Browsing Tag

cuttack

କଟକରୁ ମହିଳା କ୍ରିକେଟ ଖେଳାଳି ନିଖୋଜ: ମଙ୍ଗଳବାଗ ଥାନାରେ ଏତଲା ଦେଲେ ଟିମ କୋଚ୍‌

କଟକ (କେନ୍ୟୁଜ): କଟକରୁ ମହିଳା କ୍ରିକେଟ ଖେଳାଳି ନିଖୋଜ ଅଭିଯୋଗ । ମଙ୍ଗଳବାଗ ଥାନାରେ ମିସିଙ୍ଗ ରିପୋର୍ଟ କଲେ ଟିମର କୋଚ୍‌ । ଗତ ୧୧ ତାରିଖ ସଂଧ୍ୟାରୁ ମହିଳା ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ଖୋଜଖବର ନାହିଁ । ବାପାଙ୍କୁ ଔଷଧ ଦେବାକୁ କହି ସ୍କୁଟିରେ ପୁରୀ ଯାଉଛି ବୋଲି କହିଥିଲେ । ଘଟଣାକୁ…

କମ୍ପିବ ବାରବାଟୀ ଷ୍ଟାଡିୟମ: କ୍ରିକେଟ ଗଡ଼ରେ ଆଜି ହେବ ହକି ମହାକୁମ୍ଭର ଉଦ୍‌ଘାଟନୀ ଉତ୍ସବ

କଟକ (କେନ୍ୟୁଜ): ବାରବାଟୀରେ ନୂଆ ଫର୍ଦ୍ଦ। କ୍ରିକେଟ ଗଡ଼ରେ ଆଜି ହକି ମହାକୁମ୍ଭର ଉଦ୍‌ଘାଟନ। ପୁରୁଷ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ପାଇଁ ମୈଦାନ ପ୍ରସ୍ତୁତ। ଉଲ୍ଲାସ, ଉତ୍ସାହ ଓ ଉତ୍ସବର ମହାପର୍ବରେ କମ୍ପିବ ବାରବାଟୀ ଷ୍ଟାଡିୟମ। ନାମୀଦାମୀ ବଲିଉଡ କଳାକାରଙ୍କ ପରିବେଷଣରେ ଦୁଲୁକିବ ମଞ୍ଚ ।…

କଟକ: ପୋଲିସର ମାଞ୍ଜା ସୂତା ଉପରେ ଚଢ଼ାଉ, ବିପୁଳ ପରିମାଣର ସୂତା ବଣ୍ଡଲ ଜବତ

କଟକ(କେନ୍ୟୁଜ୍): କଟକ ପୁରିଘାଟ ଥାନା ଅଞ୍ଚଳରେ କମିଶନରେଟ ପୋଲିସର ମାଞ୍ଜା ସୂତା ଉପରେ ଚଢ଼ାଉ। ଏଭଳି ସୂତା ବିକ୍ରି ଓ ମାଞ୍ଜା ସୂତା ଲଗାଇ ଗୁଡି ଉଡାକୁ ବେଆଇନ କରିଛନ୍ତି ଓଡିଶା ହାଇକୋର୍ଟ। କଟକ ସହରରେ ଗୁଡ଼ି ଉଡ଼ା କାହା ପାଇଁ ଖେଳ ଥିବାବେଳେ କାହା ପାଇଁ କାଳ ସାବ୍ଯସ୍ତ ହୋଇଛି । ବିଗତ…

କଟକ ଜୁଡିସିଆଲ ଏକାଡେମୀରେ ଏକାଠି ଶପଥ ଗ୍ରହଣ କଲେ ନବନିଯୁକ୍ତ ୫୦ଜଣ ସିଭିଲ ଜଜ୍‌

କଟକ(କେନ୍ୟୁଜ୍): ଏକାଠି ଶପଥ ଗ୍ରହଣ କଲେ ନବନିଯୁକ୍ତ ୫୦ଜଣ ସିଭିଲ ଜଜ୍‌। କଟକ ଜୁଡିସିଆଲ ଏକାଡେମୀରେ ଶପଥ ଗ୍ରହଣ କରିଛନ୍ତି ୫୦ ଜଣ ବିଚାରପତି। ୨୦୨୧ ବ୍ୟାଚର ଏହି ସମସ୍ତ ସିଭିଲ ଜଜମାନଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ମୁରଲୀଧର। ନବନିଯୁକ୍ତ ବିଚାରପତି ମାନଙ୍କୁ…

ଧକ୍କା ଦେଲା ହାଇୱା: ରାସ୍ତା ତଳକୁ ଓଲଟିଲା ଯାତ୍ରୀବାହୀ ବସ୍, ୫୦ରୁ ଅଧିକ ଆହତ

କଟକ (କେନ୍ୟୁଜ): କଟକ-ଚାନ୍ଦବାଲି ରାସ୍ତା ଛପୋଲିୟା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଯାତ୍ରୀବାହୀ ବସ୍‌- ହାଇଓ୍ଵା ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛି । ରାଜକନିକାରୁ ଭୁବନେଶ୍ୱର ଆସୁଥିଲା ଯାତ୍ରୀବାହୀ ବସ୍‌ । ଖବର ମୁତାବକ, ବସଟି ଚାନ୍ଦବାଲିରୁ…

ବୈଷୟିକ ତାଲିମ ନେବେ ବିଦ୍ୟୁତ ବିଭାଗ କର୍ମଚାରୀ, ସ୍କିଲ ଡେଭେଲପମେଣ୍ଟ ସେଣ୍ଟରର ଶୁଭାରମ୍ଭ କଲେ ଶକ୍ତିମନ୍ତ୍ରୀ

କଟକ(କେନ୍ୟୁଜ୍): ବୈଷୟିକ ତାଲିମ ନେବେ ବିଦ୍ୟୁତ ବିଭାଗ କର୍ମଚାରୀ। ଶିକ୍ଷା ଲାଭ କରିବା ସହ ଉନ୍ନତ ଜ୍ଞାନକୌଶଳ ବି ଆହରଣ କରିବେ। ଏନେଇ ରାଜ୍ୟର ଦ୍ୱିତୀୟ ସ୍କିଲ ଡେଭେଲପମେଣ୍ଟ ସେଣ୍ଟରର ଶୁଭାରମ୍ଭ ହୋଇଛି। କଟକ ବାଦାମବାଡ଼ି TPCODL କାର୍ଯ୍ୟାଳୟ ପରିସରରେ ଏହାର ଶୁଭାରମ୍ଭ କରିଛନ୍ତି…

ହକି ମହାକୁମ୍ଭ ପାଇଁ ସଜେଇ ହେଉଛି କଟକ : ଜାନୁଆରୀ ୧୧ରେ ବାରବାଟୀରେ ଆୟୋଜିତ ହେବ ଗ୍ରାଣ୍ଡ ଓପନିଂ ସେରିମୋନୀ

କଟକ (କେନ୍ୟୁଜ): ହକି ମହାକୁମ୍ଭ ପାଇଁ ଚଳଚଞ୍ଚଳ କଟକ ସହର । କଟକର ପ୍ରବେଶ ପଥ, ରାସ୍ତାଘାଟ, କାନ୍ଥବାଡ଼ ଏବେ ହକିମୟ । ହକି ବିଶ୍ଵକପ ପାଇଁ ବାରବାଟୀ ଷ୍ଟାଡିୟମରେ ଜାନୁଆରୀ ୧୧ରେ ଆୟୋଜିତ ହେବ ଗ୍ରାଣ୍ଡ ଓପନିଂ ସେରିମୋନୀ । ଏହାକୁ ଦୃଷ୍ଟିରେ ରଖି କଟକ ସହରରେ ଆଗେଇ ଚାଲିଛି ସୌନ୍ଦର୍ଯ୍ୟକରଣ…

ମହାନଦୀ ପଠାରେ ପକ୍ଷୀ ମଡକ: ୟେଲୋ ଫୁଟେଜ ଫିଜିୟନ ପ୍ରଜାତିର ୧୫ଟି ପକ୍ଷୀରୁ ୧୩ଟି ପକ୍ଷୀଙ୍କ ମୃତ୍ୟୁ

କଟକ(କେନ୍ୟୁଜ୍): ମହାନଦୀ ପଠାରେ ପକ୍ଷୀ ମଡକ । କଟକ ଜିଲ୍ଲା ବାଙ୍କୀ ବାଁଆରା ନିକଟ ନୂଆସାହି ମହାନଦୀ ପଠାରେ ଦେଖିବାକୁ ମିଳୁଛି ପକ୍ଷୀ ମଡକ । ୟେଲୋ ଫୁଟେଜ ଫିଜିୟନ ପ୍ରଜାତିର ପକ୍ଷୀଙ୍କୁ ନଦୀ ପଠାରେ ଦେଖିବାକୁ ମିଳିଥିଲା । ସମୁଦାୟ ୧୫ଟି ପକ୍ଷୀ ଆସିଥିବା ବେଳେ ସେଥିରୁ ୧୩ଟି ପକ୍ଷୀଙ୍କ…

କାମାନ୍ଧଙ୍କ ଘୃଣ୍ୟ କାମ, କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରେ ଜଣେ ୬୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକ(କେନ୍ୟୁଜ୍): କଟକରେ ଲଜ୍ଜା । ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ । କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରେ ଜଣେ ୬୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତ ୧୨ ତାରିଖରେ ଏହି ଘଟଣା ହୋଇଥିବା ବେଳେ ଗତକାଲି ଲିଖିତ ଅଭିଯୋଗ କରିଛନ୍ତି ସ୍ଥାନୀୟ କର୍ପୋରେଟର । ମହିଳା ଜଣକ…

ଓଟିଏମ୍‌ର ୫୨୧ ଏକର ଜମିକୁ ନିଜ ଅକ୍ତିଆରକୁ ନେଲା ଜିଲ୍ଲା ପ୍ରଶାସନ, ଇଡ୍‌କୋକୁ ଦିଆଯାଇଛି ଦେଖାଶୁଣା ଦାୟିତ୍ୱ

କଟକ(କେନ୍ୟୁଜ୍): ହାଇକୋର୍ଟରେ ଓଟିଏମ୍‌ ପୁନଃରୁଦ୍ଧାର ପ୍ରସଙ୍ଗ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଫିସିଆଲ ଲିକ୍ୟୁଡେଟରଙ୍କଠାରୁ ଓଟିଏମ୍‌ର ୫୨୧ଏକର ଜମିକୁ ଜିଲ୍ଲା ପ୍ରଶାସନ ନିଜ ଅକ୍ତିଆରକୁ ନେଇଛି। ଗତ ୩ ତାରିଖ ସୁଦ୍ଧା ହାତକୁ ନେଇଛି ପ୍ରଶାସନ। ଏଥିରେ ଜମି, ଆସବାବ ପତ୍ର ଓ…

ଭେଲ୍‌ଭ୍ୟୁ ଛକର ନବୀକରଣ ପାଇଁ ଖର୍ଚ୍ଚ ହେବ ୯ କୋଟି ଟଙ୍କା

କଟକ (କେନ୍ୟୁଜ୍‌): ଏବେ ଝଲସି ଉଠିବ କଟକ ସହରର ଭେଲ୍‌ଭ୍ୟୁ ଛକ । ଏହି ଛକରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାର ନଷ୍ପତି ନେଇଛନ୍ତି । ବୁବନେଶ୍ୱର ନନ୍ଦନକାନନ ରାସ୍ତାରେ କଟକ ଆସିବା ବେଳେ ତ୍ରିଶୁଳିଆ ବ୍ରିଜ୍‌ ଶେଷରେ ପଡ଼େ ଭେଲ୍‌ଭ୍ୟୁ ଛକ । ଏହି ଛକର ଉନ୍ନତି ମୂଳକ…

କଟକ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇଆସି ଖୁଲମ ଖୁଲା ମାଗୁଛନ୍ତି ବଟି, ଭାଇରାଲ ଭିିଡ଼ିଓ ଧରି ବିଜେପି ଆଣିଲା ଅଭିଯୋଗ

କଟକ(କେନ୍ୟୁଜ୍): ବାଲିଯାତ୍ରାରେ ପୋଲିସ ମାଗୁଥିଲା ଚାନ୍ଦା। କ୍ୟାଣ୍ଟନମେଣ୍ଟ ଥାନା ଆଇଆଇଆସିଙ୍କ ନୀଳ ଡାଏରୀରେ ରହିଛି ସମସ୍ତ ରେକର୍ଡ। ବାଲିଯାତ୍ରାରେ ଚାନ୍ଦା ଆଦାୟ କରୁଥିଲେ କ୍ୟାଣ୍ଟନମେଣ୍ଟ ଆଇଆଇଆସି। ଏହି ଅଭିଯୋଗ ଆଣିଲେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ଦାବି…