Browsing Tag

delhi cm arvind kejriwal

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ବଡ଼ ଆଶ୍ୱସ୍ତି, ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାର ଦ୍ୱିତୀୟ ପିଟିସନ ବି ଖାରଜ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । କେଜ୍ରିଓ୍ଵାଲଙ୍କୁ ସିଏମ୍‌ ପଦରୁ ହଟାଇବା ପାଇଁ ଦାଖଲ ହୋଇଥିବା ଦ୍ୱିତୀୟ ଜନହିତ ପିଟିସନ (PIL)କୁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । କୋର୍ଟ କହିଛନ୍ତି ଯେ ବେଳେବେଳେ ବ୍ୟକ୍ତିଗତ…

‘ଆପଣଙ୍କ ପୁଅ, ଆପଣଙ୍କ ଭାଇ ଲୁହାରେ ତିଆରି…’, ଜେଲ୍‌ରୁ ବାର୍ତ୍ତା ଦେଲେ ଅରବିନ୍ଦ କେଜ୍ରିଓ୍ଵାଲ; ପଢ଼ି ଶୁଣାଇଲେ ପତ୍ନୀ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ରାଜଧାନୀରେ ଘମାସାନ । ରାଜରାସ୍ତାରେ ଆମ ଆଦମୀ ପାର୍ଟିର ନେତା ଓ କର୍ମୀ । ଗିରଫଦାରୀକୁ ବେଆଇନ କହି କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି ଦଳୀୟ ନେତା । ଆପ୍‌ର ବିକ୍ଷୋଭ ଓ ପ୍ରତିବାଦ ମଧ୍ୟରେ ଜେଲରୁ ବାର୍ତ୍ତା…

ଇଡି ହେପାଜତରେ ଅରବିନ୍ଦ କେଜ୍ରିୱାଲ, ଡାକ୍ତରୀ ପରୀକ୍ଷା ପରେ ଆଜି ସ୍ବତନ୍ତ୍ର ଅଦାଲତରେ ହେବେ ହାଜର

ନୂଆଦିଲ୍ଲୀ : ଇଡି ହେପାଜତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତକାଲି ତାଙ୍କୁ ଗିରଫ କରାଯାଇଛି । ଗିରଫ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ରାତି କାଟିଥିଲେ କେଜ୍ରିୱାଲ୍ । ଆଜି ତାଙ୍କୁ ଡାକ୍ତରୀ ପରୀକ୍ଷା ପରେ ସ୍ବତନ୍ତ୍ର…

ଦିଲ୍ଲୀ ମଦ ଦୁର୍ନୀତି ମାମଲା : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ୯ମ ଥର ସମନ ପଠାଇଲା ଇଡି, ୨୧ ମାର୍ଚ୍ଚରେ…

ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡ୍ରରିଂ ମାମଲାରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢିବାରେ ଲାଗିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୯ମ ଥର ପାଇଁ କେଜ୍ରିଓ୍ଵାଲଙ୍କୁ ସମନ ପଠାଇଛି । ଇଡି ପଚରାଉଚରା ପାଇଁ ୨୧ ମାର୍ଚ୍ଚରେ ହାଜର ହେବାକୁ କହିଛି ।…

ହନୁମାନଙ୍କ ଭକ୍ତିରେ ବୁଡ଼ିଲା AAP, ରୋହିଣୀର ବାଲାଜୀ ମନ୍ଦିରରେ ପତ୍ନୀଙ୍କ ସହ ସୁନ୍ଦରାକାଣ୍ଡ ପାଠ କଲେ ସିଏମ୍‌…

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଦିଲ୍ଲୀରେ ସୁନ୍ଦରାକାଣ୍ଡ ପାଠର ଆୟୋଜନ କରିଛି । ରୋହିଣୀ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ନିଜ ପତ୍ନୀଙ୍କ ସହିତ ସାମିଲ ହୋଇଥିଲେ । ରୋହିଣୀର ସେକ୍ଟର-୧୧ସ୍ଥିତ ପ୍ରାଚୀନ ବାଲାଜୀ ମନ୍ଦିରରେ ପହଞ୍ଚି…

ଇଡିରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମନି ଲଣ୍ଡରିଂ କେସରେ ହେବ ପଚରାଉଚରା

ନୂଆଦିଲ୍ଲୀ : ଇଡିରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ସେ ହାଜର ହେବେ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ସମନ୍ ହୋଇଥିଲା । ମନି ଲଣ୍ଡରିଂ କେସରେ ଆଜି ହାଜର ହେବାକୁ କେଜ୍ରିୱାଲଙ୍କୁ ନୋଟିସ୍ କରିଥିଲା…

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସିବିଆଇର ସମନ୍‌

କେଜ୍ରିଓ୍ଵାଲଙ୍କୁ ସିବିଆଇର ସମନ୍‌ । ପଚରାଉଚରା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସମନ୍‌ । ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ମାମଲାରେ କେଜ୍ରିଓ୍ଵାଲଙ୍କୁ ସମନ କରିଛି ସିବିଆଇ । ୧୬ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିନ ୧୧ଟାରେ ପହଞ୍ଚିବାକୁ…

ନିଜ ବିଧାୟକଙ୍କ ସହ ରାଜଘାଟ ଯାଇଥିଲେ ଅରବିନ୍ଦ କେଜରିଓ୍ଵାଲ; ତ କିଛି ସମୟ ପରେ ଗଙ୍ଗାଜଳ ଛିଞ୍ଚି ବିଜେପି କଲା…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଅଗଷ୍ଟ ୨୫ରେ ନିଜ ବାସଭବନରେ ବିଧାୟକମାନଙ୍କର ବୈଠକ ଡକାଇଥିଲେ। ବୈଠକ ପରେ ସିଏମ୍‌ କେଜରିଓ୍ଵାଲ ୫୦ରୁ ଅଧିକ ଆପ୍‌ ବିଧାୟକଙ୍କ ସହ ରାଜଘାଟ ଯାଇଥିଲେ। ସେଠାରେ ସମସ୍ତେ ମହାତ୍ମା ଗାନ୍ଧୀଙ୍କ ସ୍ମାରକ ନିକଟରେ ପ୍ରାର୍ଥନା କରିଥିଲେ। ଆପ୍‌…

ଦିଲ୍ଲୀବାସୀଙ୍କୁ ମିଳିଲା ୧୫୦ ଇଲେକ୍ଟ୍ରିକ୍‌ ବସ୍‌; ୩ ଦିନ ମାଗଣା କରି ପାରିବେ ଯାତ୍ରା…ସରକାର ଘୋଷଣା କଲେ ‘ସେଲ୍ଫି…

ଦିଲ୍ଲୀ ସରକାର ମଙ୍ଗଳବାର ଦିଲ୍ଲୀବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ୍‌ ସବୁଜ ପତାକା ଦେଖାଇ ଆଇପି ଡିପୋରୁ ୧୫୦ ଇଲେକ୍ଟ୍ରିକ୍‌ ବସ୍‌ ସେବା ଆରମ୍ଭ କରିଛନ୍ତି। ଏହି ଅବସରରେ ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାସ ଗେହଲତ୍‌ ମଧ୍ୟ ଉପସ୍ଥିତ ଥିଲେ। ସବୁଜ ପତାକା…

ପାଗଳ, ମୁର୍ଖ, ନିର୍ବୁଦ୍ଧିଆ…! ମୁଖ୍ୟମନ୍ତ୍ରୀ କେଜରିଓ୍ଵାଲକୁ ଏମିତି କାହିଁକି କହିଲେ ‘ଦ କଶ୍ମୀର ଫାଇଲ୍ସ’…

ଦିଲ୍ଲୀରେ ‘ଦ କଶ୍ମୀର ଫାଇଲ୍ସ’କୁ କର ମୁକ୍ତ କରିବାକୁ ବୟାନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ଏବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ…

କୁମାର ବିଶ୍ୱାସଙ୍କୁ ମିଳିଲା Y ସିକ୍ୟୁରିଟି, ଏବେ ସବୁବେଳେ ସାଙ୍ଗରେ ରହିବେ ୧୧ ଯବାନ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ ନେଇ ବୟାନ ଦେବା ପରେ ଚର୍ଚ୍ଚାକୁ ଆସିଥିବା ଲୋକପ୍ରିୟ କବି କୁମାର ବିଶ୍ୱାସଙ୍କୁ ଓ୍ଵାଇ କାଟାଗୋରୀ ସିକ୍ୟୁରିଟି ଦିଆଯାଇଛି। ଏବେ ତାଙ୍କ ସୁରକ୍ଷା ପାଇଁ ୧୧ ସୁରକ୍ଷାକର୍ମୀ ସବୁବେଳେ ନିୟୋଜିତ ରହିବେ। କୁମାର ବିଶ୍ୱାସଙ୍କୁ ସିକ୍ୟୁରିଟି…

ଦିଲ୍ଲୀରେ ୮ ଟଙ୍କା ଶସ୍ତା ହେଲା ପେଟ୍ରୋଲ, କେଜରିଓ୍ଵାଲ ସରକାରଙ୍କ ବଡ଼ ଘୋଷଣା

୮ ଟଙ୍କା ଶସ୍ତା ହେଲା ପେଟ୍ରୋଲ। ଦିଲ୍ଲୀର କେଜରିଓ୍ଵାଲ ସରକାର ଆଜି କ୍ୟାବିନେଟ୍‌ ବୈଠକରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଜି ରାତି ଠାରୁ ଦିଲ୍ଲୀରେ ପେଟ୍ରୋଲର ଏହି ନୂଆ ଦାମ୍‌ ଲାଗୁ ହେବ। ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ…