Below header
Browsing Tag

drowning death

ଢେଙ୍କାନାଳ ରେଙ୍ଗାଳୀ କେନାଲରେ ଗାଧୋଇବାକୁ ଆସି ବୁଡି ଗଲେ ଯୁବକ, ଅଗ୍ନିଶମ ବାହିନୀ ଦ୍ବାରା ମୃତଦେହ ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରେଙ୍ଗାଳୀ କେନାଲରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ପରଜଙ୍ଗ ଥାନା କାଦପଡା ଗାଁର ଅର୍ଜୁନ ସାମଲ । ଅର୍ଜୁନ ଗାଧୋଇବାକୁ ଆସି କେନାଲରେ ବୁଡି ଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର…

ପାଟକୁରା : ଚିତ୍ରୋତ୍ପଳା ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ନାବାଳକ

ପାଟକୁରା: ପାଟକୁରା ନିକଟ ଚିତ୍ରୋତ୍ପଳା ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ନାବାଳକ । ମୃତ ଦୁଇ ନାବାଳକ ମୁମ୍ବାଇ ଓ କେନ୍ଦ୍ରାପଡା ଜଇପୁରା ଅଞ୍ଚଳର ବୋଳି ଜଣାପଡିିଛି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ଧର୍ମ ଚର୍ଚ୍ଚା କରିବା ପାଇଁ ପାଟକୁରା ମସଜିଦ୍‌…

ରାୟଗଡା: ହୋଲି ହେଲା ଅଭିଶାପ, ଗାଧୋଇବା ବେଳେ ଭାସିଯାଇ ୩ ମୃତ, ଜଣେ ନିଖୋଜ

ରାୟଗଡା(କେନ୍ୟୁଜ୍):ହୋଲିରେ ଅଘଟଣ । ରାୟଗଡ଼ା ଜିଲ୍ଲାରେ ଗାଧୋଇବା ବେଳେ ଡ୍ୟାମରେ ବୁଡ଼ିଗଲେ ଚାରି ଜଣ । ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିସାରିଛି ସେମାନେ ହେଲେ ସୁରେଶ ଚୌଧୁରୀ, ଅଭିଶେକ କୁମାର ଓ ବରୁଣ ଆଚାରୀ ।ଏମାନଙ୍କୁ ଉଦ୍ଧାର କରି ସ୍ଥନୀୟ ଡାକ୍ତରଖାନାରେ ଭର୍ତ୍ତି…

ହୋଲି ଖେଳି ସାରି ଗାଧୋଇବା ବେଳେ ଅଘଟଣ, କଟକ କାଠଯୋଡ଼ିିରେ ବୁଡ଼ି ଦୁଇ ସାଙ୍ଗ ମୃତ

କଟକ : କଟକ କାଠଯୋଡ଼ିିରେ ବୁଡ଼ି ଦୁଇ ସାଙ୍ଗ ମୃତ। ବୟାଳିଶ ମୌଜା ବ୍ରିଜ ନିକଟରେ ଗାଧୋଉଥିଲେ ୨ ସାଙ୍ଗ । ହୋଲି ଖେଳିସାରି ଗାଧୋଉଥିଲେ ୨ସାଙ୍ଗ । ୨ଜଣଙ୍କ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ଉଭୟଙ୍କ ଘର ନେତାଜୀ ନଗର । ମୃତ ୨ ସାଙ୍ଗ ଶୁଭମ୍‌ ବେହେରା ଓ ନିଶାନ୍ତ ପାଢୀ । ଉଭୟ…

ଖୋର୍ଦ୍ଧା: ଟାଙ୍ଗୀରେ ପୋଖରୀ ବୁଡି ୫ମ ଶ୍ରେଣୀ ଛାତ୍ର ମୃତ, ପରିବାରରେ ଶୋକର ଛାୟା

ଟାଙ୍ଗୀ(କେନ୍ୟୁଜ୍): ଖୋରଧା ଜିଲ୍ଲା  ଟାଙ୍ଗୀ ଥାନା  ଉଜ୍ଜଳା ଗୋପୀନାଥ ପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପୋଖରୀରେ ବୁଡି ନାବାଳକର ମୃତ୍ୟୁ ହୋଇଥିବା  ସୂଚନା।  ନାବାଳକର ନାମ ବିଜୟ ଦାସ ଓ ସେ ସ୍ଥାନୀୟ ସରକାରୀ  ବିଦ୍ୟାଳୟରେ ୫ମ ଶ୍ରେଣୀରେ ପଢୁଥିବା  ଜଣାପଡିଛି। ସବୁ ଦିନ ଭଳି ଆଜି…

ନଦୀକୁ ଶୌଚ ହେବାକୁ ଯାଇ ବୁଡିଗଲେ ଯୁବକ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ପରେ ଚାଲିଗଲା ଜୀବନ

ଯାଜପୁର ଟାଉନ(କେନ୍ୟୁଜ୍): ନଦୀକୁ ଶୌଚ ହେବାକୁ ଯାଇ ବୁଡିଗଲେ ଯୁବକ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ଧାମନଗର ଥାନା ଦେହୁରି ଆନନ୍ଦପୁର ଗାଁର ଯୁକ୍ତ ଦୁଇ ଛାତ୍ର ଅଶ୍ୱନୀ କୁମାର ନାୟକ । ସେ ବୈତରଣୀ ନଦୀକୁ ଆଜି…

ରାୟଗଡ଼ା: ଡଙ୍ଗା ଭସାଣ ବେଳେ ଅଘଟଣ, ନାଗାବଳୀ ନଦୀର ପ୍ରଖର ସ୍ରୋତରେ ବୁଡି ଛାତ୍ର ମୃତ

ରାୟଗଡ଼ା: ଡଙ୍ଗା ଭସାଣ ବେଳେ ଅଘଟଣ । ଏହି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଉପଖଣ୍ଡରେ ଥିବା ଝୋଲାପଲ ନିକଟରେ । ମୃତକ ହେଲେ ରାୟଗଡ଼ା ୟୁଜିଏମଆଇଟି ର ଛାତ୍ର ସୁମନ ବେହେରା । ଆଜି ସକାଳୁ ୨ଜଣ ସାଙ୍ଗମାନଙ୍କ ସହ ଡଙ୍ଗା ଭସାଇବାକୁ ଯାଇଥିବା ବେଳେ ନାଗାବଳୀ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ।…

ଲକ୍ଷ୍ମୀ ପୂଜା ଦେଖିବାକୁ ଆସିଥିଲେ ମାମୁଁ ଘର ଗାଁ, ଗାଧୋଉଥିବା ବେଳେ ପାଣିରେ ବୁଡି ଚାଲିଗଲା ଜୀବନ

ଯାଜପୁର: ଲକ୍ଷ୍ମୀ ପୂଜା ଦେଖିବାକୁ ମାମୁଁ ଘର ଗାଁକୁ ବୁଲି ଆସିଥିଲେ, କିନ୍ତୁ ଗାଁ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଚାଲିଗଲା  ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ରଘୁନାଥପୁର ଗାଁରେ। ମୃତକ ହେଉଛନ୍ତି, ନିକଟସ୍ଥ କମାଗଡ଼ ଗ୍ରାମର କ୍ଷୀରୋଦ ବଳଙ୍କ…

କଟକ: ଗାଧୋଉ ଥିବାବେଳେ କେନାଲରେ ଭାସିଗଲେ ୨ଯୁବକ, ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ

କଟକ: କଟକ ଜଗତପୁର ସାତବାଟିଆ ମଧ୍ୟକଚ୍ଛରେ କେନ୍ଦ୍ରାପଡା କେନାଲରେ ଦୁଇ ଜଣ ଯୁବକ ଗାଧୋଉ ଥିବାବେଳେ ଭାସି ଯାଇଛନ୍ତି । ସ୍ଥାନୀୟ ବାସିନ୍ଦାମାନେ ସେମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଓଡ୍ରାଫ ଟିମ୍‌ ପହଞ୍ଚି ଖୋଜାଖୋଜି କରିଥିଲେ…

ନଦୀରେ ବୁଡି ଦୁଇ ଭଉଣୀଙ୍କ ସଲିଳ ସମାଧି, ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ଅଘଟଣ

ମାହାଙ୍ଗା (କେନ୍ୟୁଜ୍) : ପାଇକା ନଦୀରେ ବୁଡି ଦୁଇ ଭଉଣୀଙ୍କ ସଲିଳ ସମାଧି । ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ପାଣିରେ ବୁଡିଗଲେ ଦୁଇ ଭଉଣୀ । ଘଟଣା ଘଟିଛି କଟକ କିଶନନଗର ଥାନା ବାବୁଜଙ୍ଗ ସଫିପୁର ସ୍ୱପ୍ନେଶ୍ୱର ମନ୍ଦିର ନିକଟରେ । ମୃତକ ଦୁଇ ଜଣ ଦାଦା ଓ ବଡବାପା ଝିଅ । ଅନ୍ୟ ଜଣେ…

ମାଲକାଗିରି: ନଦୀର ଜଳସ୍ତର ମାପୁଥିବା ବେଳେ ବୁଡ଼ିଗଲେ ସର୍ଭେ ଅଧିକାରୀ

ମାଲକାଗିରି(କେନ୍ୟୁଜ୍): ନଦୀର ଜଳସ୍ତର ମାପୁଥିବା ବେଳେ ବୁଡ଼ିଗଲେ ସର୍ଭେ ଅଧିକାରୀ। ମାଲକାଗିରି ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା। ପାଙ୍ଗାମ ନଦୀର ଜଳସ୍ତର ମାପୁଥିବା ବେଳେ ପାଣିରେ ବୁଡି ସର୍ଭେ ଅଧିକାରୀ ନିଖୋଜ ହୋଇଛନ୍ତି। ଜଳସ୍ତର ମାପିବା ପାଇଁ ଭୁବନେଶ୍ୱରରୁ ୪ଜଣ ଅଧିକାରୀ ଆସିଥିଲେ।…

ସୁକତେଲ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗିର (କେନ୍ୟୁଜ୍) : ସୁକତେଲ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର। ବଲାଙ୍ଗିର ଦୁର୍ଗାପାଲିର ଶ୍ରୀକାନ୍ତ ନନ୍ଦଙ୍କ ମୃତଦେହ ସୁକତେଲ ନଦୀରେ ଭାସୁଥିବା ଅବସ୍ଥାରେ ଦେଖାଯାଇଥିଲା। ଗତକାଲି ସେ ବଲାଙ୍ଗିର ଯାଇ ଆଉ ଘରକୁ ଫେରିନଥିଲେ। ଏନେଇ ପୁଇଁତଳା ଥାନାରେ ଅଭିଯୋଗ ହୋଇଥିଲା। ଆଜି ମୃତଦେହ…