Browsing Tag

deadbody

ପୁରୀ ରେଳ ଷ୍ଟେସନରେ ଯାତ୍ରୀଙ୍କ ମୃତ୍ୟୁ

ପୁରୀ ରେଳଷ୍ଟେସନ ଟିକେଟ ବୁକିଂ କାଉଣ୍ଟରରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।ମୃତ ଯାତ୍ରୀ ହେଉଛନ୍ତି ରସୁଲଗଡ଼ ନୂଆ ସାହିର ଦେବପ୍ରିୟ ମହାନ୍ତି । ସେ ରବିବାର ରାତିରେ ପୁରୀ ଆସିଥିଲେ। ଟ୍ରେନରୁ ଓହ୍ଲାଇ ବାହାରକୁ ଆସୁଥିବା ବେଳେ ଟିକେଟ ବୁକିଂ କାଉଣ୍ଟର ନିକଟରେ ଟଳି ପଡ଼ିଥିଲେ। ତାଙ୍କୁ…

ମିଳିଲାନି ଆମ୍ବୁଲାନ୍ସ , ବାଇକରେ ଶିଶୁର ଶବ ନେଇ ବ୍ୟବଚ୍ଛେଦ ପାଇଁ ଗଲେ ପରିବାର ଲୋକେ

ସାଲେପୁର(କେନ୍ୟୁଜ୍): ଯଦି ଆପଣ ଜଣେ ବାପା ହୋଇଥିବେ ତେବେ ଏ ଦୃଶ୍ୟ ହୁଏତ ଆପଣଙ୍କୁ ବ୍ୟତିବ୍ୟସ୍ତ କରି ପକାଇବ । ଗାଡି ନମିଳିବାରୁ ବାଇକରେ ନିଜ ସାଢେ ୪ବର୍ଷର କଅଁଳ ଶିଶୁ ପୁତ୍ରର ମୃତଦେହକୁ ବ୍ୟବଚ୍ଛେଦ ପାଇଁ କାନ୍ଧରେ ପକାଇ କଟକ ବଡ ମେଡ଼ିକାଲକୁ ନେବା ଅତି ର୍ଦୁଭାଗ୍ୟଜନକ । ଏଭଳି ଏକ…

ମଶାଣିକୁ ନାହିଁ ରାସ୍ତା, ନଈ ପାର କରି ଶବକୁ କାନ୍ଧରେ ବୋହି ନେଲେ ଗ୍ରାମବାସୀ

ମଶାଣିକୁ ନାହିଁ ରାସ୍ତା, ନଈ ପାର ହୋଇ ଶବକୁ ନେଉଛନ୍ତି ମଶାଣିକୁ । ଖାଲଖମା ଭିତରେ ପଶି ଶବକୁ କାନ୍ଧରେ ବୋହି ବୋହି ନେଉଛନ୍ତି । ବର୍ଷାଦିନ ହୋଇଥିବାରୁ ନଦୀ ନାଳ ସବୁ ପାଣିରେ ଭରି ଯାଇଛି । ବର୍ଷା ଦିନରେ କାହାର ମୃତ୍ୟୁ ହୋଇଗଲେ ଚିନ୍ତା ଘାରେ ଏହି ଗ୍ରାମବାସୀଙ୍କୁ । କାରଣ ଶବ ବୋହି ନେଇ…

ବିଧାୟକ ଝିଆରୀଙ୍କ ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ ଚଲାଇଚି ପୋଲିସ

ବିଧାୟକଙ୍କ ଝିଆରୀଙ୍କ ସନ୍ଦେହ ଜନକ ମୃତ୍ୟୁ। ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରୁ ଉଦ୍ଧାର ହେଲା ମୃତଦେହ। ମୃତ ଛାତ୍ରୀ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ଝିଆରୀ ହୋଇଥିବା ସୂଚନା ମିଳିଛି। ସେ ଭୁବନେଶ୍ବରର ଏକ ଘରୋଇ କଲେଜରେ ଯୁକ୍ତ ଦୁଇ କଳାର ଛାତ୍ରୀ ଥିଲେ। ସେ ବିଧାୟକଙ୍କ ସରକାରୀ…

ଅଭିଶପ୍ତ ମଶାଣୀ, ପ୍ରତ୍ୟେକ ଦିନ ଜୁଇ ନଜଳିଲେ ଗାଁରେ ହୁଏ ଲୋକଙ୍କର ଆକସ୍ମିକ ମୃତ୍ୟୁ

ମଶାଣୀ ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ଆସେ । ମଶାଣୀରେ ଶବ ଜଳିବା ତ ଏକ ସାଧାରଣ କଥା । କିନ୍ତୁ ପ୍ରତ୍ୟେକ ଦିନ ମଶାଣୀରେ ଶବ ଜଳିବା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଏମିତି ଏକ ମଶାଣୀ ରହିଛି ଯେଉଁଠାରେ ପ୍ରତ୍ୟେକ ଦିନ ଶବ ସତ୍କାର ହୋଇଥାଏ । ଏଭଳି ଏକ ମଶାଣୀ ଭାରତର ବିହାର ରାଜ୍ୟରେ…

ପାର୍କ ପରିସରରେ ଥିବା ଜଳାଶୟରୁ ଦୁଇ ମୃତ ଦେହ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ଟାଉନ ଥାନା ଅଧୀନ ରେ ଆସୁଥିବା ବିଜୁ ପଟନାୟକ ପାର୍କ ପରିସରରେ ଥିବା ଜଳାଶୟରୁ ଦୁଇ ମୃତ ଦେହ ଉଦ୍ଧାର l ମୃତ ଦ୍ବୟ ହେଲେ ବଡବଜ଼ାର ଥାନା ଅନ୍ତର୍ଗତ ଆଜମା ସାହିର k. ଦନାର୍ଦନ ରାଓ ଓ k ରଙ୍ଗା ଅଚାରୀ l ଉଭୟେ ଗତକାଲି ଅପରାହ୍ନ ରେ ପାର୍କ ବୁଲି ଯାଇଥିଲେ, ନିଶା…

ଆସିକା ଋଷିକୂଲ୍ୟା ନଦୀ ହିଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭଂଜନଗର(କେନ୍ୟୁଜ) : ଆସିକା ଋଷିକୂଲ୍ୟା ନଦୀ ହିଡରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଭଂଜନଗର ତେଲିସାହିର ପିଣ୍ଟୁ ଆଚାରୀ । ନିକଟସ୍ଥ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମାନସିକ ଦୁଶ୍ଚିନ୍ତାରୁ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଆସିକା ଥାନାରେ ଲିଖିତ ଅଭିଯୋଗ କଲେ ପତ୍ନୀ । ଆସିକା…

ପାକିସ୍ତାନରେ ମୃତଦେହକୁ ମଧ୍ୟ ଛାଡୁନାହାନ୍ତି, କବରରୁ ଖୋଳି ଦୁଷ୍କର୍ମ କରୁଛନ୍ତି ଯୌନ ପୀପାଷୁ

ମଣିଷ ବଞ୍ଚିବା ବେଳେ ବାରମ୍ବାର କୁହେ, ମଣିଷ ମରିଯାଆନ୍ତା କି, ଟିକେ ଶାନ୍ତିରେ ରୁହନ୍ତା । କିନ୍ତୁ ଏଠାରେ ମରିବା ପରେ ଶାନ୍ତି ମଧ୍ୟ ମିଳୁନି । ପାକିସ୍ତାନରେ ଯୌନ ପୀପାଷୁମାନେ ସୁଖ ପାଇଁ ଏକ ଅଜବ ଉପାୟ ଆପଣାଇଛନ୍ତି । ଏମାନେ କିଛିଦିନ ତଳେ ପୋତା ଯାଇଥିବା ମହିଳାଙ୍କ ମୃତଦେହକୁ ବାହାର କରି…

ଆମେରିକାର ଗାଈଙ୍କ ରହସ୍ୟଜନକ ମୃତ୍ୟୁ, ମୃତଦେହରେ ନାହିଁ ଜିଭ

ଆମେରିକାର ଗାଈଙ୍କ ରହସ୍ୟଜନକ ମୃତ୍ୟୁ । ଗାଈର ମୃତଦେହରେ ନାହିଁ ଜିଭ । ଗାଈଙ୍କୁ ଜିଭ କାଟି କେହି ହତ୍ୟା କରିଥିବା କୁହାଯାଉଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଜିଭ କଟାଯାଇଥିଲେ ବି ଟୋପାଏ ରକ୍ତ ପଡୁନି । ଟେକ୍ସାସର ବିଭିନ୍ନ ସ୍ଥାନରୁ ଏମିତି ଚିତ୍ର ସାମନାକୁ ଆସୁଛି । ଜିଉ ନଥିବା ୬ଟି…

ନଦୀରୁ ମିଳିଲା ଅଖା ଭିତରେ ଥିବା ମୃତ ଦେହ, ହତ୍ୟା ସନ୍ଦେହ

ପିପିଲି(କେନ୍ୟୁଜ୍‌) : ଅଖା ଭିତରେ ମହିଳାଙ୍କ ମୃତଦେହ । ଏପରି ଘଟଣା ଦେଥାଯାଇଛି ସତ୍ୟବାଦୀ ଥାନା ଅଞ୍ଚଳରେ । ସତ୍ୟବାଦୀ ଥାନା ସୁଆଣ୍ଡୋ ନଦୀବନ୍ଧ ଚିଲପାଟଣାରୁ ଏକ ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏପର୍ଯ୍ୟନ୍ତ ମୃତ…

ପ୍ଲାଷ୍ଟିକ ବ୍ୟାଗରୁ ମିଳିଲା ମହିଳାଙ୍କ ଗଳିତ ଶବ, ଝିଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ଫ୍ରିଜ ଭିତରେ ମୃତଦେହ ରଖିବା ଖବର ଚର୍ଚ୍ଚାକୁ ଆସିବା ପରେ ପୁଣି ପ୍ଲାଷ୍ଟିକ ବ୍ୟାଗରେ ମିଳିଛି ଶବ । ଏମିତି ଘଟଣା ମୁମ୍ବାଇର ଲାଲବାଗ ପେରୁ କମ୍ପାଉଣ୍ଡ ଅଞ୍ଚଳରେ ଦେଖିବାକୁ ମିଳିଛି । ମହିଳାଙ୍କ ମୃତଦେହକୁ ପ୍ରଥମେ ପ୍ଲାଷ୍ଟିକ ବ୍ୟାଗରେ ପ୍ୟାକ୍‌ କରି ତା’ ପରେ ଆଲମାରୀରେ ବନ୍ଦ କରି…

ଚାରି ମହଲା ବିଲ୍ଡିଂରୁ ପଡି ଏୟାର ହୋଷ୍ଟେସ ମୃତ, ପ୍ରେମିକ ଗିରଫ

ଦୁବାଇରୁ ବଏଫ୍ରେଣ୍ଡଙ୍କୁ ଭେଟିବାକୁ ବେଙ୍ଗାଲୁରୁ ଆସିଥିଲେ ପ୍ରେମିକା ହେଲେ ବିଲିଡିଂ ବାଲକୋନୀରୁ ପଡି ଜୀବନ ଚାଲିଗଲା । କିଛି ଦିନ ପୂର୍ବରୁ ଏୟାର ହୋଷ୍ଟେସ ଥିବା ଅର୍ଚ୍ଚନା ଦୁବାଇରୁ ବେଙ୍ଗାଲୁରୁ ଆସିଥିଲେ । ବେଙ୍ଗାଲୁରୁର କୋରମଙ୍ଗଳାର ଏକ ଆପାର୍ଟମେଣ୍ଟରେ ବଏଫ୍ରେଣ୍ଡ ଆଦେଶଙ୍କ ସହ…