Browsing Tag

dabangg 3

ଅକ୍ଷୟ, ଶାହିଦ୍‌ ଏବଂ ରଣବୀରଙ୍କୁ ପଛରେ ପକାଇ ଭାଇଜାନଙ୍କ ‘ଦବଙ୍ଗ ୩’ କଲା ଏହି ନୂଆ ରେକର୍ଡ

ବଲିଉଡର ସୁପରଷ୍ଟାର ସଲମାନ ଖାନ୍‌ ଙ୍କ ଫିଲ୍ମ ‘ଦବଙ୍ଗ ୩’ ରିଲିଜ୍‌ ହେବାର ପ୍ରଥମ ଦିନରେ ହିଁ ଭାଇଜାନ ଟିକେଟ କାଉଣ୍ଟରରେ ନିଜର କମାଲ ଦେଖାଇଛନ୍ତି। ଲୋକପ୍ରିୟ ‘ଦବଙ୍ଗ’ ର ତୃତୀୟ ଫିଲ୍ମ ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ୨୩ କୋଟି ଟଙ୍କା କଲେକ୍ସନ କରିଛି। ରିପୋର୍ଟ ଅନୁଯାୟୀ ସଲମାନଙ୍କ ଏହି…

ଫ୍ରାଇଡେ ରିିଲିଜ୍‌ରେ ହଲ୍‌କୁ ଆସିଲା ବହୁ ପ୍ରତୀକ୍ଷିତ ଫିଲ୍ମ ଦବଙ୍ଗ-୩, ପୁଣି ଥରେ ଚୁଲବୁଲ ପାଣ୍ଡେ ଚରିତ୍ରରେ…

ମୁମ୍ବାଇ : ଆଜି ଫ୍ରାଇଡେ ରିିଲିଜ୍‌ରେ ହଲ୍‌କୁ ଆସିଲା ବହୁ ପ୍ରତୀକ୍ଷିତ ଫିଲ୍ମ ଦବଙ୍ଗ-୩ । ଦବଙ୍ଗ-୩ ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସଲମାନ । ଏଥର ପୁଣି ଥରେ ଚୁଲବୁଲ ପାଣ୍ଡେ ଚରିତ୍ରରେ ଆସୁଛନ୍ତି। ସଲମାନଙ୍କ ଅପୋଜିଟରେ ଅଭିନୟ କରିଛନ୍ତି ସୋନାକ୍ଷୀ ସିହ୍ନା ଓ ସାଇ ମଞ୍ଜେରକର ।…

ରିଲିଜ୍ ପୂର୍ବରୁ ୩୫ କୋଟିର ପ୍ରଫିଟ୍ କଲା ଦବଙ୍ଗ ୩

ବଲିଉଡର ଷ୍ଟାର ସଲମାନ ଖାନ୍ ପ୍ରଥମ ତିନି ଦିନରେ କେବଳ ନିଜ ନାଁ ରେ ହିଁ ଭିଡ ଜମାଇବା ସହ ଫ୍ଯାନ୍ସମାନେ ବିନା ଫିଲ୍ମର ରିପୋର୍ଟ ନଜାଣି ଟିକେଟ କିଣି ହଲ୍ ରେ ଭିଡ ଜମାଇଛନ୍ତି। ସଲମାନଙ୍କ ଅଭିନୀତ ଫିଲ୍ମ ବିଭିନ୍ନ ରାଇଟସ ମହଙ୍ଗା ଦାମରେ ବିକ୍ରି କରିଥାନ୍ତି ଏବଂ ରିଲିଜ୍ ପୂର୍ବରୁ ତାଙ୍କ…

ଦବଙ୍ଗ ୩ର ‘ମୁନ୍ନା ବଦନାମ ହୁଆ’ ଗୀତ ରିଲିଜ୍‌, ନୂଆ ମୁନ୍ନି ସହ ଧୁମ୍‌ ନାଚିଲେ ଚୁଲ୍‌ବୁଲ୍‌ ପାଣ୍ଡେ; ଦେଖନ୍ତୁ ଭିଡିଓ

ବଲିଉଡ୍‌ର ହିଟ୍‌ ଫିଲ୍ମ ଦବଙ୍ଗର ସିକ୍ୱେଲ ଦବଙ୍ଗ ୩ ଦର୍ଶକଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ହୋଇଗଲାଣି। ରିଲିଜ୍‌ ହେବା ପୂର୍ବରୁ ଫିଲ୍ମ ଗୀତ ଦର୍ଶକଙ୍କୁ ନିଜ ଆଡ଼କୁ ଟାଣିଲାଣି। କିଛି ଦିନ ତଳେ ଫିଲ୍ମର ଅଡିଓ ରିଲିଜ୍‌ ହୋଇଥିବା ବେଳେ ଏବେ ଫିଲ୍ମର ଗୀତ ‘ମୁନ୍ନା ବଦନାମ’ ରିଲିଜ୍‌ ହୋଇଛି। ଏହି…

‘‘ଦବଙ୍ଗ ୩”ର ‘ୟୁ କରକେ ଗୀତ’ର ଭିଡିଓ ଭାଇରାଲ, ଦେଖନ୍ତୁ ଚୁଲବୁଲ ପାଣ୍ଡେଙ୍କ କମେଡି ଅନ୍ଦାଜ

ସଲମାନ ଖାଁଙ୍କ ଫିଲ୍ମ ଦବଙ୍ଗ ୩ର ଗୀତ ୟୁ କରକେର ଭିଡିଓ ରିଲିଜ ହୋଇଛି। ଗୀତରେ ସଲମାନ ଖାଁ ଓ ସୋନାକ୍ଷୀ ସିହ୍ନାଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଖାସ କଥା ହେଉଛି ସଲମାନ ନିଜେ ଏହି ଗୀତକୁ ଗାଇଛନ୍ତି ମଧ୍ୟ। ଗୀତର ଧୂନ ସହ ସଲମାନ ଓ ସୋନାକ୍ଷୀଙ୍କ ଠୁମକା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି।…

ଦେଖନ୍ତୁ ସଲମାନ୍ ଖାନଙ୍କ ‘ଦବଙ୍ଗ-୩’ ଫିଲ୍ମ ଗୀତର ମେକିଙ୍ଗ ଭିଡିଓ, ଆପଣ ବି କହିବେ ହୁଡ୍ ହୁଡ୍…

ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ଫ୍ୟାନ୍ସ ଖୁବ୍ ଉତ୍ସାହର ସହିତ ତାଙ୍କର ଆଗାମୀ ଫିଲ୍ମ ଦବଙ୍ଗ-୩କୁ ଅପେକ୍ଷା କରି ରହିଛନ୍ତି । ଫିଲ୍ମକୁ ନେଇ ଲୋକଙ୍କ ଭିତରେ କ୍ରେଜ୍ ପ୍ରତିଦିନ ବଢିବାରେ ଲାଗିଛି । ଏମିତିରେ ସଲମାନ୍ ଖାନ୍ ମଧ୍ୟ ନିଜର ଫ୍ୟାନ୍ସର ଉତ୍ସାହକୁ ବଢାଇବାରେ କୌଣସି…

ଦବଙ୍ଗ-୩ ସୁଟିଂ ସେଟ୍‌ରେ ବ୍ୟାନ ହେଲା ସେଲଫୋନ୍, ଏହି କାରଣ ପାଇଁ ଏପରି ନିଷ୍ପତ୍ତି ନେଲେ ସଲମାନ

ସୁପରଷ୍ଟାର ସଲମାନ ଖାନ୍ ବର୍ତ୍ତମାନ ଫିଲ୍ମ ଦବଙ୍ଗ-୩ର ସୁଟିଂକୁ ନେଇ ଖୁବ୍ ବ୍ୟସ୍ତ ରହୁଛନ୍ତି। ସୁପରଷ୍ଟାର ସଲମାନ ଏହି ଫିଲ୍ମକୁ ନେଇ ଏକ ସ୍ପେଶାଲ ଅର୍ଡର ଜାରି କରିଛନ୍ତି। ଅର୍ଡର ଅନୁଯାୟୀ ଏହି ଫିଲ୍ମ ସୁଟିଂ ସେଟ୍ ରେ ସେଲଫୋନ୍  ବ୍ୟବହାର ଉପରେ ରୋକ୍ ଲଗାଯାଇଛି। ଟିଓଆଇ ରିପୋର୍ଟ…

ପୁଣି ମାନବିକତା ଦେଖାଇଲେ ବଲିଉଡ୍ ସୁଲତାନ୍ ସଲମାନ୍ ଖାନ୍, ଏହି ସହକଳାକାରଙ୍କୁ ବଢାଇଲେ ସାହାଯ୍ୟର ହାତ

ଅଭିନେତା ସଲମାନ୍ ଖାନ୍ ଯିଏ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ଦବଙ୍ଗ-୩ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସଲମାନ୍ କେବଳ ନିଜର ଆକଟିଂ ନୁହେଁ ବରଂ ନିଜର ପରପୋକାରୀ ଗୁଣ ପାଇଁ ସମସ୍ତଙ୍କ ନିକଟରେ ପରିଚୟ ଲାଭ କରିଛନ୍ତି । ଏକ ରିପୋର୍ଟ ଅନୁସାରେ ସଲମାନ ତାଙ୍କ ସହିତ କାମ କରୁଥିବା ଜଣେ…

‘ଦବଙ୍ଗ-୩’ରୁ ମୌନୀ ରୟ ଆଉଟ୍‌, ବରୀନା ହୁସେନ୍‌ ଇନ୍

ମୁମ୍ବାଇ: ‘ଦବଙ୍ଗ-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି ବଲିଉଡର ସୁପରଷ୍ଟାର ସଲମାନ୍‌ ଖାନ୍‌। କିଛି ଦିନ ତଳେ ଏହି ଫିଲ୍ମର ଏକ ଆଇଟମ୍‌ ନମ୍ବର ସୁଟ୍‌ ହୋଇଥିଲା। ଏହି ଆଇଟମ୍‌ ନମ୍ବରଟି ହେଉଛି ‘ମୁନ୍ନୀ ବଦନାମ୍‌ ହୁଆ’। ଏହାର ଗାୟକ ହେଲେ କମାଲ୍‌ ଖାନ୍‌ ଓ ସଙ୍ଗୀତକାର ହେଲେ ସାଜିଦ୍‌ ଓ୍ଵାଜିଦ୍।…

ଲିକ୍ ହେଲା ଦବଙ୍ଗ ୩ ର ଡ୍ୟାନ୍ସ ସଙ୍ଗ୍, ୟୁଜର୍ସ କହିଲେ ବୁଢା ହୋଇଗଲେଣି ସଲମାନ୍

ଫିଲ୍ମ ଦବଙ୍ଗ ୩ ର ସୁଟିଂ ରେ ବ୍ୟସ୍ତ ଭାଇଜାନ୍ । ଫିଲ୍ମର ଟାଇଟେଲ୍ ଟ୍ରାକ୍ ମଧ୍ୟପ୍ରଦେଶର ମହେଶ୍ବରରେ ସୁଟିଂ ଚାଲିଛି । ଯାହାର କିଛି ସିନ୍ ଏବେ ଅନଲାଇନ୍ ଲିକ୍ ହୋଇଛି । ଏହି ଭିଡିଓରେ ଭାଇଜାନ୍ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଏହି କ୍ଲିପଟି ନର୍ମଦା ଘାଟରେ ସୁଟିଂ ସମୟର । ହେଲେ…