Browsing Tag

donald trumph

କୋର୍ଟ ଗଲେ ଟ୍ରମ୍ପ, ଭୋଟ ଗଣତିକୁ ନେଇ ଜାହିର କଲେ ଅସନ୍ତୋଷ

ଶେଷରେ କାଠଗଡ଼ାରେ ପହଁଚିଲା ଆମେରିକା ନିର୍ବାଚନ ଲଢ଼େଇ । ଭୋଟ ଗଣତିକୁ ନେଇ ଅସନ୍ତୋଷ ଟ୍ରମ୍ଫ । ଆଣିଲେ ସାଙ୍ଘାତିକ ଅଭିଯୋଗ । ଜର୍ଜିଆରେ ଭୋଟ ଗଣନା ବନ୍ଦ କରିବାକୁ କୋର୍ଟ ଗଲେ ଟ୍ରମ୍ପ । ଏହା ସହ ପେନସିଲଭାନିଆ ଓ ମିସିଗନର ଗଣତି ରୋକିବାକୁ ଦାବି କରିଛନ୍ତି ଟ୍ରମ୍ପ । ଗଣତି ଶେଷ ହୋଇଥିବା…

ଆମେରିକାରେ ବ୍ୟାନ ହେବ ଟିକଟକ୍‌ ଆପ୍‌ : ଡୋନାଲ୍ଡ ଟ୍ରମ୍ପ

କିଛି ଦିନ ତଳେ ଆମେରିକାର ମାଇକ୍ରୋସପ୍ଟ କମ୍ପାନୀ ଟିକଟକ୍‌ ଆପ୍‌କୁ କିଣିବା ନେଇ ଖବର ପ୍ରସାରିତ ହୋଇଥିବା ବେଳେ ଏବେ କିନ୍ତୁ ଏକ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । ଦେଶରେ ଟିକଟକ୍ ଉପରେ ବ୍ୟାନ ଲଗାଇବାକୁ ଆଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦେଶର ଅନ୍ତରୀଣ ସୁରକ୍ଷା…

ମୋ’ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟ କରିବି ନାହିଁ : ଡୋନାଲ୍ଡ ଟ୍ରମ୍ଫ

ଗୋଟେ ପଟେ ବିଶ୍ୱବ୍ୟାପୀ ମହାମାରୀ କରୋନା ନିଜ କାୟା ବିସ୍ତାର କରି ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏକ ଅଜବ ଘୋଷଣା କରିଛନ୍ତି ।  ରାଷ୍ଟ୍ରପତି ଟ୍ରମ୍ପଙ୍କ ବୟାନ ଅନୁଯାୟୀ, କରୋନା ସଂକ୍ରମଣ ରୋକିବା ନେଇ ସେ ନିଜ ଦେଶବାସୀଙ୍କୁ ମାସ୍କ ପିନ୍ଧିବା ପାଇଁ କେବେ ମଧ୍ୟ…

ମୋତେ ରଷ୍ଟ୍ରପତି ନିର୍ବାଚନରେ ହରାଇବାକୁ ଚାହୁଁଛି ଚୀନ: ଡୋନାଲ୍ଡ ଟ୍ରମ୍ଫ

କରୋନା ମହାମାରୀକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନକୁ ବାରମ୍ବାର ଦାୟୀ କରି ଆସୁଛନ୍ତି । ବିଶ୍ଵବ୍ୟାପୀ କରୋନା କାରଣରୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ପଛରେ ଚୀନ ହିଁ ଦାୟୀ ବୋଲି ପ୍ରକାଶ କରିଛନ୍ତି ଟ୍ରମ୍ପ । ଖାଲି ସେତିକି ନୁହେଁ ଆମେରିକାରେ ଆଗକୁ ଥିବା ରାଷ୍ଟ୍ରପତି…

କାଶ୍ମୀରର ମଧ୍ୟସ୍ଥତା ନେଇ ଟ୍ରମ୍ପଙ୍କୁ ଅନୁରୋଧ କରିନାହାନ୍ତି ପ୍ରଧାନମନ୍ତ୍ରୀ : ଏସ୍‌.ଜୟଶଙ୍କର

କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ ଉପରେ ଲୋକସଭା ଓ ରାଜ୍ୟସଭାରେ ସ୍ୱଷ୍ଟୀକରଣ ରଖିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । କହିଛନ୍ତି କାଶ୍ମୀରର ମଧ୍ୟସ୍ଥତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କୁ ଅନୁରୋଧ କରିନାହାନ୍ତି ।…

ଆମେରିକାରେ ଇମରାନଙ୍କୁ ଅନ୍ତରାଷ୍ଟ୍ରୀୟ ଅପମାନ, ମେଟ୍ରୋରେ ବସି ପହଂଚିଲେ ହୋଟେଲ୍

ଆମେରିକାରେ ଅପମାନିତ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଟ୍ରମ୍ପଙ୍କ ସହ ସାକ୍ଷାତ ପାଇଁ ଏୟାରପୋର୍ଟରେ ପହଂଚିଥିବା ଇମରାନଙ୍କୁ ଲୋକଲଜ୍ଜାର ସାମ୍ନା କରିବାକୁ ପଡିଛି । ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଆମେରିକାର କୌଣସି ଉଚ୍ଚସ୍ତରୀୟ ଅଧିକାରୀ ଏୟାରପୋର୍ଟକୁ…

ଭାରତ ବିରୋଧୀ ଆତଙ୍କବାଦୀ ଆକ୍ରମଣ କଲେ ପରିଣାମ ହେବ ଭୟଙ୍କର ! ପାକିସ୍ତାନକୁ ଆମେରିକାର ଚେତାବନୀ

ନିଜ ମାଟିରୁ ଆତଙ୍କବାଦକୁ ପ୍ରଶ୍ରୟ ଦେବା ବନ୍ଦ ନକଲେ ଭୟାବହ ପରିଣତି ଭୋଗିବାକୁ ପଡ଼ିବ ବୋଲି ପାକିସ୍ତାନକୁ ଚେତାବନୀ। ଭାରତ ବିରୋଧରେ ଆତଙ୍କବାଦୀ ଆକ୍ରମଣ ହେଲେ ଏଥିପାଇଁ ପାକିସ୍ତାନକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛି ଆମେରିକା। ଏନେଇ ହ୍ଵାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀ…

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାଷଣରେ ଶୋଇପଡ଼ିଲେ ଆମନ୍ତ୍ରିତ ଅତିଥି

ନୂଆଦିଲ୍ଲୀ : ଶୋଇପଡ଼ିଲେ ଆମେରିକା କଂଗ୍ରେସର 'ଷ୍ଟେଟ୍ ଅଫ୍ ଦି ୟୁନିଅନ୍'କୁ ଆମନ୍ତ୍ରିତ ଅତିଥି। ଏହି କାର‌୍ୟ୍ୟକ୍ରମକୁ ଷଷ୍ଠ ଶ୍ରେଣୀର ଛାତ୍ର ଜୋସୁଆ ଟ୍ରମ୍ପଙ୍କୁ ଆମନ୍ତ୍ରଣ କରିଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପାଖାପାଖି ୮୦ ମିନିଟର ଅଭିଭାଷଣ ରଖିଥିଲେ ଆମେରିକା ରାଷ୍ଟ୍ରପତି।…

ଖୁବ୍ ବିକ୍ରି ଟ୍ରମ୍ପ ମୁହଁର ଏହି ଟଏଲେଟ ବ୍ରଶ , ଲୋକ ଏତେ କିଣିଲେ କି ହୋଇଗଲା ଆଉଟ ଅଫ୍ ଷ୍ଟକ୍

ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାୟତଃ ନିଜର ବିବାଦ ଭରା ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣି ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଡୋନାଲ୍ଡ ଟ୍ରମ୍ପ । ତେବେ କୌଣସି ବୟାନ ନୁହଁ ବରଂ ଏକ ଟଏଲେଟ ବ୍ରଶ ପାଇଁ। ବାସ୍ତବରେ, ଟ୍ରମ୍ପଙ୍କ ଚେହେରା ଭଳି ଏକ…

ମହଙ୍ଗା ପଡ଼ିଲା ଟ୍ରମ୍ପଙ୍କୁ ପ୍ରଶ୍ନ କରିବା , ସିଏନଏନ୍‌ ରିପୋର୍ଟରଙ୍କ ପାସ୍‌ ରଦ୍ଦ କରିଛି ହ୍ଵାଇଟ୍‌ ହାଉସ୍‌

ମହଙ୍ଗା ପଡ଼ିଲା ଟ୍ରମ୍ପଙ୍କୁ ପ୍ରଶ୍ନ କରିବା । ସିଏନଏନ୍‌ ରିପୋର୍ଟର ଜିମ୍‌ ଆକୋଷ୍ଟାଙ୍କ ପାସ୍‌ ରଦ୍ଦ କରିଛି ହ୍ଵାଇଟ୍‌ ହାଉସ୍‌ । ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ସେ ହ୍ଵାଇଟ୍‌ ହାଉସ ଯାଇ ପାରିବେ ନାହିଁ । ମିଡ୍‌ଟର୍ମ ନିର୍ବାଚନ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଡୋନାଲଡ୍‌ ଟ୍ରମ୍ପ ଏବଂ…