Browsing Tag

cricket match

ଡ୍ରେସିଂ ରୁମରେ ସ୍ମୋକିଂ କଲେ ଇମାଦ ଓ୍ଵାମିସ, ଗାଳି କରୁଛନ୍ତି ଫ୍ୟାନ୍ସ: ଦେଖନ୍ତୁ ଭିଡିଓ

ପାକିସ୍ତାନ ସୁପର ଲିଗ୍‌ ୨୦୨୪ ସିଜନର ଫାଇନାଲ କରାଚୀରେ ଖେଳାଯାଇଥିଲା । ଏହି ମ୍ୟାଚରେ ଇସଲାମବାଦ ୟୁନାଇଟେଡ ଟିମ୍‌ ଜିତି ତୃତୀୟ ଥର ପାଇଁ ଟାଇଟଳ ନିଜ ନାମରେ କରିଛି । ଏହି ମ୍ୟାଚ ସମୟରେ ଇମାଦ ଓ୍ଵାସିମ ଅଲରାଉଣ୍ଡର ଭାବେ ଖେଳିଥିଲେ । କିନ୍ତୁ ତାଙ୍କର ଏକମାତ୍ର ହରକତ ସଂପୂର୍ଣ୍ଣ…

କ୍ରିକେଟ ମ୍ୟାଚରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଡ୍ୟାନସିଂ ଅମ୍ପାୟାର ମନୋଜ କୁମାର, ଜିତିଲେ ଦର୍ଶକଙ୍କ ହୃଦୟ

ଭଦ୍ରକ(କେନ୍ୟୁଜ): ଭାରତ ବର୍ଷରେ ସର୍ବାଧିକ ଲୋକପ୍ରିୟ ଖେଳ ଭାବରେ କ୍ରିକେଟକୁ ଲୋକମାନେ ଅଧିକ ପସନ୍ଦ କରନ୍ତି । ସେଥିପାଇଁ ରାଜ୍ୟର କୋଣ ଅନୁକୋଣରେ କ୍ରିକେଟ ଖେଳ ହେଉଥିବା ଦେଖିବାକୁ ମିଳିଥାଏ । ସମାନ ଭାବେ ଭଦ୍ରକରେ ମଧ୍ୟ ଏକ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଛି । ତେବେ ଭଦ୍ରକର ଏହି…

କ୍ରିକେଟ ମ୍ୟାଚକୁ ପର୍ବ ଭାବେ ପାଳନ କଲେ ଗାଁ ଲୋକେ, ମହିଳା ମାନଙ୍କ ପାଇଁ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା

କାକଟପୁର (କେନ୍ୟୁଜ): କ୍ରିକେଟ ଖେଳ କଥା କହିଲେ ଏବେ ସାରା ଭାରତୀୟଙ୍କ ସବୁଠାରୁ ଅଧିକ ପସନ୍ଦର ଖେଳ । ଭାରତର ଜାତୀୟ ଖେଳ ହକି ହୋଇଥିଲେ ମଧ୍ୟ ଭାରତୀୟମାନେ କ୍ରିକେଟ ଖେଳକୁ ଅଧିକ ଖେଳିଥାନ୍ତି । ଗାଁ ଠାରୁ ସହର ସବୁଠାରେ କ୍ରିକେଟ ଖେଳର ଲୋକପ୍ରିୟତା ଦେଖିବାକୁ ମିଳିଥାଏ । ଏହି ଲୋକପ୍ରିୟ…

ମ୍ୟାଚକୁ ନେଇ ବିବାଦ, ଯୁବକଙ୍କୁ ବାଡ଼େଇବା ସହ ମୁହଁରେ କଲେ ପରିସ୍ରା

କ୍ରିକେଟ୍‌ ଖେଳକୁ ନେଇ ଅନେକ ସମୟରେ ବିବାଦ ଘଟଣା ତ ଆପଣମାନେ ଶୁଣିଥିବେ । ଖେଳକୁ ନେଇ ଝଗଡ଼ା ବଡ଼ କଥା ନୁହେଁ । କିନ୍ତୁ ବେଳେବେଳେ ଏହି ଝଗଡ଼ା ଏତେ ବଢ଼ିଯାଏ ଯେ ମାମଲା ଥାନାରେ ପହଞ୍ଚେ । ତେବେ ନିକଟରେ ହିଁ ଏଭଳି କିଛି ମାମଲା ସାମ୍ନାକୁ ଆସିଛି । କ୍ରିକେଟ ଖେଳ ସମୟରେ ଜଣେ ଯୁବକଙ୍କ ଅନ୍ୟ…

ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ : ପଲିଟିକାଲ ରିପୋର୍ଟର ଏକାଦଶକୁ ହରାଇ ବିଜୟୀ ହେଲା କ୍ରାଇମ ରିପୋର୍ଟର ଏକାଦଶ

ବ୍ୟସ୍ତ ବହୁଳ ରିପୋର୍ଟିଂରୁ କିଛି ସମୟ ବାହାର କରି ପଲିଟିକାଲ ରିପୋର୍ଟର ଏକାଦଶ ଓ କ୍ରାଇମ ରିପୋର୍ଟର ଏକାଦଶ ମଧ୍ୟରେ ହୋଇଥିବା ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ କ୍ରାଇମ ରିପୋର୍ଟର ଏକାଦଶ ପଲିଟିକାଲ ଏକାଦଶକୁ ହରାଇ ବିଜୟୀ ହୋଇଛି । ବିଧାୟକ ସୁରେଶ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମ୍ୟାଚର…

ଭାରତୀୟ ମହିଳା କ୍ରିକେଟ୍‌ ଟିମର ରୋମାଞ୍ଚକର ବିଜୟ, ସୁପର ଓଭରରେ ହରାଇଲା ଅଷ୍ଟ୍ରେଲିଆକୁ

କେନ୍ୟୁଜ୍(ବ୍ୟୁରୋ): ଭାରତୀୟ ମହିଳା କ୍ରିକେଟ୍‌ ଟିମର ରୋମାଞ୍ଚକର ବିଜୟ । ଦ୍ୱିତୀୟ ଟି-ଟେ୍ଵଣ୍ଟିରେ ସୁପର ଓଭରରେ ଅଷ୍ଟ୍ରେଲିଆକୁ ହରାଇଲା । ଧୂଆଁଧାର ଇନିଂସ ଖେଳିଲେ ସ୍ମୃତି ମାନ୍ଧାନା । ମ୍ୟାଚ୍‌ ଟାଇ ହେବାରୁ ସୁପର ଓଭର୍‌ ହୋଇଥିଲା । ଭାରତ ଗୋଟିଏ ଓ୍ଵିକେଟ ହରାଇ କରିଥିଲା ୨୦ ରନ୍‌ ।…

ଖେଳ ମଝିରେ ପରସ୍ପର ଉପରେ ହାତ ଉଠାଉଠି ହେଲେ ୟୁସିଫ ପଠାନ ଏବଂ ମିଶେଲ ଜନସନ, ଭିଡିଓ ଭାଇରଲ

ଲିଜେଣ୍ଡସ ଲିଗର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ ଇଣ୍ଡିଆ କ୍ୟାପିଟାଲ୍ସ ଏବଂ ଭିଲବାଡା କିଙ୍ଗସ ମଧ୍ୟରେ ଯୋଧପୁରରେ ଖେଳାଯାଇଥିଲା। ଏହି ମ୍ୟାଚକୁ ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ଇଣ୍ଡିଆ କ୍ୟାପିଟାଲ୍ସ ୪ ଓ୍ଵିକେଟରେ ଜିତି ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଏହି ମ୍ୟାଚରେ ଏମିତି କିଛି…

India vs England: ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି ୨୦ ରେ କ୍ୟାପଟେନ୍ ହେବେ ହାର୍ଦ୍ଦିକ ପାଣ୍ଡ୍ୟା, ଆୟରଲ୍ୟାଣ୍ଡ…

ନିକଟରେ ଆୟରଲ୍ୟାଣ୍ଡରେ ଅନୁଷ୍ଠିତ ଟି - ୨୦ ମ୍ୟାଚ୍ ସିରିଜରେ ଭାରତୀୟ କ୍ରିକେଟ ଦଳ ବଡ଼ ସଫଳତା ହସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ଵରେ ପ୍ରଥମ ଥର ଖେଳିଥିବା ଦଳ ପ୍ରଥମ ଥର ଜିତିଥିବା ବେଳେ ଦ୍ଵିତୀୟ ମ୍ୟାଚରେ ସେମାନେ ଶେଷ ଓଭରରେ ରୋମାଞ୍ଚକ ପଦର୍ଶନି ଦେଖାଇ ୨-୦ ରେ ସିରିଜ…

BAN vs AFG: ଆଫଗାନିସ୍ତାନର ସମସ୍ତ ଖେଳାଳି କୋଭିଡ ପଜିଟିଭ, ବନ୍ଦ ହୋଇପାରେ ମ୍ୟାଚ୍

ବାଂଲାଦେଶ-ଆଫଗାନିସ୍ତାନ ମଧ୍ୟରେ ଦିନିକିଆ ମ୍ୟାଚ୍‌ ପୂର୍ବରୁ ଆଫଗାନିସ୍ତାନ ଖେଳାଳିଙ୍କୁ ଏକ ବଡ ଧରଣର ଝଟ୍‌କା ଲାଗିିଛି । ଆଫଗାନିସ୍ତାନର ସମସ୍ତ ଖେଳାଳି ଏବେ କୋଭିଡରେ ଆକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି।୨୩-୨୮ ଫେବ୍ରୁଆରୀରେ ବାଂଲାଦେଶ-ଆଫଗାନିସ୍ତାନ ମଧ୍ୟରେ ଦିନିକିଆ…

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ, କ୍ଲିନ୍‌ ସ୍ୱିପ୍‌ କରିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

କେନ୍ଯୁଜ୍: ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ । ଅପରାହ୍ନ ୧ଟା ୩୦ରେ ଅହମଦାବାଦ୍‌ରେ ଖେଳାଯିବ ମ୍ୟାଚ୍‌। ସିରିଜ୍‌ ଜିତି ସାରିଥିବା ଟିମ୍‌ ଇଣ୍ଡିଆ ଆଜିର ମ୍ୟାଚ୍‌ ଜିତି କ୍ଲିନ୍‌ ସ୍ୱିପ୍‌ କରିବା ଲକ୍ଷ୍ୟରେ ରହିବ । ଆଜିର ମ୍ୟାଚରେ ଏକାଧିକ ପରିବର୍ତ୍ତନ ହୋଇପାରେ…

ପନ୍ତଙ୍କ ଶତକ ସତ୍ତ୍ୱେ ଘରୋଇ ଦଳ କବଜାରେ ମ୍ୟାଚ, ସିରିଜ ଜିତିବାକୁ ଭାରତକୁ ଦରକାର ୮ ଓ୍ଵିକେଟ

ରୋମାଞ୍ଚକର ସ୍ଥିତିରେ କେପ୍ଟାଉନ ଟେଷ୍ଟ । ପନ୍ତଙ୍କ ଶତକ ସତ୍ତ୍ୱେ ଘରୋଇ ଦଳ କବ୍ଜାରେ ମ୍ୟାଚ । ୨୧୨ ରନ୍  ପିଛା କରୁଥିବା ଦକ୍ଷିଣଆଫ୍ରିକା ଦଳ ୨ ଓ୍ଵିକେଟ୍ ହରାଇ ୧୦୧ ରନ୍ କରିଛି । ସିରିଜ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୧୧୧ ଆବଶ୍ୟକ ଥିବାବେଳେ ଭାରତକୁ ଜିତିବା ପାଇଁ ଆବଶ୍ୟକ ରହିଛି ୮…

ସଟ ମାରୁଥିଲେ ବ୍ୟାଟ୍ସମ୍ୟାନ୍‌, କିନ୍ତୁ ବଲ୍‌ ନେଇ ପଳାଇଲା କୁକୁର; ଦେଖନ୍ତୁ କ୍ରିକେଟ୍‌ ମ୍ୟାଚ୍‌ ବେଳର ମଜାଦାର…

ପଡ଼ିଆରେ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବା ବେଳେ ବଲ୍‌ ନେଇଗଲା କୁକୁର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅଲ ଆୟାର୍ଲ୍ୟାଣ୍ଡ ଓ୍ଵିମେନ୍ସ ଟି୨୦ କପ୍‌ରେ। କୁକୁର ବଲ୍‌ ନେଇଯିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଘଟଣା ବ୍ରେଡି କ୍ରିକେଟ୍‌ କ୍ଲବ୍‌ ଓ ସିଭିଲ…