Browsing Tag

earthquake

ସକାଳୁ ସକାଳୁ ଥରିଲା ଉତ୍ତରକାଶୀ, ଭୂକମ୍ପ ଝଟକା ଅନୁଭୂତ

ଉତ୍ତରକାଶୀରେ ଭୂକମ୍ପ ଝଟକା ଅନୁଭୂତ । ଏହାର ତୀବ୍ରତା ୨.୮ ହୋଇଥିବା ଜଣାପଡିଛି । ତେବେ ଭୂକମ୍ପ ଜନିତ କିଛି କ୍ଷୟକ୍ଷତି ବିଷୟରେ ସୂଚନା ମିଳିନାହିଁ । ସୂଚନା ମୁତାବକ, ଗୁରୁବାର ସକାଳ ୮.୩୦ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଖବର ଅନୁଯାୟୀ, ଭୂକମ୍ପର କେନ୍ଦ୍ର ଉତ୍ତରାଖଣ୍ଡର…

ଦୋହଲିଲା ଦିଲ୍ଲୀ, ହିନ୍ଦୁକୁଶ ଅଞ୍ଚଳରେ ୬.୨ ତୀବ୍ରତାର ଝଟକା

ଦିଲ୍ଲୀ-ଏନସିଆର, ହରିୟାଣା ଏବଂ ପଞ୍ଜାବରେ ଭୂକମ୍ପ ଝଟକା । ଜମ୍ମୁ କାଶ୍ମୀର ପୁଞ୍ଚରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଅପରାହ୍ନ ୨.୫୦ ମିନିଟ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଆଫଗାନିସ୍ତାନ ହିନ୍ଦୁକୁଶ ଅଞ୍ଚଳରେ ୬.୨ ତୀବ୍ରତାର ଭୂକମ୍ପ ଝଟକା ଲାଗିଛି । ପାକିସ୍ତାନ ଓ…

ପୁଣି ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬.୦

ପୁଣି ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଆସିଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍‌ ଜିୟୋସାଇନ୍ସେସ୍‌ କହିଛି, ମଙ୍ଗଳବାର ଜାପାନର ହୋଂଶୁର ପଶ୍ଚିମ ଉପକୂଳ ନିକଟରେ ଭୂମିକମ୍ପ ଝଟ୍‌କା ଅନୁଭବ କରାଯାଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ମପାଯାଇଛି । ଭୂମିକମ୍ପ ପରେ ଏ ପର୍ଯ୍ୟନ୍ତ ମୃତାହତ…

ଇଣ୍ଡୋନେସିଆରେ ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୬.୭

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଭୂମିକମ୍ପ । ୬.୭ ତୀବ୍ରତା ଭୂକମ୍ପରେ ଥରିଲା ତଲୌଦ ଦ୍ବୀପ ସମୂହ ଅଞ୍ଚଳ । ଭୋର ୨ଟା ୧୮ ମିନିଟରେ ଅନୁଭୂତ ହୋଇଥିଲା ଝଟକା । ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୮୦ କିଲୋମିଟର ଗଭୀରତାରେ ରହିଥିଲା । ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।…

ଏହି ମାଛ ଦେଖିଲେ ଆସିବ ଭୂକମ୍ପ ଓ ସୁନାମି, ରୁହନ୍ତୁ ସତର୍କ

ନିକଟରେ ଥାଇଲ୍ୟାଣ୍ଡର ମତ୍ସ୍ୟଜୀବିମାନେ ଏକ ବିରଳ ମାଛ ଧରିଛନ୍ତି । ଏହି ମାଛକୁ ଦେଖିବା ପରେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି । କାରଣ ଏହି ମାଛ ଦେଖିଲେ ଆସିବ ମହାପ୍ରଳୟ । ଏଥିପାଇଁ ଲୋକମାନଙ୍କୁ ବିନାଶର ଚିନ୍ତା ଘାରିଛି । ତେବେ ଆମେ ଯେଉଁ ମାଛର ନାଁ କହୁଛୁ ତାହା ହେଉଛି ଓରଫିସ୍, ଏହି…

ଜାପାନ ଭୂକମ୍ପ: ମୃତ୍ୟୁସଂଖ୍ୟା ୬୨କୁ ବୃଦ୍ଧି, ୩୦୦ରୁ ଉର୍ଦ୍ଧ୍ବ ଲୋକ ଆହତ

ଜାପାନରେ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୬୨କୁ ବୃଦ୍ଧି । ଆହତ ହୋଇଛନ୍ତି ୩୦୦ରୁ ଉର୍ଦ୍ଧ୍ବ ଲୋକ । ଆହୁରି ଅନେକ ଲୋକ ଧ୍ବଂସାବଶେଷ ତଳେ ଚାପି ହୋଇ ରହିଥିବା ଆଶଂକା କରାଯାଉଛି । ରେସ୍କ୍ୟୁ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସାମ୍ନାକୁ ଆସୁଛି ହୃଦୟ ବିଦାରକ ଦୃଶ୍ୟ । ହଜାର…

ଭୂକମ୍ପ ଆସିବାରୁ କିଛି ସମୟ ପୂର୍ବରୁ ଜାପାନ ଛାଡିଥିଲେ ଜୁନିଅର ଏନଟିଆର ଏବଂ ପରିବାର, ପୋଷ୍ଟ ସେୟାର କରି ବଖାଣିଲେ…

ଜାପାନରେ ଭୟଙ୍କର ଭୂକମ୍ପ ହେବା ପରେ ମାନସିକ ଭାବେ ଆଘାତ ପାଇଛନ୍ତି ସାଉଥ ଷ୍ଟାର ଜୁନିଅର ଏନଟିଆର । ଜୁନିଅର ଏନଟିଆର ଗତ ସପ୍ତାହରେ ପରିବାର ସହିତ ଜାପାନକୁ ଛୁଟି କାଟିବା ପାଇଁ ଯାଇଥିଲେ । ଆଉ ନୂଆବର୍ଷରେ ଜାପାନରେ ଭୟଙ୍କର ଭୂମିକମ୍ପରେ ସୁବିକିଛି ଛାରଖାର ହୋଇଯାଇଥିଲା । ଲଗାତାର ଝଟକା…

ଜାପାନ ପରେ ଥରିଲା ମିଆଁମାର, ତୀବ୍ରତା ୪.୩

ଜାପାନ ପରେ ମିଆଁମାରରେ ଭୂକମ୍ପ ଝଟକା । ଏହାର ତୀବ୍ରତା ୪.୩ ରହିଛି । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ମୁତାବକ, ମିଆଁମାରରେ ଜାନୁଆରୀ ୨ ତାରିଖ ୩ଟା ୧୫ ମିନିଟ ୫୩ ସେକେଣ୍ଡରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ୮୫ କିଲୋମିଟର ରହିଥିଲା । ତେବେ ସୋମବାର…

ଜାପାନରେ ଭୂମିକମ୍ପ ପରେ ସୁନାମୀ: ୬ ମୃତ, ଆଗକୁ ବଢିପାରେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ : ଜାପାନରେ ଭୟଙ୍କର ବିପର୍ଯ୍ୟୟ ରଚିଛି ଭୂମିକମ୍ପ । ଥରିଛି ପଶ୍ଚିମ ଜାପାନ । ତୁହାକୁ ତୁହା ଭୂକମ୍ପ ପରେ ସୁନାମୀ । ପଶ୍ଚିମ ଉପକୂଳର ବିଭିନ୍ନ ଅଞ୍ଚଳରେ ଭୟଙ୍କର ବିଭୀଷିକା ଆଣିଛି ଭୂକମ୍ପ। ଫାଳ ହୋଇଗଲା ରାସ୍ତା। ଭୁଶୁଡ଼ି ପଡ଼ିଲା ବିଲ୍ଡିଂ। ବିଛିନ୍ନ ହୋଇଯାଇଛି ଯୋଗାଯାଗ,…

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ପରେ ଭାରତୀୟ ଦୂତାବାସର ଆଲର୍ଟ, ଜାରି କଲା ଜରୁରୀକାଳୀନ ନମ୍ବର

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ପରେ ଦେଶରେ ଥିବା ଭାରତୀୟ ଦୂତାବାସ ନିଜ ନାଗରିକଙ୍କ ପାଇଁ ଜରୁରୀକାଳୀନ ନମ୍ବର ଜାରି କରିଛି। ଏହା ବ୍ୟତୀତ ଏକ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍‌ (ନିୟନ୍ତ୍ରଣ କକ୍ଷ) ମଧ୍ୟ ସ୍ଥାପନ କରିଛି। ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏ ନେଇ ଏକ…

ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଲର୍ଟ ଜାରି

ଜାପାନର ଇସିକାଭା ଅଞ୍ଚଳରେ ସୋମବାର ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୫ ରେକର୍ଡ କରାଯାଇଛି। ଭୂମିକମ୍ପ ଯୋଗୁ ପ୍ରଶାସନ ସୁନାମୀ ସତର୍କତା ଜାରି କରିଛି। ଜାପାନୀ ମିଡିଆ ‘ଏନ୍‌ଏଚ୍‌କେ’ ମୁତାବକ, ପ୍ରଶାସନ କହିଛି ଯେ ସୁନାମୀରେ ୫…

ଜାପାନରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୩

ଜାପାନରେ ଗୁରୁବାର ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଜାପାନର କୁରିଲ ଦ୍ୱୀପରେ ଆସିଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ମପାଯାଇଛି। ଅଧିକାରୀମାନଙ୍କ ମୁତାବକ, ଏ ପର୍ଯ୍ୟନ୍ତ ସୁନାମୀକୁ ନେଇ କୌଣସି ଚେତାବନୀ ଜାରି କରାଯାଇ ନାହିଁ। ମିଡିଆ ରିପୋର୍ଟ…