Browsing Tag

drinking water

ଖାଲି ଲେମ୍ବୁପାଣି ନୁହେଁ, ଏଥିରେ ମିଶାନ୍ତୁ ଏହି ଜିନିଷ, ଦେଖିବେ ଚମତ୍କାରିତା

ଲେମ୍ବୁ ପାଣି ସାଧାରଣତଃ ସମସ୍ତଙ୍କୁ ଖୁବ୍ ପସନ୍ଦ । ଗରମ ଦିନ ପାଇଁ ଲେମ୍ବୁ ପାଣି ସବୁଠାରୁ ବେଷ୍ଟ ହୋଇଥାଏ । ଲେମ୍ବୁ ପାଣି ବନାଇବା ମଧ୍ୟ ଅତି ସହଜ । ପାଟିକୁ ଯେମିତି ସ୍ବାଦ ଲାଗିଥାଏ । ସେହିପରି ଦେହ ପାଇଁ ମଧ୍ୟ ହିତକର ହୋଇଥାଏ । ଖରା ଗରମରେ ସାଙ୍ଗେ ସାଙ୍ଗେ ଆସିବା ମାତ୍ରେ ଆମେ…

ଖବର ପ୍ରସାରଣ ପରେ ବସୁଧା ଯୋଜନାରେ ପାନୀୟ ଜଳ ପାଇଲେ ଗାଁ ଲୋକେ

ଖରା ଦିନରେ ସ୍ଥିତି ଏମିତି ହୋଇଛି ଯେ ପାଣି ପାଇଁ ବହୁ କଷ୍ଟରେ ଦିନ କାଟିବାକୁ ପଡୁଛି l ପ୍ରତିବର୍ଷ ଲୋକେ ଜଳକଷ୍ଟ ଭୋଗି ଆସୁଛନ୍ତି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଘୁଚେପାଲି ଗ୍ରାମପଞ୍ଚାୟତ ଦନ୍ଦରାବାହାଲ ଗାଁରେ ଦୀର୍ଘ ଦୁଇ ବର୍ଷରୁ ବସୁଧା ଯୋଜନାରେ ପାଣିଟାଙ୍କି ତିଆରି ହୋଇଥିବା…

ବଢୁଛି ଖରା ମେଣ୍ଟୁନି ଶୋଷ, ପିଇବା ପାଣି ପାଇଁ ହନ୍ତସନ୍ତ ଗାଁ ଲୋକେ

କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ ଜଳ ବିହୁନେ ସୃଷ୍ଟି ନାଶ । ଜଳ ବହୁଳେ କିପରି ସୃଷ୍ଟି ର ନାଶ ଘଟେ ତାହାର ଜ୍ଵଳନ୍ତ ଉଦାହରଣ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାତଭାୟାର ସାତଟି ଗାଁ । ଜଳ ପ୍ରଳୟ ଘଟିବାରୁ ସାତଭାୟା ଗ୍ରାମବାସୀଙ୍କୁ ବଗପାଟିଆ ଠାରେ ଥଇଥାନ କରାଯାଇଛି ମାତ୍ର…

ଖରା ଆରମ୍ଭରୁ ଜଳକଷ୍ଟ, ନୀଳ ବର୍ଣ୍ଣ ଦିଶୁଥିବା ଏଇ ପାଣି ପିଉଛନ୍ତି ଗ୍ରାମବାସୀ

ସୁବର୍ଣ୍ଣପୁର: ପାଣି ପାଇଁ ହାହାକାର । କାଖରେ ଗରା ଆଉ ହାତର ବାଲ୍ଟି ଧରି ଗାଁ ବନ୍ଧକୁ ପାଣି ନେବାକୁ ଆସୁଛନ୍ତି ମହିଳା ମାନେ । ଗୋଟିଏ ଘାଟରେ ଗାଁ ଲୋକେ ଗାଧୋଉଥିବା ବେଳେ ଅନ୍ୟ ଘାଟରୁ ମହିଳା ମାନେ ପାଣି ନେଉଛନ୍ତି । କିଏ ଗାମୁଛାରେ ପାଣିକୁ ଛାଣି ଗରାରେ ଭର୍ତି କରୁଛି ତ ଆଉ କିଏ ମଗ…

ସେଓ ଖାଇବା ପରେ ଆପଣ ବି ପିଉଛନ୍ତି କି ପାଣି? ତୁରନ୍ତ ବଦଳାନ୍ତୁ ଏ ବଦଭ୍ୟାସ, ନଚେତ୍‌ ହୋଇପାରେ ବଡ଼ ସମସ୍ୟା

ସେଓରେ ଅନେକ ପୋଷକ ତତ୍ତ୍ୱ ଭରି ରହିଛି। ଯଥା- ପୋଟାସିୟମ୍‌, ଫସ୍‌ଫରସ୍‌, ମ୍ୟାଗ୍ନେସିୟମ୍‌, ଭିଟାମିନ୍‌ ସି, ଭିଟାମିନ୍‌ ବି ୬ ଆଦି। ଏଣୁ କୁହାଯାଏ, ଯଦି ଦିନକୁ ଗୋଟିଏ ଲେଖାଏଁ ସେଓ ଖାଇବ, ତେବେ ଆଉ ଡାକ୍ତରଙ୍କ ଆବଶ୍ୟକତା ପଡ଼ିବ ନାହିଁ। ତେବେ ଲୋକମାନେ ସେଓ ଖାଇବା ପରେ କିଛି ଏଭଳି ଜିନିଷ…

ପାନୀୟ ଜଳ ପାଇଁ ହନ୍ତସନ୍ତ ଥାଲିପାଣି ଓ ଜୁନାପାଣି ବାସିନ୍ଦା, ଦୀର୍ଘ ୨କି.ମି. ଚାଲି ଚାଲି ଚୁଆରୁ ଆଣୁଛନ୍ତି ପାଣି

ନୂଆପଡା(କେନ୍ୟୁଜ): ନୂଆପଡା ଜିଲ୍ଲାର ଶେଷ ସୀମାନ୍ତରେ ପଡୋଶୀ ଛତିଶଗଡକୁ ଲାଗି ରହିଛି ସୁନାବେଡା ଗ୍ରାମପଞ୍ଚାୟତର ଥାଲିପାଣି ଗାଁ । ଏହି ଗାଁଟି ମାଓ ଅଧ୍ୟୁଷିତ ଦୁର୍ଗମ ଘଞ୍ଚ ପାହାଡିଆ ଅଞ୍ଚଳ ମଧ୍ୟରେ ରହିଛି । ଏହି ଥାଲିପାଣି ଗାଁରେ ଅଧିକାଂଶ ଆଦିବାସୀ ସଂପ୍ରଦାୟର ଲୋକ ବସବାସ କରୁଛନ୍ତି ।…

ପିଇବା ପାଣି ଭାସୁଛି ତେଲିଆ ପଦାର୍ଥ, ହେଉଛି ଉତ୍କଟ ଦୁର୍ଗନ୍ଧ

ଯାଜପୁର(କେନ୍ୟୁଜ): ନଳକୂପ ଗୁଡିକ ନଷ୍ଟ ହୋଇଗଲାଣି । ପାଣି ଉପରେ ଭାସୁଛି ତେଲିଆ ପଦାର୍ଥ । ଆଉ ଏଥିରୁ ବାହାରୁଛି ଉତ୍କଟ ଦୁର୍ଗନ୍ଧ । ଏଥିରେ ମୁହଁ ଧୋଇଲେ ଦାନ୍ତ କଳା ପଡିଯାଉଛି । ଲୁଗାପଟା ଓ ବାସନ ଧୋଇଲେ ତାହା ମଧ୍ୟ କଳା ହୋଇଯାଉଛି । ପାଣି ପିଇ ଅନେକ ଲୋକ ଝାଡାବାନ୍ତି ଓ ଚର୍ମରୋଗର…

କାକୁଡି ଖାଇବା ପରେ ପାଣି ପିଉଥିଲେ ସାବଧାନ, ହୋଇପାରେ ଏଭଳି ସମସ୍ୟା

ପୋଷକ ତତ୍ତ୍ୱରେ ଭରପୂର ହୋଇଥାଏ କାକୁଡି, ପ୍ରାୟତଃ ଲୋକମାନେ ଏହାକୁ ସାଲାଡ ଆକାରରେ ଖାଇଥାନ୍ତି । ଏହା ବ୍ୟତୀତ ଅନେକ ଲୋକ ଖାଲି କାକୁଡି ଖାଇବାକୁ ପସନ୍ଦ କରନ୍ତି । ତେବେ ଭିଟାମିନ୍ C, ଭିଟାମିନ୍ K, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଇତ୍ୟାଦି ପୁଷ୍ଟିକର ଖାଦ୍ୟ ଏଥିରେ ପ୍ରଚୁର…

ଖରାଦିନ ଆରମ୍ଭରୁ ଦୟନୀୟ ପରିସ୍ଥିତି: ପାହାଡ ପର୍ବତ ଘେରା ଏହି ଗାଁରେ ଅଚଳ ନଳକୂପ, ଶୋଷ ମେଣ୍ଟାଉଛି ଚୁଆପାଣି

କାମାକ୍ଷାନଗର(କେନ୍ୟୁଜ): ଖରାଦିନ ଆରମ୍ଭରୁ ଦୟନୀୟ ପରିସ୍ଥିତି । ନଳକୂପ ଗୁଡିକ ଅଚଳ ହୋଇପଡିଛି । ଯାହାଫଳରେ ଚୁଆପାଣି ମେଣ୍ଟାଉଛି ଶୋଷ । ବସୁଦ୍ଧା ଯୋଜନାରେ ପ୍ରତ୍ୟେକ ଘରକୁ ଘର ଶୁଦ୍ଧ ପାନୀୟ ଜଳ ଦେବା ପାଇଁ ଯୋଜନା ରହିଥିବା ବେଳେ ବାସ୍ତବରେ ତାହା କେତେଦୂର ଲୋକଙ୍କ ପାଖରେ ପହଁଚି…

ପାଣି ପାଇଁ ରାସ୍ତାରୋକ : ଗରା, ମାଠିଆ ଧରି ରାସ୍ତା ଉପରେ ମହିଳା

ପଦ୍ମପୁର(କେନ୍ୟୁଜ) :  ପାଣି ପାଇଁ ରାସ୍ତାରୋକ । ଗରା, ମାଠିଆ ଧରି ରାସ୍ତା ଉପରେ ବସିଲେ ମହିଳା । ପଦ୍ମପୁର - ନୂଆପଡା ମୁଖ୍ୟ ରାସ୍ତା ଅବରୋଧ କରି ବସିଛନ୍ତି । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପଦ୍ମପୁର ଉପଖଣ୍ଡ ୩ ନମ୍ବର ୱାର୍ଡରେ ଦୀର୍ଘ ବର୍ଷ ଧରି ପାଣି ସମସ୍ୟା ଲାଗି…

BCCI କଲା ବଡ଼ ଘୋଷଣା; ବିଶ୍ୱକପ୍‌ ୨୦୨୩ରେ ପିଇବା ପାଣି ରହିବ ସମ୍ପୂର୍ଣ୍ଣ ମାଗଣା

କ୍ରିକେଟ୍‌ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଛି। ଏହା ପୂର୍ବରୁ BCCI ଏକ ବଡ଼ ଘୋଷଣା କରି ଷ୍ଟାଡିୟମ୍‌ରେ ଉପସ୍ଥିତ ଦର୍ଶକଙ୍କ ପାଇଁ ପିଇବା ପାଣି ସମ୍ପୂର୍ଣ୍ଣ ମାଗଣା ରହିବ ବୋଲି କହିଛନ୍ତି। ବିସିସିଆଇ ସଚିବ ଜୟ ଶାହ କହିଛନ୍ତି, ପୂରା ବିଶ୍ୱକପ୍‌ ସମୟରେ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଦେଖିବାକୁ ଆସିଥିବା…