବସ୍‌, ଚାହୁଁଚାହୁଁ ଚାଲିଗଲା ୨୧ ଜୀବନ

ଘଟିଗଲା ଭୟଙ୍କର ଦୁର୍ଘଟଣା । ଚାହୁଁ ଚାହୁଁ ଚାଲିଗଲା ୨୧ ଜୀବନ । ପୋଲ ତଳକୁ ବସ୍‌ ଖସି ଅନେକ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । କିଏ ଅଫିସରୁ ଘରକୁ ଫେରୁଥିଲା ତ କିଏ ସ୍କୁଲରୁ ଯାଉଥିଲା ନିଜ ଘରକୁ । ଏମିତି ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରୀମାନେ ଯାଉଥିବାବେଳେ ଘଟିଗଲା ଏଭଳି ଭୟଙ୍କର…

ପଞ୍ଜାବ: ଭାରସାମ୍ୟ ହରାଇ କେନାଲ୍‌କୁ ଖସିଲା ବସ୍‌, ୮ ଯାତ୍ରୀ ମୃତ, ୪୦ ଜଣଙ୍କୁ କରାଗଲା ଉଦ୍ଧାର

ପଞ୍ଜାବରେ ଏକ ଦୁଃଖଦ ବସ୍‌ ଦୁର୍ଘଟଣା ଘଟିଛି। ମଙ୍ଗଳବାର ଅପରାହ୍ନରେ ମୁକ୍ତସରରେ ଏକ ବସ୍‌ ଏଠାରେ ସରହିନ୍ଦ କେନାଲକୁ ଖସିପଡିଥିଲା। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ପୋଲିସ ଏବଂ ପ୍ରଶାସନିକ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଏହି…

ଉଜ୍ଜୈନରେ ବସ୍‌ ଓଲଟି କଣ୍ଡଣ୍ଟରଙ୍କ ସମେତ ୩ ମୃତ, ୮ରୁ ଅଧିକ ଯାତ୍ରୀ ଆହତ

ମଧ୍ୟ ପ୍ରଦେଶର ଉଜ୍ଜୈନରେ ଶୁକ୍ରବାର ରାତିରେ ଏକ ଯାତ୍ରୀବାହୀ ବସ୍‌ ଓଲଟି କଣ୍ଡଣ୍ଟରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ଜିଲ୍ଲାର ଖାଚରୋଦ୍‌ ଅଞ୍ଚଳରେ। ପ୍ରବଳ ବର୍ଷା ଏବଂ ଅନ୍ଧାର ହେତୁ ବସ୍‌ଟି ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୮ ଜଣ ଯାତ୍ରୀ ଗୁରୁତର ଆହତ…

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମୋହନା(କେନ୍ୟୁଜ୍): ବର୍ଷା ଯୋଗୁଁ ବୁଧବାର ଅପରାହ୍ନ ସମୟରେ ଗଞ୍ଜାମ ଗଜପତି ସୀମାନ୍ତ କାନକଟା ଘାଟି ରାସ୍ତା ରେ ଭାରସାମ୍ୟ ହରାଇ ରଘୁନାଥ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ରାସ୍ତା କଡ଼କୁ ଖସି ଯାଇଛି । ବସଟି ଗଜପତି ଜ଼ିଲ୍ଲା ମହେନ୍ଦ୍ରଗଡ଼ରୁ ଗଞ୍ଜାମ ଜ଼ିଲ୍ଲା ଜରଡ଼ା ଅଭିମୁଖେ ୩୦ରୁ ଉର୍ଦ୍ଧ…

ତୀର୍ଥଯାତ୍ରା ପାଲଟିଲା ଶେଷ ଯାତ୍ରା: ଟ୍ରକ-ବସ୍‌ ଦୁର୍ଘଟଣାରେ ୯ ମୃତ, ୩୧ ଆହତ

ଇରାନର ଦକ୍ଷିଣ ଅଞ୍ଚଳରେ ଥିବା ନାସିରିୟା ସହରରେ ସଡ଼କ ଦୁର୍ଘଟଣାରେ ୯ ଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇଛନ୍ତି । ଟ୍ରକ ଏବଂ ବସ୍ ମଧ୍ୟରେ ଏକ ବଡ଼ ଦୁର୍ଘଟଣାରେ ୯ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହାସହିତ ୩୧ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ,…

 ନେପାଳରେ ମର୍ମନ୍ତୁଦ ଦୁର୍ଘଟଣା, ୭ ମୃତ

ନେପାଳରେ ମର୍ମନ୍ତୁଦ ଦୁର୍ଘଟଣା, ୭ ମୃତ । ନେପାଳର ବାରାର ଜିତପୁର ସିମାରା ଉପ-ମହାନଗର ଚୁରିୟାମାଇ ମନ୍ଦିର ନିକଟରେ ଦୁର୍ଘଟଣାେ । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୬ ଭାରତୀୟ ତୀର୍ଥଯାତ୍ରୀ । ବସ୍ ଟି ତୀର୍ଥଯାତ୍ରୀମାନଂକୁ ନେଇଯାଉଥିବାବେଳେ…