Browsing Tag

car

ଏବେ ଆପଣ ନିଜ ବ୍ୟକ୍ତିଗତ କାରରେ ଯାତ୍ରୀଙ୍କୁ ବସାଇ କରି ପାରିବେ ରୋଜଗାର, ସରକାର ବଦଳାଇବାକୁ ଯାଉଛନ୍ତି ଏହି ନିୟମ

ନୂଆଦିଲ୍ଲୀ : ଯଦି ଆପଣଙ୍କ ପାଖରେ କାର ରହିଛି ତେବେ ଆପଣ ମୋଟା ଅଙ୍କର ଟଙ୍କା ରୋଜଗାର କରି ପାରିବେ। କେନ୍ଦ୍ର ସରକାର ବ୍ୟକ୍ତିଗତ କାରକୁ କମରସିଆଲ ଭାବେ ବ୍ୟବହାର କରିବା ପାଇଁ ଏକ ନିୟମ ଖୁବ ଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି। ଏହା ସହ ସରକାର ଅନ୍ୟ କିଛି ପରିବହନ ନିୟମରେ ମଧ୍ୟ ପରିବର୍ତ୍ତନ…

ଚାଲୁଥିବା କାରରେ ଅଚାନକ ଲାଗିଲା ନିଆଁ

ନିଆଁ ଲାଗି ଜଳିଗଲା କାର୍‌ । ଗତକାଲି ରାତିରେ ପୁରୀରୁ ଶବଦାହ କରି ଫେରୁଥିବା ଏକ କାର୍‌ରେ ଅଚାନକ ନିଆଁ ଲାଗି ଯାଇଥିଲା । ପୁରୀରୁ ଫେରୁଥିବା ଏହି କାର୍‌ ଭୁବନେଶ୍ୱର ଲକ୍ଷ୍ମୀସାଗର ବଡ଼ଗଡ଼ କେନାଲ ବନ୍ଧ ରାସ୍ତାରେ ଯାଉଥିବା ବେଳେ କୌଣସି କାରଣରୁ ନିଆଁ ଲାଗି ଜଳିବା ଆରମ୍ଭ ହୋଇ ଯାଇଥିଲା ।…

ଜମ୍ମୁ କାଶ୍ମୀର : ଏନଏଚ୍ ଉପରେ କାରରେ ହେଲା ବିସ୍ଫୋରଣ, ପାଖରେ ଯାଉଥିଲା ସିଆରପିଏଫ ଯବାନଙ୍କ ଦଳ

ଜମ୍ମୁ- କାଶ୍ମୀର ଶ୍ରୀନଗର ବାନିହାଲ ସ୍ଥିତ ନ୍ୟାସନାଲ ହାଇୱେରେ ଥିବା ଏକ ସେଣ୍ଟ୍ରୋ କାର ମଧ୍ୟରେ ବିସ୍ଫୋରଣ ସ୍ଥାନୀୟ ଲୋକଙ୍କ ମନରେ ଭୟ ଭରିଦେଇଛି। ସେହି ସମୟରେ କାର ପାଖରେ ସିଆରପିଏଫ ଯବାନଙ୍କ ଏକ  କନଭଏ ଯାଉଥିଲା ।ତେବେ ଏହି ବିସ୍ଫୋରଣରେ କାହାର କିଛି କ୍ଷତି ଘଟିନଥିବା ଜଣାପଡିଛି।…

ଏପ୍ରିଲରୁ ବଢ଼ିପାରେ ଏହି କାରର ମୂଲ୍ୟ, ଜାଣନ୍ତୁ କେତେ ହେବ ଅଧିକ

ନୂଆଦିଲ୍ଲୀ : ଭାରତର କାର ବିକ୍ରି କମ୍ପାନୀ ମହିନ୍ଦ୍ରା ଏବଂ ମହିନ୍ଦ୍ରା ଆସନ୍ତା ଏପ୍ରିଲରୁ ଏହାର କାର ମାନଙ୍କର ମୂଲ୍ୟ ବଢ଼ାଇବାକୁ ଯାଉଛି ।ଏନେଇ କମ୍ପାନୀ ଆଧିକାରୀକ ଘୋଷଣା କରିଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହା ପୂର୍ବରୁ ଜାାନୁଆରୀ ମାସରେ ବିଭିନ୍ନ କାର କମ୍ପାନୀ ଯଥା ମାରୁତି…

ହୋଣ୍ଡାର ସବୁଠାରୁ ଶସ୍ତା ହ୍ୟାଚବ୍ୟାକ୍ କାରର ଭାରତରେ ବନ୍ଦ ହେଲା ବିକ୍ରି

ନୂଆଦିଲ୍ଲୀ : ଜାପାନି ଗାଡି କମ୍ପାନି ହୋଣ୍ଡା ଭାରତରେ ତାହାର ସବୁଠାରୁ ଶସ୍ତା କାର ହୋଣ୍ଡା ବ୍ରିଓର ପ୍ରସ୍ତୁତି ବନ୍ଦ କରିବାକୁ ଯାଉଛି। କମ୍ପାନି ସିଡେନ, ଆମେଜର ବିକ୍ରିକୁ ବଢ଼ାଇବା ପାଇଁ ଏହି ନିଷ୍ପତି ନେଇଛି ବୋଲି ଜଣାପଡ଼ୁଛି। ହୋଣ୍ଡା କାର କମ୍ପାନିର ଭାରତ ନିର୍ଦ୍ଦେଶକଙ୍କ…

 ମାତ୍ର ଲକ୍ଷେ ଟଙ୍କାରେ ଘରକୁ ଆଣନ୍ତୁ Maruti Suzuki Swift କାର୍

ନୂଆଦିଲ୍ଲୀ : Maruti Suzuki Swift ଭାରତର ଏକ ଲୋକପ୍ରିୟ କାର ମାନଙ୍କ ମଧ୍ୟରେ ଗଣାଯାଏ। ମଧ୍ୟମ ମୂଲ୍ୟରେ ଭଲ ମାଇଲେଜ୍ ରହିଥିବା କାରଣରୁ ଏହା ଗ୍ରାହକଙ୍କ ମନପସନ୍ଦ କାର । ଯଦି ଆପଣଙ୍କର ମଧ୍ୟ ଏହାକୁ କିଣିବାର ଇଛା ଅଛି କିନ୍ତୁ ବଜେଟ କମ ପାଇଁ ଆପଣ କିଣି ପାରୁନାହାନ୍ତି ତେବେ ଆଜି ଆମେ…

ମାରୁତି ପ୍ରଥମ ଥର ପାଇଁ ଲଞ୍ଚ କରୁଛି Wagnor, ଫ୍ଲେରକୁ ଆସିବ ଚଳିତବର୍ଷ ୨୩ ଜାନୁଆରୀ

ନୂଆଦିଲ୍ଲୀ : ମାରୁତି ସୁଜୁକୀ ୱାଗନରର ନୂଆ ଜେନେରେସନ୍ ଆସନ୍ତା ଜାନୁଆରୀ ୨୩ ତାରିଖରେ ଲଞ୍ଚ ହେବା ପାଇଁ ଯାଉଛି। କମ୍ପାନି ମାରୁତି ସୁଜୁକୀରୁ ଭିନ୍ନ ହେବା ପରେ ଏହା ପ୍ରଥମ ଥର ମାରୁତି ଏକାକୀ Wagnor ଲଞ୍ଚ କରିବାକୁ ଯଉଛି। ଏହାର ନାମ କମ୍ପାନି Big New Wagnor ଦେଇଛି। ଏବେ ଏହା ଡିଲରସିପ…

ସାବଧାନ ! ଏବେ ଆଉ ବଦଳିପାରିବେନି ଗାଡ଼ିର ଚେହେରା, ନହେଲେ ଭରିବାକୁ ପଡ଼ିବ ବଡ଼ ଜରିମାନା : ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ଯଦି ଆପଣ ନିଜର ଦୁଇଚକିଆ ଯାନ ବା କାରର କୌଣସି ପରିବର୍ତ୍ତନ କରି ତାହାକୁ ନୂତନ ରୁପ ଦେବାକୁ ଚାହୁଁଛନ୍ତି ତେବେ ସାବଧାନ। କାରଣ ଆପଣଙ୍କ ଏହି ପଦକ୍ଷେପ ଆପଣଙ୍କୁ ଜେଲ ପହଞ୍ଚାଇପାରେ। ସୁପ୍ରିମକୋର୍ଟ ଦ୍ବାରା ଲାଗୁ କରାଯାଇଥିବା ନିୟମନୁଯାୟୀ, ମୋଟର କମ୍ପାନି ଦ୍ବାରା ପ୍ରସ୍ତୁତ…

ନିଶା କରିଥିଲେ ପତ୍ନୀ ନୁହଁ ବରଂ ରୋକିବ କାର , ଏବେ ଏହି ଖାସ ଫିଚର ହେବାକୁ ଯାଉଛି ଆରମ୍ଭ

ନୂଆଦିଲ୍ଲୀ : ସାଧାରଣତଃ ନିଶା କରି ଘରେ ପହଞ୍ଚିଲେ ପୁରୁଷଙ୍କୁ ସବୁଠାରୁ ଅଧିକ ଭୟ ପତ୍ନୀଙ୍କର ହିଁ ରହିଥାଏ। କାରଣ ନିଶା କରିବା ଦ୍ବାରା ପୁରୁଷଙ୍କ ଉପରେ ସବୁଠାରୁ ଅଧିକ ରାଗିଥାନ୍ତି ପତ୍ନୀ। ଏନେଇ ବହୁ କାଳରୁ ଅନେକ ବାକ୍ୟ ମଧ୍ୟ ରହିଛି। କିନ୍ତୁ ଆଜି ପତ୍ନୀଙ୍କ ରାଗ ଶାନ୍ତ କରିବା କଥା…

ହୋଣ୍ଡାର ଏହି କାରରେ ୧ଲକ୍ଷ ପର୍ଯ୍ୟନ୍ତ ମିଳୁଛି ବିଭିନ୍ନ ଅଫର, ଶୀଘ୍ର ଉଠାନ୍ତୁ ଲାଭ

ନୂଆଦିଲ୍ଲୀ : ଆପଣ ମଧ୍ୟ ଯଦି ହୋଣ୍ଡାର କିଛି କାର କିଣିବାକୁ ଚିନ୍ତା କରୁଛନ୍ତି ତେବେ ଏହି ଖବରଟି ଖାସ ଆପଣଙ୍କ ପାଇଁ। କାରଣ କମ୍ପାନି ତାହାର କିଛି ନିର୍ଦ୍ଦିଷ୍ଟ କାର ମାନଙ୍କରେ ଦେଉଛି ୧ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଅଫର। ଏଥିରେ ଗ୍ରାହକ ରିହାତି, ମାଗଣା ଇନସୁରାନ୍ସ ଏବଂ ମାଗଣା ଉପକାରଣ ଆଦି…

ପୁଣି ଥରେ ରାସ୍ତାରେ ଜଲୱା ଦେଖାଇବେ ଏହି ଧମାକାଦାର କାର

ନୂଆଦିଲ୍ଲୀ : ରିଷ୍ଟୋରେସନ୍ ମେଡ଼ିଫିକେସନ ଯାହାକୁ ସାଧାରଣ ଭାଷାରେ କୁହାଯାଇଥାଏ ରେଷ୍ଟ୍ରୋମୋଡ୍। ଏଥିରେ ପୁରୁଣା କାର ବା ଗାଡ଼ି ଗୁଡ଼ିକୁ ନୂତନ ରୁପ ଦେବା ସହ କରାଯାଇଥାଏ କିଛି ଫିଚର ଅପଗ୍ରେଡ଼ସନ୍। ଅର୍ଥାତ୍ କାରର ଲୁକ୍ ଆପଣଙ୍କୁ କିଛି ପୁରୁଣା ବା ଭିଣ୍ଟେଜ୍ ଅନୁଭୂତ ଦେଇଥାଏ କିନ୍ତୁ ଏହାର…

ଆପଲ୍ କମ୍ପାନୀ ଲଂଚ୍ କରିବ କାର୍ !

ଆପଲ୍ ନାଁ ଶୁଣିବା ମାତ୍ରେ ମୁଣ୍ଡକୁ ଆଇଫୋନର ଛବି ଚାଲିଆସେ । ଏମିତି ହେବା ବି ସ୍ବାଭାବିକ୍ । କାରଣ ଆଇଫୋନର ନିର୍ମାତା ହେଉଛି ଆପଲ୍ । କିନ୍ତୁ ଆଗାମୀ ଦିନରେ ଆପଲ୍ ନାଁ ଶୁଣିଲେ ଫୋନ୍ ସହ କାରର ଛବି ମଧ୍ୟ ଆସିଯିବ । କାରଣ ଖୁବ୍ ଶୀଘ୍ର କାର ଦୁନିଆରେ କ୍ରାନ୍ତି ଆଣିବାକୁ ଯାଉଛି ଆପଲ୍ ।…