Browsing Tag

Covid vaccine

କରୋନା ପାଇଁ ନିଆଗଲା ନିଷ୍ପତ୍ତି, ଏବେ ପିଲାଙ୍କୁ ଦିଆଯିବ Pfizer-BioNotech ଭ୍ୟାକସିନ

ସାରା ଦୁନିଆରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଗତ ବର୍ଷ ଅପେକ୍ଷା କରୋନାର ୨ୟ ଲହର ଏବେ ବେଶି ମାରାତ୍ମକ ହେବାରେ ଲାଗିଛି । ମଣିଷ ଜୀବନ ବହୁ ମୂଲ୍ୟବାନ । ତେଣୁ ସରକାର ଏହି ମହାମାରୀରୁ ଲୋକଙ୍କୁ ରକ୍ଷା କରିବା ନିମିତ୍ତ ଭ୍ୟାକସିନ ବାହାର କରିଛନ୍ତି । ଏହି କ୍ରମରେ ପ୍ରଥମେ…

ଆଜିଠୁ କଟକ ଓ ରାଉରକେଲାରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ

କଟକ: ଆଜିଠୁ କଟକରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ । ସକାଳ ୮ଟାରୁ ଦିନ ୧୨ଟା ଯାଏ ଦିଆଯିବ ଟିକା । ସ୍ଲଟ ବୁକ୍‌ କରିନଥିଲେ ଟିକା ଦିଆଯିବନି। ଏସ୍‌ସିବି, ସିଟି ହସ୍ପିଟାଲ ସହ ସହରର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ କରାଯିବ । ଇଣ୍ଡୋର ଷ୍ଟାଡିୟମରେ କେବଳ ଦ୍ୱିତୀୟ…

କୋଭିଡର ୧୭କୋଟି ଡୋଜ ଦେଇ ଭାରତ ରହିଛି ସବୁଠୁ ଆଗରେ, ରିପୋର୍ଟରୁ ପ୍ରକାଶ

କରୋନାରୁ ବଞ୍ଚିବା ପାଇଁ ଏବେ ଏକ ମାତ୍ର ସାହାରା । ଆଉ ସେ ସାହାରା ହେଉଛି ଭ୍ୟାକସିନ । ଯାହାକୁ ଦେବାରେ ଭାରତ ପ୍ରଥମ ସ୍ଥାନରେ ରହିଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୋମବାର ଦିନ ଏହି ସୂଚନା ଜାରି କରାଯାଇଛି ।  କୋଭିଡ ମହାମାରୀ ପାଇଁ ୧୭ କୋଟିରୁ ଅଧିକ ଟିକା ଦେଇ ଭାରତ…

ଓଡ଼ିଶାରେ କୋଭିଡ ଟିକା ଆଦୌ ନଷ୍ଟ ହେଉନାହିଁ, କେନ୍ଦ୍ର ଅନୁଦାନଠାରୁ ରାଜ୍ୟ ଅଧିକ ଡୋଜ୍‌ ବ୍ୟବହାର କରୁଛି

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କୋଭିଡ ଭ୍ୟାକସିନ୍‌ ନଷ୍ଟ ସଂଖ୍ୟା ଜିରୋ। ଓଡ଼ିଶାରେ କୋଭିଡ ଟିକା ଆଦୌ ନଷ୍ଟ ହେଉନାହିଁ । କେନ୍ଦ୍ର ଆବଣ୍ଟିତ ଡୋଜ୍‌ ଠାରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଉଛି । ପ୍ରତି ଭାଏଲରେ ୱେଷ୍ଟେଜ ଭାବେ ଥିବା ଅଧିକ ଡୋଜ୍‌କୁ ବି ବ୍ୟବହାର କରାଯାଉଛି । ଏଥିପାଇଁ ସବୁ…

ଖୁବଶୀଘ୍ର ପିଲାଙ୍କୁ ବି ଦିଆଯିବ କୋଭିଡ ଭ୍ୟାକ୍ସିନ, ପ୍ରୟାସରେ ଜୁଟିଛି ‘ଫାଇଜର’

ଜଣାଶୁଣା ଫର୍ମାସ୍ୟୁଟିକାଲ କମ୍ପାନୀ ଫାଇଜର(Pfizer) ଏବେ ପିଲାଙ୍କୁ କରୋନା ଭ୍ୟାକ୍ସିନ ଡୋଜ ଦେବା ଉପରେ ବିଚାର କରୁଛି। ସେପ୍ଟେମ୍ବର ମାସ ସୁଦ୍ଧା ଏଥିପାଇଁ ଅନୁମତି ଆଣି ଫାଇଜର ୟୁଏସ ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେଶନ୍ସ ପାଖରେ ଅପିଲ କରିବ। ଏହା ଅଧୀନରେ ୨ରୁ ୧୧ ବର୍ଷ ବୟସର ପିଲାଙ୍କୁ…

ଏସବୁ ଲକ୍ଷଣରୁ ଜାଣନ୍ତୁ ଯେ ଆପଣଙ୍କ ଶରୀରରେ ଠିକ ଭାବେ କାମ କରୁଛି କରୋନା ଟିକା

କରୋନା ଭାଇରସ ସଂକ୍ରମଣରୁ ମୁକ୍ତି ପାଇବାର ସବୁଠୁ ପ୍ରଭାବଶାଳୀ ଉପାୟ ହେଉଛି ଟିକା। ମାତ୍ର କିଛି ଲୋକ ଏହାର ସାଇଡ୍ ଇଫେକ୍ଟ ଯୋଗୁ ଭୟ କରୁଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଭ୍ୟାକ୍ସିନର ସାଇଡ୍ ଇଫେକ୍ଟକୁ ଡରିବାର ଆବଶ୍ୟକତା ନାହିଁ। ଏହି ସବୁ ସାଇଡ୍ ଇଫେକ୍ଟ ହିଁ ସୂଚନା ଦିଏ…

ବିଦେଶରୁ ଟିକା  ଆସିବା ନେଇ ସ୍ପଷ୍ଟ କଲା କେନ୍ଦ୍ର, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ):  ବିଦେଶରୁ ଟିକା  ଆସିବା ନେଇ ସ୍ପଷ୍ଟ କଲା କେନ୍ଦ୍ର। ବିଦେଶରୁ ଆସିବ କରୋନା ଟିକା।  ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ।  ଆମଦାନୀ ହେବାକୁ ଥିବ ଟିକାର ସୀମା ଶୁଳ୍କ ଛାଡ଼ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। ୩ ମାସ ପାଇଁ ଟିକା…

ଟିକା ନେଲେ ବି କରୋନା ହେବ କିନ୍ତୁ ମୃତ୍ୟୁହାର କମିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କେନ୍ୟୁଜ୍(ବ୍ୟୁରୋ):  ଟିକା ନେଲେ ବି କରୋନା ହେବ । କିନ୍ତୁ ମୃତ୍ୟୁହାର କମିବ । ଏକଥା କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରାଜ୍ୟରେ ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ଦୈନିକ ୫୦ ହଜାର ଟେଷ୍ଟ କରାଯିବ । କିଛି ଜିଲ୍ଲାରେ ଅସ୍ଥାୟୀ ମେଡିକାଲ…

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଆସନ୍ତା ମେ ମାସ ୧ ତାରିଖରୁ ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନେ ଟିକା ନେଇ ପାରିବେ । ପୂର୍ବରୁ ୪୫ ବର୍ଷରୁ ଅଧିକ ବ୍ୟକ୍ତିମାନଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି…

କରୋନା ଟିକା ନେବା ଖୁସିରେ ଝୁମି ଉଠିଲେ ସର୍ଦ୍ଦାର ଜୀ, ବରଫ ହ୍ରଦ ଉପରେ କଲେ ଭାଙ୍ଗଡ଼ା; ଦେଖନ୍ତୁ ଭିଡିଓ

କରୋନା ସଂକ୍ରମଣ ଯୋଗୁ ଗତ ବର୍ଷେ ହେଲା ଲୋକମାନେ ଭୟରେ ଜୀଉଁଛନ୍ତି। କୋଭିଡ୍‌ ଭ୍ୟାକ୍‌ସିନ୍‌ ନ ମିଳିବାରୁ ବହୁ ଲୋକ ନିଜ ଜୀବନ ବି ହରାଇଛନ୍ତି। କିନ୍ତୁ ଏବେ ପରୀକ୍ଷଣ ପରେ ବୈଜ୍ଞାନିକମାନେ କରୋନା ଟିକା ତିଆରି କରିଛନ୍ତି। ଏଣୁସାରା ବିଶ୍ୱରେ ଏବେ ଟିକାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇତି…

କୋଭିଡ୍‌ ଭ୍ୟାକ୍ସିନ୍‌ ଡୋଜ୍‌ ନେଇ ସାରିଥିବା ଲୋକଙ୍କୁ FD ଉପରେ ମିଳିବ ଅଧିକ ସୁଧ ଦର, ଜାଣନ୍ତୁ କ’ଣ ରହିଛି ସ୍କିମ୍‌

ଯଦି ଆପଣ ଏ ପର୍ଯ୍ୟନ୍ତ କରୋନା ଭ୍ୟାକ୍ସିନ୍‌ ନେଇ ନାହାନ୍ତି, ତ ଜଲ୍‌ଦି କରନ୍ତୁ। ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଡୋଜ୍‌ ନେଇସାରିଥିବା ଲୋକଙ୍କ ପାଇଁ ଏକ ସ୍ପେଶାଲ ଫିକ୍ସଡ ସ୍କିମ୍‌ ଘୋଷଣା କରିଛି। ଏହି ସ୍କିମ୍‌ ଅଧୀନରେ ଭ୍ୟାକ୍ସିନ୍‌ ନେଇସାରିଥିବା ଲୋକଙ୍କୁ ଫିକ୍ସଡ ଡିପୋଜିଟ୍‌…