Browsing Tag

central government employees

ସନ୍ତାନର ଲାଳନପାଳନ ପାଇଁ କେନ୍ଦ୍ର ଦେବ ଛୁଟି, ମହିଳା ଓ ଏକକ ପୁରୁଷ ସରକାରୀ କର୍ମଚାରୀ ପାଇବେ ୭୩୦ ଦିନର ଅବକାଶ

ଆଜିକାଲି ଉଭୟ ମାଆ ଓ ବାପା ପ୍ରାୟତଃ ଚାକିରିଆ। କିନ୍ତୁ କେତେକ ମାମଲାରେ ସିଙ୍ଗଲ୍‌ ବାପା କିମ୍ବା ମାଆକୁ ପିଲାର ଯତ୍ନ ନେବାକୁ ପଡ଼ିଥାଏ। ଏଭଳି କ୍ଷେତ୍ରରେ ପିଲାଙ୍କ ଲାଳନପାଳନରେ ଏହାର ପ୍ରଭାବ ଦେଖିବାକୁ ମିଳେ। ଏହି ସମସ୍ୟାକୁ ନଜରରେ ରଖି ବୁଧବାର କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି।…

କେନ୍ଦ୍ର କର୍ମଚାରୀଙ୍କୁ ଝଟକା! ପେନସନ ରୁଲକୁ ନେଇ ନିୟମ ବଦଳାଇଲେ ସରକାର

କେନ୍ଦ୍ରୀୟ କର୍ମଚାରୀଙ୍କ ପେନସନକୁ ନେଇ ଆସିଲା ବଡ଼ ଖବର। ପେନସନ ଓ ପେନସନ ଭୋଗୀ କଲ୍ୟାଣ ବିଭାଗ ତରଫରୁ ଏହି ନିୟମକୁ ଜାରି କରାଯାଇଛି। ଏଥିରେ ପେନସନ ରାଶିକୁ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ଏନପିଏସ୍‌ ଯୋଜନା ସଂଗଠିତ କ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ଏହାକୁ ସଞ୍ଚାଳିତ କରାଯାଇଛି।…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଦଳିଲା ନିୟମ, ଏବେ ପରିବାରକୁ ମିଳିବ ସର୍ବାଧିକ ୨.୫୦ ଲକ୍ଷ ଟଙ୍କା ଫ୍ୟାମିଲି ପେନସନ

ଯଦି ସ୍ୱାମୀ ଓ ସ୍ତ୍ରୀ ଉଭୟ ପେନସନ ନିୟମର ଅନ୍ତର୍ଗତ ଆସିଥାନ୍ତି ତେବେ ଉଭୟଙ୍କ ମୃତ୍ୟୁ ପରେ ତାଙ୍କ ପରିବାରଙ୍କୁ ଫ୍ୟାମିଲି ପେନସନ ମିଳିବ। ୭ମ ବେତନ ଆୟୋଗ ଅନ୍ତର୍ଗତ ସରକାର ବିଗତ ଦିନରେ ମହଙ୍ଗା ଭତ୍ତାକୁ ୩୧%ରୁ ବଢ଼ାଇ ୩୪% କରିଛନ୍ତି। ଏ ହାପରେ ବିତ୍ତ ମନ୍ତ୍ରାଳୟ ୧ ଜାନୁଆରୀ ୨୦୨୨ରୁ…

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ଟାୟାର ଜାଳି ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଚାନ୍ଦବାଲି(କେନ୍ଯୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିକ ମତୋ ଫାଣ୍ଡି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଚାନ୍ଦବାଲି ଭଦ୍ରକ ରାଜ୍ୟ ରାଜପଥର ଖେରଙ୍ଗରେ ଗତକାଲି ରାତିରେ ଦୀର୍ଘ ସମୟ ଧରି ରାସ୍ତାରୋକ କରାଯାଇଥିଲା । ପଂଚାୟତ ନିର୍ବାଚନ ସରିବା ପରେ ସଂନ୍ଧ୍ୟା ସମୟରେ…

ସପ୍ତମ ବେତନ କମିସନ: ଏହି ମାସରେ ସରକାରୀ କର୍ମଚାରୀମାନଙ୍କୁ ମିଳିବ ଏକ୍ସଟ୍ରା ଦରମା

କିଛିଦିନ ପୂର୍ବରୁ ଓଡିଶା ସରକାର ଜୁନିଅର ଶିକ୍ଷକଙ୍କର ଦରମା ୫୦ ପ୍ରତିଶତ ବଢାଇଛନ୍ତି । ଠିକ୍‌ ସେହିପରି କେନ୍ଦ୍ର ସରକାର ମଧ୍ୟ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ନେଇ ଏକ ନିଷ୍ପତି ନେଇଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାର, ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ ଲାଗୁ…

ନୂଆ ବର୍ଷରେ ଉପହାର ଦେଇ ପାରନ୍ତି କେନ୍ଦ୍ର ସରକାର! ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବେତନ ବୃଦ୍ଧିର ଲାଭ ପାଇ ପାରିବେ…

କେନ୍ଦ୍ରୀୟ କର୍ମଚାରୀଙ୍କୁ ନୂତନ ବର୍ଷରେ ସରକାର ଏକ ବଡ଼ ଉପହାର ଦେଇ ପାରନ୍ତି। ସପ୍ତମ ବେତନ କମିଶନ ନୂତନ ବର୍ଷ ୨୦୨୨ ଆରମ୍ଭରେ କର୍ମଚାରୀଙ୍କ ଦରମାରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରି ପାରନ୍ତି। ସୂଚନା ଅନୁସାରେ, କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ପାଇଁ ପୁଣି ଥରେ ମହଙ୍ଗା ଭତ୍ତା…

ନଭେମ୍ବର ୮ରୁ ସବୁ ସ୍ତରର କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍‌, ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ୮ ନଭେମ୍ବରରୁ ସମସ୍ତ ସ୍ତରର କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍‌ ଉପସ୍ଥାନ ପୁନଃ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। Personnel Ministry ସୋମବାର କହିଛି କି, ବିଭାଗ ପ୍ରମୁଖ ଏହା ସୁନିଶ୍ଚିତ କରିବେ ଯେ ବାୟୋମେଟ୍ରିକ ମେଶିନ ପାଖରେ ସାନିଟାଇଜର ଅନିବାର୍ଯ୍ୟ ରୂପରେ ରଖାଯିବ।…

୭ମ ବେତନ କମିସନ : ଡିଏ ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ମୋଦି ସରକାରଙ୍କ ଆଉ ଏକ ବଡ଼ ପୁରସ୍କାର, ଜାଣନ୍ତୁ କ’ଣ ରହିଛି

ନୂଆଦିଲ୍ଲୀ : କେନ୍ଦ୍ର କର୍ମଚାରୀଙ୍କ ପାଇଁ ମୋଦି ସରକାର ଘୋଷଣା କଲେ ଆଉ ଏକ ପୁରସ୍କାର । ୭ମ ବେତନ କମିସନ ଅନୁଯାୟୀ କେନ୍ଦ୍ର କର୍ମଚାରୀଙ୍କୁ ମିଳିବାକୁ ଥିବା ମହଙ୍ଗା ଭତ୍ତା(ଡିଏ)ଏବେ ୨୫ ପ୍ରତିଶତକୁ ବଢ଼ିଯାଇଛି । ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟରେ ବୈଠକରେ ଡିଏ ଉପରେ ଲାଗିଥିବା…

କରୋନା ସଂକ୍ରମଣ ମିଳିଲେ ମଧ୍ୟ ସମସ୍ତେ ଅଫିସ ଆସିବାକୁ ବାଧ୍ୟ, ସିଲ୍ ହେବନି ଅଫିସ, ମିଳିବନି ଛୁଟି

ଅଫିସରେ ଏବେ କରୋନା ସଂକ୍ରମଣ ମିଳିଲା ପରେ ମଧ୍ୟ ବନ୍ଦ କିମ୍ବା ସିଲ୍ କରାଯିବ ନାହିଁ। କେନ୍ଦ୍ରୀୟ ସ୍ବାସ୍ଥ୍ଯ ମନ୍ତ୍ରଣାଳୟ ତରଫରୁ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି। କେନ୍ଦ୍ର ସରକାରୀ କର୍ମଚାରୀ ଏବେ ସବୁ କାର୍ଯ୍ୟ ଦିବସରେ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ଜରୁରୀ । ତେବେ କୌଣସି ଶ୍ରେଣୀର…