ଗଞ୍ଜାମ ବାଲି ଚୋରା ଚାଲାଣ ମାମଲା, ଇଡିରେ ହାଜର ହେଲେ ବାଲି ବ୍ୟବସାୟୀ
ଭୁବନେଶ୍ବର: ଇଡିରେ ହାଜର ହେଲେ ବାଲି ବ୍ୟବସାୟୀ । ଭୁବନେଶ୍ବର ଇଡି କାର୍ଯ୍ୟାଳୟରେ ହାଜର ହେଲେ ପୂର୍ବତନ ଛାତ୍ର କଂଗ୍ରେସ ନେତା ବିଶ୍ବଜିତ ପାତ୍ର ଓରଫ ହକିଙ୍କୁ । ଆଜି ତାଙ୍କୁ ହାଜର ହେବାକୁ ନୋଟିସ ଜାରି କରିଥିଲା ଇଡି ।
ନିକଟରେ ଗଞ୍ଜାମ ଜିଲ୍ଲାରେ ବାଲି ଚୋରା ଚାଲାଣ ଘଟଣାରେ ହୋଇଥିବା…