Browsing Tag

CBSE

CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସାମ୍ପଲ ପେପର ପାଟର୍ନରେ ହେବ ପରିବର୍ତ୍ତନ, ଏମିତି କରନ୍ତୁ ଡାଉନଲୋଡ

ସିବିଏସଇ ଜାନୁଆରୀ ୨୦୨୨ରେ ଟର୍ମ ୨ ସାମ୍ପଲ ପେପରରେ ଏକ ବଡ ପରିବର୍ତ୍ତନ କରି ଅପଲୋଡ କରିବା ପାଇଁ ପ୍ଲାନିଙ୍ଗ କରୁଛି । ଏହା ହେବା ପଛର କାରଣ ହେଉଛି ଓମିକ୍ରନ, କୋଭିଡ ଭାରିଏଣ୍ଟ ଓମିକ୍ରନ ବର୍ତ୍ତମାନ ଦିନକୁ ଦିନ ବଢିବାରୁ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଡ.ଜୋସେଫ ଇମାନୁଏଲ CBSEକୁ ଦୁଇ…

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ : ଏହି ୨ଟି ୱେବସାଇଟରେ ଦେଖିପାରିବେ ଛାତ୍ରଛାତ୍ରୀ

କେନ୍ଯୁଜ୍: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ । CBSE  ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । cbseresult.nic.in ଓ cbse.gov.in ୨ଟି ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ। କରୋନା ପାଇଁ ଏଥର ପରୀକ୍ଷା ବାତିଲ୍‌ କରାଯାଇଥିଲା। ରେଜଲ୍ଟ ପାଇଁ ବିକଳ୍ପ ମୂଲ୍ୟାୟନ କରିଛି CBSE।

ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ , ପାସ୍‌ କରିଛନ୍ତି ୯୯.୩୭% ଛାତ୍ରଛାତ୍ରୀ

କେନ୍ଯୁଜ୍: ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ । CBSE ଦ୍ୱାଦଶରେ ୯୯.୩୭% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୯୯.୬୭ ପ୍ରତିଶତ ଛାତ୍ରୀ ଓ ୯୯.୧୩ ପ୍ରତିଶତ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି । ୭୦ ହଜାର ପରୀକ୍ଷାର୍ଥୀ ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ସେହିପରି ଏକ ଲକ୍ଷ ୫୦ ହଜାର…

ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ନୂଆ ଖସଡ଼ା, ଦୁଇଟି ଟର୍ମରେ ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

କେନ୍ୟୁଜ୍(ବ୍ୟୁରୋ):  କୋଭିଡ୍‌କୁ ଦୃଷ୍ଟିରେ ରଖି ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସିବିଏସ୍‌ଇର ସ୍ପେଶାଲ ସ୍କିମ୍‌। ୨୦୨୧-୨୨ ଶିକ୍ଷା ବର୍ଷରେ ଦୁଇଟି ଟର୍ମରେ ବୋର୍ଡ ପରୀକ୍ଷା ଦେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ। ଏହାସହ ସିଲାବସ୍‌କୁ ତର୍କସଙ୍ଗତ କରାଯିବ। ପ୍ରତି ଟର୍ମ ଶେଷରେ…

ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ଦ୍ୱାଦଶ ଅଫଲାଇନ ପରୀକ୍ଷା, ଆଜି ସୁପ୍ରିମକୋର୍ଟରେ ମୂଲ୍ୟାୟନ ଶୁଣାଣି

ନୂଆଦିଲ୍ଲୀ: ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ଇଚ୍ଛାଧିନ ଅଫଲାଇନ୍‌ ପରୀକ୍ଷା। ଜୁଲାଇ ୩୧ ତାରିଖରେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ । ସୋମବାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ମୂଲ୍ୟାୟନରେ ସନ୍ତୁଷ୍ଟ ନଥିବା…

କେମିତି ହେବ ସିବିଏସଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ, ଦୁଇ ସପ୍ତାହ ଭିତରେ ହେବ ସ୍ପଷ୍ଟ

କେନ୍ୟୁଜ୍(ବ୍ୟୁରୋ):  କେମିତି ହେବ ସିବିଏସଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ । ଏନେଇ ଦୁଇ ସପ୍ତାହ ଭିତରେ ସ୍ପଷ୍ଟ ହେବ । ବିଚାରବିମର୍ଶ ଜାରି ରହିଛି । ସୂଚନା ଦେଇଛନ୍ତି ସିବିଏସଇ ସମ୍ପାଦକ ଅନୁରାଗ ତ୍ରିପାଠୀ । ବିଶେଷଜ୍ଞ ବିଭିନ୍ନ ଦିଗକୁ ନେଇ ତର୍ଜମା କରୁଛନ୍ତି । କେମିତି ଓ କେଉଁ…

CBSE ଓ ICSE ଦ୍ୱାଦଶ ପରୀକ୍ଷା ମାମଲା ଶୁଣାଣି ଘୁଞ୍ଚିବା ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର…

ଭୁବନେଶ୍ବର: ସୁପ୍ରିମ୍‌କୋର୍ଟରେ CBSE ଓ ICSE ଦ୍ୱାଦଶ ପରୀକ୍ଷା ମାମଲା ଶୁଣାଣି ଘୁଞ୍ଚିବା ପ୍ରସଙ୍ଗ । ସୁପ୍ରିମ୍‌କୋର୍ଟରେ ୩ ତାରିଖରେ ଶୁଣାଣି ପରେ ମତ ରଖିବୁ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟରେ +୨ ପରୀକ୍ଷା ଉପରେ କହିଛନ୍ତି କି, ଏନେଇ…

ସିବିଏସଇ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ହେବ କି ନାହିଁ ସେନେଇ ଆଜି ଆସିବ ନିଷ୍ପତ୍ତି, ସାଢେ ୧୧ ଟାରେ ବସିବ…

କେନ୍ୟୁଜ୍(ବ୍ୟୁରୋ): ସିବିଏସଇ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ହେବ କି ନାହିଁ ସେନେଇ ଆଜି ଆସିବ ନିଷ୍ପତ୍ତି। ସବୁ ରାଜ୍ୟ ଶିକ୍ଷା ମନ୍ତ୍ରୀ, ସଚିବ ଓ ପରିଷଦର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବେ ୪ କେନ୍ଦ୍ର ମନ୍ତ୍ରୀ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟା ୩୦ରେ…

CBSE ଦଶମ ପରୀକ୍ଷା ବାତିଲ ଓ ଦ୍ୱାଦଶ ସ୍ଥଗିତ, ଟ୍ୱିଟ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦେଲେ ସୂଚନା

CBSE ଦଶମ ପରୀକ୍ଷା ବାତିଲ ଓ ଦ୍ୱାଦଶ ସ୍ଥଗିତ। ଏ ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ। ପରିସ୍ଥିତି ସ୍ୱାଭାବିକ ହେବା ପରେ ପୁଣି ଥରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ। ଯେଉଁମାନେ ରେଜଲ୍ଟରେ ସନ୍ତୁଷ୍ଟ ନ ହେବେ ସେମାନେ ପୁଣିଥରେ ପରୀକ୍ଷା ଦେଇ…

ସିବିଏସ୍‌ଇ ବୋର୍ଡ ପରୀକ୍ଷା ନେଇ ଆସନ୍ତାକାଲି ଘୋଷଣା ହେବ ତାରିଖ, ଟ୍ଵିଟ୍‌ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ: ୨୦୨୦-୨୧ ଶିକ୍ଷାବର୍ଷରେ CBSE ବୋର୍ଡ ପରୀକ୍ଷା କେବେ ହେବେ ସେନେଇ ଆସନ୍ତାକାଲି ଜଣାପଡ଼ିବ । ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ତାରିଖ କାଲି ସଂଧ୍ୟା ୬ଟାରେ ଘୋଷଣା କରାଯିବ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ।…

CBSE ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ପରୀକ୍ଷା ପାଇଁ ଜାରି ହେଲା ପ୍ୟାଟର୍ଣ୍ଣ

ସିବିଏସ୍‌ଇ ତରଫରୁ ପରୀକ୍ଷା ପାଇଁ ଆଗୁଆ ସାମ୍ପଲ ପେପର ଜାରି କରାଯାଇଛି। ଏହା ସାହାଯ୍ୟରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ରର ନୂଆ ପ୍ୟାଟର୍ଣ୍ଣ ବିଷୟରେ ସୂଚନା ମିଳିବ ଓ ସେମାନଙ୍କୁ ପରୀକ୍ଷାରେ କୌଣସି ସମସ୍ୟା ହେବନାହିଁ। ଜାରି କରାଯାଇଥିବା ସାମ୍ପଲ ପେପରରେ କେସ୍‌ ଷ୍ଟଡି ପ୍ରଶ୍ନର ଉତ୍ତର…

ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ, ବାଜି ମାରିଲେ ଝିଅ

ନୂଆଦିଲ୍ଲୀ:ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । cbse.nic.in, cbseresults.nic.in, ଓ results.nic.inରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି । ଚଳିତ ବର୍ଷ ପ୍ରାୟ ୧୮ ଲକ୍ଷ ପରୀକ୍ଷାର୍ଥୀ…