Browsing Tag

cricket match

ସଟ ମାରୁଥିଲେ ବ୍ୟାଟ୍ସମ୍ୟାନ୍‌, କିନ୍ତୁ ବଲ୍‌ ନେଇ ପଳାଇଲା କୁକୁର; ଦେଖନ୍ତୁ କ୍ରିକେଟ୍‌ ମ୍ୟାଚ୍‌ ବେଳର ମଜାଦାର…

ପଡ଼ିଆରେ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବା ବେଳେ ବଲ୍‌ ନେଇଗଲା କୁକୁର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅଲ ଆୟାର୍ଲ୍ୟାଣ୍ଡ ଓ୍ଵିମେନ୍ସ ଟି୨୦ କପ୍‌ରେ। କୁକୁର ବଲ୍‌ ନେଇଯିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଘଟଣା ବ୍ରେଡି କ୍ରିକେଟ୍‌ କ୍ଲବ୍‌ ଓ ସିଭିଲ…

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ, ଯୁବ ବାହିନୀ ଉପରେ ରହିବ ନଜର

ଶ୍ରୀଲଙ୍କା ଗସ୍ତରେ ଭାରତୀୟ କ୍ରିକେଟ ଟିମ୍ । ଆଜି ଦୁଇ ଦଳ ଭାରତ ଓ ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ । କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଆମ୍ନାସାମ୍ନି ହେବେ ଦୁଇ ଦଳ । ଅପରାହ୍ନ ୩ଟାରେ ଆରମ୍ଭ ହେବ ମ୍ୟାଚ ।୧୩ରେ ହେବାକୁ ଥିବା ଏହି ମ୍ୟାଚ୍ କୋଭିଡ୍ କାରଣରୁ ସ୍ଥଗିତ ରହିଥିଲା ।…

କ୍ରିକେଟ ଖେଳ ସାଙ୍ଗକୁ ସାଂସ୍କୃତି କାର୍ଯ୍ଯକ୍ରମରେ ଝୁମିଲେ ଦର୍ଶକେ : ଡ଼େଲାଙ୍ଗ ବ୍ଳକର ସାଉରିଆ ପଂଚାୟତରେ ଜମିଲା…

ପିପିଲି: କ୍ରିକେଟ ଖେଳ ସାଙ୍ଗକୁ ସାଂସ୍କୃତି କାର୍ଯ୍ଯକ୍ରମର ମଜ୍ଜା । କିଏ ବା କରିବ ହାତଛଡ଼ା । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକର ସାଉରିଆ ପଂଚାୟତ । ଏହି ପଂଚାୟତରେ ସ୍ୱାଧିନ ଚାରିଟେବୁଲ ଟ୍ରଷ୍ଟ ସଂସ୍ଥାନ ପକ୍ଷରୁ ଆୟୋଜିତ ହୋଇଥିଲା ଫଟାପଟ କ୍ରିକେଟ୍ । ଯେଉଁଥିରେ ଯୋଗ ଦେଇଥିଲେ ରାଜ୍ଯର…

ଜଗତସିଂହପୁର କଣ୍ଟିଲୋଠାରେ କ୍ରିକେଟ ପ୍ରିମିୟମ ଲିଗ୍ ଆୟୋଜିତ, ବିଧାୟକ କଲେ ଉଦ୍‌ଘାଟନ

ଜଗତସିଂହପୁର ଜିଲ୍ଲା କଣ୍ଟିଲୋ ପଞ୍ଚାୟତର କଣ୍ଟିଲୋ ଠାରେ କ୍ରିକେଟ ପ୍ରିମିୟମ ଲିଗ୍ ମ୍ୟାଚ ଅନୁଷ୍ଠିତ ହୋଇଛି। ଏହି ମ୍ୟାଚକୁ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଫିତା କାଟି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଣ୍ଟିଲୋ ପଞ୍ଚାୟତ ସରପଞ୍ଚ ରଞ୍ଜିତ ଭୋଇ, ମଣ୍ଡାସହି…

ଜେମ୍ସ ଆଣ୍ଡରସନ ବ୍ୟାଟ୍ସମ୍ୟାନକୁ କଲେ ଆଉଟ କିନ୍ତୁ କରୋନା ଯୋଗୁଁ ଏମିତି କଲେ ସେଲିବ୍ରେସନ: ଦେଖନ୍ତୁ ଭାଇରଲ ଭିଡିଓ

ଇଂଲଣ୍ଡ କ୍ରିକେଟ ବୋର୍ଡ (ECB ) ପୁଣି ଥରେ କ୍ରିକେଟ ଆରମ୍ଭ କରିବାକୁ ଯୋଜନା କରୁଛି। କରୋନା ମହାମାରୀ ଯୋଗୁଁ ଅର୍ନ୍ତଜାତୀୟ ମ୍ୟାଚ ସ୍ଥଗିତ କରିଦିଆଯାଇଛି। ଏହାମଧ୍ୟରେ ଇଂଲଣ୍ଡ ଏବଂ େଓ୍ଵଷ୍ଟଣ୍ଡିଜ ଟେଷ୍ଟ ମ୍ୟାଚ ହେବାକୁ ଯାଉଛି। ଯେଉଁଥିପାଇଁ ଇଂଲଣ୍ଡ କ୍ରିକେଟ ଟିମ୍‌ ଯୋଜନା ଆରମ୍ଭ…

ଭାରତ-ଦକ୍ଷିଣ ଆଫ୍ରିକା ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ ବେଳେ ଗ୍ୟାଲେରୀରେ ପଡ଼ିବ ତାଲା, ବିନା ଦର୍ଶକରେ ଚାଲିବ ଖେଳ

କେନ୍ୟୁଜ୍: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଛି । ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ ଲକ୍ଷ୍ନୌ ଓ କୋଲକାତାରେ ଖେଳାଯିବ । କରୋନା ଭାଇରସ୍‌ ଯୋଗୁ ଏହି ମ୍ୟାଚ୍‌ ଗୁଡିକରେ ଦର୍ଶକଙ୍କୁ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ବିନା ଦର୍ଶକରେ…

ମୈଇଦାନରେ ସୁପରମ୍ୟାନ ଭାବେ ନଜର ଆସିଲେ ରବିନ୍ଦ୍ର ଜାଡେଜା, ଦେଖନ୍ତୁ ଭିଡ଼ିଓ

ଭାରତ-ନ୍ୟୁଜଲ୍ୟାଣ୍ଡ ଭିତରେ କ୍ରିଷ୍ଟଚର୍ଚ୍ଚ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ରବିନ୍ଦ୍ର ଜାଡେଜା ମୈଇଦାନରେ ସୁପରମ୍ୟାନ ଭାବେ ନଜର ଆସିଥିଲେ । ପବନରେ ଡେଇଁ ଡେଇଁ ଫିଲଡିଙ୍ଗ କରିଥିଲେ ଜାଡେଜା। ସମସ୍ତେ ଜାଣନ୍ତି କି ବିଶ୍ୱର ସବୁଠାରୁ ସାନଦାର ଫିଲଡର୍‌ ମାନଙ୍କ…

ଆଜି ଭାରତ-ପାକିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ ସେମିଫାଇନାଲ୍, ଯୋରଦାର ହେବ ମ୍ୟାଚ୍

କେନ୍ୟୁଜ୍: ଆଜି ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ ସେମିଫାଇନାଲ୍ ମୁକାବିଲା । ଯିଏ ଜିତିବ ହାତେଇବ ଫାଇନାଲ୍ ଟିକେଟ୍ । ଭାରତୀୟ ସମୟ ଅପରାହ୍ନ ସାଢ଼େ ଗୋଟାଏରେ ଖେଳାଯିବ ମ୍ୟାଚ୍ । ସପ୍ତମ ଥର ବିଶ୍ୱକମ୍ ଫାଇନାଲ୍ ଯିବା ଲକ୍ଷ୍ୟରେ ମେନ୍ ଇନ୍ ବ୍ଲୁ ।

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର : ବାରବାଟୀ ମ୍ୟାଚ ପାଇଁ  ସ୍ୱତନ୍ତ୍ର ମୋ ବସ, ଭୁବନେଶ୍ବରରୁ ଷ୍ଟାଡିୟମ ଯାଏ…

ଭୁବନେଶ୍ବର (କେନ୍ୟୁଜ୍) : ବାରବାଟୀ ମ୍ୟାଚ ପାଇଁ  ସ୍ୱତନ୍ତ୍ର ମୋ ବସ। କ୍ରିକେଟ ପ୍ରେମୀଙ୍କ ସୁବିଧାକୁ ଆଖିରେ ରଖି କ୍ରୁଟ ପକ୍ଷରୁ ସ୍ୱତନ୍ତ୍ର ବସ ସେବା ଯୋଗାଇ ଦିଆଯାଉଛି। ଏହି ସେବା ମାଷ୍ଟର କ୍ୟାଣ୍ଟିନ ଠାରୁ ବାରବାଟୀ ଯାଏ ଓ ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ ଷ୍ଟାଡିୟମ ଯାଏ ଉପଲବ୍‌ଧ ହେବ।…

ଆଉ କେଇ ଘଣ୍ଟାର ଅପେକ୍ଷା, ଆରମ୍ଭ ହୋଇଯିବ ବାରବାଟୀ ଲଢେଇ

କଟକ (କେନ୍ୟୁଜ୍) : ଆଉ କେଇ ଘଣ୍ଟାର ଅପେକ୍ଷା। ଆରମ୍ଭ ହୋଇଯିବ ବାରବାଟୀ ଲଢେଇ। ସବୁଠି ବାରବାଟୀ ଦିନିକିଆର ଚର୍ଚ୍ଚା । ଏଥିପାଇଁ ରାଜ୍ୟ ତଥା ଦେଶର କୋଣ ଅନୁକୋଣରୁ ଦର୍ଶକ ଆସିଲେଣି କଟକ । ଦୁଇ ବର୍ଷ ପରେ କ୍ରିକେଟ ଫେରିଛି ବାରବାଟୀ । କ୍ରିକେଟ କ୍ରେଜରେ ସାରା ଓଡ଼ିଶା । କିଏ ହିଟମ୍ୟାନ୍‌…

ଭାରତ ୱେଷ୍ଟଇଣ୍ଡିଜ ବାରବାଟୀ ଦିନିକିଆ କ୍ରିକେଟ ମ୍ୟାଚ୍‌କୁ ମଝିରେ ଆଉ ମାତ୍ର ୩ ଦିନ, କମିଶନରେଟ୍‌ ପୋଲିସ ତରଫରୁ…

କେନ୍ୟୁଜ୍(ବ୍ୟୁରୋ):ଭାରତ ୱେଷ୍ଟଇଣ୍ଡିଜ ବାରବାଟୀ ଦିନିକିଆ କ୍ରିକେଟ ମ୍ୟାଚ୍‌କୁ ମଝିରେ ଆଉ ମାତ୍ର ୩ ଦିନ। କ୍ରିକେଟପ୍ରେମୀଙ୍କ ଭିତରେ ଫିଭର୍‌ ବଢୁଥିବା ବେଳେ ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ଦୁଇ ଦେଶର ଖେଳାଳି। ଭୁବନେଶ୍ୱରର ମେ' ଫେୟାର ରହିବେ। ଏଠାରୁ ମ୍ୟାଚ୍‌ ଖେଳିବା ପାଇଁ…

ଉଦଘାଟିତ ହେଲା କେଡିଏମ କ୍ରିକେଟ୍ ମହାକୁମ୍ଭ,  ଉଦଘାଟନୀ ମ୍ୟାଚ୍ ଜିତିଲା ଅଭୟପୁର ପଞ୍ଚାୟତ ଟିମ୍ 

ଯାଜପୁର(କେନ୍ୟୁଜ୍): ଜାରକା ଷ୍ଟାଡିୟମରେ ଆଜି ଉଦଘାଟିତ ହୋଇଯାଇଛି କେଡିଏମ୍ କ୍ରିକେଟ୍ ମହାକୁମ୍ଭ । କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଂଟ୍କୁ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚରେ…