Below header
Browsing Tag

bus accident

 ନେପାଳରେ ମର୍ମନ୍ତୁଦ ଦୁର୍ଘଟଣା, ୭ ମୃତ

ନେପାଳରେ ମର୍ମନ୍ତୁଦ ଦୁର୍ଘଟଣା, ୭ ମୃତ । ନେପାଳର ବାରାର ଜିତପୁର ସିମାରା ଉପ-ମହାନଗର ଚୁରିୟାମାଇ ମନ୍ଦିର ନିକଟରେ ଦୁର୍ଘଟଣାେ । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୬ ଭାରତୀୟ ତୀର୍ଥଯାତ୍ରୀ । ବସ୍ ଟି ତୀର୍ଥଯାତ୍ରୀମାନଂକୁ ନେଇଯାଉଥିବାବେଳେ…

ଚଳନ୍ତା ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୩୦ ଜୀବନ୍ତ ଦଗ୍ଧ

ଚାହୁଁ ଚାହୁଁ ଜଳିଗଲା ବସ୍‌ । ପାକିସ୍ତାନ ପଞ୍ଜାବ ପ୍ରାନ୍ତରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି । ପ୍ରାନ୍ତର ପିଣ୍ଡି ଭଟ୍ଟିୟା ସହରରେ ଏକ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ବସ୍‌ରେ ନିଆଁ ଲାଗିଯିବାରୁ ୩୦ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଥିବା ସୂଚନା…

ଡିଭାଇଡର ଉପରେ ଚଢ଼ିଗଲା ବସ୍, ୧୦ ଆହତ

ଯାଜପୁର (କେନ୍ୟୁଜ): ଡିଭାଇଡର ଉପରେ ଚଢ଼ିଗଲା ବସ୍, ୧୦ ଆହତ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର ଚୁଡାଖିଆ ଛକ ନିକଟରେ ଦୁର୍ଘଟଣା ଘଟିଛି। ବସଟି ଏକ ହାଇୱାକୁ ଅତିକ୍ରମ କରୁଥିବାବେଳେ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢିଯାଇଥିଲା। ଫଳରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଖବର ଅନୁଯାୟୀ,…

ହିମାଚଳ ମଣ୍ଡିରେ ଭୟଙ୍କର ସଡ଼କ ଦୁର୍ଘଟଣା, ହଠାତ୍‌ ରାସ୍ତା ଧସିବାରୁ ଖସିପଡିଲା ବସ୍‌: ୧୨ ଆହତ

ହିମାଚଳ ମଣ୍ଡିରେ ରାସ୍ତା ଧସିବା ଯୋଗୁଁ ବସ୍‌ ଖସିପଡିବାରୁ ୧୨ ଜଣ ଆହତ ହୋଇଛନ୍ତି । ସିମଲା ଯାଉଥିବା ବସ୍‌ ସୁନ୍ଦରନଗର ଅଞ୍ଚଳରେ ଖାଇକୁ ଖସିଯାଇଥିଲା । ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ୮ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି…

ମହାରାଷ୍ଟ୍ର: ଅମରନାଥ ତୀର୍ଥଯାତ୍ରୀ ବସ୍‌ ସହ ଧକ୍କା ହେଲା ଯାତ୍ରୀବାହୀ ବସ୍‌, ୬ ମୃତ; ୨୫ରୁ ଊର୍ଦ୍ଧ୍ୱ ଆହତ

ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ୬ ନଂ. ଜାତୀୟ ରାଜପଥରେ ଶନିବାର ଭୋର୍‌ ୩ଟାରେ ଏକ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରାଭେଲ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ପ୍ରାୟ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପାଖାପାଖି ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପୋଲିସ…

ସଡ଼କ ଦୁର୍ଘଟଣାରେ ଯବାନ ମୃତ, ଭାଇରାଲ ହେଉଛି ମୃତ୍ୟୁର ୧୦ ମିନିଟ୍ ପୂର୍ବରୁ ଅପଲୋଡ୍ ହୋଇଥିବା ଭିଡିଓ

ସୋରଡା (କେନ୍ୟୁଜ) : କାର୍ଗିଲ ସହିଦ ଦିବସରେ ଯବାନଙ୍କ ମୃତ୍ୟୁ । ମୃତ୍ୟୁ କେତେବେଳେ ଯେ କାହାକୁ ତାର ଶିକାର ବନାଇଦିଏ ତାହା କେହି ବି ଜାଣିନଥାନ୍ତି । ଏଇ ଯେମିତି ଘଟିଛି ଏହି ଯବାନଙ୍କ କ୍ଷେତ୍ରରେ । ଛୁଟିରେ ଘରକୁ ଆସିଥିଲେ ବୁଲିବା ପାଇଁ କିନ୍ତୁ ସେ କଣ ଜାଣିଥିଲେ ଏଇଟା ତାଙ୍କର ଶେଷ ଘରକୁ…

ବାଂଲାଦେଶ : ପୋଖରୀକୁ ବସ୍‌ ଖସି ୧୭ ମୃତ, ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଥିବାରୁ ଏଭଳି ଦୁର୍ଘଟଣା

ବାଂଲାଦେଶରେ ବସ୍‌ଟି ପୋଖରୀକୁ ଖସିପଡିଥିବାରୁ ୧୭ ମୃତ ଏବଂ ୩୫ ଜଣ ଆହତ ହୋଇଛନ୍ତି । ବାଂଲାଦେଶର ଝାଲାକାଥି ସଦର ଉପଜିଲ୍ଲାର ଛତ୍ରକଣ୍ଡ ଅଞ୍ଚଳରେ ବସଟି ପୋଖରୀକୁ ଖସିପଡିଥିଲା । ମୃତକଙ୍କ ମଧ୍ୟରେ ୩ ଜଣ ପିଲା ରହିଥିବା ଜଣାପଡିଛି । ଆହତଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି । ବସ୍‌…

ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୬ ଆହତ

ଯାଜପୁର ରୋଡ(କେନ୍ୟୁଜ୍‌) : ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ ଓଲଟି ପଡିବାରୁ ୬ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଯାଜପୁର ରୋଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ କରଞ୍ଜିଆ ଯାଉଥିଲା…

ମୋଦିଙ୍କ ରାଲିକୁ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ୩ ମୃତ, ଅନେକ ଆହତ

ଛତିଶଗଡ ବିଳାସପୁର ଜିଲ୍ଲାରେ ଏକ ଯାତ୍ରୀବାହୀ ବସ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛି । ଦ୍ରୁତଗତିରେ ଯାଉଥିବା ବସ୍‌ ରାସ୍ତାରେ ଛିଡା ହୋଇଥିବା ହାଇଓ୍ଵା ସହିତ ଧକ୍କା ହୋଇଥିଲା । ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଆହତ ହୋଇଛନ୍ତି । ଆହତ ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ…

ବୁଲଢାଣା ବସ୍‌ ଦୁର୍ଘଟଣା : ମଦ ନିଶାରେ ବସ୍‌ ଚଳାଉଥିଲେ ଡ୍ରାଇଭର, ଫରେନ୍ସିକ ଯାଞ୍ଚ ରିପୋର୍ଟରୁ ଖୁଲାସା

ମହାରାଷ୍ଟ୍ର ବୁଲଢାଣାରେ ବସ୍‌ରେ ନିଆଁ ଲାଗି ୨୫ ଜଣ ଜୀବନ୍ତ ଜଳିଯାଇଥିବା ଖବର ସମସ୍ତଙ୍କୁ ସ୍ତବ୍ଧ କରିଥିଲା । ଏବେ ବସ୍‌ ଡ୍ରାଇଭରକୁ ନେଇ ବଡ ଖୁଲାସା ହୋଇଛି । ଦୁର୍ଘଟଣା ସମୟରେ ଡ୍ରାଇଭର ଜଣକ ମଦ ନିଶାରେ ଗାଡିରେ ଚଲାଉଥିଲେ । ଜୁଲାଇ ୧ ତାରିଖରେ ସମୃଦ୍ଧି ଏକ୍ସପ୍ରେସ ୱେରେ ନାଗପୁରରୁ…

ଦୁଇଟି ଘରୋଇ ବସ୍‌ ମୁହାଁମୁହିଁ ଧକ୍କା, ଡ୍ରାଇଭର ସମେତ ୧୫ ଆହତ

ବାଲେଶ୍ୱର (କେନ୍ୟୁଜ): ମୁହାଁମୁହିଁ ପିଟିହେଲା ଦୁଇଟି ବସ୍‌ । ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ସଦର ଥାନା ତାମୁଳିଆ ବ୍ରିଜ ନିକଟରେ ଏହି ଦୁର୍ଘଟଣା ହୋଇଛି । ଖବର ଅନୁଯାୟୀ, ବୁଧବାର ଦିନ ସକାଳ ସମୟରେ ବାଲେଶ୍ୱର ତାମୁଳିଆ ଓଭରବ୍ରିଜ୍‌ ନିକଟରେ ଦୁଇଟି ଘରୋଇ ବସ୍‌…

ମହାରାଷ୍ଟ୍ର ବୁଲଢାଣା ବସ୍‌ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀ ସିନ୍ଦେ ଏବଂ ପ୍ରଧାନମନ୍ତ୍ରୀ ଘୋଷଣା କଲେ ସହାୟତା ରାଶି

ମହାରାଷ୍ଟ୍ର ବୁଲଢାଣାରେ ବସ୍‌ରେ ନିଆଁ ଲାଗିବା ଯୋଗୁଁ ୨୬ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିଜନକୁ ୫-୫ ଲକ୍ଷ ଟଙ୍କା ସହାୟତା…