ଦିଲ୍ଲୀର ଶାହବାଦ ଡାଏରୀ ଅଞ୍ଚଳରେ ଭୟଙ୍କର ନିଆଁ, ଜଳିଗଲା ୧୩୦ ବସ୍ତି ଘର
ଦିଲ୍ଲୀର ଶାହବାଦ ଡାଏରୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁରେ ୧୩୦ ବସ୍ତି ଘର ପୋଡି ପାଉଁଶ ହୋଇଯାଇଛି । ଦିଲ୍ଲୀ ଅଗ୍ନିଶମ ବାହିନୀର ୧୫ଟି ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛି । ନିଆଁ ଏତେ ଭୟଙ୍କର ଭାବେ ଲାଗିଛି ଯେ, ଚାରିଆଡେ ଦିନ ଭଳି ଆଲୋକ ହୋଇଯାଇଛି…