Browsing Tag

cold

ଏବେ ହସପିଟାଲରେ ଭର୍ତ୍ତି ହୋଇଥିବା ସମସ୍ତ ଥଣ୍ଡା-ଜ୍ୱର ରୋଗୀଙ୍କର ହେବ କରୋନା ଟେଷ୍ଟ

ଦେଶରେ ଏବେ ପର୍ଯ୍ୟନ୍ତ କରୋନାରେ ୨୭୧ ମାମଲା ସାମ୍ନାକୁ ଆସିସାରିଲାଣି। କରୋନାର ବଢ଼ୁଥିବା ମାମଲାକୁ ଦେଖି ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଏହି ଭାଇରସ ସହିତ ମୁକାବିଲା କରିବାର ଯୋଜନାରେ ପରିବର୍ତ୍ତନ କରିଛନ୍ତି। ଏହି ମୁକାବିଲାରେ ଆଇସିଏମଆର ସଂଶୋଧନ କରି କହିଛନ୍ତି…

ଉତ୍ତର ରାଜ୍ୟରେ ଶୀତ ବଢିବା ଆଶଙ୍କା, ଜାଣନ୍ତୁ କେଉଁଠି ହେବ ବର୍ଷା

ନୂଆଦିଲ୍ଲୀ: ଆଜି ପଶ୍ଚିମ ହିମାଳୟ କ୍ଷେତ୍ରରେ ପୁଣି ଥରେ ସକ୍ରିୟ ହୋଇଛି ଜଳବାୟୁ। ସକାଳେ ସମୟରେ ଅଧିକାଂଶ ସ୍ଥାନରେ ଘନ କୁହୁଡି କାରଣରୁ ଅଧିକ ଥଣ୍ଡା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଉତ୍ତର ପଶ୍ଚିମ ଏବଂ ଉତ୍ତର ମଧ୍ୟ ପ୍ରଦେଶର କିଛି ଅଞ୍ଚଳରେ ଆସନ୍ତା କାଲି…

ଥଣ୍ଡାରେ ଥରୁଛି ସାରା ଓଡ଼ିଶା, ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୀତ ଲହରି, ୧୩ଟି ଜିଲ୍ଲା ପାଇଁ ୟେଲୋ…

କେନ୍ୟୁଜ୍(ବ୍ୟୁରୋ): ଖସୁଛି ପାରଦ । ଜାଡ଼ରେ ଥରୁଛି ଓଡ଼ିଶା । ଦିନରେ କୁହୁଡ଼ି, ରାତିରେ ଥଣ୍ଡା । ଉପକୂଳରୁ ଦକ୍ଷିଣ, ଆଭ୍ୟନ୍ତରୀଣ ସବୁଠି ଶୀତ ତାଣ୍ଡବ । ସକାଳ ୧୦ଟା ପର୍ଯ୍ୟନ୍ତ ହାତ ଗୋଡ଼ କାଲୁଆ ହେଇ ଯାଉଛି । ରାତି ୮ଟାରୁ ଶୂନଶାନ ଗାଁଗଣ୍ଡା ସହର ବଜାର ରାସ୍ତାଘାଟ । ରାଜ୍ୟରେ ସବୁଠୁ ଶୀତଳ…

ଶିମିଳିପାଳର ଅନେକ ସ୍ଥାନରେ ବରଫ ପାତ, କମିବାରେ ଲାଗିଛି ତାପମାତ୍ରା

ଶିମିଳିପାଳ (କେନ୍ୟୁଜ୍) : ମୟୂରଭଞ୍ଜରେ ତାପମାତ୍ରା କମିବାରେ ଲାଗିଛି । ଶିମିଳିପାଳର ଅନେକ ସ୍ଥାନରେ ବରଫ ପାତ ହୋଇଥିବା ଦେଖିବାକୁ ମିଳିଛି । ଶିମିଳିପାଳ ଜାତୀୟ ଉଦ୍ୟାନରେ ଗତ ବର୍ଷ ମାଇନସ ୫ ଡିଗ୍ରୀ ତାପାମାତ୍ରା ଥିବା ବେଳେ ଚଳିତବର୍ଷ ଜିରୋ ଡିଗ୍ରୀ ତାପାମାତ୍ରା ରହିଛି । ଦୁଇ ଦିନ…

ସୁନ୍ଦରଗଡ ବଣାଇରେ ହେଲା ତୁଷାରପାତ, ଜନଜୀବନ ହେଲା ଅସ୍ତବ୍ୟସ୍ତ

ବଣାଇ(କେନ୍ୟୁଜ୍):ସୁନ୍ଦରଗଡ ବଣାଇରେ ଖସିଛ ପାରଦ। ଆଜି ବଣାଇ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ପାରଦ ୫ ଡିଗ୍ରୀକୁ ଖସି ଆସିଛି । ଏଥିପାଇଁ ଆଖପାଖ ଅଞ୍ଚଳରେ ସକାଳୁ ହୀମ ଚାଦରର ଆସ୍ତରଣ ଧରା ପ୍‌ଷ୍ଠରେ ପଡୁଥିବାର ଦେଖାଦେଇଛି। ବଣାଇରେ ଏଭଳି ବରାଫପାତରେ ସାଧାରଣ ଜନତା ଓ ବୟସ୍କ ଲୋକ ମାନେ ଘରୁ…

ଶୀତରେ ବି ଆସୁଛି ବର୍ଷା, ୨୪ରୁ ୨୭ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷିବା ସମ୍ଭାବନା

ଭୁବନେଶ୍ବର: ଖସୁଛି ପାରଦ, ବଢୁଛି ଶୀତ। ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ବିଭିନ୍ନ ସ୍ଥାନରେ ପାରଦ ୧୨ଡିଗ୍ରୀ ତଳେ ରହିଛି। ପ୍ରବଳ ଜାଡରେ ଜନଜୀବନ ଅସ୍ତବ୍ୟସ୍ତ। ଥଣ୍ଡା ସାଙ୍ଗକୁ ଘନ କୁହୁଡି ଯୋଗୁଁ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହେଉଛି। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭.୫…

ଥଣ୍ଡା ପାଇଁ ନାକରୁ ପାଣି ଗଡୁଛି କି? ତେବେ ଏହି ଉପାୟ ମିନିଟରେ କରିବ କାମ

ଋତୁ ପରିବର୍ତ୍ତନ ବେଳେ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ନିହାତି ଜରୁରୀ ହୋଇଥାଏ, ନଚେତ ଜ୍ୱର ଏବଂ ନାକରୁ ପାଣି ଗଡିବା ସମସ୍ୟା ଆପଣଙ୍କୁ ଚିନ୍ତାରେ ପକାଇଦିଏ। ଖାସ୍‌ କରି ପିଲାମାନଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖାଯାଏ। ଥଣ୍ଡା ହେଲେ ନାକରୁ ପାଣି ଗଡେ ଆଉ ଏମିତି ଲଗାତର ପାଣି ଗଡିଲେ କୌଣସି…

ଥଣ୍ଡା କାଶରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ

ଏବେ ତ ଶୀତ ଦିନ ପାଖେଇ ଆସିଲାଣି । ଏହି ଦିନରେ ସବୁଠୁ ଅଧିକ ଥଣ୍ଡା, ସର୍ଦ୍ଦି ଓ ଜ୍ୱର ପରି ସମସ୍ୟା ଦେଖାଯାଇଥାଏ ।ଲଗାତାର ଛିଙ୍କ ହେବା ସହ ମୁଣ୍ଡ ବିନ୍ଧା ଓ ଦେହ ପୀଡା ପରି ସମସ୍ୟା ଜଟିଳ ହୋଇପଡେ । ଏମିତିକି ଏହି ଦିନ ମାନଙ୍କରେ ଶେଯରୁ ଉଠିବା ବି କଷ୍ଟ ହୋଇପଡେ । ବର୍ଷା ଦିନରୁ ଆରମ୍ଭ…

ଉତ୍ତରା ପବନ ବହୁଛି, ଜାଡ଼ରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ବର (କେନ୍ୟୁଜ୍) : ଉତ୍ତରା ପବନ ବହୁଛି । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଆଭ୍ୟନ୍ତରୀଣ, ପଶ୍ଚିମରୁ ଦକ୍ଷିଣ ସବୁଠି ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ପାଣିପାଗ ବିଭାଗ ସୂଚନା ଦେଇଛି, ଶୀତ ଲହରି ଜାରି ରହିବ । ତେବେ କୋଲଡ ୱେଭ ୱାର୍ଣ୍ଣିଂକୁ ହଟାଇ ଦିଆଯାଇଛି । ରାଜ୍ୟର…