ଅପରାହ୍ନ ୪ଟାରେ ଲ୍ୟାଣ୍ଡଫଲ କରିବ ଅମ୍ଫନ, ଜାଣନ୍ତୁ ଏ ସମ୍ପର୍କିତ ଅପଡେଟ
ଭୁବନେଶ୍ୱର(କେନ୍ୟୁଜ ବ୍ୟୁରୋ): ଅପରାହ୍ନ ୪ଟାରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଭାରତୀୟ ପାଣିପାଗ କେନ୍ଦ୍ରର କହିବା ଅନୁଯାୟୀ ସାଗର ଦ୍ୱୀପରୁ ହାତିଆ ଦ୍ୱୀପରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି । ୪ ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ। ପାରାଦ୍ୱୀପରେ ୧୧୦ ରୁ ୧୨୦ କିଲୋମିଟର ଓ…