Below header
Browsing Tag

corona positive cases

ପୁଣି ଗଞ୍ଜାମ ଜିଲ୍ଲାରୁ ୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ, ଏମାନଙ୍କ ଭିତରୁ ୧୩ କରୋନା ଯୋଦ୍ଧା ସଂକ୍ରମିତ

ଗଞ୍ଜାମ: ଆଜି ପୁଣି ଗଞ୍ଜାମ ଜିଲ୍ଲାରୁ ୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସବୁଠାରୁ ବଡ କଥା ଏମାନଙ୍କ ଭିତରେ ୧୩ଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି। ଏହି ୧୩ଜଣ କରୋନା ଯୋଦ୍ଧାଙ୍କ ଭିତରୁ ବେଲଗୁଣ୍ଠା, ବୁଗୁଡ଼ା, ଶେରଗଡ଼, ପୁରୀ, ସୋରଡ଼ା ଓ…

ରାଜ୍ୟରେ ୧୦୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ୪୧୬୩ ଛୁଇଁଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୧୦୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ୪୧୬୩ ଛୁଇଁଛି ମୋଟ ସଂକ୍ରମିତ ସଂଖ୍ୟା। ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରେ ଥିଲେ ୯୫ ଜଣ ଏବଂ ସ୍ଥାନୀୟ ଅଂଚଳରୁ ୧୩…

ଭୁବନେଶ୍ୱରରୁ ପୁଣି ୨ କରୋନା ପଜିଟିଭ ଚିହ୍ନଟ, ଜଣେ ସୁସ୍ଥ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆପୋଲୋ ହସ୍ପିଟାଲର ଜଣେ ୨୫ ବର୍ଷୀୟ କର୍ମଚାରୀଙ୍କୁ କରୋନା ହୋଇଥିବାବେଳେ ଅନ୍ୟ ଜଣେ ଆକ୍ରାନ୍ତ ନୟାପଲ୍ଲୀ ଅଞ୍ଚଳର ୬୭ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି। ଅନ୍ଯପଟେ କଳିଙ୍ଗ ବିହାର ଅଞ୍ଚଳର ଜଣେ ୩୦…

ଦକ୍ଷିଣ ଆମେରିକାରେ ମୋଟ୍‌ ସଂକ୍ରମଣ ମାମଲା ୧୦ ଲକ୍ଷ ଟପିଲା, ୫୦ ହଜାରରୁ ଅଧିକଙ୍କ ମୃତ୍ୟୁ

ଆମେରିକା: କରୋନା ମହାମାରୀ ଏବେ ଦକ୍ଷିଣ ଆମେରିକାରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଦକ୍ଷିଣ ଆମେରିକାରେ ସ୍ଥିତି ଉଦ୍‌ବେଗଜନକ। ବିଶ୍ବରେ ସର୍ବାଧିକ ସଂକ୍ରମଣ ମାମଲା‌ ଥିବା ୧୦ ରାଷ୍ଟ୍ର ମଧ୍ୟରେ ଦକ୍ଷିଣ ଆମେରିକାର ୪ଟି ରାଷ୍ଟ୍ର ରହିଛି। ତେବେ ଦକ୍ଷିଣ ଆମେରିକାରେ ମୋଟ୍‌ ସଂକ୍ରମଣ…

ରାଜ୍ୟରେ ଆଉ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮ କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା । ତେବେ ଏହି ନୂଆ ଆକ୍ରାନ୍ତଙ୍କ ଭିତରୁ ୧୪୩ ଜଣ ସଂଗରୋଧ କେନ୍ଦ୍ର ଥିବାବେଳେ ୧୧ଜଣ ସ୍ଥାନୀୟ ବାସିନ୍ଦା ।…

ରାଜ୍ଯରେ ଆଉ ୬୭ଟି କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ଯା ୧୩୩୬ରେ ପହଁଚିଲା

ଭୁବନେଶ୍ବର: ବଢିବାରେ ଲାଗିଛି କରୋନା ମହାମାରୀ । ରାଜ୍ୟରେ ପୁଣି ନୂଆ ୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା…

ଦେଶରେ ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ବିଶ୍ବରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ପାର

ନୂଆଦିଲ୍ଲୀ: ସାରା ଦେଶରେ ଜଟିଳ ହେବାରେ ଲାଗିଛି କରୋନା ସ୍ଥିତି । ମୁକାବିଲା ପାଇଁ ସରକାରଙ୍କ ସହିତ ଅଣ୍ଟା ଭିଡିଛନ୍ତି ସାଧାରଣ ଲୋକ। ଲକ୍ ଡାଉନ୍ ନିୟମକୁ ମାନିବା ସହିତ ବଢାଉଛନ୍ତି ସହାୟତାର ହାତ । ଏତେ ସବୁ ପରେ ବି ପିଛା ଛାଡୁନି କରୋନା ଭାଇରସ୍ । ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା…

କେନ୍ଦ୍ରାପଡ଼ାରେ ଆଉ ନୂଆ ୮ କରୋନା ପଜିଟିଭ୍ ଚିହ୍ନଟ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଆଉ ନୂଆ ୮ କରୋନା ପଜିଟିଭ୍ ଚିହ୍ନଟ । ସମସ୍ତ ନୂଆ ଚିହ୍ନଟକାରୀ କ୍ୱାରାଣ୍ଟାଇନରେ ରହିଥିଲେ। ସମସ୍ତେ ପ୍ରବାସୀ ଅଟନ୍ତି । ତେବେ ସମସ୍ତ ପଜିଟିଭଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ନୂଆ ଚିହ୍ନଟଙ୍କ ସମେତ କେନ୍ଦ୍ରାପଡ଼ାରେ ବର୍ତ୍ତମାନ କୋରୋନା…

କେନ୍ଦ୍ରାପଡାରେ ପୁଣି ୧୩ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ୬୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦ୍ରାପଡା(କେନ୍ୟୁଜ): କେନ୍ଦ୍ରାପଡାରେ ଆଉ ୧୩ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ୬୨୪ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା। ଚିହ୍ନଟ ୧୩ ପଜିଟିଭ୍‌ ସୁରତ ଫେରନ୍ତା। ବର୍ତ୍ତମାନ କେନ୍ଦ୍ରାପଡାରେ ସଂକ୍ରମିତଙ୍କ ସଂଖ୍ୟା ୨୨କୁ ବୃଦ୍ଧି। ଟ୍ଵିଟ କରି ସୂଚନା ଦେଲେ କେନ୍ଦ୍ରାପଡା ଜିଲ୍ଲାପାଳ।…

ଖୋର୍ଦ୍ଧା ଗ୍ରାମାଞ୍ଚଳକୁ ଛୁଇଁଲା କରୋନା ମହାମାରୀ, ଟାଙ୍ଗୀ ବ୍ଲକରେ ୨ ଓ ବାଣପୁର ବ୍ଲକରେ ଜଣେ ଆକ୍ରାନ୍ତ

ଖୋର୍ଦ୍ଧା(କେନ୍ୟୁଜ): ଆଜି ରାଜ୍ୟରେ ଆଉ ୭୩ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର କୁହୁଡି ଚୁଆଟାଙ୍ଗୀର ଜଣେ, ଲେଣ୍ଡୁ ପଞ୍ଚାୟତର ଜଣେ ଏବଂ ବାଣପୁର ବ୍ଲକର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  କୁହୁଡି ଚୁଆଟାଙ୍ଗୀର ସଂକ୍ରମିତ ବ୍ୟକ୍ତି…

ଦେଶରେ ୭୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗତ ୨୪ ଘଣ୍ଟାରେ ୮୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ୭୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ୍‌ ୭୦ ହଜାର ୭୫୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୮୭ ଜଣଙ୍କ ଜୀବନ ନେଲାଣି ମାରାତ୍ମକ ଭାଇରସ୍‌ । ସେହିପରି ୩ହଜାର ୬୦୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଆକ୍ଟିଭ୍‌ କେସ୍‌ ରହିଛି ୪୬ ହଜାର ୮…

ଦେଶରେ ୫୬ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଗତ ୨୪ ଘଣ୍ଟାରେ ୩୩୯୦ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନାରେ ଏପର୍ଯ୍ୟନ୍ତ ୧୮୮୬ ଜଣ ପ୍ରାଣ ହରାଇଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୯୦ ନୂଆ ମାମଲା ଆସିଥିବା ବେଳେ ୧୦୩ ଜଣଙ୍କ ଜୀବନ ଗଲାଣି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬ ହଜାର ଟପିଥିବା ବେଳେ ୧୬ ହଜାର ୫୪୦ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ର ସବୁଠୁ ଅଧିକ କରୋନା…