Odisha News
Browsing Tag

elephant

କେବେ କୌଣସି ହାତୀକୁ ସିଡ଼ି ଚଢ଼ୁଥିବାର ଦେଖିଛନ୍ତି କି? ଦେଖନ୍ତୁ ଏହି ଭିଡିଓ ନିଜ ଆଖିକୁ ବି ବିଶ୍ୱାସ କରିପାରିବେନି

ଜୀବଜନ୍ତୁଙ୍କ ମଧ୍ୟରେ ହାତୀକୁ ସବୁଠାରୁ ବୁଦ୍ଧିମାନ ବୋଲି କୁହାଯାଏ। ବିଶାଳକାୟ ଆକାର ହୋଇଥିଲେ ମଧ୍ୟ ହାତୀମାନଙ୍କ ଚାଲିଚଳଣ ଛୋଟ ଛୁଆ ଭଳି ହୋଇଥାଏ। ବେଳେ ବେଳେ ହାତୀ ଏମିତି କିଛି କାମ କରିଥାଏ ଯାହା ଅନ୍ୟମାନଙ୍କୁ ହସର ଖୋରାକ ଯୋଗାଏ। ଏବେ ସେଭଳି ଏକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ…

ଚଳନ୍ତା ଗାଡ଼ିରୁ ଆଖୁ ଚୋରି କରୁଛି ହାତୀ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ହାତୀ ମାନଙ୍କର ପ୍ରିୟ ଖାଦ୍ୟ ଗୁଡିକ ଭିତରେ ଆଖୁ ଅନ୍ୟତମ । ଆଖୁ କିଆରୀରେ ପଶି ଦଳବଦ୍ଧ ହୋଇ ହାତୀ ମାନେ ଆଖୁ ଖାଆନ୍ତି । କିନ୍ତୁ ଚଳନ୍ତା ଗାଡିରେ ଛିଡା ହୋଇ ନିଜ ଜୀବନକୁ ଖାତିର ନ କରି ଅନ୍ୟ ଏକ ଆଖୁ ବୋଝେଇ ଟ୍ରକରେ ନିଆଯାଉଥିବା ଆଖୁକୁ ଭିଡି ଭିଡି ଖାଉଥିବା ଭଳି ଦୃଶ୍ୟକୁ ଆପଣ ନିଜ ଆଖିରେ…

ଗଞ୍ଜାମ ସେରଗଡ଼ ଅଲରିଗଡ଼ ଠାରେ ଏକ ଗାତରେ ପଡିଲା ହାତୀ, ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି

ଗଞ୍ଜାମ(କେନ୍ୟୁଜ୍): ଗାତରେ ପଡିଲା ହାତୀ । ଗଞ୍ଜାମ ସେରଗଡ଼ ଅଲରିଗଡ଼ ଠାରେ ଏକ ପାହାଡିଆ ଜମିରେ ଏକ ହାତୀ ପଡିଯାଇଛି । ଗାଁର ଜଙ୍ଗଲ ପାହାଡ ନିକଟରେ ଥିବା ଜମି ନିକଟକୁ ଗତକାଲି ସଂଧ୍ୟାରେ ଆସିଥିଲେ ହାତୀ ପଲ । ଫସଲ ଖାଇସାରି ଫେରିବା ବେଳେ ଏକ ଗାତରେ ପଡି ଯାଇଥିଲା । ଏବେ ବନ ବିଭାଗ ଓ…

ଦୀର୍ଘ ଦିନର କସରତ ପରେ କାବୁ ହେଲା ନରହନ୍ତା ଦନ୍ତା, ଟ୍ରାଙ୍କୁଲାଇଜ୍‌ କରି କାବୁ କଲା ବନବିଭାଗ

କେନ୍ଯୁଜ୍: ଦୀର୍ଘ ଦିନର କସରତ ପରେ କାବୁ ହେଲା ନରହନ୍ତା ଦନ୍ତା । ଶେଷ ହେଲା ‘ଅପରେସନ ଗଜରାଜ’ । ଦନ୍ତା ହାତୀକୁ କାବୁ କଲା ବନବିଭାଗ ।ଦୀର୍ଘ ୯ ଦିନ ଧରି ଯାଜପୁର ଦାନଗଦୀ ଅଞ୍ଚଳରେ ଉତ୍ପାତ ଚଳାଇଥିବା ହାତୀକୁ ଟ୍ରାଙ୍କୁଲାଇଜ୍‌ କରି କାବୁ କଲା ବନବିଭାଗ । ଏହି ଦନ୍ତା ୪ ଜଣଙ୍କୁ ଦଳି…

ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ କାବୁ ହେଲା ନରହନ୍ତା ଦନ୍ତା, ତାଳଚେରରୁ ନିଆଯାଇଛି କପିଳାସ ଚିଡିଆଖାନା

ତାଳଚେର(କେନ୍ୟୁଜ୍): ଶେଷରେ କାବୁ ହେଲା ନରହନ୍ତା ଦନ୍ତା । ଅକ୍ଲାନ୍ତ ପରିଶ୍ରମ ପରେ ତାଳଚେରରୁ କପିଳାସ ଚିଡ଼ିଆଖାନାକୁ ଯାଉଛି ହାତୀ । ପ୍ରଥମ ଥର ବିଫଳ ହେବା ପରେ ଦ୍ୱିତୀୟ ଥରରେ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ ନରହନ୍ତାକୁ ସ୍ଥାନାନ୍ତର କରିଛି ବନବିଭାଗ । ଗତ କିଛିମାସ ମଧ୍ୟରେ ନରହନ୍ତା…

ମୟୂରଭଞ୍ଜ: ଡିଜେ ଗୀତକୁ ଶୁଣି କଣ୍ଡ୍ରୋଲ କରିପାରିଲାନି ହାତୀ, ଧାଇଁ ଆସି ବଣଭୋଜି କରୁଥିବା ଲୋକଙ୍କର ପନିପରିବା ଦେଲା…

ମୟୂରଭଞ୍ଜ(କେନ୍ୟୁଜ୍): ପିକନିକ୍‌ ମଜାକୁ ପାଣିଚିଆ କରି ଦେଲା ହାତୀ । ଗୀତ ଶୁଣି ପାଖକୁ ପଳାଇ ଆସିଲା। ବଣଭୋଜି କରୁଥିବା ଲୋକଙ୍କର ପନିପରିବା ଖାଇଦେଲା । ଭୟରେ ଏଣେତେଣେ ଦୌଡ଼ି ପଳାଇଲେ ଲୋକ। ଏଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅନ୍ତର୍ଗତ ସୀତାକୁଣ୍ଡର। ସେଠାରେ ବନ ବିଭାଗ ପକ୍ଷରୁ…

କେବେ ଭାବିଛନ୍ତି ହାତୀ କାହିଁକି ନିଜ ଶୁଣ୍ଢ ସାହାଯ୍ୟରେ ଶରୀରରକୁ ପାଣି ପକାଏ, ଜାଣନ୍ତୁ ଏହା ପଛର ଥିବା ରୋଚକ କାରଣ

ପଶୁ ମାନଙ୍କ ମଧ୍ୟରୁ ହାତୀକୁ ସବୁଠାରୁ ବିଶାଳକାୟ ବୋଲି ପଶୁ ବୋଲି କୁହାଯାଏ। କେବଳ ଶରୀରର ଆକାର ନୁହେଁ ଓଜନରେ ମଧ୍ୟ ସବୁ ପଶୁଙ୍କ ଠାରୁ ଅଧିକ। ଗାଁ ଗହଳିକୁ ହାତୀ ବୁଲିବାକୁ ଆସିଥାଏ ଆଉ ଆପଣ ତାକୁ ନିଶ୍ଚୟ ଦେଖିଥିବେ। ଆପଣ ନିଶ୍ଚିତ ହାତୀକୁ ପୋଖରୀ ଗାଡ଼ିଆରେ ପଶିବାର ଦେଖିଥିବେ ଆଉ ପାଣିରେ…

ନିଜ ହାତୀକୁ ମୁକୁଳେଇବା ପାଇଁ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେଲେ ମାହୁନ୍ତ , ଜାଣନ୍ତୁ ପୂରା ଘଟଣା

ହଜି ଯାଇଥିବା ଲୋକଙ୍କ ପାଇଁ ତ ସେମାନଙ୍କ ଜ୍ଞାତି ପରିଜନ ର ଦ୍ୱାରସ୍ଥ ହେବା ପରି ଘଟଣା  ଆମେ ଦେଖିଥିବୁ ଓ ଶୁଣିଥିବୁ । କିନ୍ତୁ ଗୋଟେ ହାତୀକୁ ଫେରି ପାଇବା ପାଇଁ ଯେ ତାର ମାହୁନ୍ତ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇପାରେ ଏହିପରି ଘଟଣା ହୁଏତ ପ୍ରଥମ ଥର ପାଇଁ ହିଁ ଘଟିଛି । ବନ ବିଭାଗ ଦ୍ୱାରା…

ରେଲୱେ ଟ୍ରାକ ପାର କରିବା ପାଇଁ ହାତୀ କଲା ଏପରି, ଲୋକେ କରୁଛନ୍ତି ତାରିଫ, ଦେଖନ୍ତୁ ଭିଡିଓ..

ଇଣ୍ଟରନେଟରେ ପ୍ରତିଦିନ କିଛି ନା କିଛି ଅଜବ ଘଟଣା ଭାଇରଲ ହୋଇଥାଏ ଠିକ ସେହିପରି ନିକଟରେ ଏକ ହାତୀର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯାହାକୁ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦ ସେୟାର କରିଛନ୍ତି । ଭିଡ଼ିଓଟିକୁ ଦେଖିବାପରେ ଲୋକମାନେ ହାତୀର ବୁଦ୍ଧିକୁ ତାରିଫ କରୁଥିବା…

ନିଜ ଛୁଆ ସହିତ ଫସିରହିଥିବା ମା’ ହାତୀ ଏମିତି ଭାଙ୍ଗିଲା ଫାଟକ, ଦେଖନ୍ତୁ ଭିଡ଼ିଓ

ଏମିତି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡ଼ିଓରେ ଦେଖିବାକୁ ମିଳୁଛି କି ଗୋଟେ ମା ହାତୀ ନିଜ ଛୁଆଟି ସହିତ ଏମିତି ଏକ ସ୍ଥାନରେ ଫସିରହିଯାଇଛି ଯେଉଁଠାରୁ ସେ ଆଉ ବାହାରି ପାରୁନାହିଁ । ଯାହାଫଳରେ ସେ କଣ କରିବ କିଛି ବୁଝିପାରୁନି ।…

ମୟୂରଭଞ୍ଜ କରଞ୍ଜିଆ ଉପଖଣ୍ଡରେ ଥମୁନି ହାତୀ ଆତଙ୍କ, ଗାଁ ଗାଁରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି ବଣୁଆ ହାତୀ

ମୟୂରଭଞ୍ଜ(କେନ୍ୟୁଜ୍):  କରଞ୍ଜିଆ ଉପଖଣ୍ଡରେ ଥମୁନି ହାତୀ ଆତଙ୍କ। ଗତକାଲିଠାରୁ ପୁଣି ଉତ୍ପାତ ଚଳାଇଛନ୍ତି ୨୨ଟିକିଆ ହାତୀପଲ। ଗାଁ ଗାଁରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି ବଣୁଆ ହାତୀ । କରଞ୍ଜିଆ ଓ ସୁକୃଳିରେ ପଶି ଫସଲ ଜମି ନଷ୍ଟ କରିବା ସହ ଘରଦ୍ୱାର ଭଙ୍ଗାରୁଜା କରୁଛନ୍ତି। ଫଳରେ ଲୋକେ…

ରାସ୍ତା ମଝିରେ କାର୍‌ରେ ବସିଗଲା ହାତୀ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଏହି ଭିଡିଓ

ହାତୀ ଏକ ବିଶାଳକାୟ ଜୀବ ହୋଇଥିବାରୁ ଏହା ସାଧାରଣତଃ କୌଣସି ଗାଡ଼ିରେ ବସିପାରେ ନାହିଁ। ଏଣୁ ହାତୀକୁ ସ୍ଥାନାନ୍ତର କରିବାକୁ ବଡ଼ ବଡ଼ ଟ୍ରକ୍‌ ବ୍ୟବହାର କରାଯାଏ। କିନ୍ତୁ ଏବେ ହାତୀଟିଏ ଏକ କାର୍‌ରେ ବସିଥିବା ଦେଖିବାକୁ ମିଳଛି। ହାତୀଟି କାର୍‌ ଭିତରେ ସିଟ୍‌ ଉପରେ ନୁହେଁ ବରଂ କାର୍‌ ଉପରେ…