Below header
Browsing Tag

cancer

କ୍ୟାନ୍ସର ଆଶଙ୍କାକୁ ବଢ଼ାଏ ଏହି ଖାଦ୍ୟ, ଯଦି ଖାଉଛନ୍ତି ତେବେ ହୋଇଯାନ୍ତୁ ସାବଧାନ୍‌

ଆଜିକାଲି ଡବା ବନ୍ଦ ଖାଦ୍ୟ ଖାଇବାର ଟ୍ରେଣ୍ଡ ଚାଲିଛି । ଦୋକାନ ହେଉ ଅବା ମଲ୍‌ ପ୍ରତ୍ୟେକ ଜାଗାରେ ଡବା ବନ୍ଦ ଖାଦ୍ୟ ଗଦା ହୋଇଛି । ଅଧିକାଂଶ ଲୋକ ଡବା ବନ୍ଦ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏକ ଷ୍ଟଡି ଅନୁସାରେ, ଏହି ଖାଦ୍ୟ ଖାଇବା ଦ୍ୱାରା କ୍ୟାନ୍ସର ହେବାର ଆଶଙ୍କା ଅଧିକ…

ପ୍ରତି ୯ ଜଣରେ ଜଣେ ଭାରତୀୟଙ୍କୁ ହୋଇପାରେ କ୍ୟାନ୍ସର, ପୁରୁଷଙ୍କୁ ଫୁସଫୁସ ଓ ମହିଳାଙ୍କୁ ସ୍ତନ କ୍ୟାନ୍ସର ଆଶଙ୍କା :…

ICMR ଓ NCDIR (ନେସନାଲ ସେଣ୍ଟର ଫର ଡିଜିଜ୍‌ )ର ଏକ ଅଧ୍ୟୟନରୁ ଜଣାପଡିଛି ଯେ ଭାରତରେ ପ୍ରତି ୯ ଜଣରେ ଜଣଙ୍କୁ ଜୀବନକାଳ ମଧ୍ୟରେ କ୍ୟାନ୍ସର ହେବାର ଆଶଙ୍କା ରହିଛି । ଏହା ମଧ୍ୟରେ ପୁରୁଷଙ୍କୁ ଫୁସଫୁସ ବା ଲଙ୍ଗସ୍‌ କ୍ୟାନ୍ସର ଓ ମହିଳାଙ୍କୁ ସ୍ତନ ବା ବ୍ରେଷ୍ଟ କ୍ୟାନ୍ସର ହେବାର ଅଧିକ ଆଶଙ୍କା…

ସାବଧାନ! ସାନିଟାରୀ ପ୍ୟାଡ୍‌ ବ୍ୟବହାର କଲେ ହେଉଛି କ୍ୟାନ୍‌ସର, ନୂଆ ଅଧ୍ୟୟନରୁ ହେଲା ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ : ଭାରତରେ କିଶୋର ଅବସ୍ଥାରେ ପ୍ରବେଶ କରିଥିବା ପ୍ରତି ଚାରି ବାଳିକାଙ୍କ ମଧ୍ୟରୁ ତିନି ଜଣ ସାନିଟାରୀ ପ୍ୟାଡ୍‌ର ବ୍ୟବହାର କରିଥାନ୍ତି। ଋତୁସ୍ରାବ ସମୟରେ ଯୌନାଙ୍ଗରେ ଘଟୁଥିବା ଅନେକ ଗମ୍ଭୀର ରୋଗରୁ ରକ୍ଷା ପାଇବା ପାଇଁ ସାନିଟାରୀ ପ୍ୟାଡ୍ ବ୍ୟବହୃତ ହୁଏ। କିନ୍ତୁ ସାନିଟାରୀ…

ବଜାରକୁ ଆସିଛି କଳା ଗହମ, ସୁସ୍ଥ ଜୀବନଶୈଳୀ ପାଇଁ ଏହାକୁ ପ୍ରତିଦିନ ନିଜ ଖାଦ୍ୟରେ ସାମିଲ କରନ୍ତୁୁ

ଉତ୍ତମ ଖାଦ୍ୟ ହିଁ ଉତ୍ତମ ସ୍ୱାସ୍ଥ୍ୟର ମାଧ୍ୟମ। ତେବେ ଆପଣ ଦୈନିକ କେତେ ମାତ୍ରାରେ ଆଉ କଣ ଖାଉଛନ୍ତି ତାହା ଜାଣିବା ମଧ୍ୟ ବେଶି ଗୁରୁତ୍ୱପୂର୍ଣ୍ଣ। ଭାତ ସହ ଅନ୍ୟ ସବୁଜ ପନିପରିବା ଖାଇବା ଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ । ଏହାସହ ଦରକାର ପଡ଼ିଥାଏ ବିଭିନ୍ନ ପ୍ରକାର ଫଳ ମୂଳ। ତେବେ…

ବ୍ୟାୟାମ ଦ୍ୱାରା ହ୍ରାସ କରାଯାଇ ପାରିବ ମେଟାଷ୍ଟାଟିକ କ୍ୟାନ୍ସର ବିପଦ, ଗବେଷଣାରୁ ହେଲା ସ୍ପଷ୍ଟ

ପରିବର୍ତ୍ତନ ଜୀବନଶୈଳୀ, ପ୍ରଦୂଷଣ ଓ ଅନିୟମିତ ଖାଦ୍ୟପେୟ ଯୋଗୁ ଗମ୍ଭୀର ରୋଗ ଜନ୍ମ ନେଇଥାଏ । ଏହା ଭିତରେ ସବୁଠୁ ଘାତକ ହେଉଛ କ୍ୟାନ୍ସର । ସାରା ବିଶ୍ୱରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । କ୍ୟାନ୍ସର ଉପରେ ଗବେଷଣା ଜାରି ରହିଛି । କିପରି କ୍ୟାନ୍ସରକୁ ରୋକାଯାଇ ପାରିବ । ତେବେ…

ଏହି ପାନୀୟ ସୃଷ୍ଟି କରେ ଭୟଂକର କର୍କଟ ରୋଗ, ଏବେଠୁ ହୁଅନ୍ତୁ ସାବଧାନ

ମଣିଷ ଖାଉଥିବା ବିଭିନ୍ନ ପ୍ରକାର ଜିନିଷରେ ଅନେକ ପ୍ରକାର ଜିନିଷ ରହିଛି। ଯାହାକି ଅନେକ ଲୋକ ଜାଣି ନାହାନ୍ତି। ଏମିତିକି ମଣିଷ ଶରୀରରେ କର୍କଟ ରୋଗର କାରଣ ପାଇଁ ମଣିଷ ଦାୟୀ ବୋଲି ବୈଜ୍ଞାନିକ କହିଛନ୍ତି। ଏଠାରେ ଆମେ ୫ ଟି ପାନୀୟ ବିଷୟରେ କହିବାକୁ ଯାଉଛୁ ଯାହା କର୍କଟ ରୋଗର ମୁଖ୍ୟ କାରଣ।…

ପ୍ରତିଦିନ ଖାଆନ୍ତୁ ଗୋଟିଏ ଚାମଚ ଘିଅ, ମିଳିବ ଏସବୁ ଗମ୍ଭୀର ରୋଗରୁ ମୁକ୍ତି

ଦେଶୀ ଘିଅ ଖାଇବାକୁ ବହୁତ ଲୋକେ ପସନ୍ଦ କରନ୍ତି। ଘିଅ ଆମର ସାଧାରଣତଃ ଜୀବନରେ ଅନେକ କାମରେ ଆସିଥାଏ। କିନ୍ତୁ ଏହାକୁ ସବୁ ସମୟରେ ଖାଇବା ଶରୀର ପାଇଁ ହାନିକାରକ ହୋଇପାରେ। ଘିଅକୁ ସାଧାରଣ ଲୋକ ଖାଇବା ବେଳେ କୌଣସି ପରିମାଣର ଆବଶ୍ୟକତା ପଡୁନଥିବା ବେଳେ ଗର୍ଭାବସ୍ଥା ସମୟରେ ଏହାର ପରିମାଣକୁ…

ବ୍ଲଡ଼ କ୍ୟାନସର ପୂର୍ବରୁ ଦେଖାଯାଉଥିବା ଏହିସବୁ ଲକ୍ଷଣ, ନେଇପାରେ ଆପଣଙ୍କ ଜୀବନ, ଆଗୁଆ ସତର୍କ ରୁହନ୍ତୁ

ବ୍ୟସ୍ତ ବହୁଳ ଜୀବନ, ବଦଳୁଥିବା ଲାଇଫଷ୍ଟାଇଲ୍ ଏବଂ ଭୁଲ ଖାଦ୍ୟପେୟ କାରଣରରୁ ଲୋକଙ୍କୁ ଅନେକ ରୋଗର ସାମ୍ନା କରିବାକୁ ପଡିଥାଏ, ଯେଉଁଥିରେ ଗୋଟିଏ ହେଉଛି ରକ୍ତ କର୍କଟ। ରକ୍ତ କର୍କଟ/ ବ୍ଲଡ଼ କ୍ୟାନସର  ରୋଗୀଙ୍କର ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଏହା ସବୁ ବୟସର ବ୍ୟକ୍ତିଙ୍କୁ ହୋଇପାରେ।…

ଜାଣନ୍ତୁ କାହିଁକି ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଅଧିକ ମାତ୍ରାରେ ହୋଇଥାଏ କ୍ୟାନସର?

କ୍ୟାନସର, ଏହାର ନାମ ଶୁଣିଲେ ହିଁ ଦେହ ଥରିଯାଏ। ଏହା ଏକ ଏମିତି ମାରାତ୍ମକ ରୋଗ, ଯାହା ମଣିଷକୁ ଏକଦମ୍‌ ଶେଷ କରିଦିଐ। କ୍ୟାନ୍ସର ହେଉଛି ଏପରି ଏକ ଅବସ୍ଥା, ଯେଉଁଥିରେ ଆପଣଙ୍କ ଶରୀରର ଏକ ନିର୍ଦ୍ଦିଷ୍ଟ ଅଂଶରେ ଥିବା କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବରେ ବଢି଼ଥାନ୍ତି । ଆଉ ଏହି କ୍ୟାନ୍ସର ସେଲ୍ସ…

କ୍ୟାନ୍‌ସର ଭଳି ସାଂଘାତିକ ରୋଗକୁ ବି ଏବେ ସହଜରେ ମାତ୍‌ ଦେଇପାରିବେ, କରନ୍ତୁ କେବଳ ଏହି କାମ

ଦିନକୁ ଦିନ କ୍ୟାନସର ରୋଗ ଏମିତି କାୟା ବିସ୍ତାର କଲାଣି ଯେ ସରକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ଭୟରେ ରହୁଛନ୍ତି। ଏମିତିରେ ତ ରୋଗ ନାଁ ଶୁଣିଲେ ଡର ମାଡ଼େ, କିନ୍ତୁ କ୍ୟାନସର ହେବା ମାତ୍ରେ ଅଳ୍ପ ଦିନରେ ମୃତ୍ୟୁ ସୁନିଶ୍ଚିତ ବୋଲି ରୋଗୀ ମନରେ ଧାରଣା ସୃଷ୍ଟି…

ସାନ ହେଲେ ବି କରି ଦେଖାଇଲେ ମହାନ୍ କାମ : କ୍ୟାନସର ପୀଡିତଙ୍କ ପାଇଁ ଚୁଟି ଦାନ କଲେ ଦଶମ ଶ୍ରେଣୀ ଛାତ୍ରୀ ସମୀକ୍ଷା

କଟକ(କେନ୍ୟୁଜ୍): କ୍ୟାନସର ପୀଡିତଙ୍କୁ ଚୁଟି ଦାନ କଲେ ସମୀକ୍ଷା। ନିଜର ୧୩ ଦଶମିକ ୫ ଇଞ୍ଚ ଲମ୍ବା ଚୁଟିକୁ କାଟି କ୍ୟାନ୍ସର ରୋଗୀଙ୍କ ହେୟାର ଉଇଗ୍ ପାଇଁ ଦାନ କରିଛନ୍ତି ସେ। କଟକରେ ରହୁଛନ୍ତି ସମୀକ୍ଷା ନାୟକ। ଯିଏକି ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି। ମୁମ୍ବାଇ ସ୍ଥିତ ମଦତ୍ତ ଚାରିଟେବୁଲ…

କଙ୍କଡା ବିଛାର ବିଷ ଜୀବନ ତ ନେଇଯାଏ କିନ୍ତୁ ଜୀବନ ଦିଏ କେମିତି ଜାଣିବା ….

କଙ୍କଡା ବିଛା । ନାଁ ଶୁଣିଲେ ଆପଣ ଭାବନ୍ତି କେଉଁଠି ଆଖପାଖରେ ଅଛି କି । କାରଣ ଏହା ଛୋଟ ହେଲେ ବି ଏହାର ବିଷ କୋଉ ସାପର ବିଷଠୁ ବି କମ ନୁହେଁ । ଏହାର ବିଷ ମଣିଷଙ୍କୁ ମାରିଦିଏ । କିନ୍ତୁ କେତେ କଥା ଏହାକୁ ନେଇ ରହିଛି ଆମେ ଆପଣଙ୍କୁ ଆମ ଭିଡିଓରେ ଜଣାଇବୁ । ବିଛା ସବୁଠୁ ପୁରୁଣା ଜୀବ ଯାହା…