Below header
Browsing Tag

doctor

ବନ୍ଧାହେଲେ ରସିକିଆ ଡାକ୍ତର, ସହର ବାହାରେ ରଖିଛନ୍ତି ୧୪ଟି ସ୍ତ୍ରୀ; ଠକିଛନ୍ତି କୋଟି କୋଟି ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): ବନ୍ଧାହେଲେ ରସିକିଆ ଡାକ୍ତର। ଡାକ୍ତରଙ୍କ ୧୪ ସ୍ତ୍ରୀ। ବାହାର ରାଜ୍ୟରେ ରହିଛନ୍ତି ସ୍ତ୍ରୀ। କୋଲକତା, ମୁମ୍ବାଇ, ହାଇଦ୍ରାବାଦ ଓ ଦିଲ୍ଲୀ ଭଳି ବଡ ବଡ ସହରରେ ଡାକ୍ତରଙ୍କ ସ୍ତ୍ରୀ। ବିଭିନ୍ନ ରାଜ୍ୟରେ ବିବାହ କରିଛନ୍ତି ଏହି ରସିକିଆ ଡାକ୍ତର। ତାଙ୍କ ନାଁ ରମେଶ ଚନ୍ଦ୍ର…

ଡାକ୍ତରମାନେ କାହିଁକି ପିନ୍ଧନ୍ତି ଧଳା ରଙ୍ଗର ପୋଷାକ, ଜାଣନ୍ତି ?

ଆମେ ସବୁବେଳେ ଦେଖିଛନ୍ତି ଡାକ୍ତରମାନେ ଧଳା ପୋଷାକ ପରିଧାନ କରନ୍ତି । ହେଲେ କାହିଁକି ହୁଏତ ଅନେକ ଜାଣିନଥିବେ । ଏହାର ଅର୍ଥ ସିଧା ରୋଗୀ ଓ ରୋଗୀର ସୁରକ୍ଷା ଦିଗକୁ ଯାଉଛି । ଏକ ରିପୋର୍ଟ ହିସାବରେ ଧଳା ହେଉଛି ମେଡିକାଲ ପ୍ରଫେସନର ପ୍ରତୀକ । ଯାହା ୧୯ଶତାବ୍ଦୀରୁ ଆରମ୍ଭ ହୋଇଛି । ପ୍ରାୟତ ଧଳା…

ଓଠ, ଚର୍ମ ଓ ନଖର ରଙ୍ଗ ବଦଳିବା ମଧ୍ୟ କରୋନାର ସଂକେତ ହୋଇପାରେ: ରିସର୍ଚ୍ଚର ଦାବି

ନୂଆଦିଲ୍ଲୀ : କରୋନା ଏହାର ରୂପ ବଦଳାଇବା ସହିତ ଲୋକଙ୍କୁ ସଂକ୍ରମିତ କରିବା ପରେ ଲକ୍ଷଣକୁ କ୍ରମାଗତ ଭାବରେ ବଦଳାଉଛି। ବର୍ତ୍ତମାନ କରୋନା କ୍ଷେତ୍ରରେ, ଆହୁରି କିଛି ନୂତନ ଲକ୍ଷଣ ଦେଖାଯାଉଛି। ଆମେରିକୀୟ ଡାକ୍ତରଙ୍କ କହିବା ଅନୁଯାୟୀ,ଧୂସର ଓଠ, ଚର୍ମ ଓ ନଖ କରୋନାର ନୂଆ ଲକ୍ଷଣର ସଂକେତ ଦେଇଥାଏ…

୧୦ ଦିନ ପରେ ଗଙ୍ଗାରୁ ମିଳିଲା ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ଗାୟବ ଥିବା ଡାକ୍ତର ସୁଶୀଲଙ୍କ ଶବ

କାନପୁର ସହରର ଇନ୍ଦିରା ନଗର ସ୍ଥିତ ଡିଭିନିଟି ହୋମ ଆପାର୍ଟମେଣ୍ଟରେ ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ଫେରାର ଥିବା ଡାକ୍ତର ସୁଶୀଲଙ୍କ ଶବ ଦଶ ଦିନ ପରେ ଗଙ୍ଗାରୁ ମିଳିଛି। ଘଟଣା ପରେ ତାଙ୍କୁ ଗଙ୍ଗାର ଅଟଳ ଘାଟରେ ଶେଷ ଥର ପାଇଁ ପ୍ରତ୍ୟକ୍ଷଦର୍ଶୀମାନେ ଦେଖିଥିଲେ। ତା ପରଠାରୁ ସେ ଫେରାର…

କାଳ ହେଲା ସମାନ ନାଁ: ପ୍ରକୃତ ରୋଗୀ ବଦଳରେ ଜ୍ୱର ପୀଡ଼ିତଙ୍କ ଅପରେସନ୍‌ କରିଦେଲେ ଡାକ୍ତର, ହସ୍ପିଟାଲରେ ମୃତ

ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ। ଡାକ୍ତର ଯାହା ବି ପରାମର୍ଶ ଦେଇଥାନ୍ତି ବା କହିଥାନ୍ତି ତାହାକୁ ଆମେ ଆଖି ବୁଜି ବିଶ୍ୱାସ କରିଥାଉ। କିନ୍ତୁ ଏହି ଡାକ୍ତରଙ୍କ ଅବହେଳାରୁ ଏବେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଭଳି ସାଂଘାତିକ ମାମଲା ସାମ୍ନାକୁ ଆସିଛି, ଯାହା ଡାକ୍ତରଙ୍କ…

୫ ପୂର୍ବରୁ ଆବେଦନକାରୀ ଡାକ୍ତରଙ୍କୁ ଏନଓସି, ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟ ସରକାରଙ୍କ ମେଡିକାଲ ବ୍ୟତୀତ ଅନ୍ୟ ଅନୁଷ୍ଠାନରେ ଯୋଗ ଦେବାକୁ ଚାହୁଁଥିବା ଡାକ୍ତରଙ୍କୁ ରାଜ୍ୟ ସରକାର ଅକ୍ଟୋବର ୫ ତାରିଖ ପୂର୍ବରୁ ଏନଓସି ଦେବାକୁ କହିଛନ୍ତି ହାଇକୋର୍ଟ । ରାଜ୍ୟ ସରକାର ନୋ ଅବଜେକ୍ସନ୍‌ ସାର୍ଟିଫିକେଟ ଦେଉନଥିବା ଅଭିଯୋଗରେ ହାଇକୋର୍ଟରେ ରୁଜୁ…

ଢେଙ୍କାନାଳ ପୌର ପରିଷଦର ପୂର୍ବତନ ନଗରପାଳ ମୋନିକା ଶର୍ମାଙ୍କ ଗିରଫ ଦାବି କଲା ଡାକ୍ତର ସଂଘ

ଢେଙ୍କାନାଳ(କେନ୍ଯୁଜ୍): ଢେଙ୍କାନାଳ ପୌର ପରିଷଦର ପୂର୍ବତନ ନଗରପାଳ ମୋନିକା ଶର୍ମାଙ୍କ ଗିରଫ ଦାବି କଲା ଡାକ୍ତର ସଂଘ । ତୁରନ୍ତ ଗିରଫ କରିବାକୁ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି ଓମସା ସହିତ ନର୍ସ ଓ ଫାର୍ମାସିଷ୍ଟ ସଂଘ । ଗତକାଲି ଡାକ୍ତର ରାଜ କିଶୋର…

ରୋଗୀଙ୍କ ସୁନ୍ଦରତାରେ ଫିଦା ହେଲେ ଡାକ୍ତର, ମେଡିକାଲ ରେକର୍ଡରୁ ନମ୍ବର ବାହାର କରି ପଠାଇଲେ ଅଶ୍ଳୀଳ ମେସେଜ, ଏବେ…

ବ୍ରିଟେନର ଜଣେ ଡାକ୍ତର ନିଜ ରୋଗୀଙ୍କ ସୁନ୍ଦରତାରେ ଏମିତି ଫିଦା ହୋଇଥିଲେ ଯେ ସବୁକିଛି ଭୁଲି ତାଙ୍କ ପଛରେ ପଡ଼ି ଯାଇଥିଲେ। ଡାକ୍ତର ଯୁବତୀଙ୍କୁ କେତେକ ମେସେଜ ମଧ୍ୟ ପଠାଇଥିଲେ, ଯାହାକି ବହୁତ ଆପତ୍ତିଜନକ ରହିଥିଲା। ପରେ ପୀଡ଼ିତା ଏ ନେଇ ମେଡିକାଲ ପ୍ରାକ୍ଟିଶନର୍ସ ଟ୍ରିବ୍ୟୁନାଲଙ୍କ ପାଖରେ…

୧୭ ବର୍ଷ ବୟସ୍କ ବାଳକ ମୂତ୍ରାଶୟରୁ ବାହାରିଲା ୧ କିଲୋଗ୍ରାମ ଓଜନର ପଥର

ଜଣେ ୧୭ ବର୍ଷ ବୟସ୍କ ବାଳକ ମୂତ୍ରାଶୟରୁ ୧ କିଲୋଗ୍ରାମ ଓଜନର ପଥରକୁ ଡାକ୍ତରମାନେ ଅସ୍ତ୍ରୋପଚାର କରି ବାହାର କରିଛନ୍ତି। କୋଲକାତାର ବାସିନ୍ଦା ହେଉଛନ୍ତି ଏହି ବାଳକ । ମୁମ୍ବାଇରେ ଶରୀରରେ ଅସ୍ତ୍ରୋପଚାର କରାଯାଇ ପଥର ବାହାର କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବାଳକ…

ବ୍ରାଜିଲ: ଡାକ୍ତରଙ୍କୁ ଘାରିଲା ୟୁଟ୍ୟୁବ ନିଶା, କହିଲେ, ‘ଚିକିତ୍ସା ଦରକାର ତ ପ୍ରଥମେ ସବସକ୍ରାଇବ କରନ୍ତୁ ମୋ…

ବ୍ରାଜିଲର ଜଣେ ଡାକ୍ତର ଆଜିକାଲି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ଡାକ୍ତର ଲୋକଙ୍କୁ ମାଗଣାରେ ମେଡିକାଲ ପ୍ରେସ୍କ୍ରିପସନ ଦେଇଥାନ୍ତି। କିନ୍ତୁ ତାଙ୍କର ଏକ ସର୍ତ୍ତ ଅଛି କି, ଯଦି ତାଙ୍କ ସେବା ଦରକାର, ତା'ହେଲେ ପ୍ରଥମେ ତାଙ୍କର ୟୁଟ୍ୟୁବ ଚ୍ୟାନେଲକୁ ସବସକ୍ରାଇବ କରିବାକୁ…

ଆଉ ଅକ୍ସିଜେନ ଅଭାବରୁ ମରିବେନି କେହି, ଲୋକଙ୍କ ଜୀବନ ବଞ୍ଚାଇବାକୁ ନିଜେ ମେସିନ ତିଆରି କଲେ ଡାକ୍ତର

ଏବେ ଦେଶରେ କରୋନା ସ୍ଥିତି ଯେତେ ସାଂଘାତିକ ହୋଇଛି ତାଠୁ ଅଧିକ ଗମ୍ଭୀର ହୋଇଛି ଅକ୍ସିଜେନ ଅଭାବ। ଦେଶରେ ଅକ୍ସିଜେନ ସମସ୍ୟାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର ଆଗ୍ରା ମାଲବା ଜିଲ୍ଲାର ସରକାରୀ ଡାକ୍ତର ଓ କର୍ମଚାରୀ ଏକ ମେସିନ ତିଆରି କରିଛନ୍ତି। ଏହି କମ୍ପ୍ରେସର ମେସିନ ବାୟୁମଣ୍ଡଳରୁ ଅକ୍ସିଜେନ…

ମହିଳାଙ୍କ ଅସ୍ତ୍ରୋପଚାରରେ ସାଙ୍ଘାତିକ ତୃଟି ! ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଖାଦ୍ୟନଳୀ କାଟିଦେଲେ ଡାକ୍ତର

ଝାରସୁଗୁଡା/ସମ୍ବଲପୁର: ସ୍ବାସ୍ଥ୍ୟସେବାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ମହିଳାଙ୍କ ଅସ୍ତ୍ରୋପଚାରରେ ତୃଟି ! ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ଖାଦ୍ୟନଳୀ କାଟିଦେଲେ ଡାକ୍ତର । ଓଡିଶା-ଛତିଶଗଡ଼ ସୀମାନ୍ତ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ  କୁହାକୁଣ୍ଡାଠାରେ…