Browsing Tag

crocodile

ସୁଇମିଂ ପୁଲ୍ ଭିତରେ ପଶିଗଲା ଘଡିଆଳ କୁମ୍ଭୀର, ଘଣ୍ଟାଏ ତାକୁ ଖେଳାଇଲେ ଏହି ବ୍ୟକ୍ତି, ପୁଣି ହେଲା ଏମିତି କିଛି

କୁମ୍ଭୀର ଦେଖିଲେ ଯେ କେହି ଭୟଭୀତ ହୋଇପଡ଼ନ୍ତି। ପାଣି କିମ୍ବା ସନ୍ତସନ୍ତିଆ ଜାଗାରେ ରହୁଥିବା ଏହି ଭୟାନକ ପ୍ରାଣୀ କେବେ କେବେ ଜନବସତି ଆଡ଼କୁ ମଧ୍ୟ ମାଡ଼ି ଆସିଥାଏ। ଆଉ ଏମିତି ହିଁ ଏକ ଘଟଣା ଘଟିଛି ଆମେରିକାର ଫ୍ଲୋରିଡା ସହରରେ। ଏଠାରେ ୯ ଫୁଟ ଲମ୍ବାର ଏକ କୁମ୍ଭୀର ଜଣଙ୍କ ଘରେ ପଶିଯାଇଥିଲା।…

ମଣିଷ-କୁମ୍ଭୀର ଲଢେଇ : ଅଦ୍ୟମ ସାହାସ ଦେଖାଇଲେ ଯୁବକ, କୁମ୍ଭୀର ମୁହଁରୁ ଛଡାଇ ଆଣିଲେ ନିଜ ଜୀବନ

କେନ୍ଦ୍ରାପଡା (କେ ନ୍ୟୁଜ) : ଇନ୍ଦୁପୁର ଅଂଚଳ ହାବେଳୀ ଗାଁର ମିଟୁ ସେଠୀ ଗାଇ ଚରାଇ କେନ୍ଦ୍ରାପଡାର ବିରୂପା ନଦୀରେ ପହଁରି ପହଁରି ଫେରୁଥିବାବେଳେ ଆକ୍ରମଣ କଲା ୧୨ ଫୁଟ ଲମ୍ବର କୁମ୍ଭୀର । ତେବେ କୌଶଳ କ୍ରମେ କୁମ୍ଭୀର ସହ ଲଢ଼େଇ କରି ବଂଚିଯାଇଛନ୍ତି ମିଟୁ । ନିଜର ଅଦ୍ୟମ ସାହସ ବଳରେ ନିଜ…

ବୌଦ୍ଧ ଜିଲ୍ଲା ବହିରା ଗାଁରେ କୁମ୍ଭୀର ଆତଙ୍କ, ୧୦ ଦିନ ହେଲା ଭୟଭୀତ ଅବସ୍ଥାରେ ଅଛନ୍ତି ଗାଁ ଲୋକେ

ବୌଦ୍ଧ(କେନ୍ୟୁଜ୍): ଗାଁରେ କୁମ୍ଭୀର ଆତଙ୍କ । ବୌଦ୍ଧ ଜିଲ୍ଲା ବହିରା ଗାଁରେ ଗତ ୧୦ ଦିନ ହେଲା ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗାଁର ଅଧିକାଂଶ ଲୋକ ଏହି ନାଳ ଉପରେ ସ୍ନାନ ପାଇଁ ନିର୍ଭର କରନ୍ତି । ତେଣୁ ଲୋକେ ଭୟଭୀତ ଅଛନ୍ତି । ଏହାସହ ନାଳଟି ଗାଁ ସ୍କୁଲ ନିକଟରେ ରହିଛି । ତେଣୁ…

ମୁଣ୍ଡୁଳି ଦେଇ ପ୍ରବାହିତ ହେଉଛି ବନ୍ୟା ଜଳ, ଭରା ନଈରେ ଦେଖାଯାଉଛନ୍ତି ବହୁ ସଂଖ୍ୟାରେ କୁମ୍ଭୀର

କଟକ(କେନ୍ୟୁଜ୍): ମୁଣ୍ଡୁଳି ଦେଇ ପ୍ରବାହିତ ହେଉଛି ବନ୍ୟା ଜଳ। ଭରା ନଈରେ ଦେଖାଯାଇଛନ୍ତି ବହୁ ସଂଖ୍ୟାରେ କୁମ୍ଭୀର। ବନ୍ୟା ସ୍ରୋତରେ ଏମାନେ ଭାସି ଆସିଛନ୍ତି ଅନୁମାନ କରାଯାଉଛି। ଏତେ ସଂଖ୍ୟାରେ କୁମ୍ଭୀର ଦେଖାଯିବା ନେଇ ସେମାନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି ।

କର୍ଣ୍ଣାଟକ: ବନ୍ୟା ଦାଉରୁ ରକ୍ଷା ପାଇଁ ଘରର ଛାତ ଉପରେ ଚଢିଲା କୁମ୍ଭୀର, ଦେଖନ୍ତୁ ଭିଡିଓ

କର୍ଣ୍ଣାଟକ ବନ୍ୟାରେ କେବଳ ଜନଜବୀନ ପ୍ରଭାବିତ ହେଉଛି ତାହା ନୁହେଁ । ବହୁ ପଶୁପକ୍ଷୀ ବି ପ୍ରାଣ ହରାଇଛନ୍ତି । ଆଉ କିଛି ବଞ୍ଚିବାକୁ ସଂଘର୍ଷ କରୁଛନ୍ତି । ବେଲଗାଁଓରେ ବନ୍ୟାରୁ ବର୍ତ୍ତିବାକୁ ଗୋଟିଏ ବଡ କୁମ୍ଭୀର ଛାତ ଉପରକୁ ଚଢି ଯାଇଛି । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।…

ଭାଇରାଲ ହେଲା ସାପ ଓ କୁମ୍ଭୀର ଲଢେଇର ବିରଳ ଦୃଶ୍ୟ,  ଯାହାକୁ ଦେଖିଲେ ଲୋମଟାଙ୍କୁରି ଉଠିବ

ଅଜଗର  ଓ  ସାପର ଲଢେଇରେ ଏକ ଫଟୋ  ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଶରୀରର ଲୋମ ଟଙ୍କୁରୀ ଉଠିବ। ଏହି ଫଟୋଟିରେ ଏକ ଅଜଗର ଏକ ବିଶାଳକାୟ କୁମ୍ଭୀରକୁ ଗୋଟା ଗିଳି ଦେଉଥିବାରୁ ଦେଖିବାକୁ ମିଳିଛି। ଏହି ଫଟୋ ଗୁଡିକୁ ଜିଜି ୱାଇଲ୍ଡ ଲାଇଫ୍ ରେସକ୍ୟୁ ନିଜ ଫେସବୁକ…

କେନ୍ଦ୍ରାପଡ଼ା : ବାଉଁଶ ବାଡ଼ିରୁ କୁମ୍ଭୀର ଉଦ୍ଧାର

କେନ୍ଦ୍ରାପଡ଼ା : ବାଉଁଶ ବାଡ଼ିରୁ କୁମ୍ଭୀର ସହ ଅଣ୍ଡା ଉଦ୍ଧାର। କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଅରଡ଼ ଗାଁର ସୁଶାନ୍ତ ମହାପାତ୍ରଙ୍କ ବାଡିରୁ ୧୦ଫୁଟ ଲମ୍ବର ମାଈ ବଉଳା କୁମ୍ଭୀର ସହ ୫୯ଟି ଅଣ୍ଡା ଉଦ୍ଧାର କରାଯାଇଛି । ଗ୍ରାମବାସୀମାନେ ଉଦ୍ଧାର କରିବା ପରେ ବନବିଭାଗକୁ ଖବର…

ଭିତରକନିକା ଜାତୀୟ ଉଦ୍ୟାନରୁ ହଜୁଛି କୁମ୍ଭୀରର ସ୍ଥିତି

ଭିତରକନିକା(କେନ୍ୟୁଜ୍) : ବଉଳା କୁମ୍ଭୀରଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନ । ଉଦ୍ୟାନରେ କୁମ୍ଭୀରଙ୍କୁ ଦେଖିବା ପାଇଁ ପର‌୍ୟ୍ୟଟକଙ୍କ ଭିଡ଼ ଜମିଥାଏ । ହେଲେ ୧୦ ବର୍ଷ ମଧ୍ୟରେ ନଦୀନାଳରେ ୨ଶହରୁ ଅଧିକ କୁମ୍ଭୀରଙ୍କ ମୃତ୍ୟୁ ହୋଇଛି । ଫଳରେ କୁମ୍ଭୀରଙ୍କ ପାଇଁ…

ବନବିଭାଗ ନୁହେଁ, ଗ୍ରାମବାସୀ ଧରିଲେ ୬ ଫୁଟ ଲମ୍ବର କୁମ୍ଭୀର

ମାଲକାନଗିରି : କାଲିମେଳା ବ୍ଲକ ଏମ୍ଭି-୭୮ ଗାଁ ପୋଖରୀରୁ ଏକ ୬ ଫୁଟ ଲମ୍ବର ଗୋମୁହାଁ କୁମ୍ଭୀର ଉଦ୍ଧାର କରାଯାଇଛି । ଏହି କୁମ୍ଭୀରଟି ୨ ବର୍ଷ ତଳେ ସ୍ଥାନୀୟ ନଦୀରୁ ଗାଁ ମୁଣ୍ଡରେ ଥିବା ପୋଖରୀକୁ ଆସିଥିଲା । ଏନେଇ ଗାଁଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କୁମ୍ଭୀରକୁ ଧରି ନପାରି…

ବର୍ଷା ବିତ୍ପାତ : ଲଘୁଚାପ ଯୋଗୁଁ ଫୁଲିଲା ଦକ୍ଷିଣ ଓଡ଼ିଶାର ବିଭିନ୍ନ ନଦୀ

ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା । ଅଧିକାଂଶ ନଦୀ ଫୁଲିଛି । ୧୨ଟି ଜିଲ୍ଲାରେ ରେକର୍ଡ ହୋଇଛି ୫୦ ମିଲିମିଟରୁ ଅଧିକ ବର୍ଷା । କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୧୭୩ ମିଲିମିଟର ବର୍ଷା ହୋଇଛି । ଜିଲ୍ଲାର ଭବାନୀପାଟଣା ବ୍ଲକ୍‌ରେ ହୋଇଛି ୨୯୭ ମିଲମିଟର ବର୍ଷା। ହାତୀ ନଦୀରେ ଜଳସ୍ତର…

ସାଳନ୍ଦୀ ନଦୀରେ କୁମ୍ଭୀର ଆତଙ୍କ

ଭଦ୍ରକ: ତିହିଡି ବ୍ଲକ କୃତ୍ତିବାସପୁର ଗ୍ରାମରେ ଦେଖାଦେଇଛି କୁମ୍ଭୀର ଆତଙ୍କ। ଗ୍ରାମର ଭ୍ରମରବର ଦାସଙ୍କ ଗାଈକୁ କୁମ୍ଭୀର ନଦୀକୁ ଟାଣି ନେଇଥିଲା। ଗାଈଟି ସାଳନ୍ଦୀ ନଦୀ ପଠାରେ ବୁଲୁଥିବାବେଳେ କୁମ୍ଭୀର ଟାଣି ନେଇ ଯାଇଥିଲା। ଏହାର ଘଟଣା ପରେ ଗ୍ରାମବାସୀ ମାନେ ଖୋଜାଖୋଜି କରିଥିଲେ। ଅପରାହ୍ନ…