Browsing Tag

chennai

୨ ମାସରୁ ଅଧିକ ହେବ ଦରମା ନଦେଇ ଶ୍ରମିକମାନଙ୍କୁ ହତାଦାର କରୁଛି ଠିକାଦାର, ଚେନ୍ନାଇରୁ ଉଦ୍ଧାର କରିବାକୁ କଲେ ଅନୁରୋଧ

ଟାଙ୍ଗୀ(କେନ୍ୟୁଜ୍):  ଯନ୍ତ୍ରଣା ଦେଉଛି ଦାଦନ ଠିକାଦାର। ୨ ମାସରୁ ଅଧିକ ହେବ ଦରମା ନଦେଇ ଶ୍ରମିକମାନଙ୍କୁ କରୁଛି ହତାଦାର। ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ହରିପୁର ଗାଁରୁ ।  ହରିପୁର ଓ  ଏହାର ନିକଟବର୍ତ୍ତୀ ଗାଁର କିଛି ଲୋକଙ୍କୁ କାମକରିବାକୁ ଚେନ୍ନାଇ…

ଚେନ୍ନାଇ: ତୈଳ କମ୍ପାନୀ ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ପହଞ୍ଚିଲା ୧୪ଟି ଦମକଳ ଗାଡ଼ି

ଚେନ୍ନାଇ: ଚେନ୍ନାଇର ବନଗରମ୍‌ରେ ଏକ ତୈଳ କମ୍ପାନୀର ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି। ଖବର ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି। ତେବେ ଏହି ନିଆଁ ଏତେ ଜୋରରେ ଲାଗିଛି ଯେ ଏହାକୁ ଲିଭାଇବାକୁ ଦମକଳ ବାହିନୀର…

ଧୋନୀଙ୍କ ଦମଦାର ପ୍ରଦର୍ଶନ ପରେ ବି ଟିମ୍ କୁ ମିଳିଲାନି ସଫଳତା

ମାହିଙ୍କ ଅଲୋଡ଼ା ରେକର୍ଡ। ୩ବର୍ଷ ପରେ ଧୋନିଙ୍କ ବ୍ୟାଟରୁ ପ୍ରଥମ ଆଇପିଏଲ ଫିପ୍‌ଟି। ଚେନ୍ନାଇ ସୁପର କିଙ୍ଗ୍‌ସର ପୂର୍ବତନ କ୍ୟାପଟେନ ଏମଏସ ଧୋନି ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି। କୋଲକାତା ବିପକ୍ଷ ମ୍ୟାଚରେ ଦମଦାର ପାଳି ଖେଳିଛନ୍ତି ଧୋନି। ସିଏସକେ କଠିନ…

ଚେନ୍ନାଇରେ ଆଜିଠୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ, ରାସ୍ତାଘାଟ ଶୂନଶାନ୍‌

ଚେନ୍ନାଇରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌। ତାମିଲନାଡ଼ୁ ସରକାର ରାଜ୍ୟରେ ୩୧ ଜାନୁଆରୀ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ୧୪ ଜାନୁଆରୀରୁ ୧୮ ଜାନୁଆରୀ ମଧ୍ୟରେ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ଏଣୁ ଆଜିଠାରୁ ଚେନ୍ନାଇରେ ସମ୍ପୂର୍ଣ୍ଣ ତାଲା ବନ୍ଦ ରହିଛି। କୋଏମ୍ବାଟୁର…

ଟିକା ନ ନେଲେ ଆଉ କରିପାରିବେ ନାହିଁ ଟ୍ରେନ ଯାତ୍ରା, ରେଳବାଇ ଆଣିଲା ନୂଆ ଗାଇଡଲାଇନ

ନୂଆଦିଲ୍ଲୀ : ଦିନକୁ ଦିନ କରୋନା ଭୂତାଣୁ ବୃଦ୍ଧି ପାଉଥିବାରୁ ରେଳବାଇ ଏକ ନୂତନ ଗାଇଡଲାଇନ ଜାରି କରିଛି। ବାସ୍ତବରେ, ଗତ ଦୁଇ ବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। କରୋନାଭାଇରସ୍ କାରଣରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିରେ…

କାୟା ମେଲାଉଛି କରୋନା: ୫୦ ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀ ସଂକ୍ରମିତ, ସ୍ୱାସ୍ଥ୍ୟ ସେବା ବ୍ୟାହତ

ସାରା ଦେଶରେ କରୋନା ମାମଲା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ତାମିଲନାଡ଼ୁରେ ପ୍ରତିଦିନ ନୂଆ ନୂଆ କେସ୍‌ ସାମ୍ନାକୁ ଆସୁଛି। ଚେନ୍ନାଇରେ ୫୦ରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ମୁତାବକ, ଚେନ୍ନାଇରେ ତିନିଟି ମୁଖ୍ୟ ସରକାରୀ ମେଡିକାଲ କଲେଜ…

ଚେନ୍ନାଇରେ ପ୍ରବଳ ବର୍ଷା: ୨୦୧୫ ର ଭୟ ଏଯାଏ ଯାଇନି, କାର୍‌ ଭାସିଯିବା ଭୟରେ ଲୋକେ ଓଭର ବ୍ରିଜରେ ପାର୍କ କଲେ କାର୍‌,

ଚେନ୍ନାଇ : ଚେନ୍ନାଇରେ ଏବେ ପ୍ରବଳ ବର୍ଷା । ବର୍ଷାରେ ରାସ୍ତା ଘାଟରେ ଅଣ୍ଟାଏ ପାଣି । ଲୋକେ ଘରୁ ବାହାରି ପାରୁ ନାହାଁନ୍ତି । ସହରରେ କୁତ୍ର୍ତ୍ରିମ ବନ୍ୟା । ବର୍ଷା ଜଳରେ ବହୁ ଦରକାରୀ ବସ୍ତୁ ଭାସିଯାଉଛି । ଲୋକେ ନିଜର କାର ଭାସିଯିବା ଭୟରେ କାରଗୁଡ଼ିକୁ ଉଚ୍ଚ ସ୍ଥାନରେ ପାର୍କିଂ କରୁଥିବାର…

ସାଉଥ ସୁପରଷ୍ଟାର ତଥା କମେଡିଆନ୍ ବିବେକଙ୍କ ପରଲୋକ, ଟିକା ନେବା ପରେ ହୋଇଥିଲା ହାର୍ଟଆଟାକ୍

ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର। ପୁଣି ଜଣେ କଳାକାରଙ୍କ ପାଇଁ ଭାଙ୍ଗିପଡିଲା ଫିଲ୍ମ ଇଣ୍ଡଷ୍ଟ୍ରୀ। ସାଉଥ କମେଡିଆନ୍ ତଥା ସୁପରଷ୍ଟାର ବିବେକଙ୍କ ଦେହାନ୍ତ ହୋଇଛି । ୫୯ ବର୍ଷ ବୟସରେ ଚେନ୍ନାଇର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ହୃଦଘାତର ଶିକାର ହୋଇ ହସ୍ପିଟାଲରେ…

ପରିସ୍ଥିତି ଶିଖାଇଲା ଜୀବନ ଜିଇଁବାର କଳା, ଦିନେ ଖାଇବାକୁ ପାଉନଥିବା ମଣିକନ୍ଦନ ଏବେ ପୋଲିସ ଅଫିସର

ଜୀବନ କେବେ ପତର ତଳେ ତ ଆଉ କେବେ ପଥର ତଳେ। ସମୟର ସ୍ରୋତ କେବେ କାହାକୁ ନେଇ କେଉଁଠି ପହଞ୍ଚାଇଥାଏ ତାହା ସମସ୍ତଙ୍କୁ ଅଜଣା। କିଏ ସୂର୍ଯ୍ୟଙ୍କ ପରି ଚମକେ ତ ଆଉ କିଏ ଭାଗ୍ୟ କାରଣରୁ ଅସ୍ତ ହୋଇଯାଏ। ହେଲେ ଜିତେ ସିଏ ଯାହା ପାଖରେ ପରିସ୍ଥିତିକୁ ଲଢ଼ିବା ପାଇଁ ଶକ୍ତି ଥାଏ। ଏମିତି ଏକ ଉଦାହରଣ…

ପ୍ରଥମ ମ୍ଯାଚର ବଦଲା ଦ୍ବିତୀୟ ମ୍ଯାଚରେ ନେଲା ଭାରତ, ଇଂଲଣ୍ଡକୁ ୩୧୭ ରନରେ ହରାଇଲା ଟିମ୍ ଇଣ୍ଡିଆ

ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବିରାଟ ସେନା ଦମଦାର୍ ବିଜୟ ହାସଲ କରିଛି । ପ୍ରଥମ ଟେଷ୍ଟର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଟିମ୍ ଇଣ୍ଡିଆର ବୋଲିଂର ସାମ୍ନା କରିନପାରି ୧୬୪ ରନରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ୩୧୭…

ଅଗ୍ନି ନୁହେଁ ସମୁଦ୍ରକୁ ସାକ୍ଷୀ ମାନି ସଂପନ୍ନ ହେଲା ବିବାହ, ୬୦ ଫୁଟ ଗଭୀର ସମୁଦ୍ର ଭିତରେ ଦମ୍ପତି ନେଲେ ସାତ ଫେରା

ଆପଣ ବିବାହ ବେଳେ ଅନେକ ରୀତିନୀତି ବିଷୟରେ ନିଶ୍ଚିତ ଜାଣିଥିବେ। ବିବାହରେ ବରମାଳା ପିନ୍ଧାଇବା, ସିନ୍ଦୁର ପିନ୍ଧାଇବା ଏବଂ ସାତ ଫେରା ନେବା ବିଷୟରେ ଜାଣିଥିବେ। କିନ୍ତୁ କିଛି ଅଲଗା କରିବାକୁ ଯାଇ ଲୋକେ କିଛି ବି କରିବାକୁ ପଛାଉନାହାନ୍ତି। ଏମିତି ଏକ ମାମଲା ଏବେ ଚେନ୍ନାଇରେ ଦେଖିବାକୁ…

ଚେନ୍ନାଇରୁ ପାରଳାଖେମୁଣ୍ଡି ସାଇକେଲ ଯାତ୍ରା, ବାହାରିଲେ ଦୁଇ ହେଲେ ପହଞ୍ଚିଲେ ଜଣେ

ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ପ୍ରବାସୀ ଓଡିଆ ସାଇକଲ ଯୋଗେ ନିଜ ଭିଟାମାଟିରେ ପହଞ୍ଚୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ସେହିପରି ସାଇକଲରେ ଆସିବା ଚିତ୍ର ଆଜି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ନାକା ପୋଷ୍ଟରେ ଦେଖିବାକୁ ମିଳିଲା ।…