ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ଚିନ୍ତାରେ ଉମରକୋଟ ବାସୀ
ଉମରକୋଟ: ସହରଟି ବାହାରୁ ଦେଖିବାକୁ ଅତି ସୁନ୍ଦର, ହେଲେ ଗଳି କନ୍ଦିର ଅବସ୍ଥା କହିଲେ ନସରେ । ଯେଉଁ ଆଡେ ଦେଖିବେ, କୁଢ଼ କୁଢ଼ ଅଳିଆ ଓ ଆବର୍ଜନା । କିନ୍ତୁ ଏବେ ବି ପ୍ରଶାସନର ନିଦ ଭାଙ୍ଗୁନି ଯାହା ଫଳରେ ଉମରକୋଟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ନବରଙ୍ଗପୁର ଜିଲ୍ଲାର…