Browsing Tag

dog

କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଶୁଙ୍ଘି ଚିହ୍ନଟ କରିବ ଜର୍ମାନ ସ୍ନିଫର ଡଗ୍‌, ଦିଆଯାଉଛି ଟ୍ରେନିଂ, ଆକ୍ୟୁରେସୀ ରେଟ୍‌…

ସାରା ବିଶ୍ୱରେ କରୋନାକୁ ମାତ୍‌ ଦେବା ପାଇଁ କେତେ ପ୍ରକାରର ତରିକା ଆପଣା ଯାଉଛି। ଜର୍ମାନୀର ଏକ ଭେଟନାରୀ କ୍ଲିନିକ୍‌ ଲୋକଙ୍କ ଲାଳ ନମୁନାରୁ କରୋନା ଭାଇରସ୍‌ ଚିହ୍ନଟ କରିବା ପାଇଁ ସ୍ନିଫର ଡଗ୍ସଙ୍କୁ ଟ୍ରେଣ୍ଡ କରୁଛି। ଏହା ଦାବି କରେ କି, ଭାଇରସ୍‌ ଚିହ୍ନଟ କରିବାରେ କୁକୁରର ଆକ୍ୟୁରେସୀ…

କୁକୁର ନାମରେ ମାଲିକ କରିଦେଲା ୩୬ କୋଟିର ସମ୍ପତ୍ତି, ଜାଣନ୍ତୁ ଏହା ପଛର ସତ୍ଯତା କ’ଣ

କୁହାଯାଏ, କୁକୁର ମଣିଷର ବିଶ୍ବସ୍ତ ପ୍ରାଣୀ। ଏଥିପାଇଁ କିଛି ଲୋକ ନିଜର ପୋଷା କୁକୁରକୁ ପରିବାରର ସଦ୍ଯସ ଭଳି ରଖନ୍ତି। ଆଉ କୁକୁର ଏବଂ ମଣିଷର ବିଭିନ୍ନ ବନ୍ଧୁତ୍ବ କାହାଣୀ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ। ଏମିତି ଏକ ବଡ ଉଦାହରଣ ଆମେରିକାରେ ଦେଖିବାକୁ ମିଳିଛି। ଆମେରିକାର ନେଶଭିଲେରେ…

ଲିପ୍‌ଷ୍ଟିକ ଚୋରି କରୁଥିବା ବେଳେ ଧରା ପଡ଼ିଗଲା କୁକୁର, ଏମିତି ଦେଖାଇଲା ନିରୀହପଣ ଯେ ଲୋକେ ଅଜାଡ଼ି ପକାଇଲେ ଭଲ ପାଇବା

ସୋସିଆଲ ମିଡିଆରେ କୁକୁର, ବିଲେଇଙ୍କର ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। କେବେ କେବେ ସେମାନେ ନିଜର ମଜାଦାର ହରକତକୁ ନେଇ ଚର୍ଚ୍ଚାରେ ଥାଆନ୍ତି ତ କେତେବେଳେ ୟୁଜରମାନଙ୍କୁ କନ୍ଦାଇ ଦିଅନ୍ତି। ଏବେ ଏମିତି ହିଁ ଏକ କୁକୁରର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି,…

ବ୍ୟକ୍ତି ନିଜ ଡଗିକୁ ବର ବେଶରେ ସଜେଇ ସୋସିଆଲ ମିଡିଆରେ ଦେଲେ ବିବାହ ବିଜ୍ଞାପନ, ଲୋକେ କହିଲେ, ଚିନ୍ତା କରନ୍ତୁନି, ଆମେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁପକ୍ଷୀଙ୍କୁ ନେଇ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଥାଏ। ଏବେ ଏକ କ୍ୟୁଟ୍‌ ଡଗିର ଫଟୋ ଖୁବ୍‌ ଭାଇରାଲ ହେଉଛି। ଫଟୋଟି ସୋସିଆଲ ମିଡିଆରେ ପୂରା ଛାଇଯାଇଛି। ଫଟୋରେ ଡଗି ବିଲ୍‌କୁଲ ସାଉଥ୍‌ ଇଣ୍ଡିଆନ ବର ଭଳି ପ୍ରସ୍ତୁତ ହୋଇଥିବା ଦେଖିବାକୁ ମିଳୁଛି। ଡଗିର ବିବାହ…

ମାଲିକର ସାଥ୍‌ ଦେବାକୁ ଛୋଟେଇ ଛୋଟେଇ ଚାଲୁଥିଲା କୁକୁର, ଜାଣି ନପାରି ବ୍ୟକ୍ତି ଖର୍ଚ୍ଚ କଲେ ୪୦୦ ଡଲାର; ଦେଖନ୍ତୁ…

କୁକୁରକୁ ଦୁନିଆର ସବୁଠୁ ବିଶ୍ୱସ୍ତ ଜୀବ ବୋଲି କୁହାଯାଏ। ମାଲିକର ସବୁ ପରିସ୍ଥିତିରେ ସେ ମାଲିକ ସହ ଠିଆ ହୋଇଥାଏ। ଏଣୁ ଲୋକଙ୍କୁ ସୁରକ୍ଷା ଦେବାକୁ କୁକୁରକୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଏ। ମାତ୍ର ବେଳେ ବେଳେ କିଛି କୁକୁର ଟ୍ରେନିଂ ପାଇନଥିଲେ ମଧ୍ୟ ମାଲିକ ପ୍ରତି ବେଶ୍‌ ସଚ୍ଚୋଟ ଓ…

ଲଜ୍ଜାଜନକ ଘଟଣା: ୪୦ ବର୍ଷୀୟ ବ୍ୟକ୍ତି ରାସ୍ତାରେ ବୁଲା କୁକୁର ସହିତ ରଖିଲେ ଯୌନ ସମ୍ବନ୍ଧ, ୬ ମାସ ପାଇଁ ପଠାଇ ଦିଆଗଲା…

ମହାରାଷ୍ଟ୍ରର ଠାଣେ ସହରରେ ମଣିଷକୁ ଲଜ୍ଜାବୋଧ ହେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି କୁକୁର ସହିତ ଖରାପ କାମ କରିଛନ୍ତି, ଯାହାଫଳରେ ତାଙ୍କୁ ୬ ମାସ ପାଇଁ ଜେଲ ପଠାଇ ଦିଆଯାଇଛି। ବ୍ୟକ୍ତି ଜଣକ ଗତବର୍ଷ ଏକ ବୁଲା କୁକୁର ସହିତ ଯୌନ ସମ୍ବନ୍ଧ ରଖିଥିଲେ। କୋର୍ଟ…

ମାଲିକ ପାଖରେ ବିଶ୍ବାସନୀୟତାର ପରିଚୟ ଦେଲା କୁକୁର, ଘର ଭିତରକୁ ପଶିବାକୁ ଦେଲାନି ଅହିରାଜ ସାପକୁ

ଭଞ୍ଜନଗର : ବିଶ୍ବାସ ଏମିତି ଏକ ଶବ୍ଦ ଯାହା ବିପଦ ସମୟରେ ମଣିଷକୁ ନିଜର ଓ ପର ଭିତରେ ପାର୍ଥକ୍ୟ ଜଣାଇ ଦିଏ । ଯାହାର ଉଦାହରଣ ପାଲଟିଛି, ଏକ ଦେଶୀ ବୁଲା କୁକୁର । ସିଏ ନିଜ ମାଲିକ ପାଖରେ ବିଶ୍ବାସନୀୟତାର ପରିଚୟ ଦେଇଛି । ସୂଚନାନୁଯାୟୀ, ମାଲିକଙ୍କ ଘରେ କେହି ନଥିବା ବେଳେ, ଘର ଭିତରକୁ…

ପିଲାର ଭାଙ୍ଗଡା ଡ୍ୟାନ୍ସ ଦେଖି କୁକୁର ଛୁଆ ବି କଲେ ଏମିତି ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

ଆଜିକାଲି ଦୁନିଆରେ ଖୁସି ମିଳିବା ବହୁତ ମହଙ୍ଗା ହୋଇଗଲାଣି। ସୁବୁକିଛି ଜିନିଷ ତ ଆପଣ ଟଙ୍କା ଦେଇ କିଣିପାରିବେ କିନ୍ତୁ ଖୁସି କେବେ ବି କିଣିପାରିବେ ନାହିଁ। ବେଳେ ବେଳେ ଛୋଟ ଛୋଟ ଜିନିଷ ହେଉ ଅବା କାମରୁ ଅନେକ ଖୁସି ମିଳିଥାଏ। ଏମିତି ଏକ ଭିଡିଓ ଏବେ ଇଣ୍ଟରନେଟରେ ଭାଇରଲ ହେଉଛି, ଯାହାକୁ ଆପଣ…

ବୈଜ୍ଞାନିକଙ୍କ ଦାବି ଏବେ ଏଡ଼ସ ଭଳି ମାରାତ୍ମକ ରୋଗ କବଳରେ କୁକୁର

ଏଡସ ଭଳି ମାରାତ୍ମକ ରୋଗ କୁକୁରମାନଙ୍କ ମଧ୍ୟରେ ବି ବିସ୍ତାର ହେଉଛି ନିକଟରେ ଏମିତି ଏକ ଆଶ୍ଚର୍ଯ୍ୟକର ଦାବି କରିଛନ୍ତି ବୈଜ୍ଞାନିକ । ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଯଦି ଏହି ରୋଗ କୁକୁରମାନଙ୍କଠାରେ ଦେଖାଯାଏ । ତେବେ ଚିକିତ୍ସା ନହେବା ପରେ ସେମାନେ କିଛି ଦିନ ମଧ୍ୟରେ ମରିଯାଆନ୍ତି ।…

ନିରୀହ କୁକୁରକୁ ମାଡ଼ ମାରି ଆଖି ଫୁଟାଇ ଦେଲେ ତାପରେ ଦରମରା କରି ଫୋପାଡ଼ି ଦେଲେ

କଥାରେ ଅଛି ମଣିଷର ସବୁଠୁ ଭଲ ସାଙ୍ଗ ହେଉଛି ପଶୁ । ଆଉ ଯଦି ଏଠାରେ କୁକୁର କଥା ପଡେ ତାହେଲେ ସେ ମଣିଷର କେତେ ବିଶ୍ଵସ୍ତ ତାର ଆପଣ ଅନେକ ଉଦାହରଣ ଦେଖିସାରିଥିବେ । କିନ୍ତୁ ଏହି କୁକୁର ପ୍ରତି ମଣିଷ ବେଳେବେଳେ ଏତେ ନିଷ୍ଠୁର ହାଇପାରେ ତାହା ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ ।…

ନିଜ ପେଟରୁ କାଟି ବୁଲା କୁକୁରକୁ ଖୁଆଇଲେ ଭିକାରୀ, ଲୋକେ କହିଲେ- ‘ହୃଦୟରୁ ଧନୀ’; ଦେଖନ୍ତୁ ଭିଡିଓ

ଟଙ୍କା ସବୁ କିଛି ହୋଇନଥାଏ। ଯଦି କାହାକୁ ସାହାଯ୍ୟ କରିବାକୁ ଇଚ୍ଛା ଅଛି ତେବେ ଆପଣ କୌଣସି ଉପାୟରେ ବି କରିପାରିବେ। ଏବେ ଏହି କଥାକୁ ସତ କରି ଦେଖାଇଛନ୍ତି ଜଣେ ଭିକାରୀ। ସୋସିଆଲ ମିଡିଆରେ ଏବେ ଏକ ଇମୋସନାଲ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ଭିକାରୀ ନିଜ ପ୍ଲେଟ୍‌ରୁ ଖାଦ୍ୟ ନେଇ…