Browsing Tag

chandrayaan-3

ଇସ୍ରୋକୁ ସଫଳତା : ଚନ୍ଦ୍ର କକ୍ଷପଥରୁ ପୃଥିବୀ କକ୍ଷପଥକୁ ସଫଳତାର ସହ ଫେରି ଆସିଲା ଚନ୍ଦ୍ରଯାନର ପ୍ରପଲସନ୍ ମଡ୍ୟୁଲ୍

ମିଶନ ଚନ୍ଦ୍ରଯାନରେ ଇସ୍ରୋକୁ ଆଉ ଏକ ବଡ଼ ସଫଳତା । ଚନ୍ଦ୍ର କକ୍ଷପଥରୁ ସଫଳତାର ସହ ଫେରି ଆସିଲା ଚନ୍ଦ୍ରଯାନର ପ୍ରପଲସନ୍ ମଡ୍ୟୁଲ୍ । ଏକ ସ୍ବତନ୍ତ୍ର ପରୀକ୍ଷଣରେ ପ୍ରପଲସନ୍ ମଡ୍ୟୁଲକୁ ଚନ୍ଦ୍ର କକ୍ଷପଥରୁ ପୃଥିବୀ କକ୍ଷପଥକୁ ଅଣାଯାଇଛି । ଚନ୍ଦ୍ରଯାନ ମିଶନରେ ଗୁରୁତ୍ବପୂର୍ଣ୍ଣ ଭୂମିକା…

ଜହ୍ନରେ ଉଇଁଲା ସୂର୍ଯ୍ୟ: ୧୪ ଦିନର ସ୍ଲିପ ମୋଡ ପରେ ପୁଣି ଆକ୍ଟିଭ ହେବ ଲ୍ୟାଣ୍ଡର ବ୍ରିକମ ଓ ରୋଭର ପ୍ରଜ୍ଞାନ

ନୂଆଦିଲ୍ଲୀ : ଜହ୍ନରେ ଉଇଁଲା ସୂର୍ଯ୍ୟ । ଚନ୍ଦ୍ରର ଦକ୍ଷିଣମେରୁରେ ସୂର୍ଯ୍ୟକିରଣ ପଡିବା ଆରମ୍ଭ ହୋଇଛି । ରୋଭର ଓ ଲ୍ୟାଣ୍ଡର ଥିବା ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟ ଉଇଁ ସାରିଲାଣି। ସ୍ଲିପ ମୋଡରେ ଥିବା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନର ସୋଲାର ପ୍ୟାନେଲଗୁଡିକ ଚାର୍ଜ ହୋଇପାରେ ।…

ଚନ୍ଦ୍ରଯାନ-୩ ମିଶନରେ ଓଡ଼ଗାଁ ମାଟିର ପୁଅ ପୀୟୂଷ, ରକେଟ୍‌ ଉତ୍‌କ୍ଷେପଣ କରିବାରେ ନେଇଛନ୍ତି ପ୍ରମୁଖ ଭୂମିକା

ନୟାଗଡ(କେନ୍ୟୁଜ୍): ୪୨ ଦିନର ଯାତ୍ରା ପରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିଛି ଚନ୍ଦ୍ରଯାନ-୩ । ଭାରତର ୩ୟ ମୁନ୍‌ ମିଶନ ସଫଳତା ହାସଲ କରିବା ପରେ ସାରା ଦେଶରେ ଖୁସିର ଲହରୀ । ଏହି ମିଶନରେ ଥିବା ବୈଜ୍ଞାନିକଙ୍କୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ଏହି ଚନ୍ଦ୍ରଯାନ-୩ ସଫଳତା ପଛରେ ରହିଛନ୍ତି…

ମିଶନ ପୂରା କରିବା ପରେ ସ୍ଲିପ ମୋଡରେ ରୋଭର ପ୍ରଜ୍ଞାନ, ପୁଣି ସୂର୍ଯ୍ୟୋଦୟ ପରେ କାର୍ଯ୍ୟ କରିବା ନେଇ ଆଶା

ନୂଆଦିଲ୍ଲୀ : ଶୋଇ ପଡିଲା ରୋଭର ପ୍ରଜ୍ଞାନ। ମିଶନ ପୂରା କରିବା ପରେ ସ୍ଲିପ ମୋଡରେ ରୋଭର ପ୍ରଜ୍ଞାନ । ଶିବଶକ୍ତି ପଏଣ୍ଟ ଠାରୁ ୧୦୧.୪ମିଟର ବାଟ ଅତିକ୍ରମ କରି କାମ ଶେଷ କରିଛି । ରୋଭର ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ସ୍ଥାନକୁ ନେଇ ସ୍ଲିପ୍ ମୋଡ୍ ରେ ରଖିଛି ଇସ୍ରୋ । ଏଥିରେ…

ଚନ୍ଦ୍ରଯାନ-୩ ମିଶନକୁ ସଫଳ କରିଥିବା ଇସ୍ରୋ ମୁଖ୍ୟଙ୍କୁ ବିମାନରେ ଏମିତି ସ୍ୱାଗତ, ଦେଖନ୍ତୁ ଭିଡିଓ

ଚନ୍ଦ୍ରଯାନ-୩ ଚନ୍ଦ୍ରର ସାଉଥ ପୋଲରେ ୨୩ ଅଗଷ୍ଟରେ ସଫଳ ଅବତରଣ କରିବା ପରେ ସମଗ୍ର ବିଶ୍ୱରେ ଭାରତର ପ୍ରଶଂସା କରାଯାଉଛି । ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ(ଇସ୍ରୋ)ର ମୁଖ୍ୟ ଏମ ସୋମନାଥଙ୍କୁ ମଧ୍ୟ ଅନେକ ପ୍ରଶଂସା ମିଳିଛି । ତେଣୁ ଯେଉଁଆଡେ ସିଏ…

କେତେ ଗରମ ଚନ୍ଦ୍ରର ଦକ୍ଷିଣ ମେରୁର ମାଟି? ଯାଞ୍ଚ କଲା ‘ଚନ୍ଦ୍ରଯାନ-୩’ର ChaSTE, ଗ୍ରାଫ୍‌ ଯୋଗେ ସୂଚନା ଦେଲା ଇସ୍ରୋ

ଭାରତର ‘ଚନ୍ଦ୍ରଯାନ-୩’ର ରୋଭର ଚନ୍ଦ୍ରପୃଷ୍ଠର ମାଟି ପରୀକ୍ଷଣ ଆରମ୍ଭ କରିଦେଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ମାଟିକୁ ଯାଞ୍ଚ କରିଛି ରୋଭର। ଇସ୍ରୋ ରବିବାର ଟ୍ଵିଟ୍‌ କରି ଏ ବିଷୟରେ ସୂଚନା ଦେଇଛି। ଇସ୍ରୋ କହିଛି ଯେ ‘ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ଚନ୍ଦ୍ରଯାନ-୩ ଚନ୍ଦ୍ରର…

‘ଅନ୍ଧାରୀ ମୂଲକରେ ପହଞ୍ଚି ଆମେ ଆଲୁଅ ଜାଳିଲୁ’, ଚନ୍ଦ୍ରଯାନ- ୩ର ଲ୍ୟାଣ୍ଡିଂ ପଏଣ୍ଟର ନାଁ…

ନୂଆଦିଲ୍ଲୀ : ଅଗଷ୍ଟ ୨୩ ତାରିଖକୁ 'ଜାତୀୟ ମହାକାଶ ଦିବସ' ଭାବେ ପାଳନ କରାଯିବ । ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ କରିବା ବେଳେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ବିଦେଶରୁ ଫେରି ସିଧା ଇସ୍ରୋ ହିରୋଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । ବେଙ୍ଗାଳୁରୁ ସ୍ଥିତ ଇସ୍ରୋ…

ଚନ୍ଦ୍ରଯାନ-୩ରେ ପୁଣି ଜଣେ ଓଡିଆ ପୁଅ, ଏ ସଫଳତା ଶୁଣି ଶେଯରୁ ଉଠିବସିଲା ରୋଗିଣା ମାଆ

ଆଳି(କେନ୍ୟୁଜ୍): ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରେ ପ୍ରତ୍ୟେକ ଭାରତୀୟ ଉତ୍ସାହିତ ଓ ଗର୍ବିତ । କାରଣ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଥିବା ବିଶ୍ୱର ପ୍ରଥମ ଦେଶ ହେଉଛି ଭାରତ । ତେବେ ସଫଳତାର ସହିତ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବାବେଳେ ଲ୍ୟାଣ୍ଡର ବିକ୍ରମରୁ…

ଛଅଟି ଚକରେ ଚାଲୁଛି ‘ପ୍ରଜ୍ଞାନ’ ରୋଭର, କେତେବେଳେ କିଛି ବି ଘଟି ପାରେ

ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରେ ପ୍ରତ୍ୟେକ ଭାରତୀୟ ଉତ୍ସାହିତ ଓ ଗର୍ବିତ । କାରଣ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଥିବା ବିଶ୍ୱର ପ୍ରଥମ ଦେଶ ହେଉଛି ଭାରତ । ଗତକାଲି ସନ୍ଧ୍ୟା ୬.୪ ମିନିଟ୍‌ରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା । ଆଜି ଲ୍ୟାଣ୍ଡର ବିକ୍ରମରୁ…

ଚନ୍ଦ୍ରଯାନ-୩ ସଫଳତା ପରେ ଭାଇରଲ ହେଉଛି ମୁମ୍ବାଇ ଇଣ୍ଡିଆନ୍ସର ପୋଷ୍ଟ, ବିଶ୍ୱକପ ୨୦୨୩ ସହିତ ରହିଛି କି ସାମଞ୍ଜସ୍ୟ !

ଚନ୍ଦ୍ରଯାନ-୩ ସଫଳତାର ସହିତ ଚନ୍ଦ୍ରରେ ପାଦ ଥାପିବା ପରେ ଭାରତ ଇତିହାସ ରଚିଛି । ଏହାକୁ ନେଇ ସମଗ୍ର ବିଶ୍ୱରେ ଭାରତକୁ ପ୍ରଶଂସା କରାଯାଉଛି । ଚନ୍ଦ୍ରକୁ ଛୁଇଁଥିବା ଦେଶ ମଧ୍ୟରେ ଭାରତ ୪ର୍ଥ ସ୍ଥାନରେ ରହିଛି । ଚନ୍ଦ୍ରରେ ଚନ୍ଦ୍ରଯାନ-୩ ସଫଳ ଲ୍ୟାଣ୍ଡ କରିବା ପରେ ସାରା ଦେଶରେ ଖୁସିର ମାହୋଲ…

‘ଚନ୍ଦ୍ରଯାନ-୩’ର ସଫଳତା ପରେ ଟିମ୍‌ ସହ ସେଲିବ୍ରେସନ କଲେ ଇସ୍ରୋ ମୁଖ୍ୟ ଏସ୍‌.ସୋମନାଥ, ଦେଖନ୍ତୁ Video

ଚନ୍ଦ୍ର ଉପରେ ‘ଚନ୍ଦ୍ରଯାନ-୩’ର ସଫଳ ଲ୍ୟାଣ୍ଡିଂ ପରେ ପୂରା ଦେଶ ଖୁସିରେ ଝୁମି ଉଠିଛି। ସାରା ଦେଶରେ ରହିଛି ଉତ୍ସବର ମାହୋଲ। ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ଲୋକେ ସେଲିବ୍ରେସନ କରୁଛନ୍ତି। ଯେଉଁଠି ଦେଖିବ ସେଇଠି ପାଳନ କରାଯାଉଛି ଇସ୍ରୋର ସଫଳତାର ଉତ୍ସବ। ଏହିପରି ଇସ୍ରୋ ମୁଖ୍ୟାଳୟରେ ମଧ୍ୟ…

ଚନ୍ଦ୍ରଯାନ-3ର ସଫଳତା ପରେ ସବୁଠି ଚାଲିଛି ସେଲିବ୍ରେସନ୍, ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଉଛି ସାରା ଦେଶ

ନୂଆଦିଲ୍ଲୀ : ମୁନ ମିଶନର ସ୍ବର୍ଣ୍ଣିମ ସଫଳତା ପରେ ଝୁମି ଉଠିଥିଲା ସାରା ଦେଶ । ସବୁଠି ଚାଲିଥିଲା ସେଲିବ୍ରେସନ୍ ।ଇସ୍ରୋ ମୁଖ୍ୟାଳୟରେ ବି ‘ବନ୍ଦେ ମାତରମ’ ଏବଂ ‘ଭାରତ ମାତା କୀ ଜୟ’ ସ୍ଲୋଗାନରେ କମ୍ପି ଉଠିଛି। ମୁଖ୍ୟାଳୟ ବାହାରେ ବେଙ୍ଗାଲୁରୁ ବାସିନ୍ଦା ବାଣ ଫୁଟାଇ ଉତ୍ସବ ମନାଇଛନ୍ତି।…