Browsing Tag

CM Naveen

ବାଣ ବେପାର ପ୍ରଭାବିତ : ଓଡିଶାରେ ବାଣ ବ୍ୟାନ୍ ଉପରେ ପୁନର୍ବିଚାର କରିବାକୁ ନବୀନଙ୍କୁ ଚିଠି ଲେଖିଲେ ତାମିଲନାଡୁ…

କେନ୍ୟୁଜ୍(ବ୍ୟୁରୋ):ଓଡ଼ିଶାରେ ବାଣ ବିକ୍ରୀ ଉପରେ ଲାଗିଥିବା ସମ୍ପୂର୍ଣ୍ଣ ବ୍ୟାନ୍‌ର ପୁନଃବିଚାର କରିବାକୁ ଅନୁରୋଧ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ। ଏ ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କୁ ସେ ପତ୍ର ଲେଖିଛନ୍ତି। କହିଛନ୍ତି SC ଓ NGT ମାନଦଣ୍ଡ ଆଧାରରେ ତିଆରି ବାଣ ବିକ୍ରୀକୁ…

କାଲିଠାରୁ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଜିଲ୍ଲା ଗସ୍ତ, କାଲି ଯିବେ ଗଜପତି ଜିଲ୍ଲା

କେନ୍ୟୁଜ୍(ବ୍ୟୁରୋ):ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ଜିଲ୍ଲା ଗସ୍ତ । କାଲି ଗଜପତି ଜିଲ୍ଲା ଯିବେ । ଏଥିପାଇଁ ମଞ୍ଚରୁ ଆରମ୍ଭ କରି ହେଲିପ୍ୟାଡ ସବୁ ପ୍ରସ୍ତୁତ ହୋଇସାରିଲାଣି । ଆସନ୍ତାକାଲି ଦିନ ୧୧ଟାରେ ହେଲିକପ୍ଟର ଯୋଗେ ଯାଇ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ପ୍ରଥମେ…

ଦିଲ୍ଲୀରୁ ବାତ୍ୟା ଗୁଲାବ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍‌(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା । ଦିଲ୍ଲୀ ଓଡ଼ିଶା ଭବନରେ ବାତ୍ୟା ଗୁଲାବ ସ୍ଥିତିର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ମୁଖ୍ୟ ଶାସନ ସଚିବ ଓ SRC ଉପସ୍ଥିତ ଅଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ବୈଠକରେ ଯୋଗ…

ଦ୍ବିତୀୟ ପର୍ଯ୍ୟାୟରେ ହିଞ୍ଜିଳିର ଆଉ ୧୦ଟି ସ୍କୁଲ ରୂପାନ୍ତରୀକରଣକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ…

ଦିଗପହଣ୍ଡିରେ ତୁଳା ଜିନିଙ୍ଗ ମିଲ୍‌ ଓ ବସ୍‌ ଟର୍ମିନାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ତୁଳା ଜିନିଙ୍ଗ ମିଲ୍‌ ଓ ବସ୍‌ ଟର୍ମିନାଲ ଉଦ୍‌ଘାଟିତ । ଭିଡିଓ କନଫରେନ୍‌ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଛୋଟ ଛୋଟ ସହରର ବିକାଶ ଉପରେ ଦିଆଯାଉଛି ଅଧିକ…

ଘରେ ବସି ଖେଳ ଦେଖିଲେ, ବିଜୟୀ ଭାରତୀୟ ଦଳକୁ ବଧାଇ ଜଣାଇଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ଅଲିମ୍ପିକ୍ସରେ ଭାରତର କ୍ୱାର୍ଟର ଫାଇନାଲ୍‌ ମୁକାବିଲା ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘରେ ବସି ଟିଭି ପରଦାରେ ଗ୍ରେଟ୍‌ ବ୍ରିଟେନ୍‌ ବିପକ୍ଷ ମ୍ୟାଚ୍‌ ଦେଖିବା ସହ ଖେଳାଳିଙ୍କୁ ଚିଅର୍‌ ଅପ୍‌ କରିଥିଲେ । ଏତିକିବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ…

ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି…

କେନ୍ୟୁଜ୍(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ଲାଙ୍କାଭାନିଦାବା ମାଛ ଫାର୍ମରେ ୬ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ । ବିଦ୍ୟୁତ ଆଘାତରେ ସେମାନଙ୍କ ମୃତ୍ୟୁ ଘଟିଛି । ମୃତକମାନଙ୍କ ମଧ୍ୟରୁ ୫ ଜଣ ରାୟଗଡ଼ା ଜିଲ୍ଲାର ଓ ଅନ୍ୟ ଜଣେ ଗଜପତି ଜିଲ୍ଲା ଜିରାଙ୍ଗର । ମୃତକମାନେ ହେଲେ ଗୁଣପୁର…

‘ଗୋଟିଏ ଦେଶ ଗୋଟିଏ ରେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜିଠାରୁ ଓଡିଶାର ସବୁ ଜିଲ୍ଲାରେ ଗୋଟିଏ ଦେଶ, ଗୋଟିଏ ରେସନ କାର୍ଯ୍ୟକ୍ରମ ଆରମ୍ଭ ହେଲା । ଏହାଦ୍ବାରା…

କୋଭିଡ ସ୍ଥିତି ଓ ସମ୍ଭାବ୍ୟ ତୃତୀୟ ଲହରର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପୂର୍ଣ୍ଣ ପ୍ରସ୍ତୁତିର ସହ ମୁକାବିଲା କରିବାକୁ…

କେନ୍ୟୁଜ୍(ବ୍ୟୁରୋ):  ନବୀନଙ୍କ ଫୋକସ୍‌ରେ କରୋନାର ତୃତୀୟ ଲହର ମୁକାବିଲା । ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଅଗଷ୍ଟ ଶେଷ ବେଳକୁ ଯଦି କରୋନା ତୃତୀୟ ଲହର ଆସେ, ଏହାକୁ ପୂର୍ଣ୍ଣ ପ୍ରସ୍ତୁତିର ସହ ମୁକାବିଲା କରିବାକୁ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର…

ନବୀନ ନିବାସରେ ଦୁଇଟି ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ଏଥିରେ ରହିଛି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ…

କେନ୍ୟୁଜ୍(ବ୍ୟୁରୋ):   ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇଟି ପୁସ୍ତକ ‘ ଆଜିର ଦିନଟି ମୋର’ ଏବଂ ‘ ଉର୍ବଶୀର ଗାଁ’ ଉନ୍ମୋଚନ କରିଛନ୍ତି । ପ୍ରଥମ ପୁସ୍ତକ ‘ଆଜିର ଦିନଟି ମୋର’ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ…

ଫନି ପ୍ରଭାବିତ ୧୪ ଜିଲ୍ଲା ବ୍ୟତୀତ ଅନ୍ୟ ଜିଲ୍ଲାରେ ଆବାସ ଯୋଜନା ଯୋଗାଇଦିଅ: ମୋଦିଙ୍କୁ ଚିଠି ଲେଖିଲେ ନବୀନ

କେନ୍ୟୁଜ୍(ବ୍ୟୁରୋ):  ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫନି ପ୍ରଭାବିତ ୧୪ ଜିଲ୍ଲା ବ୍ୟତୀତ ଅନ୍ୟ ଜିଲ୍ଲାରେ ଆବାସ ଯୋଜନା ନେଇ ଚିଠି ଲେଖିଛନ୍ତି। ଫନିରେ ପ୍ରଭାବିତ ହୋଇନଥିବା ଜିଲ୍ଲାଗୁଡ଼ିକରୁ ୬ଲକ୍ଷ ପରିବାରଙ୍କୁ ଘର ଯୋଗାଇ ଦେବାକୁ…

ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଶିଶୁଙ୍କ ଉଚିତ୍‌ ଯତ୍ନ ପାଇଁ ସବୁ ପ୍ରକାର ସମ୍ବଳ ଏକାଠି କରାଯାଉଛି: ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଶିଶୁଙ୍କ ଯତ୍ନ ନେଇ ଡାକ୍ତରଙ୍କ ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ। ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିଟି ଜୀବନ ମୂଲ୍ୟବାନ ନୀତିରେ ଶିଶୁଙ୍କ ଉଚିତ୍‌ ଯତ୍ନ ପାଇଁ ସବୁ ପ୍ରକାର ସମ୍ବଳ ଏକାଠି କରାଯାଉଛି। ଏହି ଅବସରେ ସେକେଣ୍ଡ…