Browsing Tag

durga puja

ମୟୁରଭଞ୍ଜରେ ଥିବା ମହାଭାରତ ସମୟର ମନ୍ଦିରରେ ମା’ କିଚେକେଶ୍ୱରୀଙ୍କ ଦୁର୍ଗା ପୂଜା

ଦେଶର ସବୁ ଶକ୍ତି ପୀଠରେ ପୂଜା ପାଉଛନ୍ତି ଜଗତ ଜନନୀ ମା' ଦୁର୍ଗା। ପୁଣି ଆମ ଓଡ଼ିଶାର ସବୁ ମନ୍ଦିରରେ ମଧ୍ୟ ଜୋରସୋରରେ ଚାଲିଛି ଏହି ପୂଜା। ଠିକ୍ ସେମିତି ପୁରାତନ ଶକ୍ତି ପୀଠ ଭାବେ ବେଶ ଜଣାଶୁଣା ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କିଚେକେଶ୍ୱରୀ ମନ୍ଦିର। ହଜାର ହଜାର ବର୍ଷ ପୁରୁଣା…

ଦୁର୍ଗାପୂଜା ମଣ୍ଡପରେ ଲାଗିଗଲା ନିଆଁ, ମା’ଙ୍କ ସହିତ ଜଳିଗଲେ ୬୪ ଜଣ ଲୋକ

ଉତ୍ତରପ୍ରଦେଶ ସ୍ଥିତ ଭଦୋହିରେ ଦୁର୍ଗାପୂଜା ମଣ୍ଡପରେ ନିଆଁ ଲାଗିବା ଯୋଗୁଁ ୬୪ ଜଣ ଲୋକ ପୋଡି ହୋଇଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟମାନେ ଗୁରୁତର ରହିଛନ୍ତି। ଯେଉଁମାନେ ଗୁରୁତର ରହିଛନ୍ତି, ସେମାନଙ୍କୁ ବାରଣାସୀ ଏବଂ ପ୍ରୟାଗରାଜର ହସପିଟାଲକୁ ସ୍ଥାନାନ୍ତର…

ପାର୍ବଣ ବେଳେ ରାଜଧାନୀବାସୀ ସତର୍କ ରୁହିବାକୁ ଡିସିପିଙ୍କ ପରାମର୍ଶ: ସତର୍କ ରୁହନ୍ତୁ, ନିରାପଦ ରୁହନ୍ତୁ

ଭୁବନେଶ୍ବର(କେନ୍ୟୁଜ୍):ପାର୍ବଣ ବେଳେ ରାଜଧାନୀବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ଭୁବନେଶ୍ୱର ଡିପିସି ପ୍ରତୀକ ସିଂ। ରାଜଧାନୀବାସୀ ଦଶହରାରେ ବାହାରକୁ ଗଲେ କିମ୍ବା ମେଢ ବୁଲିବାକୁ ଗଲେ ଘରକୁ କାହାର ଦାୟିତ୍ୱରେ ଛାଡ଼ି ଯିବାକୁ ପରାମର୍ଶ ଦେଇଛନ୍ତି। ଅଧିକ ଦିନ ପାଇଁ ବାହାରକୁ ଗଲେ…

ପୂଜା ବଜାରକୁ ଫିକା କରିଦେବ ବର୍ଷା: ଆସନ୍ତା ୨୪ ଘଣ୍ଟାରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର (କେନ୍ୟୁଜ):  ପାର୍ବଣରେ ଭିଜିବ ଓଡ଼ିଶା। ଆସନ୍ତା ୨୪ ଘଣ୍ଟାରେ ଘୂର୍ଣ୍ଣିବଳୟ। ଉତ୍ତରପୂର୍ବ ଏବଂ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଜି ରାତିରୁ ଆରମ୍ଭ ହେବ ବର୍ଷା। ୨୪ଘଣ୍ଟାରେ ଉପକୂଳ ଓଡ଼ିଶା ସହ କେନ୍ଦୁଝର, ମୟୂରଭଞ୍ଜ,…

ଦୁର୍ଗା ପୂଜାକୁ ନେଇ ପୋଲିସର ପ୍ରସ୍ତୁତି, କଟକ ସହରରେ ଜଗିବେ ୫୫ ପ୍ଲାଟୁନ୍‌ ଫୋର୍ସ

କଟକ (କେନ୍ୟୁଜ): ଦୁର୍ଗା ପୂଜା ସମୟରେ କଟକ ସହରରେ ନିୟୋଜିତ ହେବେ ୫୫ ପ୍ଲାଟୁନ ପୋଲିସ ଫୋର୍ସ । ଜନ ସାଧାରଣ କିଭଳି ସୁରୁଖୁରୁରେ ପୂଜା ବୁଲିବେ ତାକୁ ଗୁରୁତ୍ୱ ଦିଆଯାଇଛି । ୬ ଜଣ ଅତିରିକ୍ତ ଡିସିପି, ୪୦ ଜଣ ଡିଏସପି ର‍୍ୟାଙ୍କର ଅଫିସର, ୫୫ ଜଣ ଇନ୍ସପେକ୍ଟର, ୩ ଶହ ସବଇନ୍ସପେକ୍ଟର, ୬ ଶହ…

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ମାଆ ରାମଚଣ୍ଡୀଙ୍କ ପୀଠ, ଦର୍ଶନ କରିବାକୁ ଆସୁଛନ୍ତି ଅନେକ ଶ୍ରଦ୍ଧାଳୁ

ପୁରୀ ଜିଲ୍ଲା କୋଣାର୍କ ବେଳାଭୂମି ମାର୍ଗରେ କାହିଁ କେତେ କାଳରୁ ପୂଜା ପାଇଁ ଆସୁଛନ୍ତି ମା ରାମଚଣ୍ଡୀ | କିମ୍ବଦନ୍ତୀ କୁହେ ପ୍ରଭୁ ରାମଚନ୍ଦ୍ର ଲଙ୍କା ବିଜୟ ସମୟରେ ମାଁ ଙ୍କୁ ଏଠାରେ ପ୍ରତିଷ୍ଠା କରି ଏହିଠାରୁ ଯାତ୍ରା ଆରମ୍ଭ କରିଥିଲେ | ଏଠାରେ ବାର ମାସରେ ତେର ପର୍ବ ପାଳିତ ହେଉଥିବା ବେଳେ…

ରୋୖପ୍ୟ ନଗରୀ କଟକରେ ଦୁର୍ଗା ପୂଜା ପାଇଁ ଚାଲିଛି ପ୍ରସ୍ତୁତି: ଏବେବି ମୁସଲିମ ଭାଇ ଭଉଣୀ ମାନଙ୍କ ଦ୍ବାରା ପ୍ରସ୍ତୁତ…

କଟକ(କେନ୍ୟୁଜ୍): ହଜାରେ ବର୍ଷର ବହୁ ପୁରାତନ ସହର ହେଉଛି ରୋୖପ୍ୟ ନଗରୀ କଟକ । ଏଠାକାର ଶାରଦୀୟ ଦୁର୍ଗା ପୂଜା ବି ସବୁଠୁ ପୁରୁଣା ଓ ନିଆରା। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ କଟକ ସହରବାସୀ ଏଥିରେ ସାମିଲ ହୋଇ ଏହି ଶାରଦୀୟ ଉତ୍ସବକୁ ପାଳନ କରିଥାନ୍ତି । ବିଗତ ଅନେକ ବର୍ଷ ଧରି ଏଠାରେ…

କଟକର ପୂଜା କମିଟି ଓ ଶାନ୍ତି କମିଟି ସହ ଜିଲ୍ଲା ପ୍ରଶାସନା ବୈଠକ: ଶାନ୍ତି ଶୃଙ୍ଖଳାର ସହ ପୂଜା କରିବା ନେଇ ବୈଠକରେ…

କଟକ(କେନ୍ୟୁଜ୍): କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ସ୍ଥିତ ସହିଦ ଭବନରେ ଚଳିତ ବର୍ଷର ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ । ଦୁର୍ଗା ପୂଜାକୁ କେଉଁ ଭଳି ଭାବରେ ଶାନ୍ତି ଶୃଙ୍ଖଳା ସହିତ କରାଯିବ, ସେ ବିଷୟରେ ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବ ବିଷୟରେ…

ନବରାତ୍ରି ଅଷ୍ଟମୀରେ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ୯ଟି ଭୁଲ୍‌, ମିଳିବ ନାହିଁ ବ୍ରତ ଓ ପୂଜାର ଫଳ

ନବରାତ୍ରି ଅଷ୍ଟମୀ ତିଥିର ଖାସ୍‌ ମହତ୍ତ୍ୱ ରହିଛି। ଏଥର ନବରାତ୍ରି ୮ ଦିନର ହିଁ ଅଛି, ଏଥିପାଇଁ ୧୩ ଅକ୍ଟୋବରରେ ଅଷ୍ଟମୀ ପାଳନ କରାଯିବ। ଯେଉଁ ଲୋକ ନବରାତ୍ରି ଆରମ୍ଭରୁ ବ୍ରତ ରଖିଛନ୍ତି, ସେମାନେ ଦୁର୍ଗା ଅଷ୍ଟମୀର ବ୍ରତ ମଧ୍ୟ ରଖିଛନ୍ତି। ଦୁର୍ଗା ଅଷ୍ଟମୀ ଦିନ ମା’ଙ୍କ ମହାଗୌରୀ ସ୍ୱରୂପକୁ…

ବୁଣାକାର ସମ୍ପ୍ରଦାୟର ନିଆରା ଦୁର୍ଗା ପୂଜା: ଶହ ଶହ ବର୍ଷର ପରମ୍ପରା, ରାସ୍ତାରେ ନୂତନ ଶାଢି ବିଛାଯାଇ ମା’ଙ୍କୁ…

ଯାଜପୁର (କେନ୍ୟୁଜ): ଧରାବତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା । ପୂଜା ମଣ୍ଡପଗୁଡିକରେ ମହାମାୟାଙ୍କ ମହାସପ୍ତମୀ ପୂଜା ପରେ ଚାଲିଛି ଅଷ୍ଟମୀ ପୂଜା । ଏହି ପାର୍ବଣ ସମୟରେ କିଛି ସ୍ଥାନରେ ରହିଛି ମାଙ୍କର ନିଆରା ପୂଜା ପରମ୍ପରା । ଏଇ ଯେମିତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମଧୁବନ ନିକଟସ୍ଥ…

ଆଜି ମଣ୍ଡପରେ ଜଗତଜନନୀ ମାଆ ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା, ପୀଠରେ ଚାଲିଛି ମହାନବମୀ

ଭୁବନେଶ୍ବର(କେନ୍ଯୁଜ୍): ଧରାବତରଣ କରିଛନ୍ତି ମାଆ ଦୁର୍ଗା। ଆଜି ମଣ୍ଡପରେ ଜଗତଜନନୀ ମାଆ ଦୁର୍ଗାଙ୍କ ଅଷ୍ଟମୀ ପୂଜା। ବିଲ୍ଵବରଣ ପରେ ମାଆଙ୍କ ଚକ୍ଷୁଦାନ କରାଯାଇଛି। ଏପଟେ ପୀଠରେ ମାଆଙ୍କ ମହାନବମୀ ପୂଜା ଚାଲିଛି। ବେଦମନ୍ତ୍ର ପାଠରେ କମ୍ପୁଛି ପରିବେଶ। ହେଲେ କରୋନା କଟକଣା ପାଇଁ ଭକ୍ତମାନେ…

ଆଜି ପୀଠରେ ମହାଷ୍ଟମୀ ଓ ମଣ୍ଡପରେ ସପ୍ତମୀ, ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡି

କଟକ(କେନ୍ଯୁଜ୍): ଧରାବତରଣ କରିଛନ୍ତି ମାଆ ଦୁର୍ଗା। ଚାରିଆଡେ ପାର୍ବଣ ପରିବେଶ। ଆଜି ପୀଠରେ ମାଆଙ୍କ ମହାଷ୍ଟମୀ ଓ ମଣ୍ଡପରେ ସପ୍ତମୀ। ଗତକାଲି ବିଳମ୍ବିତ ରାତ୍ରରେ ମାଆଙ୍କ ଚକ୍ଷୁଦାନ କରାଯାଇଛି। କରୋନା କଟକଣା ଭିତରେ ଚାଲିଛି ପୂଜାର୍ଚ୍ଚନା। ପୀଠାରେ ମାଆଙ୍କର ନବରାତ୍ର ପୂଜା ସହ ଚାଲିଛି…