Browsing Tag

corona death

ଆଜି ରାଜ୍ୟରୁ ୨୨ ଜଣଙ୍କ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୨୧ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୫୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କରୋନା ଆକ୍ରାନ୍ତ ବୃଦ୍ଧାଙ୍କ ଶବଦାହ କରିବାକୁ ନେଇ ଉତ୍ତେଜନା, ପ୍ରଶାସନିକ ଅଧିକାରୀଙ୍କୁ ଘେରିଲେ ଗାଁ ଲୋକେ

ମୟୁରଭଞ୍ଜ(କେ ନ୍ୟୁଜ): ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ନିକଟ ସୁନାରିପୋଷି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଜଣେ କରୋନା ଆକ୍ରାନ୍ତ ବୃଦ୍ଧାଙ୍କ ଶବ ଦାହ କରିବାକୁ ନେଇ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ବିଡ଼ିଓ, ତହସିଲଦାର, ଚିକିତ୍ସା ଅଧିକାରୀଙ୍କୁ ସ୍ଥାନୀୟ ଲୋକେ ଘେରାଉ କରି ରଖିଛନ୍ତି। ସୂଚନା…

ବଡ଼ ଆଶ୍ୱସ୍ତି: ଗତ ୨୪ ଘଣ୍ଟାରେ ଇଂଲଣ୍ଡ ଓ ସ୍କଟଲାଣ୍ଡରେ କୋଭିଡ଼ ଜନିତ ମୃତ୍ୟୁ ସଂଖ୍ୟା ଜିରୋ

କେନ୍ଯୁଜ୍: କରୋନା ମହାମାରୀ ମଧ୍ୟରେ ଖୁସି ଖବର । ଗତ ୨୪ ଘଣ୍ଟାରେ ଇଂଲଣ୍ଡ ଓ ସ୍କଟଲାଣ୍ଡରେ କୋଭିଡ଼ ଜନିତ ମୃତ୍ୟୁ ସଂଖ୍ୟା ନାହିଁ । ଯାହାକି ବଡ଼ ଆଶ୍ୱସ୍ତି ଆଣିଛି । ୧୪ ମାସ ପରେ ଇଂଲଣ୍ଡରେ କୋଭିଡରେ କୌଣସି ମୃତ୍ୟୁ ଖବର ନାହିଁ । ଇଂଲଣ୍ଡ, ସ୍କଟଲାଣ୍ଡ ସହ ନଦର୍ଣ୍ଣ ଆୟରଲାଣ୍ଡରେ ସୋମବାର…

ମାଲକାନଗିରି ସୀମାନ୍ତ ଛତିଶଗଡରେ କରୋନା ଏବଂ ଫୁଡ ପଏଜନିଂରେ ୧୦ ମାଓବାଦୀ ମୃତ

ମାଲକାନଗିରି: ମହାମାରୀରେ ମାଓବାଦୀ ମୃତ । ମାଲକାନଗିରି ସୀମାନ୍ତ ଛତିଶଗଡରେ କରୋନା ଏବଂ ଫୁଡ ପଏଜନିଂରେ ଦଶରୁ ଅଧିକ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ମୃତ ସମସ୍ତ ମାଓବାଦୀ ଦକ୍ଷିଣ ବସ୍ତର ମାଓ ସଙ୍ଗଠନ ବୋଲି ଜଣା ପଡିଛି । ଏଥିରେ ଟପ୍‌ କ୍ୟାଡର ମାଓବାଦୀ ଥିବା ସୂଚନା ଦେଇଛନ୍ତି…

ହଜିଗଲା ମାନବିକତା: ଶେଷରେ ଡ଼ମ୍ପିଂୟାର୍ଡ଼ରେ ପୋଡିଦେଲେ କୋଭିଡ ଆକ୍ରାନ୍ତଙ୍କ ମୃତଦେହ

ଖୋର୍ଦ୍ଧା: ଡ଼ମ୍ପିଂୟାର୍ଡ଼ରେ ପୋଡିଦେଲେ କୋଭିଡ ଆକ୍ରାନ୍ତଙ୍କ ମୃତଦେହ | ଛାଡିଦେଲେ ପିପିଇ କୀଟ, ପଡ଼ିରହିଛି କୋକେଇ | ମୃତଦେହ ପ୍ୟାକିଂ ହୋଇ ଆସିଥିବା ରକ୍ତଲଗା ପଲିଥିନକୁ ମଧ୍ୟ ଫୋପାଡ଼ି ଦେଇ ଚାଲିଗଲେ | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଟଣୀ ପୌର ପରିଷଦ ଅଞ୍ଚଳରେ | ଜଟଣୀ ପୌର…

କରୋନା ବାପାକୁ ଛଡାଇ ନେଲା, ୪ ଦିନ ପରେ ମାଆର ମୃତ୍ୟୁ, ଗରିବ ଝିଅ PPE କିଟ ପିନ୍ଧି ଏକୁଟିଆ ମାଆର ମୃତଦେହକୁ ପୋତିଲା

କରୋନା ଭାଇରସ ଯୋଗୁ ଲକ୍ଷ ଲକ୍ଷ ପରିବାର ଉଜୁଡ଼ି ଗଲାଣି। ଲୋକେ ଅତି ମୁସ୍କିଲ ପରିସ୍ଥିତିରେ ନିଜ ଲୋକଙ୍କର ଅନ୍ତିମ ସଂସ୍କାର କରୁଛନ୍ତି। ଏବେ ଏମିତି ହିଁ ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ହୃଦୟ କାନ୍ଦି ଉଠିବ। କୁହାଯାଉଛି, ଏହି ଫଟୋ ବିହାରର…

ରାଜସ୍ଥାନ ରୟାଲସର ଯୁବ ବୋଲର ଚେତନ ସକାରିୟାଙ୍କ ବାପାଙ୍କ କରୋନାରେ ନିଧନ, ଆଇପିଏଲରୁ ମିଳୁଥିବା ପଇସାରେ କରାଉଥିଲେ…

ଆଇପିଏଲ ୨୦୨୧ରୁ ଚର୍ଚ୍ଚାକୁ ଆସିଥିବା ସୌରାଷ୍ଟ୍ରର ଯୁବ ଦ୍ରୁତ ବୋଲର ଚେତନ ସକାରିୟାଙ୍କ ବାପାଙ୍କ କରୋନାରେ ରବିବାର ନିଧନ ହୋଇଯାଇଛି। ସକାରିୟାଙ୍କ ବାପା କାଞ୍ଜିଭାଇ ସକାରିୟା କରୋନାରେ ସଂକ୍ରମିତ ଥିଲେ ଏବଂ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ସେପଟେ ଚେତନ ସକାରିୟାଙ୍କ ବାପାଙ୍କ…

ଆଲିଗଡ ମୁସଲିମ ୟୁନିଭରସିଟିରେ କରୋନା ବିସ୍ଫୋରଣ, ୨୦ ଦିନରେ ୧୯ ପ୍ରଫେସର ମୃତ

ଆଲିଗଡ ମୁସଲିମ ୟୁନିଭରସିଟିରେ କରୋନାର ଦ୍ବିତୀୟ ଲହର କାଳ ହୋଇ ଆସିଛି। ଗତ ୨୦ ଦିନରେ ୧୦ ଜଣ ପ୍ରଫେସରଙ୍କ ପ୍ରାଣ କରୋନା ଯୋଗୁଁ ହୋଇଛି। ପ୍ରଫେସରଙ୍କ ଛଡା ଏଏମୟୁ କର୍ମଚାରୀ, ରିଟାୟର୍ଡ କର୍ମଚାରୀଙ୍କ ମୃତ୍ଯୁବରଣ କରିଛନ୍ତି। ମୃତକଙ୍କ ସଂଖ୍ଯା ୪୦ ପାର୍ ହୋଇଯାଇଛି। ଶିକ୍ଷାବିତ୍ ସାର ସୟଦ…

କରୋନା ସନ୍ଦେହରେ ଗାଁରେ ଶବକୁ ମିଳିଲାନି ଶ୍ମସାନ, ପୁଣି ଫେରିଲା ନବରଙ୍ଗପୁର

ନବରଙ୍ଗପୁର: କରୋନା ସନ୍ଦେହରେ ଗାଁରେ ଶବକୁ ମିଳିଲାନି ଶ୍ମସାନ। ଗାଁ ଲୋକଙ୍କ ବିରୋଧ ପରେ ପୁଣି ଶବ ଫେରିଗଲା ସହରକୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ। ଖାତିଗୁଡା ଗ୍ରାମର ରବିନାରାୟଣ ଆଚାର୍ଯ୍ୟ(୨୪) ଗତ କାଲି…

କରୋନାରେ ଅଭିନେତ୍ରୀ ଶ୍ରୀପ୍ରଦାଙ୍କ ମୃତ୍ୟୁ, ବଲିଉଡ୍‌ରେ ଧର୍ମେନ୍ଦ୍ର ଓ ବିନୋଦ ଖାନ୍ନା, ଓଲିଉଡ୍‌ରେ ଉତ୍ତମ…

ବଲିଉଡ, ଭୋଜପୁରୀ ଏବଂ ଦକ୍ଷିଣ ଭାରତୀୟ ସିନେମାରେ ନିଜ ଅଭିନୟ ଯାଦୁ ଦେଖାଇ ସାରିଥିବା ଅଭିନେତ୍ରୀ ଶ୍ରୀପ୍ରଦାଙ୍କ ବୁଧବାର ନିଧନ ହୋଇଯାଇଛି। ସେ ଗତ କିଛିଦିନ ଧରି କରୋନାରେ ଜୁଝି ହେଉଥିଲେ। ଏ ନେଇ ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ (CINTAA)ର ସାଧାରଣ ସମ୍ପାଦକ ଅମିତ ବହଲ ସୂଚନା…

କରୋନାରେ ହୋଇଗଲା ବାପାଙ୍କ ମୃତ୍ୟୁ, ଦୁଃଖରେ ଭାଙ୍ଗିପଡ଼ି ଜଳନ୍ତା ଚିତା ଆଗକୁ ଡେଇଁ ପଡ଼ିଲା ଝିଅ

ରାଜସ୍ଥାନର ବାରମେର ଜିଲ୍ଲାରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଏଠାରେ କରୋନାରେ ବାପାଙ୍କ ମୃତ୍ୟୁ ହୋଇଯିବାରୁ ଝିଅ ଦୁଃଖରେ ଭାଙ୍ଗିପଡ଼ି ଜଳନ୍ତା ଚିତା ଆଗକୁ ଡେଇଁ ପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଝିଅକୁ ଉଦ୍ଧାର କରି ସରକାରୀ ହସ୍ପିଟାଲରେ…

ହୃଦୟବିଦାରକ: ନାତିକୁ କରୋନା ଭାଇରସଠୁ ବଞ୍ଚେଇବା ପାଇଁ ଜେଜେ-ଜେଜେମା କରି ଦେଲେ ଆତ୍ମହତ୍ୟା, ୨ ଦିନ ତଳେ ହୋଇଥିଲେ…

ରାଜସ୍ଥାନର କୋଟା ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତ ଜଣେ ବୃଦ୍ଧ ଦମ୍ପତି ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଖବରରୁ ଜଣାପଡ଼ିଛି, କରୋନା ସଂକ୍ରମିତ ହେବା ପରେ ବୃଦ୍ଧ ଦମ୍ପତିଙ୍କୁ ଡର ଥିଲା କି, ତାଙ୍କଠାରୁ ଭାଇରସ ତାଙ୍କ ନାତି ଓ…