Browsing Tag

cyclone amphan

ବାତ୍ୟା ‘ଅମ୍ଫନ’ ପାଇଁ ଓଡ଼ିଶାକୁ କେନ୍ଦ୍ରର ଅତିରିକ୍ତ ୧୨୮ କୋଟି ଟଙ୍କା ସହାୟତା ରାଶି ଘୋଷଣା

ଭୁବନେଶ୍ବର: ବାତ୍ୟା ‘ଅମ୍ଫନ’ ପାଇଁ ଓଡ଼ିଶାକୁ କେନ୍ଦ୍ରର ସହାୟତା । ଓଡ଼ିଶା ସମେତ ୬ ରାଜ୍ୟକୁ କେନ୍ଦ୍ରର ସହାୟତା ଦେଇଛନ୍ତି କେନ୍ଦ୍ର ସରକାର । ଓଡ଼ିଶାକୁ ଅତିରିକ୍ତ ୧୨୮ କୋଟି ଟଙ୍କା ସହାୟତା ମିଳିଛି । ଅମିତ ଶାହଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଏହି ଘୋଷଣା ହୋଇଛି । ପଶ୍ଚିମବଙ୍ଗକୁ ୨…

“ଅମ୍ଫନ”ର ସଫଳ ମୁକାବିଲା ନେଇ ମନ୍‌ କି ବାତ୍‌ରେ ଓଡ଼ିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ଆଜିର ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି । ଗତ ୨୦ ତାରିଖରେ ଓଡିଶା ଓ ପଶ୍ଚିମ ବଙ୍ଗରେ ବିପର୍ଯ୍ୟସ୍ତ ସୃଷ୍ଟି କରିଥିବା ବାତ୍ୟା "ଅମ୍ଫନ" ର ସଫଳ ମୁକାବିଲା ନେଇ ମୋଦି ଓଡ଼ିଶାକୁ ପ୍ରଶଂସା କରିଛନ୍ତି । ବାତ୍ୟା ସମୟରେ ରାଜ୍ୟବାସୀ ଓ…

ବାତ୍ଯା ଆମ୍ପାନକୁ ବିତିଗଲା ୬ ଦିନ, ଆଜିଯାଏ ବି ସୁଧୁରିନି ପରିସ୍ଥିତି

ପୁରୀ(କେନ୍ଯୁଜ୍): ବାତ୍ଯା ଆମ୍ଫାନ ଚାଲିଯିବାକୁ ୬ଦିନ ବିତିଗଲାଣି କିନ୍ତୁ ସେଥିରେ ପ୍ରଭାବିତ ଲୋକେ ଆଜି ବି ଘର ଛାଡି ବାହାରେ ମୁଣ୍ଡ ଗୁଂଜୁଛନ୍ତି। ଏମିତି ଏକ ଘଟଣା ଘଟିଛି ପୁରୀ ଜିଲ୍ଳା ଅସ୍ତରଙ୍ଗ ବ୍ଲକ ଆଙ୍କୁଅ ଗ୍ରାମରେ। ବାତ୍ଯା ରାତିରେ ଗ୍ରାମର ସୁଦାମ କାଣ୍ଡିଙ୍କ ଘର ଉପରେ ଏକ…

ଟଳିଗଲା ବଡ ବିପଦ ବର୍ତ୍ତିଗଲା ଓଡିଶା: ବାଲେଶ୍ବରରେ ଜିଲ୍ଲାରେ କିଛିଟା କ୍ଷତ ଚିହ୍ନ ଛାଡିଗଲା ଅମ୍ଫନ

ବାଲେଶ୍ବର: ଟଳିଗଲା ବଡ ବିପଦ ବର୍ତ୍ତିଗଲା ଓଡିଶା । ଅମ୍ଫନର କରାଳ ରୂପକୁ ନେଇ ସମସ୍ତେ ଆତଙ୍କିତ ଥିବାବେଳେ ଏହା ଯେତେ ମାତ୍ରରେ କ୍ଷତି କରିବ ବୋଲି ଅନୁମାନ କରାଯାଉଥିଲା ଓଡିଶାରେ ସେତେ ମାତ୍ରାରେ କିଛି ଘଟାଇ ପାରିଲା ନାହିଁ । ପବନର ବେଗରେ ବାଲେଶ୍ବରର ଉପକୂଳବର୍ତ୍ତି ଅଞ୍ଚଳରେ ବଡ ବଡ ଗଛ…

ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ରଚିଛି ବାତ୍ୟା ଅମ୍ଫନ, ନିମାପଡ଼ା ବିଦ୍ୟୁତ ଡିଭିଜନରେ ୧୧କେଭି ଏଲଟି ଲାଇନ…

ପୁରୀ : ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ରଚିଛି ବାତ୍ୟା ଅମ୍ଫନ। ଗୋପ, କୋଣାର୍କ, କାକଟପୁର ଓ ଅସ୍ତରଙ୍ଗ ବ୍ଲକ ବିଶେଷ ପ୍ରଭାବିତ ହୋଇଛି। ଜିଲ୍ଲାର ୧୨ଶହ ଜଣଙ୍କୁ ୩୬୬ଟି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ୨୭ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଜିଲ୍ଲାର…

ଆସୁଛି ‘ଅମ୍ଫନ୍’ ବଢୁଛି ପବନର ବେଗ, ଆଜି ଦିନ ୧୨ରୁ ୨ଟା ଭିତରେ ଓଡିଶା ଅତିକ୍ରମ କରିବ ବାତ୍ୟା ଅମ୍ଫନ୍

ଭୁବନେଶ୍ୱର (କେନ୍ୟୁଜ) : ଆଜି ଅପରାହ୍ନରୁ ସନ୍ଧ୍ୟା ଭିତରେ ବାତ୍ୟା ଅମ୍ଫନ୍ ଲ୍ୟାଣ୍ଡଫଲ କରିବ। ଅମ୍ଫନ୍ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୬୦ ରୁ ୧୮୫ କିଲୋମିଟର ରହିବ। କିନ୍ତୁ ବର୍ତ୍ତମାନ ଠାରୁ ହିଁ ପାରାଦୀପରେ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ପବନ ବୋହିବା ସହ ବର୍ଷା…

ଘଣ୍ଟା ପ୍ରତି ୧୫କିମି ବେଗରେ ମାଡି ଆସୁଛି ବାତ୍ୟା ଅମ୍ଫନ୍, ଆଜି ରାତିରୁ ଆସନ୍ତାକାଲି ସନ୍ଧ୍ୟା ଯାଏ ସତର୍କ ରହିବାକୁ…

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ ପ୍ରଭାବ ଦେଖାଇଲାଣି ମହାବାତ୍ଯା ଅମ୍ଫନ୍‌। ଏହାକୁ ନେଇ ଗଜପତିରେ ରହିଛି ଭୂସ୍ଖଳନର ଆଶଙ୍କା । ଗଜପତିରେ ଏଯାଏ ପାଖାପାଖି ୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଲାଣି। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ଏହାସହ ଉତ୍ତର ଓଡ଼ିଶାରେ…

ବାତ୍ୟା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

କେନ୍ଯୁଜ୍: ପ୍ରଳୟଙ୍କରୀ ରୂପ ଧାରଣ କରି ସମୁଦ୍ରରେ ଆଗକୁ ବଢୁଛି ଅମ୍ଫାନ । ବର୍ତ୍ତମାନ ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ରହିଛି ଅମ୍ଫାନ । ତେବେ ଦୀଘାଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗକୁ ୭୨୦ କିଲୋମିଟର ଏବଂ ବାଂଲାଦେଶ କ୍ଷେପୁପଡ଼ା ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗକୁ ୮୪୦ କିଲୋମିଟର…

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି, ଅମ୍ଫାନର ପ୍ରଭାବ ଅଧିକ…

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ସମ୍ଭାବ୍ୟ ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ୫ଟି ବ୍ଲକରେ ବାତ୍ୟା ମୁକାବିଲା ପ୍ରସ୍ତୁତିକୁ କଡାକଡି କରାଯାଇଛି । ଜିଲ୍ଲାରେ ୮୮୫ଟି ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରଯାଇ ଆବଶ୍ୟକ…

ବାତ୍ୟା “ଅମ୍ପାନ୍”‌ ମୁକିବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର, ୧୨ଟି ଜିଲ୍ଲାକୁ ଆଲର୍ଟ ଜାରି: ଏସଆରସି

ଭୁବନେଶ୍ୱର: ବାତ୍ୟା ଅମ୍ପାନ୍‌ ମୁକିବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ଆଲର୍ଟ ରହିଛି ୧୨ଟି ଜିଲ୍ଲା । ଜଗତସିଂହପୁର,କେନ୍ଦାପଡ଼ା, ବାଲେଶ୍ୱର, ଭଦ୍ରକରେ ପବନ ବଢ଼ିବ । ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି…

ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା ଆମ୍ଫାନ: ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର: ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା ଆମ୍ଫାନା । ପଶ୍ଚିମବଙ୍ଗ- ବାଂଲାଦେଶ ଉପକୂଳ ସାଗର ଦୀପପୁଞ୍ଜ ଓ ହାତିଆ ଦୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିପାରେ । ୨୦ ତାରିଖ ଅପରାହ୍‌ଣରୁ ସଂଧ୍ୟା ମଧ୍ୟରେ ଲ୍ୟାଣ୍ଡଫଲ ପରେ ଏହା ଭେରି ସିଭିଅର ସାଇକ୍ଲୋନିକ୍‌…

ମାଡ଼ି ଆସୁଛି ବାତ୍ୟା ‘ଆମ୍ଫାନ’, ଆଗାମୀ ୧୨ ଘଣ୍ଟାରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେବ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ଅମ୍ଫାନ’। ବର୍ତ୍ତମାନ ପାରାଦୀପର ଦକ୍ଷିଣରେ ୧୦୦୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ସେହିପରି ଦୀଘା ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୧୧୬୦ କିମି ଦୂରରେ ରହିଛି ଅମ୍ପାନ୍‌। ୬ ଘଣ୍ଟା ପୂର୍ବରୁ ଘଣ୍ଟାକୁ ୬ କିଲୋମିଟର ବେଗରେ ଗତି କରୁଛି। ଆଗାମୀ ୧୨…