Browsing Tag

Covid19

କରୋନା ଭାଇରସର ଅନ୍ତ ହେବନି, ଏହା ଲୋକଙ୍କ ଭିତରେ ରହିବ:WHO

କରୋନାକୁ ନେଇ WHOର ସର୍ତକବାଣୀ। କରୋନା ଭାଇରସର ଅନ୍ତ ହେବନି। ଏହା ଲୋକଙ୍କ ଭିତରେ ରହିବ। କେବେ କେବେ ଭୟଙ୍କର ରୂପ ନେବ। ଭ୍ୟାକ୍ସିନ ନେଇ ଏହାର ଭୟଭୟତାକୁ କମେଇ ହେବ ବୋଲି କହିଛନ୍ତି WHO ଏକ୍ଜୁକେଟିଭ ଡାଇରେକ୍ଟର ଡ. ମାଇକ ରିୟାନ। ଏପଟେ WHO ଟେକ୍ନିକାଲ ହେଡ ମାରିଆ ର୍କେକହୋଭେ…

ରାଜ୍ୟରେ ଆଉ ୧୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୮୨ ନୂଆ ସଂକ୍ରମିତ

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ୮୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୪୬.୮୫ ପ୍ରତିଶତ । ଆଜି ମୋଟ ପଜିଟିଭ୍‌ ରେଟ୍‌ ରହିଛି ୦.୩୫…

ରାଜ୍ୟରେ ପରିସ୍ଥିତ ସ୍ଥିର ରହିଛି, ଆମର ଗୋଟିଏ ଭୁଲ ବଡ ବିପଦକୁ ଆମନ୍ତ୍ରଣ କରିପାରେ: ସିବିକେ ମହାନ୍ତି

ଭୁବନେଶ୍ବର(କେନ୍ଯୁଜ୍): ଶୀତ ଋତୁରେ ଅନେକ ଲୋକ ଘରେ ରହିବାକୁ ଚାହାନ୍ତି ନାହିଁ। ଯେଉଁଥିପାଇଁ ଭିଡ ହେବାର ସମ୍ଭାବନା ରହିଛି। ସଂଧ୍ୟା ପରେ ଲୋକମାନେ ବାହାରକୁ ବିଶେଷ ଭାବରେ ବାହାରନ୍ତୁ ନାହିଁ। ଯେତିକି ସମୟ ବାହାରେ ଭିଡ କରନ୍ତି , ସେଥିରେ ମଧ୍ୟ କରୋନା ବ୍ୟାପିବାର ଭୟ ରହିଛି। ତାକୁ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୯୩ ପଜିଟିଭ୍‌ ଚିହ୍ନଟ, ୬୫ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଜି ପୁଣି ହଜାରେ ତଳେ ଦୈନିକ ସଂକ୍ରମଣ । ତେବେ ଚିନ୍ତା ବଢାଉଛନ୍ତି ୦ରୁ ୧୮ ବର୍ଷୀୟ ବର୍ଗ। ଏହି ବର୍ଗରେ ୧୩୮ଜଣ ସଂକ୍ରମିତ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୯୬। ଗତ ୨୪ ଘଣ୍ଟାରେ ୯୯୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୬୫ କରୋନା ଆକ୍ରାନ୍ତଙ୍କ…

ଦେଶରେ ୩ୟ ଲହରକୁ ନେଇ ବଢୁଛି ଚିନ୍ତା, ଶୀର୍ଷରେ କେରଳ ଓ ପୂର୍ବୋତ୍ତର ରାଜ୍ୟ

ଦେଶରେ କରୋନା ଭାଇରସ ସଂକ୍ରମଣ ମାତ୍ରାର ସଙ୍କେତ ଦେଉଥିବା R-Value ରେ ଲାଗାତାର ବୃଦ୍ଧିର ମାତ୍ରା ଏବେ ସମସ୍ତଙ୍କୁ  ଚକିତ କରିଛି । କେରଳ ଓ ପୂର୍ବ ଉତ୍ତର ରାଜ୍ୟରେ ଏହାର ସ୍ତର ଶୀର୍ଷରେ ରହିଛି। କେରଳରେ ରୋଗୀଙ୍କ ସଂଖ୍ୟା ସବୁଠୁ ଅଧିକ ଥିଲା ବେଳେ R-Value ଲଗାତାର ଭାବେ ୧.୧୧ ପର୍ଯ୍ୟନ୍ତ…

କରୋନାର ଦ୍ୱିତୀୟ ଲହର ଯୋଗୁଁ ଅର୍ଥନୀତିରେ ଦୁଇ ଲକ୍ଷ କୋଟିର କ୍ଷତି ହୋଇଛି : RBI

କରୋନା ମହାମାରୀର ଦ୍ୱିତୀୟ ଲହର ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ବର୍ତମାନ ଏହାର ସଂକ୍ରମଣ ହାର ଧୀରେ ଧୀରେ କମିବାରେ ଲାଗିଛି । ମାତ୍ର ମହାମାରୀ ଯୋଗୁ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ବହୁ ପ୍ରଭାବ ପକାଇଛି । ଏହାର ସମ୍ପୂର୍ଣ୍ଣ ତଥ୍ୟ RBI ରଖିଛି ।  କରୋନାର ଦ୍ୱିତୀୟ ଲହର ଯୋଗୁଁ…

ପ୍ରାଣଘାତୀ କରୋନାର ଉତ୍ପତ୍ତି ସ୍ଥଳ କେଉଁଠି? ପ୍ରକୃତିରୁ ନା କୃତ୍ରିମ ଭାବରେ ଉହାନ୍‌ ଲାବରୁ ହୋଇଛି ସୃଷ୍ଟି

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନାର ଉତ୍ପତ୍ତି ସ୍ଥଳ କେଉଁଠି ? ପ୍ରକୃତିରୁ ଭୂତାଣୁର ଜନ୍ମ ନା କୃତ୍ରିମ ଭାବରେ ଉହାନ୍‌ ଲାବରୁ ସୃଷ୍ଟି ହୋଇଛି ? ଚୀନ୍‌ ଉପରେ ସାରା ବିଶ୍ୱର ସନ୍ଦେହ ଆଖି । ସ୍କାନରରେ ଉହାନ୍‌ ଲାବ । ଏବେ ସାମନାକୁ ଆସିଛି ବାଦୁଡ଼ି ଗୁମ୍ଫାର ରହସ୍ୟ । ଯାହାର ଭିତିରି କଥା…

ମହାରାଷ୍ଟ୍ରରେ ଜୁନ୍‌ ୧୫ ଯାଏ ବଢିଲା ଲକଡାଉନ୍‌ , ଶିଶୁଙ୍କ ସ୍ୱତନ୍ତ୍ର ଯତ୍ନ ନେବାକୁ ଉଦ୍ଧବ ଠାକରେଙ୍କ ପରାମର୍ଶ

ମହାରାଷ୍ଟ୍ର: ତୃତୀୟ ୱେଭ୍‌ ସଂକ୍ରମଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ମହାରାଷ୍ଟ୍ର ସରକାର। ମେ ମାସରେ ଅହମେଦନଗର ଜିଲ୍ଲାରେ ୮ ହଜାର ଶିଶୁ କରୋନା ସଂକ୍ରମିତ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ତୃତୀୟ ୱେଭରେ ଶିଶୁଙ୍କୁ ଅଧିକ ସଂକ୍ରମଣ ହେବାର ଭୟ ଥିବାରୁ ଏବେଠୁ ପ୍ରସ୍ତୁତି ଆରମ୍ଭ…

ଆମେରିକା ଉପରାଷ୍ଟ୍ରପତି କମଲା ହରିସ ଶୁକ୍ରବାର ପ୍ରବାସୀ ଭାରତୀୟଙ୍କୁ କରିବେ ସମ୍ବୋଧନ

ଆମେରିକା ଉପରାଷ୍ଟ୍ରପତି କମଲା ହରିସ ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଛନ୍ତି । ଏଥିରେ ସେ ଭାରତୀୟଙ୍କୁ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସଚେତନ ବାର୍ତ୍ତା ପ୍ରଦାନ କରିବେ । ମିତ୍ର ଦେଶ ଭାରତରେ ମଧ୍ୟ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଶୀଘ୍ର ହିଁ ଏହାକୁ ନେଇ ଏକ ଅପିଲ ଦାୟର…

କେମିତି ପ୍ରସ୍ତୁତ ହୁଏ ଅକ୍ସିଜେନ, ଅମ୍ଳଜାନ ଗ୍ୟାସକୁ ସିଲିିଣ୍ଡର ମଧ୍ୟରେ କେମିତି ରଖାଯାଉଛି ? ସବୁର ଉତ୍ତର ଜାଣନ୍ତୁ

ସାରା ଦୁନିଆରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଲୋକମାନେ ଏଥିରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁୁଛନ୍ତି। ତେବେ ଏହାକୁ ନେଇ ଅନେକ ସମସ୍ୟା ଉପୁଜୁଥିବା ବେଳେ ଏବେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚଡ଼କ ପଡିଛି। କରୋନା ଭାଇରସ ପାଇଁ ଅକ୍ସିଜେନ ସମସ୍ୟା ମୁଣ୍ଡ ଟେକିଥିବା ବେଳେ କିଛି…

ଆଇପିଏଲ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ୍ ଚିନ୍ତାରେ, କରୋନା ପଜିଟିଭି ଚିହ୍ନଟ ହେଲେ ଚେନ୍ନାଇର ଟିମ୍ ସଦସ୍ଯ

କ୍ରିକେଟ ଜଗତକୁ ମଧ୍ୟ ଧୀରେ ଧୀରେ କବଳିତ କରୁଛି କରୋନା। କିଛିଦିନ ପୂର୍ବରୁ ସଚିନଙ୍କୁ କରୋନା ହୋଇଥିବା ବେଳେ ଅକ୍ଷର ପଟେଲଙ୍କୁ ମଧ୍ୟ କରୋନା ହୋଇଛି। ଏହାମଧ୍ୟରେ ଆଇପିଏଲ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ତା’ ପୂର୍ବରୁ ୱଙ୍ଖଡେ ଷ୍ଟାଡିଅରମର ୮ ଜଣ ସଦସ୍ଯ କରୋନା ପଜିଟିଭ ଚିହ୍ନଟ…

ବୁର୍ଲା ଭିସୁଟ୍‌ରେ ନାହିଁ କରୋନା! ଆଣ୍ଟିଜେନ୍‌ କିଟ୍‌ ଖରାପ ଯୋଗୁ ଆସିଥିଲା ୨୫ ପଜିଟିଭ୍

ସମ୍ବଲପୁର: ବୁର୍ଲା ଭିସୁଟ୍‌ରେ ନାହିଁ କରୋନା । କୌଣସି ଛାତ୍ର କରୋନା ଆକ୍ରାନ୍ତ ହୋଇନାହାନ୍ତି । ଆଣ୍ଟିଜେନ୍‌ କିଟ୍‌ ଖରାପ ଯୋଗୁ ଆସିଥିଲା ୨୫ ପଜିଟିଭ୍‌ । ଏନେଇ ଆଜି ସ୍ପଷ୍ଟ କରିଛନ୍ତି ACS ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି, ପରେ ଆରଟିପିସିଆର ଟେଷ୍ଟ କରିବା ପରେ ପଜିଟିଭ୍‌ ଥିବା…