Browsing Tag

elephant

ଆଠଗଡ଼ ମୁଣ୍ଡୁଳି ରାସ୍ତାରେ ହାତୀ ଆତଙ୍କ, ୫ ଦିନ ହେବ ଅବରୋଧ କରିଛନ୍ତି ରାସ୍ତା

ଆଠଗଡ଼ : ଆଠଗଡ଼ ମୁଣ୍ଡୁଳି ରାସ୍ତାରେ ହାତୀ ଆତଙ୍କ । ପ୍ରାୟ ୫ ଦିନ ହେବ ହାତୀପଲ ରାସ୍ତା ଅବରୋଧ କରିଛନ୍ତି । ଆଠଗଡ଼ ବନଖଣ୍ଡରେ ୨୦ରୁ ଅଧିକ ହାତୀ ପହଞ୍ଚିଛନ୍ତି । ବନବିଭାଗ ପକ୍ଷରୁ ହାତୀ ଘଉଡେଇବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ରାସ୍ତାରେ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ…

କଟକ ଡାଳିଯୋଡ଼ା ରେଞ୍ଜ ମହିଷାଲଣ୍ଡା ପଞ୍ଚାୟତରେ ହାତୀ ଆତଙ୍କ, ଘରେ ଥିବା ଚାଉଳ ବସ୍ତା ବୋହି ନେଇ ଖାଇବା ସହ ରଚିଲା…

କଟକ: ଜନବସତି ମୁହାଁ ଜଙ୍ଗଲୀ ହାତୀ । କଟକ ଜିଲ୍ଲା ଚୌଦ୍ୱାରର ଡାଳିଯୋଡ଼ା ରେଞ୍ଜ ମହିଷାଲଣ୍ଡା ପଞ୍ଚାୟତରେ ହାତୀ ଆତଙ୍କ । ମାଛପଙ୍ଗା, ଗହଁଣା ଆଦିିବାସୀ ବସ୍ତିରେ ଏକ ଦନ୍ତା ହାତୀ ପଶିଆସି ଘର ଭାଙ୍ଗି ଦେଇଛି । ଘରେ ଥିବା ଚାଉଳ ବସ୍ତା ବୋହି ନେଇ ଖାଇବା ସହ ଅନେକ ନଷ୍ଟ କରି ଗାଁରେ ତାଣ୍ଡବ…

ଶୁଣ୍ଢରେ ପାଣି ନେଇ କାହିଁକି ନିଜ ଶରୀର ଉପରେ ଢାଳେ ହାତୀ, କାରଣ ବହୁତ ଆଶ୍ଚର୍ଯ୍ୟଜନକ

ପଶୁମାନଙ୍କ ମଧ୍ୟରେ ହାତୀକୁ ସବୁଠାରୁ ବୃହତ୍ତମ ପଶୁ ବୋଲି ବିବେଚନା କରାଯାଏ । ଯାହାର ଓଜନ ମଧ୍ୟ ବହୁତ ଅଧିକ । ଆପଣ ବି ଅନେକ ଥର ହାତୀ ଦେଖିଥିବେ କିନ୍ତୁ ଆପଣ କେବେ ନୋଟିସ କରିଛନ୍ତି କି ଯେତେବେଳେ ହାତୀମାନେ ପୋଖରୀ ନିକଟକୁ ଯାଆନ୍ତି ସେତେବେଳେ ସେମାନେ ଶୁଣ୍ଢ ସାହାଯ୍ୟରେ ନିଜ ଦେହରେ…

ଜନ୍ମ ହେଉ ହେଉ ଡ୍ୟାନ୍ସ କରିବାକୁ ଲାଗିଲା ହାତୀ ଛୁଆ, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟ ସମୟରେ ହାତୀଙ୍କର ଭିଡିଓ ଭାଇରାଲ ହୋଇଥାଏ। ଏବେ ମଧ୍ୟ ସେଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ହାତୀ ଓ ତା’ ନବଜାତ ଛୁଆଙ୍କୁ ଦେଖିବାକୁ ମିଳିଛି। ଭିଡିଓଟି ଭାଇରାଲ ହେବାର କାରଣ ହେଉଛି ଜନ୍ମ ହେବାର ମାତ୍ର ୨୦ ମିନିଟ୍‌ ମଧ୍ୟରେ ହାତୀ ଛୁଆଟି ଠିଆ ହୋଇ ଡ୍ୟାନ୍ସ…

ଶୋଷ ହେବାରୁ ଉପାୟ ନ ପାଇ ଶୁଣ୍ଢରେ ଟ୍ୟାପ୍‌ ଖୋଲି ପାଣି ପିଉଛି ହାତୀ, ଦେଖନ୍ତୁ ଭିଡିଓ

କିଛି ଦିନ ହେବ ସୋସିଆଲ ମିଡିଆରେ ହାତୀ ମୃତ୍ୟୁର ଖବର ଖୁବ୍‌ ଭାଇରାଲ ହେଉଛି। ଏହି ଘଟଣା ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ଯାଏଁ ସମସ୍ତଙ୍କୁ ବ୍ୟଥିତ କରିଛି। ହାତୀକୁ ସପୁରୀରେ ବାଣ ଦେଇ ହତ୍ୟା କରିଥିବା ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଥିବା ଜଣାଯାଇଛି।…

ସୀମା ଟପିଲା ବର୍ବରତା, ସପୁରୀ ଭିତରେ ବାଣ ପୂରାଇ ଗର୍ଭିଣୀ ହାତୀକୁ ଖୁଆଇଦେଲେ, ଚାଲିଗଲା ଦୁଇ ଦୁଇଟି ଜୀବନ

ଯେକୌଣସି ଲଜ୍ଜାଜନକ ଘଟଣାରେ ଅପରାଧୀକୁ ପଶୁ ସହ ତୁଳନା କରାଯାଏ। କିନ୍ତୁ କେରଳରେ ଲୋକମାନେ ଏକ ପଶୁ ସହ ଯେଉଁଭଳି କାଣ୍ଡ କରିଛନ୍ତି ତାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ସମ୍ପୂର୍ଣ୍ଣ ଘଟଣା ଶୁଣିବା ପରେ ଆପଣଙ୍କ ରକ୍ତ ଗରମ ହୋଇଯିବ। ଏଭଳି ବର୍ବରକାଣ୍ଡ କରିଥିବା ଲୋକଙ୍କ ପାଇଁ…

ବଲାଙ୍ଗିର: ଖପ୍ରାଖୋଲ ହନୁପାଲି ଗାଁରେ ଘରେ ଶୋଇଥିବା ବେଳେ ବୃଦ୍ଧାଙ୍କୁ ଦଳିଦେଲା ହାତୀ

ବଲାଙ୍ଗିର : ବୃଦ୍ଧାଙ୍କୁ ଦଳିଦେଲା ହାତୀ । ବିଳମ୍ବିତ ରାତିରେ ବୃଦ୍ଧା ଜଣକ ଘରେ ଶୋଇଥିବା ବେଳେ ହାତୀ ଦଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ହେଲେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ୍‌ ହନୁପାଲି ଗାଁର ବେଲମତି ବରିହା । ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ଓ ପୋଲିସ ପହଞ୍ଚି…

କେବେ କୌଣସି ହାତୀକୁ ସିଡ଼ି ଚଢ଼ୁଥିବାର ଦେଖିଛନ୍ତି କି? ଦେଖନ୍ତୁ ଏହି ଭିଡିଓ ନିଜ ଆଖିକୁ ବି ବିଶ୍ୱାସ କରିପାରିବେନି

ଜୀବଜନ୍ତୁଙ୍କ ମଧ୍ୟରେ ହାତୀକୁ ସବୁଠାରୁ ବୁଦ୍ଧିମାନ ବୋଲି କୁହାଯାଏ। ବିଶାଳକାୟ ଆକାର ହୋଇଥିଲେ ମଧ୍ୟ ହାତୀମାନଙ୍କ ଚାଲିଚଳଣ ଛୋଟ ଛୁଆ ଭଳି ହୋଇଥାଏ। ବେଳେ ବେଳେ ହାତୀ ଏମିତି କିଛି କାମ କରିଥାଏ ଯାହା ଅନ୍ୟମାନଙ୍କୁ ହସର ଖୋରାକ ଯୋଗାଏ। ଏବେ ସେଭଳି ଏକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ…

ଚଳନ୍ତା ଗାଡ଼ିରୁ ଆଖୁ ଚୋରି କରୁଛି ହାତୀ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ହାତୀ ମାନଙ୍କର ପ୍ରିୟ ଖାଦ୍ୟ ଗୁଡିକ ଭିତରେ ଆଖୁ ଅନ୍ୟତମ । ଆଖୁ କିଆରୀରେ ପଶି ଦଳବଦ୍ଧ ହୋଇ ହାତୀ ମାନେ ଆଖୁ ଖାଆନ୍ତି । କିନ୍ତୁ ଚଳନ୍ତା ଗାଡିରେ ଛିଡା ହୋଇ ନିଜ ଜୀବନକୁ ଖାତିର ନ କରି ଅନ୍ୟ ଏକ ଆଖୁ ବୋଝେଇ ଟ୍ରକରେ ନିଆଯାଉଥିବା ଆଖୁକୁ ଭିଡି ଭିଡି ଖାଉଥିବା ଭଳି ଦୃଶ୍ୟକୁ ଆପଣ ନିଜ ଆଖିରେ…

ଗଞ୍ଜାମ ସେରଗଡ଼ ଅଲରିଗଡ଼ ଠାରେ ଏକ ଗାତରେ ପଡିଲା ହାତୀ, ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି

ଗଞ୍ଜାମ(କେନ୍ୟୁଜ୍): ଗାତରେ ପଡିଲା ହାତୀ । ଗଞ୍ଜାମ ସେରଗଡ଼ ଅଲରିଗଡ଼ ଠାରେ ଏକ ପାହାଡିଆ ଜମିରେ ଏକ ହାତୀ ପଡିଯାଇଛି । ଗାଁର ଜଙ୍ଗଲ ପାହାଡ ନିକଟରେ ଥିବା ଜମି ନିକଟକୁ ଗତକାଲି ସଂଧ୍ୟାରେ ଆସିଥିଲେ ହାତୀ ପଲ । ଫସଲ ଖାଇସାରି ଫେରିବା ବେଳେ ଏକ ଗାତରେ ପଡି ଯାଇଥିଲା । ଏବେ ବନ ବିଭାଗ ଓ…

ଦୀର୍ଘ ଦିନର କସରତ ପରେ କାବୁ ହେଲା ନରହନ୍ତା ଦନ୍ତା, ଟ୍ରାଙ୍କୁଲାଇଜ୍‌ କରି କାବୁ କଲା ବନବିଭାଗ

କେନ୍ଯୁଜ୍: ଦୀର୍ଘ ଦିନର କସରତ ପରେ କାବୁ ହେଲା ନରହନ୍ତା ଦନ୍ତା । ଶେଷ ହେଲା ‘ଅପରେସନ ଗଜରାଜ’ । ଦନ୍ତା ହାତୀକୁ କାବୁ କଲା ବନବିଭାଗ ।ଦୀର୍ଘ ୯ ଦିନ ଧରି ଯାଜପୁର ଦାନଗଦୀ ଅଞ୍ଚଳରେ ଉତ୍ପାତ ଚଳାଇଥିବା ହାତୀକୁ ଟ୍ରାଙ୍କୁଲାଇଜ୍‌ କରି କାବୁ କଲା ବନବିଭାଗ । ଏହି ଦନ୍ତା ୪ ଜଣଙ୍କୁ ଦଳି…

ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ କାବୁ ହେଲା ନରହନ୍ତା ଦନ୍ତା, ତାଳଚେରରୁ ନିଆଯାଇଛି କପିଳାସ ଚିଡିଆଖାନା

ତାଳଚେର(କେନ୍ୟୁଜ୍): ଶେଷରେ କାବୁ ହେଲା ନରହନ୍ତା ଦନ୍ତା । ଅକ୍ଲାନ୍ତ ପରିଶ୍ରମ ପରେ ତାଳଚେରରୁ କପିଳାସ ଚିଡ଼ିଆଖାନାକୁ ଯାଉଛି ହାତୀ । ପ୍ରଥମ ଥର ବିଫଳ ହେବା ପରେ ଦ୍ୱିତୀୟ ଥରରେ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ ନରହନ୍ତାକୁ ସ୍ଥାନାନ୍ତର କରିଛି ବନବିଭାଗ । ଗତ କିଛିମାସ ମଧ୍ୟରେ ନରହନ୍ତା…