Browsing Tag

cyclonic storm

ବଳ ଗୋଟାଇ ମାଡ଼ି ଆସୁଛି ବାତ୍ୟା, ଘଣ୍ଟାପ୍ରତି ୨୧ କିଲୋମିଟର ବେଗରେ ଗତି କରୁଛି ‘ଅସାନି’: ପୁରୀ ଠାରୁ ୭୪୦ କିମି ଦୂରରେ…

ଭୁବନେଶ୍ବର(କେନ୍ୟୁଜ୍): ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଭୀଷଣ ବାତ୍ୟା ରୂପ ନେଇଛି ‘ଅସାନି’। ବର୍ତ୍ତମାନ ଏହା ୨୧ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଏବେ ପୁରୀଠାରୁ ଉତ୍ତର ଉତ୍ତର-ପୂର୍ବ ଦିଗରେ ୭୪୦ କିଲୋମିଟର ଦୂରରେ ରହିଛି। ଏହା ଭୀଷଣ ବାତ୍ୟା ରୂପ ନେଇ ସମୁଦ୍ର ମଧ୍ୟରେ…

ଅବପାତର ରୂପ ନେଲା ବାତ୍ୟା ଜଓ୍ଵାଦ, ୨୪ ଘଣ୍ଟା ଭିତରେ ବାତ୍ୟାର ରୂପ ନେବ

ଭୁବନେଶ୍ୱର(କେନ୍ୟୁଜ୍‌) : ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ଜୱାଦ୍ । ଆଜି ସଂଧ୍ୟା ୫ ଟା ୩୦ରେ ଲଘୁଚାପ ଅବପାତର ରୂପ ନେଇ ସାରିଛି । ଏହା ବିଶାଖପାଟଣାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରୁ ୯୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ସେହିପରି ଗୋପାଳପୁରର ଦକ୍ଷିଣ-ଦକ୍ଷିଣ…

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୨୨ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଜି ସକାଳ ୮ଟା ୩୦ ସମୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଆନ୍ଧ୍ରପ୍ରଦେଶ ମୁହାଁ ହେବା ନେଇ ଆଶଙ୍କା କରାଯାଉଛି । ଆଗାମୀ ୪୮ ଘଣ୍ଟାରେ ଉତ୍ତର ପଶ୍ଚିମ…

ଆଜି ବାତ୍ୟାର ରୂପ ନେବ ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ, ମହାରାଷ୍ଟ୍ର ଓ ଗୁଜରାଟ ଆଡକୁ ମୁହାଁଇବ

ନୂଆଦିଲ୍ଲୀ: ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ବାତ୍ୟାର ରୂପ ନେବ। ଏହି ସମ୍ଭାବ୍ୟ ବାତ୍ୟା ମହାରାଷ୍ଟ୍ର ଓ ଗୁଜରାଟ ମୁହାଁ ହେବ । ଏହି ଲଘୁଚାପ ଆରବ ସାଗରର ଦକ୍ଷିଣପୂର୍ବ ଓ ପୂର୍ବ କେନ୍ଦ୍ରୀୟ ଅଞ୍ଚଳ ଓ ଲକ୍ଷାଦ୍ୱୀପ ଉପରେ ଏହା ଡିପ୍ରେସନ୍‌ରେ ପରିଣତ ହୋଇଛି। ଆସନ୍ତାକାଲି ସକାଳ…

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି, ଅମ୍ଫାନର ପ୍ରଭାବ ଅଧିକ…

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ସମ୍ଭାବ୍ୟ ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ୫ଟି ବ୍ଲକରେ ବାତ୍ୟା ମୁକାବିଲା ପ୍ରସ୍ତୁତିକୁ କଡାକଡି କରାଯାଇଛି । ଜିଲ୍ଲାରେ ୮୮୫ଟି ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରଯାଇ ଆବଶ୍ୟକ…

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ ବାତ୍ୟା ଅମ୍ଫାନ, ଲ୍ୟାଣ୍ଡଫଲ ବେଳେ ପବନର ବେଗ…

ଭୁବନେଶ୍ବର: ୧୨ ଘଣ୍ଟା ପାଇଁ ସୁପର ସାଇକ୍ଲୋନ୍‌ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ ବାତ୍ୟା ଅମ୍ଫାନ । ସନ୍ଧ୍ୟା ୫.୩୦ ମଧ୍ୟରେ ସୁପର ସାଇକ୍ଲୋନ୍‌ରେ ପରିଣତ ସମ୍ଭାବନା ରହିଛି । ସମୁଦ୍ର ମଧ୍ୟରେ ସୁପର ସାଇକ୍ଲୋନ୍‌ ରହୁଥିବାରୁ ସ୍ଥଳ ଭାଗ ବିଶେଷ ପ୍ରଭାବିତ…

ଓଡ଼ିଶା ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିପାରେ ସାମୁଦ୍ରିକ ଝଡ : ବରିଷ୍ଠ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍‌ସ

ସମ୍ଭାବ୍ୟ ବାତ୍ୟାକୁ ନେଇ INCOIS ବା ଭାରତୀୟ ଜାତୀୟ ମହାସାଗରୀୟ ସୂଚନା ସଂସ୍ଥା ଓ IMDର ମିଳିତ ଭାବେ ଏକ ବୁଲେଟିନ୍‌ ପ୍ରସ୍ତୁତ କରିଛନ୍ତି । ଆସନ୍ତା ୧୮ ତାରିଖରେ ଉପକୂଳ ଓଡ଼ିଶାରେ ଖୁବ ଜୋରରେ ବର୍ଷା ହେବାର ସମ୍ଭାବନା ରହିଛି ।ଆସନ୍ତା ୧୮ରେ ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟାକୁ ୬୦…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା, ୧୬ ସୁଦ୍ଧା ସାମୁଦ୍ରିକ ଝଡର ରୂପ ନେଇପାରେ ଲଘୁଚାପ

କେନ୍ୟୁଜ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସାଇକ୍ଲୋନିକ୍‌ ଷ୍ଟର୍ମ ଧିରେ ଧିରେ ଘନିଭୂତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ଜଟିଳ ସ୍ଥିତିରେ ରହିଛି। ଏହା ଚଳିତ ବର୍ଷର ପ୍ରଥମ ସାଇକ୍ଲୋନିକ୍‌ ଷ୍ଟର୍ମ ଆମ୍ଫନର ରୂପ ନେବାରେ ଲାଗିଛି । ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପ…

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସାମୁଦ୍ରିକ ଝଡ଼! ମେ ୧୬ରେ ନେଇପାରେ ସାଇକ୍ଲୋନିକ୍‌ ଷ୍ଟର୍ମର ଆକାର

ଭୁବନେଶ୍ବର: ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ମେ ୧୬ ତାରିଖରେ ଝଡ଼ ସୃଷ୍ଟିର ଅନୁମାନ କରାଯାଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ଓ ଦକ୍ଷିଣ ଆଣ୍ଡାମାନ ସାଗର ନିକଟରେ ଲଘୁଚାପ କ୍ଷେତ୍ର ରହିଛି। ଏହା ଘନୀଭୂତ ହୋଇ ମେ ୧୫ ତାରିଖରେ ଦକ୍ଷିଣ…

ଓଡ଼ିଶାକୁ ନାହିଁ ବାତ୍ୟା ଭୟ: IMD ଡିଜି ମୃତ୍ୟୁଞ୍ଜୟ ମାହାପାତ୍ରଙ୍କ ସୂଚନା

ଭୁବନେଶ୍ବର: ଓଡ଼ିଶାକୁ ନାହିଁ ବାତ୍ୟା ଭୟ । ଆଗାମୀ ୭ଦିନ ପର୍ଯ୍ୟନ୍ତ ବାତ୍ୟା ଆଶଙ୍କା ନଥିବା କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମାହାପାତ୍ର । ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଗତିପଥ ବଦଳାଇନାହିଁ । ଏହା ସ୍ଥିର ରହିଛି । ତେବେ କେଉଁ ଆଡ଼କୁ ମୁହାଁଇବ ସମ୍ଭାବ୍ୟ ସାମୁଦ୍ରିକ…

ମାଡ଼ିଆସୁଛି ବାତ୍ୟା ‘ଆମ୍ଫାନ’, ମେ’ ପ୍ରଥମ ସପ୍ତାହରେ କରିବ ଲ୍ୟାଣ୍ଡଫଲ

ମେ ପ୍ରଥମ ସପ୍ତାହରେ ଆସୁଛି ଏକ ବାତ୍ୟା। ଏହି ବାତ୍ୟାର ନାଁ ଆମ୍ଫାନ ରହିବ ବୋଲି କୁହାଯାଉଛି। ଭୂମଧ୍ୟରେଖୀୟ ଭାରତ ମହାସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗର ନିକଟରେ ସୃଷ୍ଟ ଘୂର୍ଣ୍ଣିବଳୟ କ୍ରମଶଃ ଶକ୍ତିଶାଳୀ ହୋଇ ମେ ୩ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ। ପରେ ଏହା ମିଆଁମାର…

ଆନ୍ଧ୍ର ମୁହାଁ ବାତ୍ୟା, ଆସନ୍ତା ୨୪ଘଣ୍ଟାରେ ନେବ ସାଇକ୍ଲୋନିକ ଷ୍ଟ୍ରମର ରୂପ

ଭୁବନେଶ୍ବର(କେନ୍ୟୁଜ୍) : ଆନ୍ଧ୍ର ମୁହାଁ ବାତ୍ୟା। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ସାଇକ୍ଲୋନିକ ଷ୍ଟ୍ରମର ରୂପ ନେବ। ୧୫ ତାରିଖରେ ସିଭିୟର ସାଇକ୍ଲୋନିକ ଷ୍ଟ୍ରମର ରୂପ ନେଇପାରେ । ଏବେ ଏହା ଚେନ୍ନାଇ ଠାରୁ ୧୦୪୦ କିଲୋମିଟର ଦୂରରେ ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି…