୫ ଗୁଣା ବଢ଼ିବ Moderna ଭ୍ୟାକ୍ସିନ୍ର ଦାମ୍! ଗୋଟିଏ ଡୋଜ୍କୁ ଲାଗିବ ୧୧ ହଜାର ଟଙ୍କା
କୋଭିଡ୍ ଟିକାର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି ‘ମୋଡର୍ନା’। ବର୍ତ୍ତମାନ ପର୍ଯ୍ୟନ୍ତ ମୋଡର୍ନା ନିଜ କୋଭିଡ୍ ଟିକାର ଗୋଟିଏ ଡୋଜ ପିଛା ପ୍ରାୟ ୧୫ରୁ ୨୬ ଡଲାର୍ ଚାର୍ଜ କରୁଛି। କିନ୍ତୁ ଆଗକୁ ଏହାର ମୂଲ୍ୟ ବୃଦ୍ଧି ଏବଂ ପ୍ରତି ଡୋଜ ପିଛା ୧୩୦ ଡଲାର (୧୦,୭୧୭.୫୯ ଭାରତୀୟ ମୁଦ୍ରା) ପର୍ଯ୍ୟନ୍ତ…