Browsing Tag

COVID-19

ଲକ୍‌ ଡାଉନ୍‌ ବି ମାନୁନାହନ୍ତି ଲୋକେ, ୨୪ତାରିଖ ସକାଳ ଠାରୁ ଆଜି ସକାଳ ମଧ୍ୟରେ ୧୪୯ଜଣ ବିରୋଧରେ ମାମଲା ରୁଜୁ

କେନ୍ୟୁଜ୍(ବ୍ୟୁରୋ):  ୨୪ତାରିଖ ସକାଳ ଠାରୁ ଆଜି ସକାଳ ମଧ୍ୟରେ ୧୪୯ଜଣ ବିରୋଧରେ ମାମଲା ରୁଜୁ ହୋଇଛି । ଲକ୍‌ ଡାଉନ୍‌ ନିୟମ ଖିଲାପ କରିଥିବାରୁ ୧୩୭ ଜଣ ଓ ହୋମ କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଥିବାରୁ ୫ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୋଭିଡ୍‌ 19 ନିୟମାବଳୀ ଉଲଂଘନ ନେଇ ଅନ୍ୟ ୭ଟି…

ଏହି ୩ ଭିଟାମିନସ ଆପଣଙ୍କ ଇମ୍ୟୁନିଟିକୁ କରିବ ମଜବୁତ, ଆଉ କରୋନା ଠାରୁ କରିବ ରକ୍ଷା

କରୋନା ଭାଇରସରେ ଜରୁରୀ ଅଟେ ଯେ ନିଜ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଅଧିକ କରାଇବା। ଆପଣ ନିଜ ଶରୀରକୁ ଅଟେ ମଜବୁତ କରିଦିଅନ୍ତୁ ଯେ କୌଣସି ବି ସଂକ୍ରମଣ ଆପଣଙ୍କ ଶରୀରକୁ ତାର ଶିକାର ବନାଇ ପାରିବନାହିଁ। ଏମିତିରେ ଶରୀରରେ ଇମ୍ୟୁନ ସିଷ୍ଟମକୁ ମଜବୁତ କରିବା ପାଇଁ ଆପଣଙ୍କୁ ଉତ୍ତମ ଆହାର…

ଖୁସିଖବର: ଭାରତ ଲକଡାଉନରେ ହାରୁଛି କରୋନା, ନୂଆ ସଂକ୍ରମଣ ସଂଖ୍ୟା କମ, ସୁସ୍ଥ ହେଉଛନ୍ତି କରୋନା ରୋଗୀ

ଭାରତକୁ ୨୧ ଦିନ ପର୍ଯ୍ୟନ୍ତ ଲକ ଡାଉନ୍ କରିଦିଆଯାଇଛି, ତେବେ ଏହା ଦୁନିଆର ସବୁଠାରୁ ବଡ ଲକ୍ ଡାଉନ୍ । ପ୍ରାୟ ୧୩୦ କୋଟି ଭାରତୀୟ ଏବେ ଘରେ ବନ୍ଦ ହୋଇ ରହିଛନ୍ତି । ଏହା ମଧ୍ୟରେ ସରକାର କିଛି ମାତ୍ରାରେ କରୋନା ଭାଇରସ୍ ରୋକିବାରେ ସଫଳ ମଧ୍ୟ ହୋଇଛନ୍ତି । ସୂଚନା ଅନୁଯାୟୀ ମଙ୍ଗଳବାର କରୋନା…

ଶବରେ ଭରିଗଲା ସହର.. ଅନ୍ତିମ ସଂସ୍କାର ପାଇଁ ନାହିଁ ଅନୁମତି, କେବଳ ଖବରକାଗଜରେ ଦିଆଯାଉଛି ଶୋକ ସନ୍ଦେଶ

କରୋନା ପାଇଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଇଟାଲୀରେ ଗତ ତିନି ଦିନ ମଧ୍ୟରେ ଏହି ମହାମାରୀ ସଂକ୍ରମଣର ସଂଖ୍ୟା ଟିକିଏ ହ୍ରାସ ପାଇଛି । ରବିବାର ଦିନ ୩୯୫୭ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ସୋମବାର ୩୭୮୦ ଏବଂ ମଙ୍ଗଳବାର ୩୬୧୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ରୋଗୀଙ୍କ…

କିପରି ଏବଂ କେଉଁଠି କରିବେ କରୋନା ଟେଷ୍ଟ ? କଣ ରହିଛି ଫିସ ? ଜାଣନ୍ତୁ ଏହି ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା

ଭାରତରେ କରୋନା ଭାଇରସ୍ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଏହା ମଧ୍ୟ କୁହାଯାଉଛି ଯେ ଭାରତରେ ସଂକ୍ରମିତ ଲୋକଙ୍କୁ ଜାଣିବା ପାଇଁ ଯେତିକି ଟେଷ୍ଟ କରିବା ଆବଶ୍ୟକ ତାହା କରାଯାଉ ନାହିଁ । ଯଦିଓ ଏହାକୁ ଖଣ୍ଡନ…

ବିଶ୍ୱକୁ କରୋନା ଭାଇରସ ଦେଲା ୫ଟି ମହାମନ୍ତ୍ର, ବେଳ ଥାଉ ଥାଉ ହୋଇଯାନ୍ତୁ ସଚେତନ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସକୁ ମହାମାରୀ ଭାବେ ଘୋଷଣା କରିଛି । ଭାରତରେ ଏହି କାରଣରୁ ପରିସ୍ଥିତି ଖୁବ ସଂଗୀନ ଅବସ୍ଥାରେ ଅଛି ।୧୦ ଜଣଙ୍କ ମୃତ୍ୟୁ ହୋଇସାରିଥିବ ବେଳେ ୫୦୦ ରୁ ଅଧିକ ଆକ୍ରାନ୍ତ ହେଲେଣି । ଏଯାବତ ୧୯୫ ଦେଶକୁ ଛୁଇଁ ସାରିଥିବା ଏହି ମାରାତ୍ମକ ଭାଇରସ ବିଶ୍ୱ ଅର୍ଥ…

ଏବେ କରୋନା ଭାଇରସ ସଂକ୍ରମଣରୁ ରକ୍ଷା କରିବ “ନିଞ୍ଜା ରୋବୋଟ”, ଜାଣନ୍ତୁ କିପରି ହେଉଛି ବ୍ୟବହାର

ସାରା ଦୁନିଆରେ ଅତି ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଭାଇରସ ସଂକ୍ରମଣ ପାଇଁ ଲଗାତାର ଚେଷ୍ଟା ଜାରି ରହିଛି । ବର୍ତ୍ତମାନ୍ COVID-19 ସହ ଲଢ଼ିବା ପାଇଁ ଟେକ୍ନୋଲୋଜି ମଧ୍ୟ ଆଗେଇ ଆସିଛି । ସୂଚନା ଅନୁଯାୟୀ ଥାଇଲାଣ୍ଡର ଏକ ହସ୍ପିଟାଲରେ 'ନିଞ୍ଜା ରୋବୋଟ୍'ର ବ୍ୟବହାର ଆରମ୍ଭ ହୋଇଯାଇଛି ଯାହା…

କରୋନା ମାଡ଼! ସମସ୍ତ କର୍ମଚାରୀଙ୍କ ମାର୍ଚ୍ଚ ମାସର ଦରମା କାଟିବାକୁ ଘୋଷଣା କଲା ଗୋ ଏୟାର

କରୋନା ଭାଇରସର ପ୍ରକୋପ ଯୋଗୁ ଏବିଏସନ ସେକ୍ଟରର ରେଭେନ୍ୟୁ ଉପରେ ପ୍ରଭାବ ପଡିଛି। ଏଣୁ କ୍ଷତିରେ ଚାଲିଥିବା ଏୟାରଲାଇନ ଗୋ ଏୟାର( Go Air ) ବୁଧବାର ନିଜ ସମସ୍ତ କର୍ମଚାରୀଙ୍କ ଦରମା କାଟିବାକୁ ଘୋଷଣା କରିଛି। ଗୋ ଏୟାରର ସିଇଓ ବିନୟ ଦୁବେ ଏନେଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଖର୍ଚ୍ଚ…

ନୋଟରୁ ବ୍ୟାପେ କି କରୋନା ଭାଇରସ? କରେନ୍ସି ସାଇକେଲ ଆସୋସିଏସନ କଲା ବଡ଼ ଖୁଲାସା

କରୋନା ଭାଇରସର ଭୟାବହତାକୁ ଦେଖି ୨୧ ଟି ଦେଶରେ ଲକଡାଉନ ହୋଇସାରିଲାଣି। ଏହି ଭାଇରସ କେବେ ସରିବ ସେନେଇ ସମସ୍ତେ ଚାହିଁ ରହିଛନ୍ତି। ତେବେ ଇତି ମଧ୍ୟରେ କରୋନା ସଂକ୍ରମଣକୁ ନେଇ କେତେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ପ୍ରକାଶ ପାଇଛି। 'କଣ ନୋଟ ମାଧ୍ୟମରେ ବି କରୋନା ବ୍ୟାପିବ' ଏହି ପ୍ରଶ୍ନ…

କରୋନା ମୁକାବିଲା ପାଇଁ ବଦଳିଲା ଗାଇଡଲାଇନ: ଏଣିକି କୋଭିଡ-୧୯ ପାଇଁ ଖର୍ଚ୍ଚ ହେବ MP ଲାଡ ଫଣ୍ଡ, କେନ୍ଦ୍ର ସରକାରଙ୍କ…

ନୂଆଦିଲ୍ଲୀ: ବଦଳିଲା MP ଲାଡ ଫଣ୍ଡ ଗାଉଇଡଲାଇନ୍‌ । ଏଣିକି କୋଭିଡ-୧୯ ପାଇଁ ଖର୍ଚ୍ଚ ହେବ MP ଲାଡ ଫଣ୍ଡ ଟଙ୍କା । ସରକାରୀ ହସ୍ପିଟାଲ, ଡିସ୍‌ପେନ୍‌ସରୀରେ, ରୋଗୀଙ୍କ ପରୀକ୍ଷା ପାଇଁ  ଫଣ୍ଡ ଖର୍ଚ୍ଚ ହେବ । ଏହି ଫଣ୍ଡରେ ଦରକାରୀ ଉପକରଣ କିଣିହେବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି…

ଗଞ୍ଜାମ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ବିଧାୟକ ପାଣ୍ଠି, କରୋନା ପାଇଁ ନିଜ ନିର୍ବାଚନମଣ୍ଡଳୀରେ ଖର୍ଚ୍ଚ କରିବାକୁ…

ଗଞ୍ଜାମ: ଗଞ୍ଜାମ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ବିଧାୟକ ପାଣ୍ଠି । କରୋନା ପାଇଁ ନିଜ ନିର୍ବାଚନ ମଣ୍ଡଳୀରେ ଯାହା ଖର୍ଚ୍ଚ ହେବ ଏହି ପାଣ୍ଠିରୁ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ନିଜ ବିଧାୟକ ପାଣ୍ଠିର ଖର୍ଚ୍ଚ ନିଜ ନିର୍ବାଚନମଣ୍ଡଳୀରେ କରିବାକୁ କହିଛନ୍ତି । ଜିଲ୍ଲାପାଳ ବିଜୟ…

ଲକଡାଉନ୍ ମଧ୍ୟରେ ସୋସିଆଲ ଡିଷ୍ଟାନସିଂ ପାଇଁ ଅଜବ ଉପାୟ ଆପଣାଉଛନ୍ତି ଲୋକେ, ଦେଖନ୍ତୁ ଭିଡିଓ

ସବୁଆଡ଼େ ଏବେ କେବଳ ଗୋଟିଏ ଚର୍ଚ୍ଚା ତାହା ହେଉଛି କରୋନା ଭାଇରସ । ସାରା ବିଶ୍ୱବାସୀ ବର୍ତ୍ତମାନ୍ ଏହି ଭାଇରସକୁ ନେଇ ଚିନ୍ତାରେ କାରଣ ବର୍ତ୍ତମାନ୍ ପର୍ଯ୍ୟନ୍ତ ନା ଏହାର କିଛି ଟୀକା ବାହାରିଛି ନା କୌଣସି ଔଷଧ । ହଜାର ହଜାର ଲୋକ ଏଥିରେ ମୃତ୍ୟୁବରଣ କରୁଛନ୍ତି ଯେଉଁଥିପାଇଁ ପ୍ରତ୍ୟେକ ଦେଶର…