Browsing Tag

corona death

ମହାମାରୀରେ ମହାନତା ଦେଖାଇଲେ ୮୫ ବର୍ଷୀୟ ବୃଦ୍ଧ, ୪୦ ବର୍ଷୀୟ ରୋଗୀଙ୍କ ପାଇଁ ଛାଡ଼ି ଦେଲେ ନିଜ ବେଡ୍‌, ଆଉ କହିଲେ, ‘ମୁଁ…

କରୋନାର ଦ୍ୱିତୀୟ ଲହରୀରେ ଯେଉଁଠି ଲୋକଙ୍କୁ ବେଡ୍‌, ଅକ୍ସିଜେନ ଓ ଆବଶ୍ୟକ ଔଷଧ ମିଳୁ ନାହିଁ, ସେଠି ୮୫ ବର୍ଷୀୟ ଜଣେ ବୃଦ୍ଧ ନିଜ ମୃତ୍ୟୁ ପୂର୍ବରୁ ଏମିତି ମହାନତା ଦେଖାଇଛନ୍ତି, ଯାହାକି ସମସ୍ତଙ୍କ ହୃଦୟରେ ସ୍ମୃତି ହୋଇ ରହିଯାଇଛି। ବୃଦ୍ଧ ଜଣକ ହେଉଛନ୍ତି ମହାରାଷ୍ଟ୍ର ନାଗପୁରର ନାରାୟଣ…

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଣିଜୀ ତଥା କଂଗ୍ରେସ ନେତ୍ରୀ କରୁଣା ଶୁକ୍ଳାଙ୍କର କରୋନାରେ…

ଦେଶରେ କରୋନା ଗ୍ରାଫ୍‌ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ଅନେକ ଭିଭିଆଇପି ମଧ୍ୟ ଏହା କବଳରେ ଫସି ନିଜର ପ୍ରାଣ ହରାଇଥିବା ଦେଖାଯାଇଛି। ଏବେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଣିଜୀ ତଥା କଂଗ୍ରେସ ନେତ୍ରୀ କରୁଣା ଶୁକ୍ଳାଙ୍କର କରୋନାରେ ନିଧନ ହୋଇଯାଇଛି। ସୋମବାର…

କ‌ରୋନାରେ ପ୍ରାଣ ହରାଇଲେ ପୂର୍ବତନ ସାଂସଦ ସୁଗ୍ରୀବ ସିଂ

ଫୁଲବାଣୀ : କ‌ରୋନାରେ ଆଖି ବୁଜିଲେ ପୂର୍ବତନ ସାଂସଦ। କନ୍ଧମାଳ(ପୂର୍ବରୁ ଫୁଲବାଣୀ ଲୋକସଭା ଆସନ)ର ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ସଂକ୍ରମିତ ହେବା ପରେ ଭୁବନେଶ୍ବର ସ୍ଥିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ…

ଆଜି ରାଜ୍ୟରେ ଆଉ ୬୫୯୯ କରୋନା ପଜିଟିଭ୍‌ ଚିହ୍ନଟ, ୯ମୃତ

ଭୁବନେଶ୍ବର: ରାଜ୍ୟରେ ୬ ହଜାର ତଳକୁ ଖସୁନି କରୋନା ସଂକ୍ରମଣ। ଆଉ ୬୫୯୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୯ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। କ୍ୱାରେଣ୍ଟାଇନ୍‌ରୁ ୩ ହଜାର ୮୨୭, ଲୋକାଲ କଣ୍ଟାକ୍ଟ କେସ୍‌ ୨ ହଜାର ୭୭୨ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮…

ଦିଲ୍ଲୀ: ସାର୍‌ ଗଙ୍ଗାରାମ ହସ୍ପିଟାଲରେ ୨୪ ଘଣ୍ଟାରେ ଅତି ଗୁରୁତର ୨୫ ରୋଗୀଙ୍କ ମୃତ୍ୟୁ, ପହଞ୍ଚିଲା ନୂଆ ଅକ୍ସିଜେନ…

ଦେଶରେ କରୋନା ସଂକ୍ରମଣର ସ୍ଥିତି ବହୁତ ଭୟାବହ ରହିଛି। ଅକ୍ସିଜେନ ଅଭାବ ସମସ୍ୟା ସାଂଘାତିକ ରୂପ ନେଉଛି। ଏହାରି ଭିତରେ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରୁ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ଅତି ଗୁରୁତର ଥିବା ୨୫ ରୋଗୀଙ୍କର ଗତ ୨୪ ଘଣ୍ଟାରେ ମୃତ୍ୟୁ ଘଟିଛି। ତେବେ ଘଟଣା ପଛର କାରଣ…

କରୋନା ପୁଣି ଦେଖାଉଛି କରୁଣ ଚିତ୍ର, ପୁଅ ଜାଣିନି ଯେ ବାପା ମାଆ କେବେଠାରୁ ମରିଗଲେଣି

ମୁମ୍ବାଇ : ପୁଣି ସେଇ କରୋନାର କରୁଣ ଚିତ୍ର । ଯାହା ଦେଖିବାକୁ ମିଳିଥିଲା ବର୍ଷେ ତଳେ । ଏବେବି ସେହି ସ୍ଥିତି । ମୁମ୍ବାଇରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କୋଭିଡ୍‌ରେ ସଂକ୍ରମିତ ହେଲେ । ତା ପରେ ପରିବାର ସାରା ତାଙ୍କ ପତ୍ନୀ, ବାପା ଓ ମା ଏବଂ ୧୨ ବର୍ଷର…

ବିଶ୍ୱରେ ଚାଲିଛି ଟିକାକରଣ, ତଥାପି କରୋନା ମୃତ୍ୟୁ ସଂଖ୍ୟା ଟପିଲାଣି ୩୦ ଲକ୍ଷ

ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । କମିବାର ନାଁ ଧରୁନି । ଏବେ କରୋନାର ଦ୍ୱିତୀୟ ଲହର ଚାଲିଥିବାବେଳେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ବଢ଼ି ପହଞ୍ଚିଛି ୩୦ ଲକ୍ଷରେ । ହପ୍‌କିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨.୭ ମିଲିୟନ ବା ପ୍ରାୟ ୩୦…

ଗୁଜୁରାଟ ସୁରତରେ ୪ ଜଣ ଓଡ଼ିଆ ଶ୍ରମିକଙ୍କ ଜୀବନ ନେଲା କରୋନା, ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର

 ଗଞ୍ଜାମ : ପ୍ରବାସୀଙ୍କୁ ପୁଣି ଘରମୁହାଁ କରିଛି କରୋନାର ଦ୍ୱିତୀୟ ଲହରୀ । ଗୁଜୁରାଟ ସୁରତରେ ୪ ଜଣ ଓଡ଼ିଆ ଶ୍ରମିକଙ୍କ ଜୀବନ ନେଇଛି କରୋନା । ମୃତ ଶ୍ରମିକ ମାନେ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି । ଏମାନଙ୍କୁ ରେଡ୍‌କ୍ରସ ତରଫରୁ ସମସ୍ତ ସବୁଧା ମିଳିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ…

ଆଜି ରାଜ୍ଯରେ କରୋନା ନେଲା ଜଣଙ୍କ ଜୀବନ, ମୃତକ ପୁରୀ ଜିଲ୍ଲାର ଜଣେ ୨୮ ବର୍ଷର ଯୁବକ

ଭୁବନେଶ୍ବର: ଆଜି ରାଜ୍ଯରେ କରୋନା ନେଲା ଜଣଙ୍କ ଜୀବନ। ମୃତକ ହେଉଛନ୍ତି ପୁରୀ ଜିଲ୍ଲାର ଜଣେ ୨୮ ବର୍ଷର ଯୁବକ। ଏହାକୁ ମିଶାଇ ରାଜ୍ଯରେ ସମୁଦାୟ ମୃତକ ସଂଖ୍ଯା ୧୯୨୩ରେ ପହଁଚିଛି । ସେହିପରି ଆଜି ରାଜ୍ୟରେ ରେକର୍ଡ ଭାଙ୍ଗିଛି କରୋନା ପଜିଟିଭ୍ ସଂଖ୍ଯା‌ । ଦିନକରେ ୮୦୦ ଶହ ପାଖାପାଖି…

ରାଜ୍ୟରେ ଗତ ୨୪ଘଣ୍ଟାରେ ୨୧୮ ପଜିଟିଭ୍‌ ଚିହ୍ନଟ, ବରଗଡ଼ ଜିଲ୍ଲାରୁ ସର୍ବାଧିକ ୩୪ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ପୁଣି ୨୦୦ ଉପରେ କରୋନା ଆକ୍ରାନ୍ତ । ଗତ ୨୪ଘଣ୍ଟାରେ ୨୧୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୧୨୯, ଲୋକାଲ କେସ୍‌ ୮୯ ଚିହ୍ନଟ ହୋଇଛନ୍ତି। Covid-19 Report For 29th March New Positive Cases: 218 In quarantine: 129 Local…

ଆଜି ରାଜ୍ୟରେ ଚିହ୍ନଟ ହେଲେ ୫୭ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୫୭ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୩୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ହଜାର ୮୬୦କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…

ଆଜି ରାଜ୍ୟରେ ଚିହ୍ନଟ ହେଲେ ୭୫ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୭୫ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୪୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ହଜାର ୩୯୭କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…