ଆମ୍ବ ପତ୍ର ଡାଇବେଟିସ୍ରେ ଉପକାରୀ, ସୁଗାର ଲେବଲକୁ ନିୟନ୍ତ୍ରଣ କରିବା ପାଇଁ ଏପରି କରନ୍ତୁ ବ୍ୟବହାର
ଆଜିର ଖରାପ ଲାଇଫ୍ଷ୍ଟାଇଲ ଓ ଖାଇବା ଅଭ୍ୟାସ ଯୋଗୁ ଲୋକମାନେ ଅନେକ ପ୍ରକାରର ରୋଗରେ ଶିକାର ହେବାକୁ ଲାଗିଛନ୍ତି । ସେହି ସବୁ ରୋଗ ମଧ୍ୟରୁ ଗୋଟିଏ ହେଉଛି ଡାଇବେଟିସ୍ । ବର୍ତ୍ତମାନ ଏହି ରୋଗ ଦେଶରେ ବହୁତ ଶୀଘ୍ର ବ୍ୟାପୁଛି । ଏହା ସହ ଡାଇବେଟିସ୍କୁ କେବେ ହେଲେ ସମ୍ପୂର୍ଣ୍ଣ ଦୂର…