Browsing Tag

devotional

ବାସ୍ତୁ ପରୁଷଙ୍କୁ ଖୁସି କରିବାକୁ ଚାହୁଁଥିଲେ ଏହି ସବୁ କଥାକୁ ଧ୍ୟାନରେ ରଖନ୍ତୁ

ବାସ୍ତୁ ପୁରୁଷଙ୍କ ସ୍ଥିତି ଭୂଖଣ୍ଡରେ ଏମିତି ଅବସ୍ଥାରେ ରହିଛି ଯାହା ବାସ୍ତବରେ ବିଶ୍ୱାସ କରିବା ଅସମ୍ଭବ । ବାସ୍ତୁ ପୁରୁଷଙ୍କ ସ୍ଥିିତି ପରିକଳ୍ପନା କରିବାକୁ ଗଲେ ଜଣାପଡେ, ଭୂଖଣ୍ଡରେ ଅଧା ମୁହଁ କରି ତଳେ ପଡି ନମସ୍କାର କରୁଥିବା ଅବସ୍ଥାରେ ସେ ରହିଛନ୍ତି । ଏହା ସମ୍ପର୍କରେ ପୁରାଣରେ ମଧ୍ୟ…

ଖୁବଶୀଘ୍ର ଶନିଦେବଙ୍କ ହେବ ରାଶି ପରିବର୍ତ୍ତନ, ଶନି ସାଢ଼େ ସତୀରେ ଏହି ରାଶି ହେବେ ପ୍ରଭାବିତ

ଶନି ଦେବ ଗତ ୨୪ ଜାନୁଆରୀରୁ ଗୋଚର ପ୍ରକାରେ ରାଶିରେ ଗତି କରୁଛନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଗତିକୁ ଧିର ମନାଯାଏ । ଶନିଦେବ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଯିବା ପାଇଁ ୨.୫ ବର୍ଷ ସମୟ ନେଇଥାନ୍ତି । ଅର୍ଥାତ ନ୍ୟାୟଦାତା ଶନିଦେବ ଧିର ଗତିରେ ରାଶି ପରିବର୍ତ୍ତନ କରିଥାନ୍ତି ।…

ଦୀର୍ଘ ୧୪୮ ବର୍ଷ ପରେ ସୂର୍ଯ୍ୟ ପରାଗ ସମୟରେ ଏହି ଅଦ୍ଭୁତ ଯୋଗ ପଡିବାକୁ ଯାଉଛି, ଜାଣନ୍ତୁ

୨୦୨୧ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଜୁନ୍ ୧୦ରେ ଅର୍ଥାତ ଆଜି ଲାଗିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ କିଛି ଖାସ୍ ନିୟମ ରହିଛି ଯାହାକୁ ପାଳନ କରିବା ଉଚିତ । ଉଭୟ ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଦୃଷ୍ଟି କୋଣରୁ ଏହି ଦିନ ବେଶ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଏହି ଦିନ ପରାଗର…

କେଉଁମାନେ କରିବା କଥା ମଙ୍ଗଳବାର ବ୍ରତ, ଜାଣନ୍ତୁ ବ୍ରତ ସମ୍ପର୍କରେ ୯ ଜରୁରୀ କଥା

ମଙ୍ଗଳବାରର ଗ୍ରହ ହେଉଛନ୍ତି ମଙ୍ଗଳ ଗ୍ରହ । ମଙ୍ଗଳବାର ପ୍ରକୃତି ଉଗ୍ର ଅଟେ । ଭଗବାନ ହନୁମାନ ଓ ମଙ୍ଗଳଦେବଙ୍କ ହେଉଛି ଏହି ଦିନ । ମାନ, ସମ୍ମାନ, ପଦ ପ୍ରତିଷ୍ଠା, ଭଲ ସ୍ୱାସ୍ଥ୍ୟ ଓ ତେଜସ୍ୱୀତା ପାଇବାକୁ ହେଲେ ରବିବାର ଦିନ ଉପବାସ କରିବା ଉଚିତ୍‌ । ଯଦି କଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି…

ପୋଷ୍ଟ ଅଫିସ ମାଧ୍ୟମରେ ଏହି ମନ୍ଦିରର ବିଭୂତିକୁ ପଠାଯାଏ ବିଦେଶକୁ, ଜାଣନ୍ତୁ ଏହାର ମାହାତ୍ମ୍ୟ

ଦେଶରେ ଏମିତି ଅନେକ ମନ୍ଦିର ରହିଛି ଯାହାର ବିଶେଷତ୍ୱ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏଭଳି ଅନେକ ଅଦ୍ଭୁତ ଘଟଣା ଘଟେ ଯାହାଦ୍ୱାରା ଭଗବାନଙ୍କ ଉପସ୍ଥିତି ଜଣାପଡେ । ଆଜି ଆମେ ଆପଣଙ୍କୁ ସେମିତି ଏକ ଦେବୀପୀଠ ସମ୍ପର୍କରେ କହିବାକୁ ଯାଉଛୁ । ଏହାର ହୋମ ଯଜ୍ଞରୁ ବାହାରୁଥିବା ବିଭୂତି…

ଶଙ୍ଖ ଧ୍ୱନି ଶରୀରକୁ ସୁସ୍ଥ ରଖିବା ସହ ସମାଜରୁ ନକାରାତ୍ମକ ଶକ୍ତିକୁ କରିଥାଏ ନଷ୍ଟ, ଜାଣନ୍ତୁ

ହିନ୍ଦୁଧର୍ମରେ ଏମିତି ଅନେକ ଜିନିଷ ରହିଛି ଯାହାର ବ୍ୟବହାର ଦ୍ୱାରା ଶରୀର ସୁସ୍ଥ ରହିବା ସହ ଘରେ ନକାରାତ୍ମକ ଶକ୍ତି ହ୍ରାସ ହୋଇଥାଏ । ଶଙ୍ଖ ନାମ ସମସ୍ତେ ଶୁଣିଥିବେ । ଏହାର ଅନେକ ମହତ୍ୱ ମଧ୍ୟ ରହିଛି । ହିନ୍ଦୁ ଧର୍ମ ଅନୁଯାୟୀ ଏହା ସମାଜରୁ ନକାରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ । ଶଙ୍ଖରେ…

ସଂସାରରେ ଏହି ବଦ ଅଭ୍ୟାସରୁ ମଣିଷ ନିଜକୁ ବିରତ ରଖିଲେ ହୋଇପାରିବ ସୁଖି

ବିଦୂର ନୀତି, ଚାଣକ୍ୟ ନୀତି ଭଳି ଶୁକ୍ର ନୀତି ମଧ୍ୟ ପ୍ରସିଦ୍ଧ ନୀତିଗ୍ରନ୍ଥ ମଧ୍ୟରୁ ଅନ୍ୟତମ । ଯାହା ଶୁକ୍ରାଚାର୍ଯ୍ୟଙ୍କ ଦ୍ୱାରା ରଚନା କରାଯାଇଥିଲା । ଦୈତ୍ୟଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ସେହି ସମୟର ଜଣେ ପ୍ରଚଣ୍ଡ ବିଦ୍ୱାନ ଥିଲେ । ତାଙ୍କ ଦ୍ୱାରା କୁହାଯାଉଥିବା ନୀତି ଶୁକ୍ର ନୀତିରେ ରଚିତ…

୨୬ ମଇରେ ବର୍ଷର ପ୍ରଥମ ଚନ୍ଦ୍ରଗହଣ, ଜାଣନ୍ତୁ କେଉଁ ରାଶି ଉପରେ କିଭଳି ପ୍ରଭାବ ପଡିବ

୨୦୨୧ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ୨୬ ମଇରେ ହେବାକୁ ଯାଉଛି । ମାତ୍ର ଏହା ଭାରତ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଭାରତରେ ଲୋକ ଏହାକୁ ଦେଖିପାରିବେ ନାହିଁ । ଏହି ଗ୍ରହଣ ବୈଶାଖ ପୂର୍ଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମାରେ ଲାଗିବାକୁ ଯାଉଛି । ତେଣୁ ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ରହିଛି…

ଦେଶରେ ଛୋଟ ଚାରିଧାମ ଯାତ୍ରା ନିମିତ୍ତ ରହିଛି ସ୍ୱତନ୍ତ୍ର ମାନତ୍ୟା , ଜାଣନ୍ତୁ

ହିନ୍ଦୁ ସନାତନ ଧର୍ମରେ ଚାରି ଧାମର ଯାତ୍ରାର ରହିଛି ଅନେକ ମହତ୍ୱ । ମଇ ମାସରୁ ଚାରିଧାମର ଯାତ୍ରା ଆରମ୍ଭ ହୋଇଥିବାର ଶୁଣିବାକୁ ମିଳେ । ତେବେ ଏହି ଯାତ୍ରାରେ ବଡ ଚାରିଧାମ ଯାତ୍ରା ସହ ଛୋଟ ଚାରିଧାମ ଯାତ୍ରା ମଧ୍ୟ ରହିଛି । ଚାଲନ୍ତୁ ଜାଣିବା ସେ ସଂପର୍କରେ । ବଡ ଚାରିଧାମ : ବଦ୍ରୀନାଥ…

ଭଗବାନ ଶିବଙ୍କର ବିଶେଷ କୃପା ରହିଥାଏ ଏହି ୩ଟି ରାଶି ଉପରେ, ଜାଣନ୍ତୁ

ଧାର୍ମିକ ମାନ୍ୟତା ଅନୁଯାୟୀ ଭଗବାନ ଶିବ ନିଜ ଭକ୍ତଙ୍କ ଦ୍ୱାରା ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଭଗବାନ ଶିବଙ୍କ ଶରଣରେ ଯିଏବି ଆସନ୍ତି ସେ ତାଙ୍କର ସାନିଧ୍ୟ ପ୍ରାପ୍ତ କରିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୨ଟି ରାଶି ରହିଛି । ଏମାନଙ୍କ ମଧ୍ୟରୁ କିଛି ରାଶି ଏମିତି ଅଛି ଯାହା ଉପରେ…

ଭଗବାନ ଶିବଙ୍କ ଏହି ମନ୍ଦିରର ଉଚ୍ଚତା ରହିଛି ସବୁଠୁ ଅଧିକ, ଯେଉଁଠି ଶୁଭାଯାଏ ଡମ୍ବରୁର ସ୍ୱର

ଭାରତରେ ଏମିତି ଅନେକ ମନ୍ଦିର ଅଛି ଯେଉଁଠି ଭଗବାନଙ୍କର ଚମତ୍କାରିତା ଦେଖିବାକୁ ମିଳେ । କିଛି ରହସ୍ୟ ଏମିତି ଅଛି ଯାହାର ଖୋଜ ବୈଜ୍ଞାନିକମାନେ ମଧ୍ୟ କରିପାରିନାହାନ୍ତି । କିନ୍ତୁ ଏହି ରହସ୍ୟ ସଂପର୍କରେ ଆମେ ଆଜି କହିବାକୁ ଯାଉଛୁ । ଦେଶରେ ଏମିତି ଏକ ରହସ୍ୟକାରୀ ମନ୍ଦିର ଯେଉଁଠି ମନ୍ଦିରରେ…

ଚନ୍ଦ୍ର ଗ୍ରହଣରେ ଏହି ରାଶିଙ୍କ ଉପରେ ପଡିପାରେ ଖରାପ ପ୍ରଭାବ, ଜାଣନ୍ତୁ ଓ ସତର୍କ ରୁହନ୍ତୁ

ଆସନ୍ତା ୨୬ ମଇରେ ବର୍ଷର ପ୍ରଥମ ଚନ୍ଦ୍ର ଗହଣ ହେବାକୁ ଯାଉଛି । ଏହିଦିନ ପୂର୍ଣ୍ଣ ଚନ୍ଦ୍ରଗହଣ ହେବ । କିନ୍ତୁ ଭାରତରେ ସଂପୂର୍ଣ୍ଣ ଚନ୍ଦ୍ରଗହଣ ଦେଖାଯିବ ନାହିଁ । ଭାରତରେ ଯେଉଁ ସ୍ଥାନରେ ଏହି ଗ୍ରହଣ ଦେଖାଯିବ ସେଠାରେ ହିଁ ଏହାର ନିୟମକୁ ପାଳନ କରାଯିବ । ତେବେ ଜ୍ୟୋତିଷ ମାନ୍ୟତା ଅନୁଯାୟୀ…