Below header
Browsing Tag

durga puja

ଆଜି ପୀଠରେ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା, କଟକଣା ଭିତରେ ଚାଲିଛି ସମସ୍ତ ବ୍ଯବସ୍ଥା

ଭୁବନେଶ୍ବର: ଧରାବତରଣ କରିଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା । ମାଙ୍କ ଆଗମନକୁ ସମସ୍ତଙ୍କ ଅପେକ୍ଷା । ଗତକାଲି ପୀଠରେ ସପ୍ତମୀ ହୋଇଥିବା ବେଳେ ଆଜି ମହାଅଷ୍ଟମୀ। ସେହିପରି ମଣ୍ଡପରେ ମୃଣ୍ମୟୀ ଦେବୀଙ୍କ ବିଲ୍ଵବରଣ ପରେ ଆଜି ସପ୍ତମୀ ପୂଜା । ଏଥିପାଇଁ କଟକରେ ସମସ୍ତ ମୃଣ୍ମୟୀ ଦେବୀଙ୍କ ମଣ୍ଡପରେ…

ଆଜି ପୀଠେ ସପ୍ତମୀ, ମଣ୍ଡପରେ ଷଷ୍ଠୀ: ବଗଳାମୁଖୀ ବେଶରେ ଦର୍ଶନ ଦେବେ ମା କଟକ ଚଣ୍ଡୀ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନବରାତ୍ର ପୂଜାର ଆଜି ସପ୍ତମ ଦିନ । ସବୁଦିନ ଭଳି ଆଜି ଭୋର ୪ଟାରୁ ମାଆକ ଦ୍ୱାର ଫିଟାଯାଇଥିଲା । ସାଢେ ୪ଟାରେ ମାଆଙ୍କୁ ସ୍ନାନ କରାଇଥିଲେ ପୂଜକ । ପରେ ମଙ୍ଗଳ ଆଳତୀ ହୋଇଥିଲା । ଆଜି ମଧ୍ୟ ଅପରାହ୍ନ ୩ଟାରେ ମାଆଙ୍କ…

ଆସିଲା ଦୁର୍ଗାପୂଜାକୁ ନେଇ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶନାମା, କଟକର ଏହି ୯ଟି ପୂଜା ମଣ୍ଡପକୁ ଅନୁମତି ଦେଲେ…

କେନ୍ୟୁଜ (ବ୍ୟୁରୋ): ଆସିଲା ଦୁର୍ଗାପୂଜାକୁ ନେଇ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶନାମା। କଟକ ସହରରେ ପୂର୍ବରୁ ଅଧିକ ଉଚ୍ଚତାର ମୂର୍ତ୍ତି କରିଥିବା ୯ଟି ପୂଜା ମଣ୍ଡପ କୁ ଅନୁମତି ଦେଲେ ହାଇକୋର୍ଟ। ଶିଖର ପୁର ଗଣ୍ଡରପୁର, ନୂଆବଜାର, ଶେଖବଜର, ମଙ୍ଗଳାବାଗ, ବିନୋଦ ବିହାରୀ ବାଲୁ ବଜାର, ଅଲିଶା…

ହାଇକୋର୍ଟରେ ଦୁର୍ଗାପୂଜା ମାମଲା: କେବଳ କଟକରେ ହୋଇଥିବା ୪ ଫୁଟରୁ ଅଧିକ ଉଚ୍ଚର ୯ଟି ମୂର୍ତ୍ତି ନିର୍ମାଣକୁ ମିଳିଲା…

କଟକ : ହାଇକୋର୍ଟରେ କଟକ ଦୁର୍ଗାପୂଜା ମାମଲାର ଅନ୍ତ । କେବଳ କଟକ ସହରରେ ୪ ଫୁଟରୁ ଅଧିକ ଉଚ୍ଚର ୯ଟି ମୂର୍ତ୍ତି ନିର୍ମାଣ ହୋଇଥିବା ବେଳେ ସେଗୁଡ଼ିକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ତେବେ ଏସବୁ ମୂର୍ତ୍ତିର ବିସର୍ଜନ ପାଇଁ ପଦକ୍ଷେପ ଗ୍ରହଣ କରିବେ ପ୍ରଶାସନ । ଏହା ସହ ପୁରୀର ଗୋସାଣୀ ପୀଠରେ…

ହାଇକୋର୍ଟରେ ଦୁର୍ଗା ପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା, ଆଜି ହେବ ଶୁଣାଣି

କଟକ: ହାଇକୋର୍ଟରେ ଦୁର୍ଗା ପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଆଜି ହେବ ଶୁଣାଣି । ଗତ ୯ ତାରିଖରେ ଏନେଇ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ ଜବାବ ଦାଖଲ କରିଥିଲେ ରାଜ୍ୟ ସରକାର । ଆବେଦନକାରୀ ପ୍ରତି ଜବାବ ଦାଖଲ କରିବାକୁ ସେଦିନ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।…

ହାଇକୋର୍ଟରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା, ଆସନ୍ତା ୧୩ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

କଟକ: ହାଇକୋର୍ଟରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ସାନି ସତ୍ୟପାଠ ଦାଖଲ କଲେ ପୋଲିସ କମିଶନର। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଜବାବ ଦାଖଲ କରାଯାଇଛି। ୧୨ ତାରିଖ ସୁଦ୍ଧା ପ୍ରତିଜବାବ ଦାଖଲ କରିବେ ଆବେଦନକାରୀ। ଆସନ୍ତା ୧୩ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।…

ହାଇକୋର୍ଟରେ ଦୁର୍ଗା ପୂଜା ମାମଲାର ଆଜି ହେବ ଶୁଣାଣି

କଟକ: ହାଇକୋର୍ଟରେ ଦୁର୍ଗା ପୂଜା ମାମଲାର ଆଜି ହେବ ଶୁଣାଣି। ପୋଲିସ କମିଶନରଙ୍କ ନିର୍ଦ୍ଦେଶନାମାକୁ ଚଲେଞ୍ଜ କରି ହାଇକୋର୍ଟରେ ରୁଜ୍ଜୁ ମାମଲାର ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ହେବ ଏହି ଶୁଣାଣି। ସମସ୍ତ ପୂଜା ମଣ୍ଡପ ୪ଫୁଟ ମଧ୍ୟରେ ମୂର୍ତ୍ତି କରିବାକୁ ପୋଲିସ କମିଶନର ଗତ ୧୭ ତାରିଖରେ…

ଗଞ୍ଜାମ: ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ପାଳନ କରି ମଣ୍ଡପରେ ପୂଜା କରିବା ପାଇଁ ଅନୁମତି ଦେଲେ ଜିଲ୍ଲାପାଳ

ଗଞ୍ଜାମ(କେନ୍ୟୁଜ୍‌): ଗଞ୍ଜାମରେ ପୂଜା ପାଇଁ ଗାଇଡ୍‌ଲାଇନ୍‌ । ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ପାଳନ କରି ମଣ୍ଡପରେ ପୂଜା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଅନୁମତି ଦେଇଛନ୍ତି । କରୋନାକୁ ଦୃଷ୍ଟିରେ ରଖି ଘରେ ହିଁ ପୂଜା କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ତେବେ ପୂଜା କମିଟିର…

ଦୂର୍ଗାପୂଜା ମାମଲାରେ ଆଜି ହେବ ଶୁଣାଣି, ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ…

କଟକ: ଦୂର୍ଗାପୂଜା ମାମଲାରେ ଆଜି ହେବ ଶୁଣାଣି । ଏହା ପୂର୍ବରୁ ଶାରଦୀୟ ପୂଜାକୁ ନେଇ ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ସମସ୍ତ ପୂଜା କମିଟି ଦୁର୍ଗାପୂଜାରେ ୪ ଫୁଟର ମୂର୍ତ୍ତି ନିର୍ମାଣ କରିବେ ବୋଲି ଗତ ୧୭ ତାରିଖରେ…

କେତେ ରହିବ ମୂର୍ତ୍ତିର ଉଚ୍ଚତା? ଆଗତ ରିଟ୍‌ ପିଟିସନ୍ ଉପରେ ଆଜି ହାଇକୋର୍ଟରେ ଶୁଣାଣି

କଟକ: କଟକ ସହରର ଶାରଦୀୟ ପୂଜା ହଜାର ବର୍ଷ ଧରି ହୋଇ ଆସୁଥିବାବେଳେ ଚଳିତ ବର୍ଷର ପୂଜାରେ ସେଭଳି ଆକର୍ଷଣ ରହି ନପାରେ । ଆସନ୍ତା ୨୨ ତାରିଖରୁ କଟକ ସହରରେ ପୂଜା ହେବାର ଥିବାବେଳେ ବର୍ତ୍ତମାନ ସୁଦ୍ଧା ଅଧିକାଂଶ ମଣ୍ଡପରେ ଦେବୀ ମୂର୍ତ୍ତି ପାଇଁ ନଡାବନ୍ଧା ବି ହୋଇ ନାହିଁ । ବାଲୁବଜାର ପୂଜା…

କଟକରେ ଦୁର୍ଗାପୂଜା ପାଇଁ ମୂର୍ତ୍ତି ଉଚ୍ଚତା କୌଣସି ବାଧକ ହେବ ନାହିଁ, ଏନେଇ ଡିସିପିଙ୍କୁ ଅବଗତ କରାଇବେ ପୂଜା କମିଟି

କେନ୍ୟୁଜ୍(ବ୍ୟୁରୋ): କଟକରେ ଦୁର୍ଗାପୂଜା ପାଇଁ ମୂର୍ତ୍ତି ଉଚ୍ଚତା କୌଣସି ବାଧକ ହେବ ନାହିଁ । ପୂଜା କମିଟିଗୁଡିକ କେତେ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିଛନ୍ତି ସେ ସମ୍ପର୍କରେ ଡିସିପିଙ୍କୁ ଅବଗତ କରାଇବେ । ଡିସିପି ଏହାର ତଦନ୍ତ କରାଇବା ପରେ ପୋଲିସ କମିଶନର ପୂଜା କରିବାକୁ ଅନୁମତି ଦେବେ…

ଦୁର୍ଗାପୂଜାକୁ ନେଇ ହାଇକୋର୍ଟରେ ଦାୟର ମାମଲାର ଆଜି ହୋଇପାରେ ଶୁଣାଣି

କଟକ: ଦୁର୍ଗାପୂଜାକୁ ନେଇ ହାଇକୋର୍ଟରେ ଦାୟର ମାମଲାର ଆଜି ଶୁଣାଣି ହୋଇପାରେ । ରାଜ୍ୟ ସରକାର କରିଥିବା ଗାଇଡ୍‌ ଲାଇନ୍‌କୁ ଚ୍ୟାଲେଞ୍ଜ କରି କୋର୍ଟ ଯାଇଥିଲା ବାଲୁବଜାର ପୂଜା କମିଟି । ଦାୟର ମାମଲାରେ କଟକ ସହରର ୨୧ଟି ପୂଜା ମଣ୍ଡପ ମଧ୍ୟ ଏହି ଅଭିଯୋଗ ଆଣିଛନ୍ତି । ଗାଇଡ୍‌ ଲାଇନ ଅନୁଯାୟୀ…