Below header
Browsing Tag

Cricket World Cup 2023

ବିଶ୍ୱକପ ୨୦୨୩ ହାରିବା ପରେ ପ୍ରଥମଥର ଆସିଲା ରୋହିତଙ୍କ ପ୍ରତିକ୍ରିୟା, ‘ଆତ୍ମବିଶ୍ୱାସ ଥିଲା…କି ଆମେ…

ଦ ଗ୍ରେଟ ଇଣ୍ଡିଆନ କପିଲ ଶୋ’ର ଦ୍ୱିତୀୟ ଏପିସୋଡ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରସାରଣ ହୋଇଛି । ଏହି ଏପିସୋଡରେ ରୋହିତ ଶର୍ମା ଏବଂ ଶ୍ରେୟସ ଆୟର ମସ୍ତି କରୁଥିବା ନଜର ଆସିଛନ୍ତି । କପିଲ ଶର୍ମାଙ୍କ ମଜାଳିଆ ପ୍ରଶ୍ନର ଉତ୍ତର ଦେଉଛନ୍ତି ଉଭୟ । ବିଶ୍ୱକପ ୨୦୨୩ ହାରିବା ପରେ ରୋହିତ…

ବିଶ୍ବକପ କ୍ରିକେଟ ଫାଇନାଲ ୨୦୨୩ରେ କାହିଁକି ହାରିଲା ଭାରତ ? କୈଫଙ୍କ ଚାଞ୍ଚଲ୍ୟକର ବୟାନ

ବିଶ୍ବକପ କ୍ରିକେଟ ଫାଇନାଲ ୨୦୨୩ରେ କାହିଁକି ହାରିଲା ଭାରତ ? ପରାଜୟର ପ୍ରାୟ ୪ମାସ ପରେ ପୂର୍ବତନ କ୍ରିକେଟର ମହମ୍ମଦ କୈଫ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଫାଇନାଲ ମ୍ୟାଚ ପୂର୍ବରୁ ଜାଣିଶୁଣି ପିଚ୍ କୁ ଖରାପ କରାଯାଇଥିଲା। ଟିମ୍ ଇଣ୍ଡିଆ କ୍ରିକେଟରଙ୍କୁ ସୁହାଇବା ଭଳି ପିଚକୁ ସ୍ଲୋ…

ଟିମ୍ ଭାରତର ବିଜୟ ପାଇଁ ସାରା ଦେଶରେ ପ୍ରାର୍ଥନା, ହୋମଯଜ୍ଞ: ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏଥର ବିଶ୍ୱକପ୍ ଆମର

ବିଶ୍ବକପରେ ଭାରତର ବିଜୟ ପାଇଁ ଫ୍ୟାନଙ୍କ ଶୁଭେଚ୍ଛା । ଟିମ ଇଣ୍ଡିଆର ବିଜୟ ପାଇଁ ଦେଶବ୍ୟାପି ବିଭିନ୍ନ ସ୍ଥାନରେ ଚାଲିଛି ପୂଜାର୍ଚ୍ଚନା ଓ ହୋମଯଜ୍ଞ। ଉଜ୍ଜୟିନୀ ମହାକାଳ ମନ୍ଦିରରେ ଭସ୍ମ ଆଳତୀ କରାଯାଇଛି। ସବୁଠି ଶୁଭୁଛି ଜୟ ହୋ ଇଣ୍ଡିଆ। ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଏଥର ବିଶ୍ୱକପ୍…

ଆଜି ଭାରତ-ଅଷ୍ଟ୍ରେଲିଆ ଫାଇନାଲ, ୨୦ ବର୍ଷ ପୂର୍ବ ପରାଜୟର ପ୍ରତିଶୋଧ ନେବ ଟିମ୍‌ ଇଣ୍ଡିଆ !

ସୁପର ସନଡେରେ ସୁପର ଫାଇଟ । ଆଜି ବିଶ୍ବକପ ଟାଇଟଲ୍ ପାଇଁ ଲଢ଼ିବେ ଭାରତ-ଅଷ୍ଟ୍ରେଲିଆ । ଅହମ୍ମଦାବାଦରେ ହେବ ହାଇଭୋଟଲେଟ୍ ଫାଇନାଲ୍ ଫାଇଟ୍ । ୨୦ ବର୍ଷ ପରେ ବଦଲା ନେବ ଭାରତ । ଅଷ୍ଟ୍ରେଲିଆଠାରୁ ବିଶ୍ବକପ୍ ପରାଜୟର ପ୍ରତିଶୋଧ ନେବ ମେନ୍ ଇନ୍ ବ୍ଲୁ । ୨୦୨୩ରେ ହେବ ୨୦୦୩ ୱାର୍ଲଡ କପ୍ ପରାଜୟର…

ୱାର୍ଲଡ କପ ମ୍ୟାଚରେ ଦର୍ଶକ ତଥା ଅତିଥିଙ୍କର ହେବ ଭରପୁର ମନୋରଞ୍ଜନ, ଆସିଛି ଲମ୍ବା ଲିଷ୍ଟ

ଆରମ୍ଭ ହେଲା କାଉଣ୍ଟ ଡାଉନ୍‌ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ସରିଲାଣି ପ୍ରସ୍ତୁତି । ଚାଲିବ ବିଶ୍ୱ କପ୍‌ ଲଢ଼େଇ । କିଏ ହେବ ICC MENS କ୍ରିକେଟ ବିଶ୍ବକପର ବିଜେତା। ଅହମଦାବାଦରେ ଟିମ୍ ଇଣ୍ଡିଆ ଟ୍ରଫି ଆଣିଦେବ ବୋଲି ଅନାଇ ବସିଛି ସାରା ଦେଶ । ଅହମଦାବାଦର ନରେନ୍ଦ୍ର ମୋଦି…

ଟିମ ଇଣ୍ଡିଆର ମିଶନ ଫାଇନାଲ : ଆସନ୍ତାକାଲି ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ

ଟିମ ଇଣ୍ଡିଆର ମିଶନ ଫାଇନାଲ । କାଲି ବିଶ୍ବକପରେ ପ୍ରଥମ ସେମିଫାଇନାଲ୍ । ମୁମ୍ବାଇର ୱାଙ୍ଖଡେରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ସେମିଫାଇନାଲ୍ ଜିତି ଫାଇନାଲ୍ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । ତାପୂର୍ବରୁ ଝାଳବୁହା ଅଭ୍ୟାସ କରିଛନ୍ତି ଉଭୟ ଟିମ୍। ଲିଗ୍ ପର୍ଯ୍ୟାୟରେ କିୱି…

ବିଶ୍ବକପରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ: ୧୬୦ ରନରେ ହାରିଲା ଡଚ୍‌ ଟିମ, ୯ରୁ ୯ ଜିତି ଭାରତର ରେକର୍ଡ

୯ରୁ ୯ ଜିତି ଭାରତର ରେକର୍ଡ। ବିଶ୍ବକପରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ । ନକ୍ ଆଉଟ୍ ପର୍ଯ୍ୟାୟର ଶେଷ ମ୍ୟାଚରେ ନେଦରଲ୍ୟାଣ୍ଡସକୁ ୧୬୦ ରନରେ ହରାଇଥିଲା ଟିମ୍ ଇଣ୍ଡିଆ । ଏଥିସହ ଲିଗ୍ ପର୍ଯ୍ୟାୟର ସମସ୍ତ ୯ଟି ମ୍ୟାଚ୍ ଜିତିଛି । ଚଳିତ ବିଶ୍ବକପ ଲିଗ୍ ପର୍ଯ୍ୟାୟରେ ଗୋଟିଏ ବି ମ୍ୟାଚ୍ ହାରି…

ବିଶ୍ୱକପରୁ ବାଦ୍‌ ପଡିବା ପରେ ଭାବୁକ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୋସିଆଲ ମିଡିଆରେ ସେୟାର କଲେ ପୋଷ୍ଟ

ବିଶ୍ୱକପ ୨୦୨୩ରୁ ବାଦ୍‌ ପଡିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଦିକଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସ୍ଥାନ ମିଳିଛି । ବିଶ୍ୱକପ ବାକି ମ୍ୟାଚରୁ ବାଦ୍‌ ପଡିବା ପରେ ଭାବବିହ୍ଵଳ ହୋଇପଡିଛନ୍ତି ହାର୍ଦ୍ଦିକ । ଏକ୍ସ(ଟ୍ଵିଟର)ରେ ନିଜର ପୋଷ୍ଟ କରିଛନ୍ତି । ପାଣ୍ଡ୍ୟା ବାଂଲାଦେଶ…

ଅଷ୍ଟ୍ରେଲିଆ ଟିମ୍‌କୁ ଝଟକା, ବ୍ୟକ୍ତିଗତ କାରଣ ଯୋଗୁଁ ସ୍ୱଦେଶ ଫେରିଲେ ମିଚେଲ ମାର୍ଶ

ବିଶ୍ୱକପ କ୍ରେଜ ଚାଲିଥିବା ବେଳେ ଅଷ୍ଟ୍ରେଲିଆ ଟିମକୁ ଝଟକା । ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ତଥା ବ୍ୟାଟର ମିଚେଲ ମାର୍ଶ ବ୍ୟକ୍ତିଗତ କାରଣ ଯୋଗୁଁ ହଠାତ୍‌ ସ୍ୱଦେଶ ଫେରିଯାଇଛନ୍ତି । ତାଙ୍କ ପାରିବାରିକ ମାମଲା ନେଇ ସ୍ୱଦେଶ ଫେରିଥିବା ସୂଚନା ମିଳିଛି । ତେବେ ମାର୍ଶ ବିଶ୍ୱକପରେ ଆଗାମୀ ମ୍ୟାଚ…

ନ୍ୟୁଜିଲାଣ୍ଡକୁ ଝଟକା, ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚରୁ ବାଦ୍‌ ପଡିଲେ ଅଧିନାୟକ କେନ ଓ୍ଵିଲିୟମସନ

ଆଜି ବିଶ୍ୱକପରେ ପୁନେ ଏମସିଏରେ ସାଉଥ ଆଫ୍ରିକା -ନ୍ୟୁଜିଲାଣ୍ଡ ଲଢେଇ । ଉଭୟ ଦଳ ୬ଟି ମ୍ୟାଚ ଖେଳିଛନ୍ତି । ସାଉଥ ଆଫ୍ରିକା ୫ଟି ବିଜୟ ସହ ପଏଣ୍ଟ ଟେବୁଲ ତାଲିକାର ୫ମ ଓ ନ୍ୟୁଜିଲାଣ୍ଡ ୪ଟି ବିଜୟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚ ଜିତିଲେ ସାଉଥ ଆଫ୍ରିକା ଟିମ ସେମି ଫାଇନାଲରେ…

ବିଶ୍ବକପ-୨୦୨୩, ବାଂଲାଦେଶକୁ ୮୭ ରନରେ ହରାଇଲା ନେଦରଲାଣ୍ଡସ୍

କୋଲକାତା : ଆଇସିସି ବିଶ୍ବକପର ଏକ ମ୍ୟାଚରେ ବାଂଲାଦେଶକୁ ୮୭ ରନରେ ହରାଇଦେଇଛି ନେଦରଲାଣ୍ଡସ୍ । ବାଂଲାଦେଶକୁ ନେଦରଲାଣ୍ଡସ ୨୩୦ ରନର ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ବାଂଲାଦେଶ ଦଳ ମାତ୍ର ୧୪୨ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ମେହିଦି ହାସାନ ମିରାଜ ସର୍ବାଧିକ ୩୫ ରନ କରିଥିଲେ ।…

ଟିମ୍‌ ଇଣ୍ଡିଆକୁ ଝଟକା, ଇଂଲଣ୍ଡ ପରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ ବାଦ୍‌ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଚଳିତ ବିଶ୍ୱକପରେ ଭାରତୀୟ ଟିମ୍‌ ଭଲ ପ୍ରଦର୍ଶନ କରୁଛି । ଟିମ୍‌ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ସବୁଥିରେ ବିଜୟ ପାଇଛି । ତେବେ ବିଶ୍ୱକପରେ ଖେଳୁଥିବା ସବୁ ଟିମ୍‌ ମଧ୍ୟରୁ ଭାରତ ଏକମାତ୍ର ଟିମ୍‌ ଯିଏକି କୌଣସି ମ୍ୟାଚ୍‌ ହାରିନାହିଁ । ପଏଣ୍ଟ ତାଲିକାର ଦୁଇ ନଂ ସ୍ଥାନରେ ରହିଛି ଭାରତ ।…