Browsing Tag

dacoit

ଅପହରଣ ମାମଲା: ପୂର୍ବତନ ଡକାୟତ ସୀମା ପରିହାରଙ୍କୁ ୪ ବର୍ଷ ଜେଲ୍‌, ୩ ସହଯୋଗୀଙ୍କୁ ବି ମିଳିଲା ଦଣ୍ଡ

ଅପହରଣ ଓ ଅର୍ଥ ଦାବି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପୂର୍ବତନ ଡକାୟତ ସୀମା ପରିହାର ଏବଂ ତାଙ୍କର ତିନି ସହଯୋଗୀଙ୍କୁ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଉତ୍ତର ପ୍ରଦେଶର ଔରାୟା କୋର୍ଟ ପ୍ରତ୍ୟେକଙ୍କୁ ୫୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରିଛନ୍ତି । ଦଣ୍ଡ ଘୋଷଣା ପରେ…

ଡକାୟତି କରି ଫେରାର ହେଉଥିବା ବେଳେ ଜଣେ ଅଟକ, ଦୁଇ ଫେରାର

ରାଇକିଆ(କେନ୍ୟୁଜ୍):  ଡକାୟତି କରି ଫେରାର ହେଉଥିବା ବେଳେ ଜଣେ ଅଟକ, ଦୁଇ ଫେରାର । ଘଟଣା ଘଟିଛି ରାଇକିଆ ଥାନା କରଡ଼ା ଘାଟିରେ । ଶରତ ଚନ୍ଦ୍ର ନାମକ ଜଣେ ବ୍ଯକ୍ତି କାମ ସାରି ନିଜ ଗାଁ ବଡବାରବା ଫେରୁଥି ବା ବେଳେ ୩ ଡକାୟତ ତାଙ୍କ ଉପରେ ଭୁଜାଲିରେ ଆକ୍ରମଣ କରି ବାଇକ, ମୋବାଇଲ ସହ ନଗଦ ୧୦…

ଦିନ ଦ୍ୱିପହରରେ ଗହଣା ସୋ’ ରୁମ୍‌ରୁ ଡକାୟତି, ୧୦ କୋଟିରୁ ଅଧିକ ଟଙ୍କାର ଅଳଙ୍କାର ନେଇଗଲେ

ଯାଜପୁର(କେନ୍ୟୁଜ୍): ଦିନ ଦ୍ୱିପହରରେ ଗହଣା ସୋ’ ରୁମ୍‌ରୁ ଡକାୟତି । ବନ୍ଧୁକ ମୁନରେ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଯାଜପୁର ବ୍ୟାସନଗରରେ ଥିବା ସେନ୍‌କୋ ଗୋଲ୍ଡ ସୋ’ରୁମ୍‌ରେ ବଡ଼ ଧରଣର ଡକାୟତି ହୋଇଛି । ୭ ଜଣ ଦୁର୍ବୃତ୍ତ ଗ୍ରାହକ…

ଘରୁ ଡକାୟତି ଉଦ୍ୟମ ପରେ ଫାଙ୍କା ଗୁଳି ଫୁଟାଇ ଫେରାର ମାରୁଥିଲେ ଦୁର୍ବୃତ୍ତ, ଗାଁ ଲୋକ ଧରି ଦେଲେ ଉତ୍ତମ ମଧ୍ୟମ  

କେନ୍ଦ୍ରାପଡା(କେନ୍ୟୁଜ୍): ଡକାୟତ କରିବାକୁ ଯାଇ ଧରାପଡିଲେ ଦୁଇ ଦୁର୍ବୃତ୍ତ । ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ବଢିହ ପଂଚାୟତ କାକଟପୁର ଗାଁରେ । ଗତକାଲି ବିଳମ୍ବିତ ରାତିରେ  କାର୍ତ୍ତିକ ସ୍ବାଇଁଙ୍କ ଘରେ ମାରଣାସ୍ତ୍ରରେ ଆକ୍ରମଣ  କରି ସଶସ୍ତ୍ର…

ନିର୍ବାଚନୀ ପ୍ରଚାର ବାହାନାରେ ଆସିଲେ ଘରେ କଳାକନା ବୁଲାଇଦେଲେ

ନବରଙ୍ଗପୁର(କେନ୍ୟୁଜ୍): ନିର୍ବାଚନକୁ ଆଢୁଆଳ କରି ଡକାୟତିର ନୂଆ ତରିକା । ନିର୍ବାଚନ ପ୍ରଚାର ବାହାନାରେ ଆସି ଡକାୟତି ।  ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଝାହାଜଭଟ୍ଟା ଗାଁରେ ୩ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଜଣେ ମହିଳାଙ୍କ ଘରେ  ନିର୍ବାଚନ ପ୍ରଚାର ବାହାନାରେ ପସି ବେକରେ…

ଖୋର୍ଦ୍ଧା: ଡକାୟତି ଯୋଜନା ପଣ୍ଡ,୭ଡକାୟତଙ୍କୁ ଧରିଲା ଟାଉନଥାନା ପୋଲିସ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ଟାଉନଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ଗୋଶାଳା ପଡିଆ ନିକଟ ଏକ ପରିତ୍ୟକ୍ତ ଘରେ ଆଜି ସକାଳେ ଡକାୟତି ଯୋଜନା ପ୍ରସ୍ତୁତି କରୁଥିବା ବେଳେ ୭ଡକାୟତଙ୍କୁ ମାଡି ବସିଲା ଟାଉନଥାନା ପୋଲିସ। ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା,ଗୋଟିଏ ଫାରସା,ଦୁଇ ଗୋଟି ଚାପଡ,୩ଗୋଟି…

ଡେଲାଙ୍ଗ ହରିପୁର ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ, ୪ ଜଣଙ୍କ ଡକାୟତଙ୍କୁ ଗିରଫ କଲା ପୋଲିସ

ପିପିଲି(କେନ୍ୟୁଜ୍):   ବଡ଼ ଧରଣର ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ । ୪ ଜଣଙ୍କ ଡକାୟତଙ୍କୁ ଧରିଲା ପୋଲିସ । ଅନ୍ୟ ୪ ଜଣ ଡକାୟତ ବୋମା ମାଡ କରି ଫେରାର ହୋଇ ଯାଇଛନ୍ତି । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ହରିପୁର ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ…

ପୁରୀ: ଡକାୟତୀ ଯୋଜନା ପଣ୍ଡ, ୭ ଜଣିଆ ଗ୍ୟାଙ୍ଗକୁ ଗିରଫ କଲା ପୁରୀ ପୋଲିସ

ପୁରୀ(କେନ୍ୟୁଜ୍): ପଣ୍ଡ ହେଲା ଡକାୟତୀ ଯୋଜନା। ପୋଲିସ କବଜାକୁ ଆସିଲେ ପୁରୀରେ ଆତଙ୍କ ଖେଳାଇଥିବା କୁ୍ଖ୍ୟାତ ଡକାୟତ ଗ୍ୟାଙ୍ଗ। ପୁରୀର ଡାଇମଣ୍ଡ ଜୁଏଲାରୀରେ ଡକାୟତି କରିବାକୁ  ଯୋଜନା କରୁଥିଲେ ଏହି ୭ ଜଣିଆ ଗ୍ୟାଙ୍ଗ। ଶ୍ରୀଜଗନ୍ନାଥ ପାର୍କିଂ ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଛି ।…

କୁଆଁରମୁଣ୍ଡା ଡକାୟତି ଘଟଣାରେ ୨ ଗିରଫ, ୨ଟି ପିସ୍ତଲ, ୩ଟି ଗୁଳି ଓ ୪ ଲକ୍ଷ ୧୦ ହଜାର ଟଙ୍କା ଜବତ

କୁଆଁରମୁଣ୍ଡା ଡକାୟତି ଘଟଣାରେ ବୀରମିତ୍ରପୁର ପୋଲିସ ୨ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨ଟି ପିସ୍ତଲ, ୩ଟି ଗୁଳି ଓ ୪ ଲକ୍ଷ ୧୦ ହଜାର ଟଙ୍କା ଜବତ ହୋଇଛି। ପୂର୍ବରୁ ଏହି ଡକାୟତି ଘଟଣାରେ ୨ ଜଣ ଗିରଫ ହୋଇଥିଲେ। ଗତ ଅକ୍ଟୋବର ୧୫ ତାରିଖରେ ଡକାୟତମାନେ ୧୧ ଲକ୍ଷ ଟଙ୍କା ଲୁଟ୍‌…

ଯାଜପୁର: ଡକାୟତ ଉଦ୍ୟମ ପଣ୍ଡ, ପୋଲିସ ହାତରେ ୪ ଡକାୟତ ଗିରଫ, ମାରଣାସ୍ତ୍ର ଜବତ

ଯାଜପୁର ରୋଡ(କେନ୍ୟୁଜ):  ଏକ ବଡ ଧରଣର ହକାୟତ ଉଦ୍ୟମ ପଣ୍ଡ କରିଛି କଳିଙ୍ଗନଗର ଥାନା ପୋଲିସ । ଗତ ୧୭ ତାରିଖ ବିଳମ୍ବିତ ରାତିରେ କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ ସିଆରିଆ ସ୍ଥିତ ଏକ ପରିତ୍ୟକ୍ତ ଘରେ ଡୁବୁରୀ ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଡକାୟତି ଉଦ୍ୟମ କରୁଥିବା ବେଳେ ୪ ଜଣ ଡକାୟତଙ୍କୁ…

ସମ୍ବଲପୁର ପୋଲିସକୁ ବଡ଼ ସଫଳତା, ଧରାପଡ଼ିଲେ ୫ ଆନ୍ତଃରାଜ୍ୟ ଡକାୟତ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ଧରାପଡ଼ିଲେ ୫ ଆନ୍ତଃରାଜ୍ୟ ଡକାୟତ । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ନାବାଳକ । ଗତ ମାସ ୯ ଓ ୨୫ ତାରିଖରେ ଅଇଁଠାପାଲି ଥାନା ଅଞ୍ଚଳରୁ ଚୋରି ହୋଇଥିବା ୮ ଲକ୍ଷ ଟଙ୍କାର ସୁନାକୁ ଜବତ କରିଛି ପୋଲିସ । ଗିରଫ ପରେ ସେମାନଙ୍କୁ କୋର୍ଟ…

ଝାରସୁଗୁଡ଼ା: ଦୁଇଟି ଡକାୟତି ଉଦ୍ୟମକୁ ପଣ୍ଡ କଲା ପୋଲିସ, ୯ ଗିରଫ

ଝାରସୁଗୁଡ଼ା(କେନ୍ୟୁଜ୍): ଦୁଇଟି ଡକାୟତି ଉଦ୍ୟମକୁ ପଣ୍ଡ କଲା ଝାରସୁଗୁଡ଼ା ପୋଲିସ । ଦୁଇଟି ପୃଥକ ଘଟଣାରେ ୯ଜଣଙ୍କୁ ଗିରଫ କରାଯାଇଛି । ଦୁଇଟି ବନ୍ଧୁକ ସମେତ କିଛି ଗୁଳି, ମାରଣାସ୍ତ୍ର ଏବଂ ବାଇକ ଜବତ ହୋଇଛି । ଝାରସୁଗୁଡ଼ା ସ୍ଥିତ ଆଇ.ଓ.ସି.ଏଲଠାରେ ଡକାୟତି ଯୋଜନା ସଂପର୍କରେ ଖବର ପାଇ ପୋଲିସ…