ମୁମ୍ବାଇ ଅଣୁଶକ୍ତି ନଗରରେ ଜ୍ୟେଷ୍ଠ ପୂର୍ଣ୍ଣିମା ମହୋତ୍ସବ ପାଳିତ, ଏକାଠି ହେଲେ ବହୁ ଜଗନ୍ନାଥ ପ୍ରେମୀ
ମୁମ୍ବାଇ : କେନ୍ଦ୍ରୀୟ ଆଣବିକ ଶକ୍ତି ବିଭାଗର ମୁମ୍ବାଇ ସ୍ଥିତ ଆବାସିକ ପରିସର ଅଣୁଶକ୍ତି ନଗରଠାରେ ଜ୍ୟେଷ୍ଠ ପୂର୍ଣ୍ଣିମା ମହୋତ୍ସବ ଆନନ୍ଦ ଉଦ୍ଦୀପନା ସହିତ ଅନୁଷ୍ଠିତ ହୋଇ ଯାଇଛି। ଆଞ୍ଚଳିକ ଓଡ଼ିଆ ସମିତି ଆନୁକୂଲ୍ୟରେ ସ୍ନାନ ପୂର୍ଣ୍ଣିମା ଉତ୍ସବର ବିଧିବଦ୍ଧ ଶୁଭାରମ୍ଭ ଜ୍ୟେଷ୍ଠ ଶୁକ୍ଳ…