ଏୟାରପୋର୍ଟରେ ନେହା ଧୂପିଆ ଓ ଅଙ୍ଗଦ ବେଦୀ ଦେଖାଇଲେ ଝିଅର ପ୍ରଥମ ଝଲକ୍, ଦେଖନ୍ତୁ ଫଟୋ
ବଲିଉଡ୍ ଅଭିନେତ୍ରୀ ନେହା ଧୂପିଆ ପ୍ରଥମ ଥର ଝିଅ ମେହର ସହିତ ନଜର ଆସିଛନ୍ତି। ଝିଅ ଏବଂ ସ୍ୱାମୀ ଅଙ୍ଗଦ ବେଦୀଙ୍କ ସହ ସେ ଏୟାରପୋର୍ଟରେ ସ୍ପଟ୍ ହୋଇଛନ୍ତି। ନିଜର ବୋଲ୍ଡ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ନେହା ଝିଅର ହାତ ଧରି ଏୟାରପୋର୍ଟରୁ ବାହାରକୁ ଆସୁଥିବା ଦେଖିବାକୁ…