Browsing Tag

cuttack

କଟକ: ଗଞ୍ଜେଇ ଚାଲାଣର ନୂଆ କୌଶଳ, ଦାମୀ କାରର ସିକ୍ରେଟ ଚ୍ୟାମ୍ବରରେ ଥିଲା ୧୪ ଲକ୍ଷ ଟଙ୍କାର ସବୁଜ ଜହର

କଟକ(କେନ୍ୟୁଜ୍);  ଦାମୀ କାର ହୋଣ୍ଡା ସିଟି। ବାହାରକୁ ଦେଖାଯାଉଛି ପୂରା ଚକାଚକ। ପଛ ଡିକିରେ ତିନୋଟି ସିକ୍ରେଟ ଚାମ୍ବର୍‌। ଏହି ଚାମ୍ବର୍‌ ଭିତରେ ଥିଲା ଏକ କ୍ୱିଣ୍ଟାଲ ୪୦ କେଜି ଗଞ୍ଜେଇ । ଏହାର ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା । କୋରାପୁଟରୁ ରାଜଧାନୀ ଦିଲ୍ଲୀକୁ ଚାଲାଣ ହେଉଥିଲା ।…

କଟକ: ଭିନ୍ନ ଜଣେ ସାଲବେଗଙ୍କ କଣ୍ଠରେ ଭାବ ବିନୋଦିଆଙ୍କ ଭଜନ, ରେକର୍ଡ କରାଇଲେ ଅଭିନେତ୍ରୀ ବର୍ଷା ଓ ସଙ୍ଗୀତ…

କଟକ(କେନ୍ୟୁଜ୍):  ନାଁ ଅବଦୁଲ ସମଦ ନିଜାମୀ। ଘର କଟକ ଜିଲ୍ଲା ପ୍ରହରାଜପୁରରେ।  ସେ ଜଣେ ମୁସଲମାନ। ହେଲେ ତାଙ୍କର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ରହିଛି ଅହେତୁକ ଶ୍ରଦ୍ଧା ଓ ଭକ୍ତି। ସେ ଜଣେ ଦୃଷ୍ଟିହୀନ ହେଲେ ବି ୧୯୭୪ ମସିହାରୁ ଗୀତ ଶିଖିବା ପାଇଁ ତାଙ୍କ ଭିତରେ ଥିଲା ଆକୁଣ୍ଠ ଇଚ୍ଛା।…

ଅଭି ତୋ ପାର୍ଟି ସୁରୁ ହୁଇ ହେ…ତୁମେ ତ ଭାଗ୍ୟବାନ ପିଲାରେ, ଆଉ କେ ତୁମ ପରି ଥିଲାରେ ?

ଆଠଗଡ : କେତେବେଳେ ନଦୀରେ ବୁଡି କଲେଜ ଛାତ୍ରଙ୍କ ମୃତ୍ୟୁ ତ କେତେବେଳେ ନଦୀରେ ଭାସିଗଲେଣି କଲେଜ ଛାତ୍ରୀ । ଅସାବଧନତା ଯୋଗୁଁ ଏଭଳି ଘଟଣା ସବୁବେଳେ ଘଟି ଚାଲିଛି । ତେବେ ଏଥିପାଇଁ କେବେ ଅଭିଭାବକଙ୍କୁ ଦାୟୀ କରାଯାଉଛି ତ ଆଉ କେବେ ଶିକ୍ଷକମାନଙ୍କୁ । ହେଲେ ଏସବୁ ଭିତରେ ଯେ ଅଧିକାଂଶ ଘଟଣା…

SCB ମେଡିକାଲର ସର୍ଜରୀ ବିଭାଗରେ ଛାତରୁ ଖସିଲା ଫ୍ୟାନ୍, ଚିକିତ୍ସାଧୀନ ରୋଗୀ ଗୁରୁତର ଅବସ୍ଥାରେ ICUରେ ଭର୍ତ୍ତି

କଟକ: ରୋଗୀଙ୍କ ଉପରେ ଖସିଲା ଫ୍ୟାନ୍‌। SCB ମେଡିକାଲର ସର୍ଜରୀ ବିଭାଗରେ ଛାତରୁ ଖସିଲା ଫ୍ୟାନ୍‌। ଚିକିତ୍ସାଧୀନ ରୋଗୀଙ୍କ ଦେହରେ ବାଜିବାରୁ ରୋଗୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ରୋଗୀଙ୍କୁ ICUରେ ଭର୍ତ୍ତି କରାଯାଇଛି। ୪ ଦିନ ତଳେ SCBରେ ଭର୍ତ୍ତି ହୋଇଥିଲେ ଯାଜପୁର ଜିଲ୍ଲାର ମହିଳା।…

ଏବେଠାରୁ ସବୁ ଶନିବାର ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ଛୁଟି

କଟକ : ଶନିବାର ଅଦାଲତ ବନ୍ଦ ରହିବ। କାର୍ଯ୍ୟ ଦିବସ ଥିବା ସମସ୍ତ ଶନିବାର ଦିନ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ। ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରି ୨୯ ତାରିଖରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ବିଜ୍ଞପ୍ତି ଆଧାରରେ ହାଇକୋର୍ଟ…

ଅଚେତ ଯୁବକଙ୍କୁ ଉଦ୍ଧାର କରିବା ସହ ୯ଲକ୍ଷ ଟଙ୍କା ଫେରାଇଲେ କଟକ କିଶନ ନଗର ୭ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଦସ୍ୟ

ସାଲେପୁର (କେନ୍ଯୁଜ) :   ଜିଲ୍ଲା ପରିଷଦ ସଦସ୍ୟଙ୍କ ମହାନତା ଦେଖାଇଲେ। ଅଚେତ ଯୁବକଙ୍କୁ ଉଦ୍ଧାର କରିବା ସହ ୯ଲକ୍ଷ ଟଙ୍କା ଫେରାଇଲେ। କଟକ ଜିଲ୍ଲା ସୋମପୁର ପାରାଦୀପ ମୁଖ୍ୟ ରାସ୍ତା ପାର୍ଶ୍ୱରୁ ଜଣେ ଯୁବକ ଅଚେତ ଅବସ୍ଥାରେ ପଡି ରହିଥିଲେ। ସେହି ସମୟରେ କିଶନନଗର ୭ ନମ୍ବର ଜୋନ୍‌ ଜିଲ୍ଲା…

କଟକ: ଅଟୋ ସହ ମୁହାଁମୁହିଁ ଧକ୍କା ହେଲା ବସ୍, ଚାଲିଗଲା ଅଟୋ ଚାଳକଙ୍କ ଜୀବନ

କଟକ(କେନ୍ୟୁଜ୍):  ଅଟୋ ସହ ମୁହାଁମୁହିଁ ଧକ୍କା ହେଲା ବସ୍‌। ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ଅଟୋ ଚାଳକଙ୍କ ଜୀବନ। ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଅଟୋଟି ଜଗତସିଂହପୁରରୁ କଟକ ଆସୁଥିବାବେଳେ ବସ୍ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।…

କଟକ: ପୁଣି ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ମହିଳା, ଓଡ୍ରାଫ୍ ଟିମ୍ କଲା ଉଦ୍ଧାର

କଟକ(କେନ୍ୟୁଜ୍): ପୁଣି ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ। ଜୋବ୍ରା ଆନିକଟ ନିକଟରେ ଜଣେ ମହିଳା ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଠିକଣା ସମୟରେ ସ୍ଥାନୀୟ ଲୋକେ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ମହିଳା ଜଣକୁ ଉଦ୍ଧାର କରିଛି । ତେବେ ମହିଳା ଜଣକ କାହିଁକି ଡେଇଁଲେ…

କଟକ:ଖାନନଗରରେ ବସ ଟର୍ମିନାଲ ସ୍ଥାନାନ୍ତର ନେଇ ହୋଇଥିବା ଜନସ୍ୱାର୍ଥ ମାମଲା ଖାରଜ,ଟର୍ମିନାଲକୁ ଅନୁମତି ଦେଲେ ହାଇକୋର୍ଟ

କଟକ(କେନ୍ୟୁଜ୍):  କଟକରେ ନେତାଜୀ ବସ ଟର୍ମିନାଲକୁ ଅନୁମତି ଦେଲେ ହାଇକୋର୍ଟ। ଖାନନଗରରେ ବସ ଟର୍ମିନାଲ ସ୍ଥାନାନ୍ତର ନେଇ ହୋଇଥିବା ଜନସ୍ୱାର୍ଥ ମାମଲା ଖାରଜ ହୋଇଛି। ହାଇକୋର୍ଟ କହିଛନ୍ତି ବସ ଟର୍ମିନାଲ ନିର୍ମାଣ ରାଜ୍ୟ ସରକାରଙ୍କର ନୀତିଗତ ନିଷ୍ପତ୍ତି। ତେଣୁ ଏହା ଉପରେ ହସ୍ତକ୍ଷେପ କରିବାକୁ…

ପଞ୍ଜୀକୃତ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀ କୋଭିଡ ଟିକା ନ ନେଲେ ସେମାନଙ୍କ ଦରମା ବନ୍ଦ ହେବ

କଟକ(କେନ୍ୟୁଜ୍):  କୋଭିଡ ଟିକା ନ ନେଲେ ହେବ ଦରମା ବନ୍ଦ । ପଞ୍ଜୀକୃତ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀ କୋଭିଡ ଟିକା ନ ନେଲେ ସେମାନଙ୍କ ଦରମା ବନ୍ଦ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ । ଏନେଇ ଏସସିବି, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଶିଶୁ ଭବନ କର୍ତ୍ତୃପକ୍ଷଙ୍କ…

କଟକ ତୁଳସୀପୁରର ଏକ ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

କଟକ: କଟକ ତୁଳସୀପୁରର ଏକ ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡ ଫଳରେ ହସ୍ପିଟାଲର ଉପର ମହଲାରୁ ପ୍ରବଳ ଧୂଆଁ ବହାରୁଥିବାର ଦେଖିବାକୁ  ମିଳିଛି। ତେବେ ଏଯାଏ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। କ୍ଷୟକ୍ଷତିର ମଧ୍ଯ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ନିଆଁ ଲିଭାଇବାକୁ…

କଟକ ଜଗତପୁରରେ ବାଲ୍ୟ ବିବାହକୁ ରୋକିଲେ ଚାଇଲଡ୍‌ ଲାଇନ୍‌ ଓ ପୋଲିସ୍‌

କଟକ (କେ ନ୍ୟୁଜ୍‌) : ପୁଣି ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ । ଏଥର କିନ୍ତୁ ଘଟଣା ଘଟିଛି ଖୋଦ୍‌ କଟକ ସହରରେ । କଟକ ଜଗତପୁର ଅନ୍ତର୍ଗତ ଶିକାରୀପୁର କେନାଲ ରୋଡ଼ ପାଖରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ତୋଳା କନିଆଁ ବାଲ୍ୟ ବିବାହର ଆୟୋଜନ କରାଯାଇଥିଲା । ତୋଳାକନ୍ୟା ଅର୍ଥାତ୍‌ ଝିଅକୁ ପୁଅ ଘରେ…