Browsing Tag

elon musk

ଏଲନ୍‌ ମସ୍କଙ୍କ ୭୬ ବର୍ଷୀୟ ବାପାଙ୍କ ଚାଞ୍ଚଲ୍ୟକର ଖୁଲାସା: କହିଲେ- ୩୫ ବର୍ଷର ଝିଅ ସହ ଅଛି ଶାରୀରିକ ସମ୍ପର୍କ, ୨ଟି…

ଟେସ୍‌ଲା ଓ ସ୍ପେସ୍‌ଏକ୍ସର ମାଲିକ ଏଲନ୍‌ ମସ୍କଙ୍କ ୭୬ ବର୍ଷୀୟ ବାପା ଏରୋଲ ମସ୍କ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ତାଙ୍କର ନିଜ ୩୫ ବର୍ଷୀୟ ସାବତ ଝିଅ ଜନ୍‌ ବେଜୁଇଡେନହାଓଟ୍‌ଙ୍କ ସହ ଯୌନ ସମ୍ପର୍କ ରହିଛି ଓ ତାଙ୍କ ଠାରୁ ତାଙ୍କର ୨ଟି ଗୁପ୍ତ ସନ୍ତାନ ବି…

ଟ୍ଵିଟର୍‌ କିଣା ଡିଲ୍‌ରୁ ଓହରିଲେ ଏଲନ ମସ୍କ, ସହିବାକୁ ପଡ଼ିପାରେ ବଡ଼ କ୍ଷତି

ନୂଆଦିଲ୍ଲୀ : ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ଵିଟର୍ ସହ ଡିଲ୍ ରଦ୍ଦ କରିଛନ୍ତି । ଏଥିପାଇଁ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ । ଟର୍ମିନେସନ୍ ଫି ବାବଦରେ ୧ ବିଲିୟନ ଡଲାର ବା ପ୍ରାୟ ୮ ହଜାର କୋଟି ଟଙ୍କା ଗଣିବେ ବୋଲି ଜଣାପଡ଼ିଛି । ଗତ ତିନି ମାସ ହେବ ମସ୍କ ଏବଂ ଟ୍ଵିଟର…

ଟ୍ୱିଟର କିଣିବା ନେଇ ନିଜ ତରଫରୁ ଡିଲକୁ ରଦ୍ଦ କଲେ ଏଲନ୍ ମସ୍କ, କଂପାନୀ କରିବ ମକଦ୍ଦମା

ନୂଆଦିଲ୍ଲୀ: ଏଲନ୍ ମସ୍କ, ଟ୍ୱିଟର ବୁଝାମଣା ନିଜ ତରଫରୁ ବାତିଲ କରିଦେଇଛନ୍ତି । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଗତ ଏପ୍ରିଲ ୨୫ ତାରିଖରେ ଟୁଇଟରକୁ ୫୪.୨୦ ବିଲିୟନ ଡଲାରରେ କିଣିବାକୁ ଅଫର ଦେଇଥିଲା । ମାତ୍ର ପରେ ଏହା ୪୪ ବିଲିୟନ ଡଲାରକୁ ଖସିଥିଲା । ଶୁକ୍ରବାର ମସ୍କ କହିଛନ୍ତି ଯେ ସେ…

ପୁରୁଷରୁ ମହିଳା ହେବେ ଏଲନ୍ ମସ୍କଙ୍କ ସନ୍ତାନ, ନାମ ପରିବର୍ତ୍ତନ କରିବାକୁ କଲେ ଆବେଦନ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ପୁଣି ଥରେ ଚର୍ଚାକୁ ଆସିଛନ୍ତି। ଏଥର ତାଙ୍କର କିନ୍ନର ସନ୍ତାନ ନାମ ପରିବର୍ତ୍ତନ କରିବା ପାଇଁ ଏକ ଆବେଦନ କରିଛନ୍ତି। ‌ସେ ତାଙ୍କର ନୂତନ ଲିଙ୍ଗ ପରିଚୟ ଅନୁସାରେ ନିଜର ନାମ ପରିବର୍ତ୍ତନ କରିବାକୁ ଚାହାନ୍ତି। ସେ ତାଙ୍କ ଆବେଦନ…

ଟ୍ଵିଟରକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ, ଘୋଷଣା କଲେ ନୂଆ ମାଲିକ ଏଲନ୍‌ ମସ୍କ

ଶେଷରେ ଟ୍ଵିଟରକୁ ପୁଣିଥରେ ଫେରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ଵିଟରର ନୂଆ ମାଲିକ ଏଲନ୍‌ ମସ୍କ ଏ ନେଇ ଘୋଷଣା କରିଛନ୍ତି। ମସ୍କ ଘୋଷଣା କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରୁ ଟ୍ଵିଟର ବ୍ୟାନ୍‌ ହଟାଇଛି। ଏଲନ୍‌ ମସ୍କ ଆହୁରି ମଧ୍ୟ କହିଛନ୍ତି ଯେ ଡୋନାଲ୍ଡ…

ଏଲନ୍‌ ମସ୍କଙ୍କ ଟ୍ଵିଟ୍‌-‘ଯଦି ମୁଁ ସନ୍ଦେହଜନକ ସ୍ଥିତିରେ ମରିଯାଏ’, ସୋସିଆଲ ମିଡିଆରେ ହଇଚଇ

ଟ୍ଵିଟର କିଣିବା ପର ଠାରୁ ଚର୍ଚ୍ଚାରେ ଅଛନ୍ତି ଏଲନ୍‌ ମସ୍କ। ଏବେ ତାଙ୍କର ଏକ ନୂଆ ଟ୍ଵିଟ୍‌ ହଇଚଇ ସୃଷ୍ଟି କରିଛି। ଏହି ଟ୍ଵିଟ୍‌ରେ ଏଲନ୍‌ ମସ୍କ ସନ୍ଦିଗ୍ଧ ସ୍ଥିତିରେ ମୃତ୍ୟୁ କଥା କହିଛନ୍ତି। ଏଲନ୍‌ ମସ୍କଙ୍କର ଏହି ଟ୍ଵିଟ୍‌ ଉପରେ ଲୋକମାନେ ଲଗାତାର ପ୍ରତିକ୍ରିୟା ଦେଉଥିବା ଦେଖାଯାଇଛି।…

ଟ୍ଵିଟର ୟୁଜର୍ସଙ୍କୁ ବଡ଼ ଝଟକା ଦେଲେ ଏଲନ ମସ୍କ, ଏବେ ବ୍ୟବହାରକାରୀଙ୍କୁ ଦେବାକୁ ହେବ ପଇସା

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିବା ପରେ ବିଶ୍ୱର ସବୁଠୁ ଧନି ବ୍ୟକ୍ତି ଏଲନ ମସ୍କ ଲଗାତର ଚର୍ଚ୍ଚାରେ ରହୁଛନ୍ତି ।ଏହାମଧ୍ୟରେ ଏଲନ ମସ୍କ ଏବେ ଟ୍ଵିଟ୍‌ କରି ଯାହା କରିଛନ୍ତି, ତାହା ଜାଣିବା ପରେ ଟ୍ଵିଟର ୟୁଜର୍ସ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ଆଗାମୀ ଦିନରେ ଟ୍ୱିଟର ବ୍ୟବହାର ପାଇଁ…

ଟ୍ୱିଟର ପରେ Coca-Cola କିଣିବାକୁ ଇଚ୍ଛା କରିଛନ୍ତି ଏଲନ୍ ମସ୍କ, କହିଲେ ମୋତେ ଯେଉଁଥିରେ ଜୋକ୍ କରାଯିବ ମୁଁ ତାହା…

ଟ୍ୱିଟର କିଣିବା ପରେ ଏବେ ବିଶ୍ୱର ସର୍ବ ଶ୍ରେଷ୍ଠ ଧନୀ ଏଲନ୍ ମସ୍କ କୋକା କୋଲା କମ୍ପାନୀ କିଣିବାକୁ ଇଛା ରଖିଛନ୍ତି। ସେ ନିଜେ ଟ୍ୱିଟ କରି କହିଛନ୍ତି ଯେ କୋକାକୋଲା କିଣିବେ ଏବଂ 'କୋକେନ୍ ଫେରାଇବେ'। ୨୦୧୭ ରେ ଏଲନ୍ ମସ୍କ ପଚାରିଥିଲେ ଟ୍ୱିଟର କିଣିବାକୁ ତାଙ୍କୁ କେତେ ଖର୍ଚ୍ଚ ପଡ଼ିବ, ସେହି…

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ଵିଟର’କୁ କିଣିଲେ ବିଶ୍ୱର ସବୁଠୁ ଧନୀ ବ୍ଯକ୍ତି ଏଲନ ମସ୍କ

ଟ୍ଵିଟରକୁ କିଣିଲେ ଏଲନ ମସ୍କ । ବିଶ୍ୱର ସବୁଠୁ ଧନୀ କୁହାଯାଉଥିବା ଏଲନ ମସ୍କ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି । ବର୍ତ୍ତମାନ କୋଟି କୋଟି ୟୁଜର ଥିବା ଏହି ସୋସିଆଲ ମିଡିଆ ପ୍ଲଟଫର୍ମର ମାଲିକାନା ଦାୟିତ୍ୱ ଏଲନ ମସ୍କଙ୍କ ହାତକୁ ଯାଇଛି । କିଛିଦିନ…

ଟ୍ବିଟରର ମାଲିକ ହେବାକୁ ଚାହୁଁଛନ୍ତି ଏଲନ୍ ମସ୍କ: ୧୦୦% ଅଂଶଧନ କିଣିବାକୁ ଦେଲେ ପ୍ରସ୍ତାବ

ସୋସିଆଲ୍‌ ମିଡିଆ ସାଇଟ ଟ୍ବିଟରକୁ କିଣିବାକୁ ଆଗ୍ରହୀ ଟେସଲାର ସିଇଓ ତଥା ବିଶ୍ୱର ସବୁଠୁ ବଡ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ୍ ମସ୍କ । ମସ୍କଙ୍କ ଏହି ଘୋଷଣା ପରେ ଟ୍ୱିଟର ନିବେଶକଙ୍କ ଟେନସନ ବୃଦ୍ଧି ପାଇଛି। 13D ଫାଇଲ୍ ମାଧ୍ୟମରେ ଟ୍ୱିଟରର ୧୦୦% ଅଂଶଧନ କିଣିବାକୁ ମସ୍କ ପ୍ରସ୍ତାବ…

ଟ୍ଵିଟରକୁ ଟକ୍କର ଦେବାକୁ ନୂଆ ସୋସିଆଲ ମିଡିଆ ଲଞ୍ଚ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ଏଲନ୍‌ ମସ୍କ

ଟେସ୍‌ଲାର ମାଲିକ ଏଲନ୍‌ ମସ୍କ ଏବେ ଏକ ବଡ଼ ଘୋଷଣା କରିଛନ୍ତି। ସବୁ ବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ଥିବା ମସ୍କ ଏବେ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ୍‌ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏ ନେଇ ସେ ଟ୍ଵିଟରରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ଫେସ୍‌ବୁକ ଓ ଟ୍ଵିଟର…

ରୁଷ୍‌ର ଧମକ! ଟ୍ଵିଟରରେ ନିଜ ନାଁ ବଦଳାଇ Elona କଲେ ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ

ଟ୍ଵିଟରରେ ନିଜ ନାଁ ବଦଳାଇଛନ୍ତି ସ୍ପେସ୍‌ ଏକ୍ସର ସିଇଓ ଏଲନ୍‌ ମସ୍କ (Elon Musk)। ସେ ନିଜ ନାଁକୁ ବଦଳାଇ ଏଲୋନା ମସ୍କ (Elona Musk) କରିଦେଇଛନ୍ତି। ଏଥିସହ ସେ ଚେଚେନ୍‌ ରିପବ୍ଲିକ୍‌ (Chechen Republic)ର ମୁଖ୍ୟ ରମ୍‌ଜାନ୍‌ କାଡରୋଭ୍‌ (Ramzan Kadyrov)ଙ୍କର ଏକ ଟେଲିଗ୍ରାମ୍‌…